• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

manipur
ପିଲାଦିନର ପାଇଲଟ ହେବାର ସ୍ୱପ୍ନ ବାଟ କଢ଼ାଇଲା :ବିମାନ ଉଡାଇବା ବଦଳରେ ରେପ୍ଲିକା ନିର୍ମାଣ କରୁଛନ୍ତି ଯୁବକ

ମଣିପୁର : ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ। ପିଲାବେଳର ପାଇଲଟ ହେବାର ସ୍ୱପ୍ନ ସିନା ପୂରଣ ହୋଇପାରିଲା ନାହିଁ, ହେଲେ ବିମାନ ଉଡାଇବା ବଦଳରେ ବିମାନର ରେପ୍ଲିକା ନିର୍ମାଣ କରୁଛନ୍ତି ଜଣେ ଯୁବକ।  କେବଳ ବିମାନ ନୁହଁ, ଭଳିକି ଭଳି ଯାନାବାହାନ ଏବଂ ଟ୍ୟାଙ୍କର ରେପ୍ଲିକା ନିର୍ମାଣ କରୁଛନ୍ତି ମଣିପୁରର ଟମ୍ ଟମ୍ ଥୋଉନାଓଜାମ୍। ’ଚାଲିଥାଏ ଦ୍ୱିତୀୟ ବିଶ୍ୱଯୁଦ୍ଧ। ଘମାଘୋଟ ଲଢ଼େଇ ଭିତରେ ଆକାଶରେ ପଇଁତରା ମାରୁଥାଏ ବୋମାବର୍ଷୀ ବିମାନ।  ଆଉ ସେସବୁକୁ ଅତି […]

  • Tuesday, 13 July 2021
gold
ସୁନା, ରୂପା ଦରରେ ବଡ଼ ଧରଣର ହ୍ରାସ

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ଯୋଗୁ ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ବିଶ୍ୱ ବଜାରରେ ସୁନା ଦର ହ୍ରାସ ଓ ଚଳିତ ବଜେଟ୍‌ରେ ଆମଦାନୀ ଶୁଳ୍କ ହ୍ରାସ ଘୋଷଣା ପରେ ୪ ଦିନରେ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ପାଖାପାଖି ୨,୦୦୦ ଟଙ୍କା ହ୍ରାସ ପାଇଥିଲା। Multi Commodity Exchange(MCX)ରେ ସୁନା ଦର ୦.୫୬% ହ୍ରାସ ସହ ପ୍ରତି ୧୦ ଗ୍ରାମକୁ […]

pulse-polio.
ମୋବାଇଲ୍‌ରେ ବ୍ୟସ୍ତ ଥିଲେ ଡାକ୍ତର, ପୋଲିଓ ଡ୍ରପ୍‌ ବଦଳରେ ଶିଶୁଙ୍କୁ ପିଆଇ ଦେଲେ ସାନିଟାଇଜର୍‌

ମୁମ୍ବାଇ(ସୁରେଶ ଦାଶ): ମହାରାଷ୍ଟ୍ରର ୟବତମାଲ୍‌ରେ ପୋଲିଓ ଟିକାକରଣ ସମୟରେ ୧୨ଜଣ ଶିଶୁଙ୍କୁ ପୋଲିଓ ଡ୍ରପ୍‌ ବଦଳରେ ହ୍ୟାଣ୍ଡ୍‌ ସାନିଟାଇଜର ପିଆଇ ଦେବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଏହି ଘଟଣାରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାର ଯାଞ୍ଚ ବେଳେ ଜଣାପଡ଼ିଛି, ଯେତେବେଳେ ଏହି କୋମଳମତି ଶିଶୁଙ୍କୁ ଅଙ୍ଗନବାଡ଼ି କର୍ମୀ ପୋଲିଓ ଡ୍ରପ୍‌ ବଦଳରେ ହ୍ୟାଣ୍ଡ୍‌ ସାନିଟାଇଜର ପିଆଉ ଥିଲେ, ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଡାକ୍ତର ମୋବାଇଲ୍‌ରେ ବ୍ୟସ୍ତ ଥିଲେ। […]

  • Tuesday, 13 July 2021
rajyasabhare
ପ୍ୟାଙ୍ଗଙ୍ଗ୍ ହ୍ରଦରୁ ପଛକୁ ହଟିବେ ଉଭୟ ଦେଶର ସେନା’: ସଂସଦରେ ବିବୃତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ଚୀନ ସହ ସୀମା ବିବାଦ ନେଇ ଭାରତକୁ ବଡ ସଫଳତା।  ଭାରତ ଓ ଚୀନ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ପାଙ୍ଗଙ୍ଗ୍ ହ୍ରଦ ନିକଟରୁ ଉଭୟ ଦେଶର ସେନା ପ୍ରତ୍ୟାହାର ହେବ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ରାଜ୍ୟସଭାରେ କହିଛନ୍ତି।ପାଙ୍ଗଙ୍ଗ୍ ହ୍ରଦ ନିକଟରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ହେବାର ୪୮ ଘଣ୍ଟା ମଧ୍ୟରେ ଦୁଇ ଦେଶ ମଧ୍ୟରେ ବରିଷ୍ଠ କମାଣ୍ଡର ସ୍ତରୀୟ ବୈଠକ କରାଯିବ। କୂଟନୈତିକ ଓ ସାମରିକ ସ୍ତରରେ ବାରମ୍ବାର ଆଲୋଚନା ପରେ […]

  • Tuesday, 13 July 2021
marriage
ଗଳିରେ ଲହଡ଼ି ଭାଙ୍ଗୁଛି ନର୍ଦ୍ଦମା ପାଣି : ମୁଖ୍ୟମନ୍ତ୍ରୀ ମହାଶୟ କୁହନ୍ତୁ, ମୋ ବର କିପରି ଆସିବ?

ଗଳିରେ ଲହଡ଼ି ଭାଙ୍ଗୁଛି ନର୍ଦ୍ଦମା ପାଣି : ବିବାହ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଯୁବତୀ ପ୍ରଶ୍ନ ? କିପରି ଆସିବେ ବରଯାତ୍ରୀ, ମୁଁ ବାହାହେବି କେମିତି ?

  • Tuesday, 13 July 2021
Tanzania
ତାଞ୍ଜାନିଆରେ ଅଜଣା ରୋଗର ଆତଙ୍କ : ରକ୍ତ ବାନ୍ତି କରି ଜୀବନ ହାରୁଛନ୍ତି ରୋଗୀ

ତାଞ୍ଜାନିଆରେ ଅଜଣା ରୋଗ, ରକ୍ତ ବାନ୍ତି କରିବା ପରେ ଟଳି ପଡ଼ୁଛନ୍ତି ରୋଗୀ ଏହି ରୋଗରେ ଏବେ ସୁଦ୍ଧା ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଚିକିତ୍ସିତ ହେଉଛନ୍ତି ହେଲେ ଅଜଣା ରୋଗର ରହସ୍ୟ ପ୍ରକାଶ କରିଥିବା ଅଧିକାରୀଙ୍କୁ ନିଲମ୍ବିତ କଲେ ତାଞ୍ଜାନିଆ ସରକାର କରୋନା ମହାମାରୀ ମଧ୍ୟରେ ତାଞ୍ଜାନିଆରେ ଆଉ ଏକ ଅଜଣା ରୋଗରେ ଆତଙ୍କିତ ଲୋକେ। ବର୍ତ୍ତମାନ ଅଦୃଶ୍ୟ ରୋଗ କବଳରେ ପଡ଼ି ଛଟପଟ ହେଉଛନ୍ତି ତାଞ୍ଜାନିଆବାସୀ। ଏହି ଅଜଣା ରୋଗ ଯୋଗୁଁ  […]

  • Tuesday, 13 July 2021
rakhi sawant
ସ୍ୱାମୀଙ୍କ ସମ୍ପର୍କରେ ବିଗ୍‌ ବସ୍‌ରେ ବଡ଼ ଖୁଲାସା କଲେ ରାକ୍ଷୀ

ମୁମ୍ବାଇ: ସବୁବେଳେ ନିଜର ଅଜବ ପ୍ରକାରର କାରନାମାକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ପୁଣି ଚର୍ଚ୍ଚାରେ। ଏବେ ବିଗ୍‌ ବସ୍ ୧୪‌ରେ ରାକ୍ଷୀଙ୍କୁ ଦେଖିବାକୁ ମିଳିଛି। ରାକ୍ଷୀଙ୍କର ହଠାତ୍ ବିବାହ ସମସ୍ତଙ୍କୁ ଆଚମ୍ବିତ କରି ଦେଇଥିବା ବେଳେ ସେ କାହାକୁ ବିବାହ କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ରାକ୍ଷୀ ତାଙ୍କ ସ୍ୱାମୀଙ୍କ ଗୋଟିଏ ହେଲେ ବି ଫଟୋ ଶେଆର୍‌ କରି ନାହାନ୍ତି। ରାକ୍ଷୀଙ୍କ କହିବା କଥା ତାଙ୍କ ସ୍ୱାମୀ ରିତେଶ୍ ୟୁକେର […]

  • Tuesday, 13 July 2021
deep-sidhu
ଅଭିନେତା ଦୀପ‌ ସିଦ୍ଧୁଙ୍କ ବିଷୟରେ ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରଦାନ କରାଯିବ। ହିଂସାରେ ସାମିଲ ଏହି ଅଭିଯୁକ୍ତଙ୍କ ଉପରେ ଦିଲ୍ଲୀ ପୋଲିସ୍‌ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଘୋଷଣା କରିଛି। ମିଳିଥିବା ସୂଚନା ଅନୁସାରେ, ଅଭିନେତା ଦୀପ ସିଦ୍ଧୁ, ଜୁଗରାଜ୍‌ ସିଂ, ଗୁରଜୋତ୍ ସିଂଙ୍କ ଉପରେ ୧ ଲକ୍ଷ […]

  • Tuesday, 13 July 2021