• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

trump
ଅନଲାଇନରେ ବିକ୍ରି ହେଉଛି ବୁଦ୍ଧବେଶୀ ଡୋନାଲ୍ଡ‌ ଟ୍ରମ୍ପ୍‌ଙ୍କ ପ୍ରତିମୂର୍ତ୍ତି

ବେଜିଂ: ଚର୍ଚ୍ଚାରେ ଡୋନାଲ୍ଡ ଟ୍ରମ୍ପଙ୍କ ବୁଦ୍ଧ ଷ୍ଟାଚ୍ୟୁ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୁଦ୍ଧ ଅବତାର ଏବେ ଚାଇନାର ଅନଲାଇନ୍ ସପିଂ ପ୍ଲାଟଫର୍ମରେ ଟ୍ରେଣ୍ଡ୍ କରୁଛି । ଯାହାର ଦାମ୍ ରହିଛି ୧୧ ହଜାରରୁ ୪୪ ହଜାର ଟଙ୍କା। ମେକ୍ ୟୋର କଂପାନି ଗ୍ରେଟ୍ ଏଗେନ୍ ଟ୍ୟାଗ୍ ଲାଇନ୍ ସହ ଏହି ଷ୍ଟାଚ୍ୟୁ ବିକ୍ରି କରାଯାଉଛି।  ଟ୍ରମ୍ପଙ୍କର ଏହି ପ୍ରତିମୂର୍ତ୍ତି ଗୌତମବୁଦ୍ଧଙ୍କ ପ୍ରତିମା ସହ ମେଳ ଖାଉଛି। ଚାଇନାର ଜଣେ ଫର୍ଣ୍ଣିଚର ନିର୍ମାତା ଟ୍ରମ୍ପଙ୍କ ଏହି […]

  • Tuesday, 13 July 2021
up
ମ୍ୟାଡମ ’ମୋ ବିବାହ କରାଇ ଦିଅ’, ହନିମୁନ୍ ପାଇଁ ଯିବି ଗୋଆ‘

ଶାମଲି: ବିବାହ ହେଉନଥିବାରୁ ଥାନାରେ ପହଞ୍ଚି ଗୁହାରୀ ଜଣାଇଲେ ୩ ଫୁଟ ଉଚ୍ଚର ଯୁବକ। ମୋର ବିବାହ କରାଇ ଦିଅ କହି ମହିଳା ଥାନାରେ ପହଞ୍ଚି ଯାଇଛନ୍ତି ଅଜିମ । ମାତ୍ର କମ୍ ଉଚ୍ଚତା ପାଇଁ  ବରମ୍ବାର ତାଙ୍କର ବିବାହ ଭାଙ୍ଗି ଯାଉଥିବା କଥା କହି ମହିଳା ପୋଲିସ ଆଗରେ ନିଜର ଦୁଃଖ ବଖାଣିଛନ୍ତି।  ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରୁ ଏପରି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଶାମଲି ଜିଲ୍ଲାର ୨୬ ବର୍ଷିୟ ଯୁବକ ଅଜିମ ମନସୁରୀ। ଉଚ୍ଚତା […]

  • Tuesday, 13 July 2021
pm
‘ଅମୃତ ମହୋତ୍ସବ’ର ଉଦଘାଟନ କରିବାକୁ ସାବରମତି ଆଶ୍ରମରେ ପ୍ରଧାନମନ୍ତ୍ରୀ

ଅହମଦାବାଦ: ସାବରମତି ଆଶ୍ରମରେ ପ୍ରଧାନମନ୍ତ୍ରୀ । ଆଜି ନରେନ୍ଦ୍ର ମୋଦି ଗୁଜରାଟର ଅହମ୍ମଦାବାଦ ସ୍ଥିତ ସାବରମତି ଆଶ୍ରମରୁ ଆନୁଷ୍ଠାନିକ ଭାବେ ଦାଣ୍ଡି ମାର୍ଚ୍ଚର ଶୁଭାରମ୍ଭ କରିବେ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଆଉ ଏଥିପାଇଁ ସାବରମତି ଆଶ୍ରମରେ ପହଞ୍ଚି ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଅମୃତ ମହୋତ୍ସବ ସହ ଜଡିତ ଅନେକ ସାଂସ୍କୃତିକ ଏବଂ […]

  • Tuesday, 13 July 2021
trivendra
ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ : ରାଜ୍ୟପାଳ ବେବୀରାଣୀ ମୌର୍ଯ୍ୟଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର

ଡେରାଡୁନ୍ : ଉତ୍ତରାଖଣ୍ଡ ବିଜେପିରେ ଫାଟ । ଗତ କିଛି ଦିନ ହେବ ଉତ୍ତରାଖଣ୍ଡ ରାଜନୀତି ଉଠୁଥିଲା ପଡ଼ୁଥିଲା । ସବୁ ଆଶା ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତ୍ରିଭେନ୍ଦ୍ର ସିଂ ରାୱତ ।  ଆଜି ଅପରାହ୍ଣ ୪ଟାରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ବେବିରାଣୀ ମୌର୍ଜ୍ୟଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଆସନ୍ତାକାଲି ସୁଦ୍ଧା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ଅନୁମାନ କରାଯାଇଛି। ତ୍ରିବେନ୍ଦ୍ର ସିଂ ରାୱତଙ୍କ କ୍ୟାବିନେଟର […]

  • Tuesday, 13 July 2021
onions
ପେଟ୍ରୋଲ, ଡିଜେଲ ପରେ ବଢ଼ିଲା ପିଆଜ ଦର

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅଦିନିଆ ବର୍ଷା ଯୋଗୁ ପିଆଜ ଦରରେ ଏବେ ବୃଦ୍ଧି ଘଟିଛି। ମହାରାଷ୍ଟ୍ର ନାସିକରେ ପିଆଜ ଦର କ୍ୱିଣ୍ଟାଲ ପିଛା୨୫ ଶହରୁ ୨୮ ଶହରେ ବିକ୍ରି ହେଉଥିବା ବେଳେ ଆଜି ଅଚାନକ ଏହି ଦର ୪୫ ଶହ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ନାସିକ ନାସଲ ଗାରେ ଥିବା ପିଆଜ ଗୋଦାମରେ ୩୦ ହଜାର କ୍ୱିଣ୍ଟାଲ୍ ପିଆଜ ଆସୁଥିବା ବେଳେ ଆଜି କେବଳ ୧୮ […]

  • Tuesday, 13 July 2021
mars
ମଙ୍ଗଳ ଗ୍ରହରୁ ‘ରୋଭର’ ଫଠାଇଲା ଫଟୋ, କୋଟି କୋଟି ବର୍ଷ ପୂର୍ବେ ଏହି ସ୍ଥାନରେ ଥିଲା...

ୱାଶିଂଟନ୍‌: ମଙ୍ଗଳ ପୃଷ୍ଠରେ ସଫଳତାର ସହ ଅବତରଣ ପରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା NASA(National Aeronautics and Space Administration)ର ‘ପର୍ସିଭିରନ୍ସ ରୋଭର’ ମଙ୍ଗଳ ଗ୍ରହରୁ HD କ୍ୱାଲିଟିର କଲର୍‌ ଫଟୋ ପଠାଇଛି। ଏହାସହ ଲ୍ୟାଣ୍ଡିଂ ସାଇଟ୍‌ର ଫଟୋ ମଧ୍ୟ ପଠାଇଛି ରୋଭର। ଏହି ହାଇ ରିଜୋଲ୍ୟୁସନ୍‌ ଫଟୋରେ ମଙ୍ଗଳ ପୃଷ୍ଠ ଅତି ସ୍ପଷ୍ଟ ଭାବେ ଦେଖାଯାଉଛି। ଏପରିକି ଲ୍ୟାଣ୍ଡିଂ ବେଳର ହାଇ ରିଜୋଲ୍ୟୁସନ୍ କଲର୍‌ ସେଲଫି ମଧ୍ୟ ସେୟାର କରିଛି ରୋଭର। ମଙ୍ଗଳ ପୃଷ୍ଠ […]

  • Tuesday, 13 July 2021
murder
ଏକତରଫା ପ୍ରେମ କରି ମହିଳାଙ୍କ ଦୁଇ କୁନି ପୁଅକୁ ହତ୍ୟା, ପରେ ରଶି ଲଗାଇ ଝୁଲିପଡ଼ିଲା ଅଭିଯୁକ୍ତ

ଲୁଧିଆନା : ଏକତରଫା ପ୍ରେମ ପାଇଁ ଜୀବନ ନେଲା ପାଗଳ ପ୍ରେମିକ। ପ୍ରେମରେ ଅସଫଳ ହେବାରୁ ମହିଳାଙ୍କ ଦୁଇ କୁନି ପୁଅକୁ ଗଳା କାଟି ହତ୍ୟା କଲା । ଇଏ କେଉଁ ପ୍ରକାର ପ୍ରେମ, ଯେଉଁଠି ଜଣେ ମଣିଷ ହତ୍ୟା କରିବାକୁ ବି ପଛାଏନି। ପ୍ରେମରେ ଦେବା ଥାଏ, ନଥାଏ ନେବା । ପ୍ରକୃତ ପ୍ରମର ପରିଭାଷା ବୁଝିଥିବା ମଣିଷ ଅନ୍ୟର କ୍ଷତି ପହଞ୍ଚାଇ ପାରେନା। ହେଲେ ପଞ୍ଜାବର ଲୁଧିଆନା ଜିଲ୍ଲାରେ ଶନିବାର ଦିନ ଏପରି ଏକ […]

  • Tuesday, 13 July 2021
otp
ଓଟିପି ଆସିବାରେ ବିଳମ୍ବ ଯୋଗୁଁ ଅନଲାଇନ କାରବାରରେ ସମସ୍ୟା

ଓଟିପି ଆସିବାରେ ବିଳମ୍ବ ଯୋଗୁଁ ଅନଲାଇନ କାରବାରରେ ସମସ୍ୟା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାହକ ବ୍ୟାଙ୍କ, ଇ-କମର୍ସ କଂପାନୀରୁ ଗ୍ରାହକମାନଙ୍କ ନିକଟକୁ ଆସୁନିି ଏସଏମଏସ ଟଙ୍କା ନେଣଦେଣ, କୋ ୱିନ ଆପ୍ ରେଜିଷ୍ଟ୍ରେସନ, ଆଧାର ପଂଜୀକରଣରେ ସମସ୍ୟା ନୂତନ ଟ୍ରାଇ ଗାଇଡଲାଇନ୍ ପରଠାରୁ ଦେଖାଦେଇଛି ସମସ୍ୟା OTP ଆସୁ ନଥିବାରୁ ଅନଲାଇନରେ କାରବାର କରୁଥିବା ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତକାଲି ଠାରୁ ଏହି ସମସ୍ୟା ଦେଖାଦେଇଛି। ବ୍ୟାଙ୍କ, ଇ-କମର୍ସ ଓ ଅନ୍ୟାନ୍ୟ […]

  • Tuesday, 13 July 2021
pimpri
ହସ୍ପିଟାଲରେ ଜଗୁଆଳି କାମ କରି ପୁଅକୁ ଡାକ୍ତର କଲେ କଳ୍ପନା

ପିମ୍ପରି: ଅଭାବ ଅନଟନ ଆଗରେ ଭାଙ୍ଗି ପଡ଼ିଲାନି ମା’ର  ମମତା । ପୁଅର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କଣ୍ଟକିତ ଦୁନିଆକୁ ସୁନ୍ଦର କରି ଗଢ଼ିତୋଳିଲା ମା’। ସ୍ୱପ୍ନର ଉଡ଼ାଣକୁ ପ୍ରତିହତ କରିପାରିଲାନି ଆର୍ଥିକ ଦୁରବସ୍ଥା । କଥାରେ ଅଛି  ଦୃଢ଼ଇଚ୍ଛା ଶକ୍ତି ଆଗରେ ଅସମ୍ଭବ ବି ସମ୍ଭବ । ଆଉ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ କରିଛନ୍ତି ପୁଣେରେ ରହୁଥିବା ଜଣେ ମହିଳା ସୁରକ୍ଷାକର୍ମୀ। ଦିନ ରାତି କଠିନ ପରିଶ୍ରମି କରି ପୁଅକୁ ଡାକ୍ତର […]

  • Tuesday, 13 July 2021
hpcl
HPCL Recruitment 2021: ହିନ୍ଦୁସ୍ତାନ ପେଟ୍ରୋଲିୟମ ଲିମିଟେଡରେ 200 ଚାକିରି ପାଇଁ ଆବେଦନ କରନ୍ତୁ

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ଏଚପିସିଏଲ୍), ମହାରତ୍ନା ସେଣ୍ଟ୍ରାଲ୍ ପବ୍ଲିକ୍ ସେକ୍ଟର ଏଣ୍ଟରପ୍ରାଇଜ୍ ଶକ୍ତି କ୍ଷେତ୍ରରେ ଉତ୍ସାହଜନକ କ୍ୟାରିୟର ସୁଯୋଗ ଖୋଜୁଥିବା ତଥା ଅଭିବୃଦ୍ଧି ଯାତ୍ରାର ଏକ ଅଂଶ ଭାବରେ ଭାରତର ଶକ୍ତି କ୍ଷେତ୍ର ରେ ସହଯୋଗ କରିବାକୁ ଇଚ୍ଛୁକ ପ୍ରତିଭାବାନ ତଥା ଭାରତୀୟ ନାଗରିକମାନଙ୍କୁ ଆମନ୍ତ୍ରଣ କରିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ନିମ୍ନଲିଖିତ ପଦବୀ ପାଇଁ ଆବେଦନ କରିପାରିବେ । ଅନଲାଇନ୍ ଆବେଦନ ଆରମ୍ଭ ତାରିଖ : ୩ ମାର୍ଚ୍ଚ ୨୦୨୧ ଅନଲାଇନ୍ […]

  • Tuesday, 13 July 2021