• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

mamata
’ନନ୍ଦିଗ୍ରାମରେ ମମତାଙ୍କ ଉପରେ ହୋଇଥିବା ଆକ୍ରମଣର କୌଣସି ପ୍ରମାଣ ନାହିଁ ’

କୋଲକାତା: ଦିଦିଙ୍କ ଉପରେ ହୋଇନି ଆକ୍ରମଣ।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ଗୋଡ଼ରେ ଆଘାତ ଲାଗିବା ଘଟଣାର ଚିତ୍ର ସ୍ପଷ୍ଟ ହୋଇଯାଇଛି। ଅନେକ ଆରୋପ ପ୍ରତ୍ୟାରୋପ ପରେ ନିର୍ବାଚନ କମିସନ୍ ଏହି ଘଟଣାକୁ ଖାରଜ କରିଛନ୍ତି ।  ଭିନ୍ନ ଭିନ୍ନ ରିପୋର୍ଟ ଅଧାରରେ ମମତାଙ୍କ ଉପରେ କୌଣସି ଆକ୍ରମଣ ହୋଇନଥିବା ନିର୍ବାଚନ କମିସନ କହିଛନ୍ତି । କାରଣ ଏହି ଘଟଣାରେ କୌଣସି ପ୍ରମାଣ ନାହିଁ। ଅର୍ଥାତ ମମତାଙ୍କ ଗୋଡ଼ରେ ଆଘାତ ଲାଗିବା ଆକ୍ରମଣ ନୁହେଁ ଏକ ଦୁର୍ଘଟଣା […]

mars
ମଙ୍ଗଳ ଗ୍ରହରେ ଶୁଭିଲା ସ୍ୱର

ୱାଶିଂଟନ୍‌: ମଙ୍ଗଳ ଅଭିଯାନରେ NASA(National Aeronautics and Space Administration)କୁ ଆଉ ଏକ ସଫଳତା ମିଳିଛି। ମଙ୍ଗଳ ପୃଷ୍ଠର ଶବ୍ଦ ସଂଗ୍ରହ କରିବାରେ ନାସା ସଫଳ ହୋଇଛି। ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ନାସା ଦ୍ୱାରା ପ୍ରେରିତ ‘ପର୍ସିଭିରନ୍ସ ରୋଭର’ ଅବତରଣ ବେଳର ଶବ୍ଦ ସଂଗ୍ରହ କରିଛି। ରୋଭର ଦ୍ୱାରା ରେକର୍ଡ ହୋଇଥିବା ଶବ୍ଦକୁ ନାସା ସାର୍ବଜନୀନ କରିଛି। ରିଲିଜ୍ ହୋଇଥିବା ଏହି ଅଡିଓ କ୍ଲିପ୍‌ରେ ମଙ୍ଗଳ ପୃଷ୍ଠରେ ରୋଭର ଅବତରଣ କରୁଥିବା ବେଳର ଶବ୍ଦ ରହିଛି। […]

  • Tuesday, 13 July 2021
honour-killing
ଭଉଣୀ ମଥାରୁ ସିନ୍ଦୁର ପୋଛିଦେଲା ଭାଇ : ସ୍ୱାମୀ ମୃତ୍ୟୁର ଖବର ଶୁଣି ଆତ୍ମହତ୍ୟା କଲେ ମହିଳା

ଜବଲପୁର : ରାକ୍ଷୀର ମାନ ରଖିଲାନି, ଭଉଣୀ ମଥାରୁ ସିନ୍ଦୁର ପୋଛିଦେଲା ଭାଇ। ବାକି ରାକ୍ଷୀର ପାଉଣା ବଦଳରେ ଭଉଣୀକୁ ବିଧବା ସଜାଇଦେଲା। ପରିବାର ବିରୋଧରେ ଯାଇ  ପ୍ରେମ ବିବାହ କରିଥିବାରୁ ଏକଥାକୁ ସ୍ୱୀକାର କରିନପାରି  ଭଉଣୀର ସୁନାର ସଂସାର ଚୁନା କରିଦେଲା।  ଭିଣୋଇର ମୁଣ୍ଡକୁ ଶରୀରରୁ ଅଲଗା କରି କଟା ମୁଣ୍ଡ ସହ ଥାନାରେ ପହଞ୍ଚିଗଲା ଅଭିଯୁକ୍ତ ଭାଇ । ସେପଟେ  ସ୍ୱାମୀର ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କଲେ ମହିଳା ।  ମଧ୍ୟପ୍ରଦେଶର ଜବଲପୁର […]

  • Tuesday, 13 July 2021
jee-main-exam
ଆଜିଠୁ JEE Main 2021; ସାରା ଦେଶରେ ୨୨ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ Joint Entrance Examination(JEE Main 2021)। ଚଳିତବର୍ଷ ସାରା ଦେଶରୁ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ୪ଟି sessionsରେ ପରୀକ୍ଷା ହେବ। ପ୍ରଥମ ସେସନ୍‌ ଆଜିଠୁ ଅର୍ଥାତ୍‌ ଫେବୃଆରୀ ୨୩ରୁ ଆରମ୍ଭ ହେଉଥିବା ବେଳେ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ମଧ୍ୟ ପରୀକ୍ଷା ହେବ। ୪ଟି ସେସନ୍ ପାଇଁ ଚଳିତ ଥର ଦେଶରୁ ମୋଟ ୨୨ ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ବେଷ୍ଟ ରାଙ୍କ୍‌ ଆଧାରରେ […]

gold
ଆହୁରି କମିପାରେ ସୁନା ଦର

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ଆଜି ସୁନା, ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ଆଗାମୀ ଦିନରେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିପାରେ ବୋଲି ଏକ୍ସପର୍ଟମାନେ ଅନୁମାନ କରିଛନ୍ତି। Multi Commodity Exchange(MCX)ରେ ଆଜି ଦିନ ସାଢ଼େ ୧୧ଟାରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୧୭ଟଙ୍କା ବୃଦ୍ଧି ସହ ୪୬,୩୧୪ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ଦର ପ୍ରତି କିଲୋଗ୍ରାମକୁ ୪୨୨ ଟଙ୍କା ବୃଦ୍ଧି ସହ ୬୯,୪୩୪ ଟଙ୍କାରେ କାରବାର ଚାଲିଥିଲା। ହେଲେ […]

  • Tuesday, 13 July 2021
elaphant
ବଳଦ କି ମେସିନ ନୁହେଁ, ଧାନ ଅମଳ କାମରେ ଲାଗିଛି ହାତୀ

ମଦୁରାଇ : ଧାନ ଅମଳର ନୂଆ ତରିକା । ବଳଦ କି ମେସିନ ବଦଳରେ ହାତୀକୁ ଲଗାଯାଇଛି ଧାନ ଅମଳ କାମରେ। ବେଙ୍ଗଳା କରୁଛି ହାତୀ । ଧାନ ଖାଇବା ପରିବର୍ତ୍ତେ ମାହୁନ୍ତର ଅନୁଗାମୀ ହୋଇ ବଦଳ ପରି ବେଙ୍ଗଳା କରୁଛି ହାତୀ ।  ତାମିଲନାଡୁ ମଦୁରାଇ ଅଅଞ୍ଚଳରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଧାନ ଅମଳ ପାଇଁ ବଳଦ ବ୍ୟବହାର କରିବା ଏକ ସାଧାରଣ କଥା। ଏବେ କିନ୍ତୁ ଦୁନିଆ ବଦଳିବା ସଙ୍ଗେ ଚାଷୀମାନେ […]

  • Tuesday, 13 July 2021
trump
ଅନଲାଇନରେ ବିକ୍ରି ହେଉଛି ବୁଦ୍ଧବେଶୀ ଡୋନାଲ୍ଡ‌ ଟ୍ରମ୍ପ୍‌ଙ୍କ ପ୍ରତିମୂର୍ତ୍ତି

ବେଜିଂ: ଚର୍ଚ୍ଚାରେ ଡୋନାଲ୍ଡ ଟ୍ରମ୍ପଙ୍କ ବୁଦ୍ଧ ଷ୍ଟାଚ୍ୟୁ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୁଦ୍ଧ ଅବତାର ଏବେ ଚାଇନାର ଅନଲାଇନ୍ ସପିଂ ପ୍ଲାଟଫର୍ମରେ ଟ୍ରେଣ୍ଡ୍ କରୁଛି । ଯାହାର ଦାମ୍ ରହିଛି ୧୧ ହଜାରରୁ ୪୪ ହଜାର ଟଙ୍କା। ମେକ୍ ୟୋର କଂପାନି ଗ୍ରେଟ୍ ଏଗେନ୍ ଟ୍ୟାଗ୍ ଲାଇନ୍ ସହ ଏହି ଷ୍ଟାଚ୍ୟୁ ବିକ୍ରି କରାଯାଉଛି।  ଟ୍ରମ୍ପଙ୍କର ଏହି ପ୍ରତିମୂର୍ତ୍ତି ଗୌତମବୁଦ୍ଧଙ୍କ ପ୍ରତିମା ସହ ମେଳ ଖାଉଛି। ଚାଇନାର ଜଣେ ଫର୍ଣ୍ଣିଚର ନିର୍ମାତା ଟ୍ରମ୍ପଙ୍କ ଏହି […]

  • Tuesday, 13 July 2021
up
ମ୍ୟାଡମ ’ମୋ ବିବାହ କରାଇ ଦିଅ’, ହନିମୁନ୍ ପାଇଁ ଯିବି ଗୋଆ‘

ଶାମଲି: ବିବାହ ହେଉନଥିବାରୁ ଥାନାରେ ପହଞ୍ଚି ଗୁହାରୀ ଜଣାଇଲେ ୩ ଫୁଟ ଉଚ୍ଚର ଯୁବକ। ମୋର ବିବାହ କରାଇ ଦିଅ କହି ମହିଳା ଥାନାରେ ପହଞ୍ଚି ଯାଇଛନ୍ତି ଅଜିମ । ମାତ୍ର କମ୍ ଉଚ୍ଚତା ପାଇଁ  ବରମ୍ବାର ତାଙ୍କର ବିବାହ ଭାଙ୍ଗି ଯାଉଥିବା କଥା କହି ମହିଳା ପୋଲିସ ଆଗରେ ନିଜର ଦୁଃଖ ବଖାଣିଛନ୍ତି।  ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରୁ ଏପରି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଶାମଲି ଜିଲ୍ଲାର ୨୬ ବର୍ଷିୟ ଯୁବକ ଅଜିମ ମନସୁରୀ। ଉଚ୍ଚତା […]

  • Tuesday, 13 July 2021
pm
‘ଅମୃତ ମହୋତ୍ସବ’ର ଉଦଘାଟନ କରିବାକୁ ସାବରମତି ଆଶ୍ରମରେ ପ୍ରଧାନମନ୍ତ୍ରୀ

ଅହମଦାବାଦ: ସାବରମତି ଆଶ୍ରମରେ ପ୍ରଧାନମନ୍ତ୍ରୀ । ଆଜି ନରେନ୍ଦ୍ର ମୋଦି ଗୁଜରାଟର ଅହମ୍ମଦାବାଦ ସ୍ଥିତ ସାବରମତି ଆଶ୍ରମରୁ ଆନୁଷ୍ଠାନିକ ଭାବେ ଦାଣ୍ଡି ମାର୍ଚ୍ଚର ଶୁଭାରମ୍ଭ କରିବେ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଆଉ ଏଥିପାଇଁ ସାବରମତି ଆଶ୍ରମରେ ପହଞ୍ଚି ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଅମୃତ ମହୋତ୍ସବ ସହ ଜଡିତ ଅନେକ ସାଂସ୍କୃତିକ ଏବଂ […]

  • Tuesday, 13 July 2021