ରାଶିଫଳ
ଓଡିଶା
ମନୋରଞ୍ଜନ
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡ଼ିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
LIVE TV
Cities
Bhubaneswar
Cuttack
Puri
Sambalpur
Gopalpur
Angul
Bargarh
Bhadrak
Balasore
Berhampur
Boudh
Deogarh
Dhenkanal
Gajapati
Ganjam
Jagatsinghpur
Jajpur
Kalahandi
Kandhamal
Kendrapara
Keonjhar
Khurda
Koraput
Malkangiri
Mayurbhanj
Nabarangpur
Nayagarh
Rayagada
Sonepur
Sundargarh
Balangir
Jharsuguda
Nuapada
Talcher
Paralakhemundi
Paradeep
Bhawanipatna
Daringbadi
Joda
Barbil
Jeypore
Sunabeda
Baripada
Konark
Pipili
Gunupur
Hirakud
Rourkela
Titilagarh
DARK MODE
Home
National
National Updates
ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଶୁଣାଣି ଆରମ୍ଭ: ରାଜ୍ୟ ସରକାରଙ୍କ ପକ୍ଷରୁ ଲଢ଼ୁଛନ୍ତି ମୋହନ ଭି. କାଟାରିକ
Thursday, 15 July 2021
ଭୁବନେଶ୍ୱରରେ ସମୀକ୍ଷା ବୈଠକ ପରେ ବନ୍ୟା ଦୁର୍ଗତଙ୍କ ପାଇଁ ଆଜି ସନ୍ଧ୍ୟାରେ ପ୍ୟାକେଜ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ
Thursday, 15 July 2021
ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ଘଟଣାକୁ ସ୍ୱୀକାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: କହିଲେ- ପାହାଡ଼ ଧସିବା ନେଇ ଖବର ଆସିଛି, ରିପୋର୍ଟକୁ ଅପେକ୍ଷା, ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି
Thursday, 15 July 2021
ଗଜପତି ରାୟଗଡ଼ରେ ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ଘଟଣା: ଖବରକୁ ବାଏଁ ବାଏଁ ଉଡ଼ାଇ ଦେଲେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର, କହିଲେ- ମୋ ପାଖରେ ଏଭଳି କିଛି ଖବର ନାହିଁ, ଏନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସହ କଥା ହୋଇଛି
Thursday, 15 July 2021
ଅଧ୍ୟାପକ-ଶିକ୍ଷକ ମିଳିତ ମଞ୍ଚର ଆନ୍ଦୋଳନ ନଭେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ: ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି, ଦାବିପୂରଣ ପ୍ରତିଶ୍ରୁତି ମିଳିଥିବା ନେଇ ସଂଘର ସୂଚନା
Thursday, 15 July 2021
ତିତ୍ଲି ମୁକାବିଲା ନେଇ ସରକାରଙ୍କ ଉପରେ ବର୍ଷିଲେ ବୈଜୟନ୍ତ ପଣ୍ଡା: କହିଲେ ହୁଡ୍ହୁଡ୍ ବେଳେ ଲକ୍ଷ ଲକ୍ଷ ଲୋକ ଉଦ୍ଧାର ହୋଇଥିଲେ, ଉକ୍ତ ଦୁଇଟି ବାତ୍ୟାରେ ଜଣେ, ୨ ଜଣଙ୍କର ମୃତ୍ୟୁ ଘଟିଥିଲା, ଏବେ ଡଜନେରୁ ଅଧିକ ଲୋକଙ୍କ ମୃତ୍ୟୁ ଖବର ଆସିଲାଣି
Thursday, 15 July 2021
ତିତ୍ଲି ମୁକାବିଲା ନେଇ ସରକାରଙ୍କ ଉପରେ ବର୍ଷିଲେ ବୈଜୟନ୍ତ ପଣ୍ଡା: କହିଲେ- ବାତ୍ୟା ମୁକାବିଲା ପାଇଁ ଯେତେ ପ୍ରସ୍ତୁତି ହେବା କଥା, ହୋଇନି
Thursday, 15 July 2021
ରାୟଗଡ଼ରେ ୧୨ ଜଣଙ୍କ ମୃତ୍ୟୁ ଓ ୪ ନିଖୋଜ ନେଇ SRCଙ୍କ ସୂଚନା- ଜିଲ୍ଲାପାଳ ଓ ଏସ୍ପିଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି, ସୂଚନା ସତ୍ୟ ହେଲେ ସରକାରୀ ଅନୁକମ୍ପା ମିଳିବ
Thursday, 15 July 2021
ରିଲିଫ୍ ବଣ୍ଟନ ସମ୍ପର୍କରେ SRC ଙ୍କ ସୂଚନା: କହିଲେ- ୨ଟି ହେଲିକପ୍ଟରରେ ରିଲିଫ୍ ବଣ୍ଟନ ଆରମ୍ଭ ହୋଇଛି, ଗୃହପାଳିତ ପଶୁଙ୍କ ପାଇଁ ମଧ୍ୟ ଖାଦ୍ୟ ପଠାଯାଇଛି
Thursday, 15 July 2021
ଗଜପତିରେ ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ନେଇ ଜିଲ୍ଲାପାଳ ଅନୁପମ ଶାହା କହିଲେ- ଗଙ୍ଗାବାଡ଼ ପଞ୍ଚାୟତରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଆସୁଛି, ନିଖୋଜ ୪ ଜଣଙ୍କୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି
Thursday, 15 July 2021
ପାରା ଏସିଆନ୍ ଗେମ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ସ୍ୱର୍ଣ୍ଣ: ଫାଇନାଲରେ ଇଣ୍ଡୋନେସିଆ ଖେଳାଳିଙ୍କୁ ହରାଇଲେ
Thursday, 15 July 2021
ବ୍ରହ୍ମଗିରି: ପୁରୀ-ସାତପଡ଼ା ରାସ୍ତାର ଜଗନ୍ନାଥ ସଡ଼କରେ ନାଳକୁ ଖସିଲା ସ୍କୁଲ୍ ଅଟୋ; ଜଣେ ମୃତ, ୫ ଗୁରୁତର
Thursday, 15 July 2021
ଭଦ୍ରକ: ହରିପୁର ପଞ୍ଚାୟତ ଶଇଦାବାଦ ଗାଁରେ ଭିଣୋଇର ଭୁଜାଲି ମାଡ଼ରେ ଶାଳକର ମୃତ୍ୟୁ ଅଭିଯୋଗ; ପାରିବାରିକ କଳହରୁ ହତ୍ୟା, ଗାଁରେ ଉତ୍ତେଜନା
Thursday, 15 July 2021
ତିତ୍ଲି କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ୩ ଜଣିଆ ମନ୍ତ୍ରିସ୍ତରୀୟ କମିଟିର ଗଞ୍ଜାମ ଗସ୍ତ: ଛତ୍ରପୁରରେ ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ, କେଉଁ ଅଞ୍ଚଳ ଗସ୍ତ କରିବେ ନିର୍ଦ୍ଧାରଣ ହେବ
Thursday, 15 July 2021
ବାଲେଶ୍ୱର: କାଆଁଶ ପଞ୍ଚାୟତର ୫ଟି ଗାଁ ଜଳମଗ୍ନ, ସୁନେଇ ଓ କାଳ ଡ୍ୟାମର ଗୋଟିଏ ଲେଖାଏଁ ଗେଟ୍ ଖୋଲିଲା, ଗେଟ୍ ଖୋଲିବା ଯୋଗୁଁ ନଦୀରେ ଜଳସ୍ତର ବଢ଼ୁଛି
Thursday, 15 July 2021
ବାଲେଶ୍ୱର: ମଥାନୀରେ ଜଳକା ବିପଦ ସଂକେତ ୫.୫ ମି.ମି ଥିବାବେଳେ ଜଳସ୍ତର ୬.୫ ମି.ମି ରହିଛି, ସୋନ ନଦୀରେ ମଧ୍ୟ ବନ୍ୟା ଜଳ ପ୍ରବାହିତ
Thursday, 15 July 2021
ବାଲେଶ୍ୱର: ବାରୁଣୀଘାଟରେ ବୁଢ଼ାବଳଙ୍ଗ ବିପଦ ସଂକେତ ୮.୧୩ ମି ଥିବାବେଳେ ଜଳସ୍ତର ୮.୨୨ମି. ରହିଛି, ସଦର ବ୍ଲକ୍ର ତଳିଆ ଅଞ୍ଚଳରେ ପଶିଲା ବନ୍ୟା ଜଳ
Thursday, 15 July 2021
ତିତ୍ଲି ପ୍ରଭାବିତ ଆସିକା ଅଞ୍ଚଳକୁ ନୌସେନାର ୨ଟି ହେଲିକପ୍ଟରରେ ଗଲା ରିଲିଫ୍ ଖାଦ୍ୟ: ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ଉଠିଲା ହେଲିକପ୍ଟର
Thursday, 15 July 2021
ସୋର: କାଂଶବାଂଶ ନଦୀ ବିପଦ ସଂକେତ ୭.୫ ମିଟର ଛୁଇଁଲା
Thursday, 15 July 2021
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କନ୍ଧମାଳ ଗଲେ ମନ୍ତ୍ରୀ ଶଶି ବେହେରା ଓ ରମେଶ ମାଝୀ: ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବେ
Thursday, 15 July 2021
ଯାଜପୁର: କୋରେଇ ଛକ ନିକଟରେ ଟ୍ରକକୁ ପଛରୁ ପିଟିଲା ବସ୍; ୫ ଆହତ, ଜଣେ ମହିଳା ଗୁରୁତର
Thursday, 15 July 2021
ଉଦ୍ଧାର ଓ ରିଲିଫ୍ ପାଇଁ ହେଲିକପ୍ଟର ମାଗିଲେ ରାଜ୍ୟ ସରକାର: ବିଶାଖାପାଟଣାରୁ ୨ଟି ହେଲିକପ୍ଟର ଆସୁଥିବା ପ୍ରେସ୍ମିଟ୍ରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀଙ୍କ ସୂଚନା
Thursday, 15 July 2021
ଆଠଗଡ଼: ସାପୁଆ ନଈରେ ୨ଟି ଜାଗାରେ ବନ୍ଧ ଭାଙ୍ଗିଲା; ଜେନାପଦା ପଞ୍ଚାୟତ ମାଟିକୋଟ ନିକଟରେ ୨ଟି ଘାଇ, ନଈରେ ଘାଇ ଯୋଗୁଁ ଅନେକ ଗାଁ ପ୍ରଭାବିତ ସୂଚନା
Thursday, 15 July 2021
ତିତ୍ଲି ମୁଣ୍ଡକୁ ଦୋଷ ଠେଲିଲେ ରାଜ୍ୟ ସରକାର: ତିତ୍ଲିର ଗତିପଥ ପରିବର୍ତ୍ତନ ନେଇ ମୁଖ୍ୟ ଶାସନ ସଚିବ କହିଲେ- ତିତ୍ଲିର ଗତିପଥ ଶେଷ ମୁହୂର୍ତ୍ତରେ ବଦଳିବାରୁ ଅସୁବିଧା ହେଲା, ଆମେ ପ୍ରସ୍ତୁତ ଥିଲୁ, କିନ୍ତୁ ଭାବିନଥିଲୁ ଏମିତି ହେବ
Thursday, 15 July 2021
ରାଜଧାନୀ ଭୁବନେଶ୍ୱରରେ ବି ତିତ୍ଲିର ତାଣ୍ଡବ: ତଳିଆ ଅଞ୍ଚଳ ସହ ପାଣି ଘେରରେ ମୁଖ୍ୟ ରାସ୍ତା; ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ମଞ୍ଚେଶ୍ୱର,ବୈରାଗୀ ନଗର, ଗୌରୀ ନଗର, ଶ୍ରୀରାମ ନଗର ଜଳାର୍ଣ୍ଣବ; ଜଳ ନିଷ୍କାସନ ପାଇଁ BMC ପକ୍ଷରୁ ପମ୍ପ୍ ନିୟୋଜିତ
Thursday, 15 July 2021
First
Prev
963
964
965
966
967
968
969
970
971
972
973
Next
Last
Top stories
Holi
Holi Murder: ହୋଲି ରଙ୍ଗରେ ଲାଗିଲା ରକ୍ତର ଛିଟା,ସରକାରଙ୍କୁ ଘେରିଲେ ବିରୋଧି
O
Mar 16,2025
Odisha Weather
Heat And Wave Alert: ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ତାତି, ସିଝୁଛି ପଶ୍ଚିମ ଓଡ଼ିଶା
O
Mar 16,2025
Bihar
Cms Son Traffic Chalan: ବିନା ହେଲମେଟରେ ଗାଡି ଚଲାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ, ଘରକୁ ଆସିଲା ଏତିକି ହଜାରର ଚାଲାଣ
I
Mar 16,2025
Jay Narayan Mishra
BJP MLA Jayanarayan Mishra: କ୍ଷୋଭ ଝାଡ଼ିଲେ ଜୟନାରାୟଣ; କହିଲେ 'ମୋର ଯୋଗ୍ୟତା ନାହିଁ'
S
Mar 16,2025
Saif Ali Khan
Enemy Property: ୧୦ ହଜାର କୋଟିର ସମ୍ପତ୍ତିକୁ କାହିଁକି ଘୋଷଣା କରାଗଲା ଶତ୍ରୁ ସମ୍ପତ୍ତି ? ରହିଛି ସୈଫ ଅଲ୍ଲୀ ଖାନ କନେକ୍ସନ
I
Mar 16,2025
Jobs
Govt Jobs
Indian Army Bharti 2025: ଦଶମ ପାଶ୍ କରିଥିଲେ ଭାରତୀୟ ସେନାରେ ଚାକିରି ସୁଯୋଗ
I
Mar 12,2025
Career Tips
Career Tips: ଷ୍ଟାର୍ଟଅପ୍ରେ କ୍ୟାରିଅର୍ କରିବାକୁ ଚାହାନ୍ତି କି… ମାଗଣାରେ କରନ୍ତୁ ଏହିସବୁ କୋର୍ସ
I
Mar 10,2025
Govt Jobs
Railway RWF Apprentices Recruitment 2025: ଦଶମ ପାଶ୍ କରିଛନ୍ତି କି… ରେଳବାଇରେ ଚାକିରି
I
Mar 10,2025
Govt Jobs
BOI Recruitment 2025: ଗ୍ରାଜୁଏସନ୍ କରିଛନ୍ତି କି… ମିଳିପାରେ ବ୍ୟାଙ୍କ ଚାକିରି
I
Mar 04,2025
Govt Jobs
PNB SO Recruitment: ବ୍ୟାଙ୍କରେ ପୂରଣ ହେବ ଅଫିସର୍ ପଦବୀ: ଦରମା ୧ ଲକ୍ଷରୁ ଅଧିକ
I
Mar 02,2025
Copyright © 2025 - Odisha Television Limited All Rights Reserved.
About us
Contact us
Privacy Policy
T&C
Cookie Policy