ବିନା ଡ୍ରାଇଭରରେ ଚାଲୁଥିବା କାର୍ ଦୁର୍ଘଟଣାଗ୍ରସ୍ତ ଗଛରେ ପିଟି ହୋଇ ଜଳିଗଲା ଲକ୍ସଜୁରି କାର୍ ନିଆଁ ଲିଭାଇବା ପାଇଁ ୩୦,୦୦୦ ଗ୍ୟାଲୋନ୍ ପାଣି ବ୍ୟବହାର ହୋଇଥିଲା ଅତ୍ୟଧିକ ସ୍ପିଡ୍ ଓ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଥିବାରୁ କାର୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ଘଟଣାସ୍ଥଳରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ କାର୍ଟି ଅଟୋମେଟିକ୍ ହୋଇଥିବାରୁ ବିନା ଡ୍ରାଇଭରରେ ଏହା ଚାଲୁଥିଲା ଅଷ୍ଟିନ୍: ବିନା ଡ୍ରାଇଭରରେ ଚାଲୁଥିଲା କାର୍ ଓ ଗାଡ଼ି ଭିତରେ ଥିଲେ ୨ ଜଣ ଯାତ୍ରୀ। ସେମାନଙ୍କ ମଧ୍ୟରୁ […]
ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଦିଲ୍ଲୀରେ ରେକର୍ଡ ଭାଙ୍ଗିଛି କରୋନା। ଉଭୟ ରାଜ୍ୟରେ ଲମ୍ବା ଡିଆଁ ମାରିଛି ସଂକ୍ରମଣ। ଦିଲ୍ଲୀରେ କରୋନା କେସ୍ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଲୋକମାନେ ନିୟମ ମାନୁନଥିବା ଦେଖିବାକୁ ମିଳିଛି। ରବିବାର ସେଣ୍ଟ୍ରାଲ ଦିଲ୍ଲୀର ଦରିୟାଗଞ୍ଜ ଅଞ୍ଚଳରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ମାସ୍କ ପିନ୍ଧି ନଥିବାରୁ କାର୍ରେ ଯାଉଥିବା ଦମ୍ପତିଙ୍କୁ ପୋଲିସ୍ ଅଟକାଇଥିଲା। ତେବେ ଦମ୍ପତି ସେମାନଙ୍କର ଭୁଲ୍ ସ୍ୱୀକାର କରିବା ପରିବର୍ତ୍ତେ ପୋଲିସ୍ ସହ ଯୁକ୍ତିତର୍କ କରିଥିଲେ। […]
ଟ୍ରେନ୍ ସମ୍ମୁଖକୁ ଡେଇଁ ଓଡ଼ିଆ ସେନା ଅଧିକାରୀଙ୍କ ଆତ୍ମହତ୍ୟା ପୂର୍ବରୁ ମଧ୍ୟ ଆଉ ଏକ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା ପାଇଁ ପ୍ରୟାସ କରିଥିଲେ ଅଫିସ୍ ଗାଡ଼ିରେ ରେଲ୍ୱେ ଷ୍ଟେସନରେ ପହଞ୍ଚିଥିଲେ ଓ ୟୁନିଫର୍ମରେ ଥିଲେ ମୁମ୍ବାଇ(ସୁରେଶ ଦାଶ): ମହାରାଷ୍ଟ୍ରର ପୁଣେ ରେଲ୍ୱେ ଷ୍ଟେସନରେ ଜଣେ ଓଡ଼ିଆ ସେନା ଅଧିକାରୀ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ମୃତ ସେନା ଅଧିକାରୀ ଭୁବନେଶ୍ୱରର ବ୍ରିଗେଡିୟର ଅନନ୍ତ […]
ଚେନ୍ନାଇ: ମହାମାରୀ କରୋନା ଯୋଗୁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଅନୁଷ୍ଠାନ ଓ ଲୋକମାନେ ସହାୟତାର ହାତ ବଢ଼ାଇଛନ୍ତି। ଏମାନେ ଲୋକଙ୍କୁ ମାଗଣାରେ ଖାଇବା ଯୋଗାଇବା ସହ ଅନ୍ୟାନ୍ୟ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି। ଯାହାର ଉଦାହରଣ ଦେଖିବାକୁ ମିଳିଛି ତାମିଲନାଡୁରେ। ଏଠାରେ ଜଣେ ମହିଳା ଲୋକଙ୍କୁ ମାଗଣାରେ ବିରିୟାନୀ ଖାଇବାକୁ ଦେଉଛନ୍ତି। ଯେଉଁମାନଙ୍କ ପାଖରେ ଟଙ୍କା ନାହିଁ ଓ ସେମାନେ ଭୋକିଲା ଅଛନ୍ତି, ସେମାନଙ୍କୁ ମାଗଣାରେ […]
ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ବର୍ଷ ମୌସୁମୀ ବର୍ଷା ପ୍ରାୟ ୯୮% ହେବା ସମ୍ଭାବନା ରହିଛି। ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ୯୮% ବର୍ଷା ହେବାର ସମ୍ଭାବନା ରହିଛି।ସାଧାରଣତଃ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଭାରତରେ ବର୍ଷା ହୋଇଥାଏ। ତେବେ ଚଳିତ ଥର ସ୍ୱାଭାବିକ ବର୍ଷା ହେବାକୁ ଥିବାବେଳେ ଭଲ ଚାଷ ହେବ ଏବଂ ଏହାର ପ୍ରଭାବରେ ଅର୍ଥନୀତି […]
ପାଟନା: ବିବାହ କାର୍ଡରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଫଟୋ। ବିହାର ହାଜିପୁରର ଜଣେ ଯୁବକ ନିଜ ବିବାହ କାର୍ଡରେ ଲାଲୁ ଯାଦବଙ୍କ ଫଟୋ ଲଗାଇବା ସହ ଜେଲ୍ରେ ଥିବା ଲାଲୁଙ୍କୁ ମୁକ୍ତ କରିବା ଲାଗି ଅପିଲ୍ କରିଛନ୍ତି। ଏହାସହ ବିବାହରେ ଯୋଗଦେବା ପାଇଁ ସେ ବିବାହ କାର୍ଡକୁ ଆର୍ଜେଡିର ଅନେକ ବଡ଼ ନେତାଙ୍କଠୁ ଆରମ୍ଭ କରି ଲାଲୁଙ୍କ ପୁଅ ତେଜସ୍ୱୀ, ପତ୍ନୀ ରାବିଡ଼ି ଦେବୀଙ୍କ ଘରକୁ ପଠାଇଛନ୍ତି। ହାଜିପୁର […]
ଲଗାତାର ୧୫ ଦିନ ସ୍ଥିର ରହିବା ପରେ କମିଲା ପେଟ୍ରୋଲ ଓ ଡିଜେଲ ଦର ପେଟ୍ରୋଲ ଲିଟର ପିଛା ୧୬ ପଇସା ଓ ଡିଜେଲ ୧୪ ପଇସା କମିଛି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୫୬ ପଇସା ରହିଛି ନୂଆଦିଲ୍ଲୀ: ଲଗାତାର ୧୫ ଦିନ ସ୍ଥିର ରହିବା ପରେ ଆଜି ପେଟ୍ରୋଲ ଓ ଡିଜେଲ ଦର କମିଛି। ଆଜି ପେଟ୍ରୋଲ ଲିଟର ପିଛା ୧୬ ପଇସା ଓ ଡିଜେଲ ୧୪ ପଇସା କମିଛି। ଏହାପୂର୍ବରୁ […]
ନୂଆଦିଲ୍ଲୀ: ବାତିଲ୍ ହେଲା CBSE (Central Board of Secondary Education) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା। CBSE ଦଶମ ବୋର୍ଡ ପରୀକ୍ଷା ବାତିଲ୍ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଜରିଆରେ ରେଜଲ୍ଟ ପ୍ରକାଶ ପାଇବ। ଯେଉଁମାନେ ରେଜଲ୍ଟରେ ସନ୍ତୁଷ୍ଟ ନ ହେବେ ପୁଣି ପରୀକ୍ଷା ଦେଇପାରିବେ। ପରିସ୍ଥିତି ସ୍ୱାଭାବିକ ହେଲା ପରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ୱିଟ୍ […]