କମିଲା ସୁନା ଓ ରୂପା ଦର ଶୁକ୍ରବାର ସୁନା ଦରରେ ହ୍ରାସ ଘଟିଥିବା ବେଳେ ଆଜି ମଧ୍ୟ ହ୍ରାସ ପାଇଛି ଅଲ୍ ଟାଇମ୍ ରେକର୍ଡଠୁ ପାଖାପାଖି ୧୦ ହଜାର ଟଙ୍କା ଶସ୍ତା ହୋଇଛି ସୁନା ନୂଆଦିଲ୍ଲୀ: ପୁଣିଥରେ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଶୁକ୍ରବାର ସୁନା ଦରରେ ହ୍ରାସ ଘଟିଥିବା ବେଳେ ଆଜି ମଧ୍ୟ ହ୍ରାସ ପାଇଛି। Multi Commodity Exchange(MCX)ରେ ଆଜି ସୁନା ୨୦୦ ଟଙ୍କା ହ୍ରାସ ସହ କାରବାର ଚାଲିଥିବା […]
ଲକ୍ଷ୍ନୌ: ଦୁଲ୍ହନ ବେଶରେ ଆସି ରୀତିନୀତି ଅନୁସାରେ ମନ୍ଦିରରେ ବିବାହ କଲେ, ଶେଷରେ ସୁନା ଅଳଙ୍କାର ନେଇ ଫେରାର ହୋଇଗଲେ। ସବୁଠାରୁ ବଡ଼ କଥା, ଏହି ବିବାହ ପାଇଁ ମଧ୍ୟସ୍ଥିଙ୍କ ସହ ଲକ୍ଷେ ଟଙ୍କା ମଧ୍ୟ ଛିଣ୍ଡି ଥିଲା। ଘଟଣାପରେ ନା ଯୁବତୀଙ୍କର କୌଣସି ପତ୍ତା ମିଳିପାରିଛି ନା ମଧ୍ୟସ୍ଥିଙ୍କ। ଉଭୟେ କେଉଁଆଡ଼େ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଉତ୍ତରପ୍ରଦେଶର ମିରଟରେ। ମୁଜାଫରନଗରରେ ରହୁଥିବା ଜଣେ କୃଷକ ବିବାହ ନାଁରେ ଠକାମିର ଶିକାର ହୋଇଥିବା ଅଭିଯୋଗ […]