• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pimpri
ହସ୍ପିଟାଲରେ ଜଗୁଆଳି କାମ କରି ପୁଅକୁ ଡାକ୍ତର କଲେ କଳ୍ପନା

ପିମ୍ପରି: ଅଭାବ ଅନଟନ ଆଗରେ ଭାଙ୍ଗି ପଡ଼ିଲାନି ମା’ର  ମମତା । ପୁଅର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କଣ୍ଟକିତ ଦୁନିଆକୁ ସୁନ୍ଦର କରି ଗଢ଼ିତୋଳିଲା ମା’। ସ୍ୱପ୍ନର ଉଡ଼ାଣକୁ ପ୍ରତିହତ କରିପାରିଲାନି ଆର୍ଥିକ ଦୁରବସ୍ଥା । କଥାରେ ଅଛି  ଦୃଢ଼ଇଚ୍ଛା ଶକ୍ତି ଆଗରେ ଅସମ୍ଭବ ବି ସମ୍ଭବ । ଆଉ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ କରିଛନ୍ତି ପୁଣେରେ ରହୁଥିବା ଜଣେ ମହିଳା ସୁରକ୍ଷାକର୍ମୀ। ଦିନ ରାତି କଠିନ ପରିଶ୍ରମି କରି ପୁଅକୁ ଡାକ୍ତର […]

  • Tuesday, 13 July 2021
hpcl
HPCL Recruitment 2021: ହିନ୍ଦୁସ୍ତାନ ପେଟ୍ରୋଲିୟମ ଲିମିଟେଡରେ 200 ଚାକିରି ପାଇଁ ଆବେଦନ କରନ୍ତୁ

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ଏଚପିସିଏଲ୍), ମହାରତ୍ନା ସେଣ୍ଟ୍ରାଲ୍ ପବ୍ଲିକ୍ ସେକ୍ଟର ଏଣ୍ଟରପ୍ରାଇଜ୍ ଶକ୍ତି କ୍ଷେତ୍ରରେ ଉତ୍ସାହଜନକ କ୍ୟାରିୟର ସୁଯୋଗ ଖୋଜୁଥିବା ତଥା ଅଭିବୃଦ୍ଧି ଯାତ୍ରାର ଏକ ଅଂଶ ଭାବରେ ଭାରତର ଶକ୍ତି କ୍ଷେତ୍ର ରେ ସହଯୋଗ କରିବାକୁ ଇଚ୍ଛୁକ ପ୍ରତିଭାବାନ ତଥା ଭାରତୀୟ ନାଗରିକମାନଙ୍କୁ ଆମନ୍ତ୍ରଣ କରିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ନିମ୍ନଲିଖିତ ପଦବୀ ପାଇଁ ଆବେଦନ କରିପାରିବେ । ଅନଲାଇନ୍ ଆବେଦନ ଆରମ୍ଭ ତାରିଖ : ୩ ମାର୍ଚ୍ଚ ୨୦୨୧ ଅନଲାଇନ୍ […]

  • Tuesday, 13 July 2021
kgf-actor-yash-
ଆତ୍ମହତ୍ୟା କଲେ 'KGF' ଆକ୍ଟର ୟଶ୍‌ଙ୍କ ପ୍ରଶଂସକ, ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ଏମିତି...

ବେଙ୍ଗାଲୁରୁ: “ମୁଁ ମୋ ଜୀବନରେ ହାରି ଯାଇଛି। ନା ମୁଁ ଜଣେ ଭଲ ପୁଅ ନା ଭାଇ, ଏପରିକି  ଭଲପାଇବାର ହୃଦୟ ଜିତି ପାରିଲି। ମୋ ଜୀବନରେ ହାସଲ କରିବାକୁ ଆଉ କିଛି ବାକି ନାହିଁ। ତେଣୁ ସବୁଦିନ ପାଇଁ ମୁଁ ମୋ ଜୀବନକୁ ଶେଷ କରି ଦେଉଛି”…ମୃତ୍ୟୁ ପୂର୍ବରୁ ଏଭଳି କିଛି ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ୨୫ ବର୍ଷୀୟ ଯୁବକ। କର୍ଣ୍ଣାଟକ ମାଣ୍ଡ୍ୟା ଜିଲ୍ଲା କୋଡିଡୋଡି ଗାଁର ଏହି ଯୁବକ ଜଣକ ‘KGF’ ଆକ୍ଟର […]

  • Tuesday, 13 July 2021
mithun
ବିଜେପିରେ ଯୋଗଦେଲେ ମିଥୁନ୍ ଦା’

କୋଲକାତା: ବିଜେପିର ବଙ୍ଗ ମିଶନର ସାରଥୀ ସାଜିବେ ମିଥୁନ ଦା’। ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ରାଜନୀତି ଉଠୁଥିବା ପଡୁଥିବା ବେଳେ ମିଥୁନ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । ତାହା ସତ ପ୍ରମାଣିତ ହୋଇଛି କୋଲକାତାରେ ଆଜି ହେଉଥିବା ମୋଦିଙ୍କ ବିରାଟ ସମାବେଶ ଅବସରରେ ସେ ବିଜେପିରେ ମିଶିଛନ୍ତି । ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ମେଗାଷ୍ଟାର ମିଥୁନ ଚକ୍ରବର୍ତ୍ତୀ । ପ୍ରଧାନମନ୍ତ୍ରୀଙ୍କ ବ୍ରିଗେଡ୍‌ ଗ୍ରାଉଣ୍ଡ୍ […]

  • Tuesday, 13 July 2021
west bengal election
ରୋଚକ ପଶ୍ଚିମବଙ୍ଗ ରାଜନୀତି : ଏଥର ନିର୍ବାଚନରେ ବରିଷ୍ଠ ଆଇପିଏସଙ୍କ ମଧ୍ୟରେ ଟକ୍କର

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଏଥର ଦେଖିବାକୁ ମିଳିବ ବରିଷ୍ଠ ଆଇପିଏସଙ୍କ ମଧ୍ୟରେ ଟକ୍କର। ଦେବ୍ରା ନିର୍ବାଚନୀ ମଣ୍ଡଳିରୁ ଏଥର ପ୍ରାର୍ଥୀ ହୋଇଛନ୍ତି ରାଜ୍ୟର ଦୁଇ ପୂର୍ବତନ ଆଇଇପିଏସ୍ ଅଧିକାରୀ । ଟିଏମସିରୁ ହୁମାୟୁନ୍ କବିର୍ ଏବଂ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଭାରତୀ ଘୋଷ । ଗତ କିଛି ମାସ ତଳେ ଉଭୟେ ଚାକିରୀ ଛାଡ଼ି ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ହୁମାୟୁନ୍ ଚନ୍ଦନନଗର ପୋଲିସ୍ କମିଶନର୍ ଭାବେ ଦାୟିତ୍ୱ ତୁଲାଇଛନ୍ତି ।ତେବେ ନିର୍ବାଚନର ଠିକ୍ ପୂର୍ବରୁ ବିଜେପି […]

Dhoni
କ୍ୟାପଟେନ୍ କୁଲ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋପାଳକ : କ୍ରିକେଟରେ ଜଲୱା ଦେଖାଇବା ପରେ ପଶୁପାଳନରେ ରେକର୍ଡ଼ କଲେ ମାହି

ରାଞ୍ଚି : ପଶୁପାଳନରେ ନୂଆ ରେକର୍ଡ଼ କଲେ କ୍ୟାପଟେନ୍ କୁଲ। ସଫଳତମ ଅଧିନାୟକଙ୍କୁ ମିଳିଲା ସର୍ବଶ୍ରେଷ୍ଠ ଗୋପାଳକ ସମ୍ମାନ। ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାପରେ ଏବେ ଅଧିକ ସମୟ ଜୈବିକ ଚାଷରେ ବିତାଉଥିବାର ଦେଖିବାକୁ ମିଳୁଛି । ତେବେ ଏଥିପାଇଁ ୩୯ ବର୍ଷୀୟ ମାହିଙ୍କୁ ଏବେ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋପାଳକ ପୁରସ୍କାର ପ୍ରଦାନ କରାଯାଇଛି । ରାଞ୍ଚିର ରାଜକୁମାର ଧୋନୀଙ୍କୁ ରାଞ୍ଚିରେ ବିର୍ସା କୃଷି […]

  • Tuesday, 13 July 2021
mars
ଇତିହାସ ରଚିଲା ନାସା; କମାଲ୍ ଦେଖାଇଲେ ଭାରତୀୟ ବୈଜ୍ଞାନିକ

ୱାଶିଂଟନ: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା NASA(National Aeronautics and Space Administration) ଇତିହାସ ରଚିଛି। ନାସାର ଯାନ ‘ପର୍ସିଭିରନ୍ସ ରୋଭର’ ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ କରିଛି। ୭ ମାସ ପରେ ଏହି ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିଛି। ଭାରତୀୟ ସମୟ ଅନୁସାରେ, ଗୁରୁବାର ରାତି ୨ଟା ୨୫ ମିନିଟରେ ଏହି ରୋଭର ଅବତରଣ କରିଥିଲା। ମଙ୍ଗଳ ଗ୍ରହରେ ରୋଭର ସଫଳତାର ସହ ଲ୍ୟାଣ୍ଡ୍‌ କରିବା ମାତ୍ରେ କାଲିଫର୍ଣ୍ଣିଆ ସ୍ଥିତ ଜେଟ୍ ପ୍ରପଲସନ୍ […]

  • Tuesday, 13 July 2021
imran khan
ଆସ୍ଥା ଭୋଟରେ ବିଜୟୀ ହେଲେ ଇମ୍ରାନ୍ ଖାନ୍ : ସପକ୍ଷରେ ପଡ଼ିଲା ୧୭୮ଟି ଭୋଟ

ଇସଲାମାବାଦ: ସମ୍ମାନ ବଞ୍ଚିଗଲା । ଆସ୍ଥା ଭୋଟରେ ବିଜୟୀ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ। ପାକିସ୍ତାନ ସଂସଦରେ ବହୁମତ ପ୍ରମାଣିତ କଲେ ଇମ୍ରାନ୍ ଖାନ୍। ଅବିଶ୍ୱାସ ପ୍ରସ୍ତାବ ଉପରେ ଆଜି ପାକିସ୍ତାନ ସଂସଦରେ ହୋଇଥିବା ଭୋଟିଂରେ ସେ ବିଜୟୀ ହୋଇଛନ୍ତି । ଭୋଟିଂରେ ଇମ୍ରାନ ଖାନଙ୍କ ସପକ୍ଷରେ ମୋଟ ୧୭୮ଟି ଭୋଟ ପଡିଛି। ଆସ୍ଥା ଭୋଟରେ ବିଜୟୀ ହେବା ପାଇଁ ୧୭୧ ସାଂସଦଙ୍କ ସମର୍ଥନ ଦରକାର ଥିବା ବେଳେ ଇମ୍ରାନଙ୍କ ସପକ୍ଷରେ ମୋଟ ୧୭୮ ସଦସ୍ୟ ଭୋଟ ପଡ଼ିଛି। […]

  • Tuesday, 13 July 2021
online
ଅନଲାଇନରେ ତନ୍ତ୍ରବିଦ୍ୟାର ବିଜ୍ଞାପନ ଦେଖାଇ ଠକୁଥିଲା ଦୁର୍ବୃତ୍ତ: ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ତାନ୍ତ୍ରିକଙ୍କୁ କାବୁ କଲା ପୋଲିସ୍

ବାଡ଼ମେର: ଅନଲାଇନରେ ଚାଲିଥିଲା ତନ୍ତ୍ରମନ୍ତ୍ର ଧନ୍ଦା। ସରଳ ଲୋକଙ୍କୁ ଭୂଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲା ନକଲି ବାବା। ଫେସବୁକ ପରି ସୋସଆଲ ମିଡ଼ିଆରେ ତନ୍ତ୍ରମନ୍ତ୍ର କରୁଥିବା ଘଟଣା ଶୁଣିଛନ୍ତି କି ? ଅନଲାଇନରେ ଏପରି ଧନ୍ଦା କରି ଲୋକଙ୍କୁ ଡରାଇ ଧମକାଇ ତଥା ମୃତ୍ୟୁର ଭୟ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛଥିବା ପରି ଘଟଣା  ରାଜସ୍ଥାନର ବାଡ଼ମେର ଜିଲ୍ଲାର ଦେଖିବାକୁ ମିଳିଛି। ଏଠାରେ ଜଣେ ତାନ୍ତ୍ରିକକୁ ଏପରି ଅଭିଯୋଗରେ ଗିରଫ କରିଛି […]

  • Tuesday, 13 July 2021
Sonali Phogat
ବିଗ୍‌ ବସ୍ ୧୪‌ ଫେମ୍‌ ସୋନାଲି ଫୋଗାଟ୍‌ଙ୍କ ଘରୁ ଚୋରି

ଚଣ୍ଡୀଗଡ଼: ବିଗ୍‌ ବସ୍‌ ୧୪ରେ ପ୍ରତିଯୋଗୀ ରହିଥିବା ସୋନାଲି ଫୋଗାଟ୍‌ଙ୍କ ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ହରିୟାଣାର ହିସାର ସ୍ଥିତ ସୋନାଲିଙ୍କ ଘରୁ ସୁନା, ନଗଦ ୧୦ ଲକ୍ଷ ଟଙ୍କା,ଲାଇସେନ୍ସ ପ୍ରାପ୍ତ ରିଭଲଭର୍‌ ଓ ଅନ୍ୟାନ୍ୟ ମୂଳ୍ୟବାନ ଜିନିଷ ଚୋରି ହୋଇଛି। ଫେବୃଆରୀ ୯ରେ ସେ ଚଣ୍ଡୀଗଡ଼ରେ ଥିବାବେଳେ ଘରୁ ଚୋରି ହୋଇଥିବା ନେଇ ସୋନାଲି ପୋଲିସ୍‌ରେ ଅଭିଯୋଗ କରିଛନ୍ତି। ପୋଲିସ୍‌ ସୂଚନା ଅନୁସାରେ, ଫେବୃଆରୀ ୧୫ରେ ଘରକୁ ଫେରିବା ପରେ ଘରର ଲକ୍‌ ଭଙ୍ଗା […]

  • Tuesday, 13 July 2021
dinesh-trivedi
ପଶ୍ଚିମବଙ୍ଗରେ ଟିଏମସିକୁ ଜୋରଦାର ଝଟକା : ବିଜେପିରେ ଯୋଗ ଦେଲେ ବରିଷ୍ଠ ନେତା ଦିନେଶ ତ୍ରିବେଦୀ

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାଧାରୀ ଟିଏମସିକୁ ଜୋରଦାର ଝଟକା। ଜଣେ ପରେ ଜଣେ ବିଧାୟକ ଓ ବରିଷ୍ଠ ନେତା ଗେରୁଆ ରଙ୍ଗରେ ରଙ୍ଗେଇ ହେଉଛନ୍ତି। ଆଜି ପୁଣି  ଦଳ ଛାଡ଼ିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିନେଶ ତ୍ରିବେଦୀ । ନୂଆଦିଲ୍ଲୀରେ ଦଳ ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଦିନେଶ ତ୍ରିବେଦୀ ହାତ ଧରିଛନ୍ତି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି […]