• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

gold
ପୁଣି ଶସ୍ତା ହେଲା ସୁନା, ରୂପା ଦର

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ଆଜି ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୦୪ ଟଙ୍କା ହ୍ରାସ ସହ ୪୭,୧୫୨ ଟଙ୍କାରେ କାରବାର ଆରମ୍ଭ ହୋଇଥିଲା। ରୂପା ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ରୂପା ଦର ପ୍ରତି କିଲୋଗ୍ରାମକୁ ୧୯୨ ଟଙ୍କା ହ୍ରାସ ସହ ୬୮,୫୪୬ ଟଙ୍କାରେ କାରବାର ଚାଲିଥିଲା। ଗତବର୍ଷ ଅଗଷ୍ଟରେ ସୁନା ଦର ୫୬,୨୦୦ ଟଙ୍କା ରେକର୍ଡ ସ୍ତରରେ […]

  • Tuesday, 13 July 2021
Twitter
୧ ହଜାରରୁ ଅଧିକ ଆକାଉଣ୍ଟ ବନ୍ଦ କରିବାକୁ ଟ୍ୱିଟରକୁ ନିର୍ଦ୍ଦେଶ ଦେଲା ଭାରତ

ନୂଆଦିଲ୍ଲୀ: ହଜାରେରୁ ଅଧିକ ଆକାଉଣ୍ଟ ବନ୍ଦ କରିବାକୁ ଭାରତ ସରକାର ଟ୍ୱିଟରକୁ ନୋଟିସ୍‌ କରିଛନ୍ତି। ଏହି ଟ୍ୱିଟର ଆକାଉଣ୍ଟ ଗୁଡ଼ିକ ଚାଷୀ ଆନ୍ଦୋଳନ ନେଇ ଭୁଲ୍‌ ତଥ୍ୟ ଦେବା ସହ ଆନ୍ଦୋଳନକୁ ଆହୁରି ଉସୁକାଉଛନ୍ତି। ଏହି ସବୁ ଆକାଉଣ୍ଟ ପାକିସ୍ତାନୀ ଓ ତଥାକଥିତ ଖଲିସ୍ତାନୀଙ୍କ ସମର୍ଥକଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି ଭାରତ ସଙ୍ଗୀନ ଅଭିଯୋଗ କରିଛି। ତେଣୁ ତୁରନ୍ତ ଏହି ସବୁ ଆକାଉଣ୍ଟ ଗୁଡ଼ିକ ବ୍ଲକ୍‌ କରିବା ପାଇଁ କୁହାଯାଇଛି। ଚଳିତ ମାସରେ, ଆଇଟି ମନ୍ତ୍ରଣାଳୟ […]

  • Tuesday, 13 July 2021
delhi-corona
କରୋନା ନେଗେଟିଭ୍ ରିପୋର୍ଟ ନ ଥିଲେ ୫ ରାଜ୍ୟବାସୀଙ୍କୁ ରାଜଧାନୀ ପ୍ରବେଶ ମନା

ନୂଆଦିଲ୍ଲୀ: କରୋନା ନେଗେଟିଭ୍ ରିପୋର୍ଟ ନନେଲେ ଦିଲ୍ଲୀ ମନା। ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଙ୍କଟ ମଧ୍ୟରେ ସରକାର କଠୋର ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀକୁ ୫ ରାଜ୍ୟର ଜନତାଙ୍କ ପାଇଁ କରୋନା ନେଗେଟିଭ୍ ରିପୋର୍ଟ ଆଣିବା ବାଧ୍ୟତାମୂଳକ କରାଯାଇଥିବା ସୂତ୍ର ଅନୁସାରେ ଜଣାପଡ଼ିଛି। କିଛି ରାଜ୍ୟରେ ଲଗାତାର କରୋନା ସଂକ୍ରମବଣ ବଢ଼ୁଥିବାରୁ କେଜ୍ରିୱାଲ ସରକାର ରାଜ୍ୟର ଜନତାଙ୍କ ହିତ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରେଦଶ ଓ ପଞ୍ଜାମରୁ ଦିଲ୍ଲୀ ଆସୁଥିବା ଲୋକଙ୍କୁ […]

  • Tuesday, 13 July 2021
uttarakhand
ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ୧୭୦ ନିଖୋଜ

ଚମୋଲି: ଦେବଭୂମୀ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦା ଏବଂ ଧୌଳିଗଙ୍ଗା(ଗଙ୍ଗା ନଦୀ ଶାଖା) ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ୧୭୦ ଜଣ ନିଖୋଜ ଥିବାବେଳେ ୧୪ଜଣଙ୍କ ମୃତ୍ୟୁ ଘଟିଛି। ନିଖୋଜଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଗତକାଲିଠୁ ଏବେ ଯାଏ ଯୋଶୀମଠ ଓ ତପୋବନ ଅଞ୍ଚଳରେ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ବିଭିନ୍ନ ସ୍ଥାନରୁ ୧୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଆଇଟିବିପି, ଏନଡିଆରଫ୍, […]

nasa
ନାସାର ମଙ୍ଗଳ ମିଶନରେ ଭାରତୀୟ ବୈଜ୍ଞାନିକଙ୍କ ଭୂମିକା : ସ୍ୱାତୀ ମୋହନଙ୍କ ପରେ ଚର୍ଚ୍ଚାରେ ବବ୍ ବଳରାମ

ନାସାର ମଙ୍ଗଳ ମିଶନରେ ଆଉ ଜଣେ ଭାରତୀୟ  ମଙ୍ଗଳ ଗ୍ରହକୁ ଗୋଟିଏ ହେଲିକପ୍ଟର ମଧ୍ୟ ଛାଡିଛି ନାସା ହେଲିକପ୍ଟରକୁ ତିଆରି କରିଛନ୍ତି ନାସାରେ କାର୍ଯ୍ୟରତ ବବ୍ ବଳରାମ ନୂଆଦିଲ୍ଲୀ: ନାସାର ମଙ୍ଗଳ ମିଶନ୍ ପଛରେ ଭାରତୀୟ ବୈଜ୍ଞାନିକଙ୍କ ପ୍ରମୁଖ ଭୂମିକା ସ୍ୱାତୀ ମୋହନଙ୍କ ପରେ ଏବେ ଆଉ ଜଣେ ଭାରତୀୟଙ୍କ ନାଁକୁ ନେଇ ଏବେ ଚର୍ଚ୍ଚା। ସେ ହେଲେ ବବ୍ ବଳରାମ। ପର୍ସେଭରାନ୍ସ ରୋଭର୍ ସହ ମଙ୍ଗଳ ଗ୍ରହକୁ ଗୋଟିଏ ହେଲିକପ୍ଟର ମଧ୍ୟ ଛାଡିଛି ନାସା, ଆଉ […]

  • Tuesday, 13 July 2021
Dhananjay-Mahadik
ବିନା ମାସ୍କରେ ବୁଲିଲେ ନେତା: ବିଜେପିର ପୂର୍ବତନ ସାଂସଦଙ୍କ ପୁଅ ବାହାଘରରେ ଖୋଲାଖୋଲି କୋଭିଡ଼୍ ନିୟମ ଉଲ୍ଲଂଘନ

ମୁମ୍ବାଇ: ନେତାଙ୍କ ପାଇଁ ନାହିଁ କି କୋଭିଡ଼୍ ନିୟମ ? ନିୟମ କ’ଣ ଖାଲି ସାଧାରଣ ଲୋକଙ୍କ ପାଇଁ ହୋଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ନେତା କିନ୍ତୁ କରୋନା କଟକଣାକୁ ମାନୁ ନଥିବା ଦେଖିବାକୁ ମିଳିଛି। ରବିବାର ଦିନ ଅନୁଷ୍ଠିତ ହୋଇଥିବା ବିଜେପିର ପୂର୍ବତନ ସାଂସଦ ଧନଞ୍ଜୟ ମହାଦୀକଙ୍କ ପୁଅଙ୍କ ବିବାହ ସମାରୋହରେ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି। ଭିଡ଼ ଭିତରେ ମଧ୍ୟ ପ୍ରାୟ ଲୋକଙ୍କ ମୁହଁରେ ନଥିଲା ମାସ୍କ। ପୂର୍ବତନ […]

  • Tuesday, 13 July 2021
missile
ଭାରତ-ଭିଏତନାମ୍ ଘନିଷ୍ଠତା ବଢିବା ଦେଖି ବିବ୍ରତ କି ଚୀନ୍ ? ଭିଏତନାମ୍ ସୀମାରେ ଚୀନ ମିଜାଇଲ୍ ବେସ୍ !

ନୂଆଦିଲ୍ଲୀ: ଭାରତ-ଭିଏତନାମ୍ ଘନିଷ୍ଠତା ବଢିବା ଦେଖି ବିବ୍ରତ କି ଚୀନ୍ ? ଭିଏତନାମ୍ ସୀମା ନିକଟରେ ଚୀନ୍ ନିଜର ଏକ ସର୍ଫେସ୍-ଟୁ-ଏୟାର୍ ମିଜାଇଲ୍ ବେସ୍ ସ୍ଥାପନ କରିଥିବା ଆଶଙ୍କା କରାଯାଉଛି। ଏହି କ୍ଷେପଣାସ୍ତ୍ର ଘାଟିର ସାଟେଲାଇଟ୍ ଇମେଜ୍ ସାଉଥ ଚାଇନା ସି ନିଉଜ୍ ନାମକ ଏକ ସଂସ୍ଥା ଟ୍ୱିଟ୍‌ କରିବା ପରେ, ଚୀନ୍‌ର ଉଦ୍ଦେଶ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିଏତନାମ୍ ସୀମା ଠାରୁ ମାତ୍ର ୨୦ କିଲୋମିଟର ଦୂର ଗୁଆନ୍‌କ୍ସି ପ୍ରଦେଶରେ ଏହି ମିଜାଇଲ୍ ବେସ୍ […]

  • Tuesday, 13 July 2021
murder
ପ୍ରେମରେ ଧୋକା: ବୁଲାଇ ନେବା ବାହାନାରେ ଜଙ୍ଗଲ ଭିତରେ ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ରାଞ୍ଚି: ବିଶ୍ୱାସରେ ବିଷ ଦେଲା ପ୍ରେମିକ। ପ୍ରେମରେ ଲଗାଇଲା କଳାଦାଗ। ବୁଲାଇନେବା ବାହାନାରେ ପ୍ରେମିକାକୁ ଜଙ୍ଗଲ ଭିତରେ ହତ୍ୟା। ସବୁ ଦିନ ସାଥୀ ହୋଇ ରହିବାର ସ୍ୱପ୍ନ ଦେଖାଇ ପାର୍ବତୀକୁ ଜୀବନରୁ ମାରିଦେଲା ଶମ୍ଭୁ।  ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଥାନା ଡାକୁଆ ଜଙ୍ଗଲରେ ୧୭ ଫେବୃଆରୀରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ମାମାଲାର ଛାନଭିନ୍ କରିବା ପରେ ହତ୍ୟାକାରୀକୁ ଗିରଫ କରିଛି ପୋଲିସ୍। ଯୁବତୀଙ୍କ ହତ୍ୟକାରୀ ଆଉ କେହି ନୁହେଁ ବରଂ ନିଜେ […]

  • Tuesday, 13 July 2021
0074-boy-tried-to-kill-gf-after-said-no-to-marriage
ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ : ବାହା ହେବାକୁ ମନା କଲେ ବୋଲି ଯୁବତୀଙ୍କୁ ଟ୍ରେନ୍ ସାମ୍ନାକୁ ଠେଲିଦେଲେ

ମୁମ୍ବାଇ: ବିବାହ କରିବାକୁ ମନା କରିବାରୁ ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ। ଏକତରଫା ପ୍ରେମ କରି ହିତାହିତ ହରାଇଲା ପ୍ରେମିକ। ସମସ୍ତଙ୍କ ସାମ୍ନାରେ ପ୍ରେମିକାକୁ ଟ୍ରେନ୍ ଆଗକୁ ଠେଲିଦେଲା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ, ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ତେବେ ସୌଭାଗ୍ୟବଶତଃ ଆକସ୍ମିକ ମୃତ୍ୟୁରୁ ବର୍ତ୍ତି ଯାଇଛନ୍ତି ଯୁବତୀ ଜଣକ। ଅନ୍ୟପଟେ ଏପରି କାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ଖସି ପଳାଇଥିଲା ଅଭିଯୁକ୍ତ। ହେଲେ ସିସିଟିଭି ଫୁଟେଜ୍ […]

  • Tuesday, 13 July 2021
abhishek-banerjee
ମମତା ବାନାର୍ଜୀଙ୍କ ପୁତୁରାଙ୍କ ଘରେ ପହଞ୍ଚିଲା ସିବିଆଇ : ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କୁ ପଚରାଉଚରା କରିବାକୁ ଦେଲା ନୋଟିସ୍

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସିବିଆଇ ଅଡ଼ୁଆ। ସିବିଆଇ ସ୍କାନରରେ ମମତାଙ୍କ ପୁତୁରା। ମମତାଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସର ଡାଇମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କୁ ସିବିଆଇ ଜେରା କରିଛି। କୋଇଲା ଚୋରା ଚାଲାଣ ମାମଲାରେ ସିବିଆଇ ତାଙ୍କର କୋଲକାତା ଘରେ ପହଞ୍ଚି ଜେରା କରିଥିବା ସୂଚନା ମିଳିଛି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି (CBI) ଅଭିଷେକ ବାନାର୍ଜଙ୍କ ପତ୍ନି ରୁଜିରା ନରୁଲା ବାନାର୍ଜଙ୍କୁ ପଚରାଉଚରା କରିବାକୁ ପହଞ୍ଚିଛି। ଏନେଇ […]

  • Tuesday, 13 July 2021
cow
ଅମାନୁଷିକ କାଣ୍ଡ: ଅମୃତଭଣ୍ଡା ଖାଇଦେବାରୁ ଗାଈର ପେଟ ଚିରି ବାହାର କଲେ ଦୋକାନୀ

ମଣିଷର ଅମାନୁଷିକ କାଣ୍ଡ ଗାଈ ଖାଇଦେଲା ଅମୃତଭଣ୍ଡା ପେଟ ଚିରି ଅମୃତଭଣ୍ଡା ବାହାର କଲେ ଦୋକାନୀ ରାୟଗଡ: ସାମାନ୍ୟ ଏକ ଅମୃତଭଣ୍ଡାର ମୂଲ୍ୟ କ’ଣ ଜୀବନ ଠାରୁ ବହୁତ ବଡ଼ ? ବିବେକ ବୁଦ୍ଧିର ବିଚାର କରିପାରୁନଥିବା ପଶୁପକ୍ଷୀଙ୍କ ଉପରେ ଫଳ ପାଇଁ ଅକଥନୀୟ ଅତ୍ୟାଚାର କରିବା ସତରେ କେତେଦୂର ଯୁକ୍ତିଯୁକ୍ତ? ଦୁନିଆର ହାନିଲାଭ, ଭଲମନ୍ଦ ପ୍ରତି ଅଜ୍ଞ ଥିବା ପଶୁଜନ୍ତୁଙ୍କୁ ବାରମ୍ବାର ନିର୍ଯାତନା ଦେଇ କ’ଣ ପାଉଛି ଏ ମଣିଷ ସମାଜ ? ପୁଣି ନିରୀହ […]

  • Tuesday, 13 July 2021