ନୂଆଦିଲ୍ଲୀ: ମେଘାଳୟ ଜଇନ୍ତିଆ ପର୍ବତର ସାନ୍ କୋଇଲା ଖଣିରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଏବେ ବି ଚାଲିଛି। ନୌସେନା ଟିମ୍ର ବୁଡ଼ାଳି ମାନେ ଖଣିର ୭୦ ଫୁଟ୍ ତଳକୁ ଯାଇ ପହଞ୍ଚିଛନ୍ତି। ତେବେ ପାଣି ଅତ୍ୟଧିକ ଥଣ୍ଡା ଏବଂ ରାଟ୍ ହୋଲ୍ ହୋଇଥିବାରୁ ଖଣି ଭିତରକୁ ପଶିବାରେ ସମସ୍ୟା ଦେଖାଦେଉଛି। ଗତକାଲି ରାତି ସାରା ଉଦ୍ଧାରକାରୀ ଟିମ୍ ଅପରେସନ୍ ଜାରି ରଖିଥିଲା। ଆଜି ପୁଣି ଥରେ ଅପରେସନ୍କୁ ଜାରି ରଖାଯାଇଛି। ନୌସେନାର ୧୮ ଜଣ ସଦସ୍ୟ […]
ଶିରିଡ଼ି : ଗତ ୩ ଦିନ ମଧ୍ୟରେ ଶିରିଡ଼ି ସାଇ ବାବାଙ୍କ ହୁଣ୍ଡିରୁ ସଂଗ୍ରହ ହୋଇଛି ୬ କୋଟିର ଦାନ । ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ଏନେଇ ସୂଚନା ଦିଅାଯାଇଛି। ସାଇବାବାଙ୍କ ସମାଧିକୁ ଶହେ ବର୍ଷ ପୂର୍ତ୍ତି ଅବସରରେ ଏଠାକୁ ଭକ୍ତଗଣ ଏତେ ପରିମାଣର ଦାନ ଦେଇଛନ୍ତି। ମନ୍ଦିର ପରିସରରେ ଥିବା ଡୋନେସନ କାଉଣ୍ଟରରୁ ୨ କୋଟି ୫୨ ଲକ୍ଷ, ଶିରିଡି ସହରରେ ଥିବା ଡୋନେସନ କାଉଣ୍ଟରରୁ ୧ କୋଟି ୪୬ ଲକ୍ଷ, ଅନଲାଇନ୍ […]
ଶ୍ରୀନଗର: ଭାରତୀୟ ସେନାର ଏକ ଘାଟି ଉପରକୁ ପାକିସ୍ତାନୀ ସେନାର ବଡ଼ ଧରଣର ଆକ୍ରମଣକୁ ଭାରତୀୟ ସେନା ପଣ୍ଡ କରି ଦେଇଛନ୍ତି। ଜମ୍ମୁ ଓ କଶ୍ମୀର ନୌଗାମ୍ ସେକ୍ଟରର ନିୟନ୍ତ୍ରଣ ରେଖାକୁ ଅତିକ୍ରମ କରିବା ଲାଗି ଗତକାଲି ପାକିସ୍ତାନୀ ବର୍ଡର ଆକ୍ସନ ଟିମ୍ର ଏକ ଟିମ୍ ଉଦ୍ୟମ କରିଥିଲେ। କିନ୍ତୁ ଭାରତୀୟ ସେନା ସେମାନଙ୍କର ଏହି ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ। ଦୀର୍ଘ ସମୟ ଧରି ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ […]
ନୂଆଦିଲ୍ଲୀ: ମେଘାଳୟ ସାନ୍ କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟବେଳେ ଆଜି ୩ଟି ହେଲ୍ମେଟ୍ ମିଳିଛି। ଗତ ୧୩ ତାରିଖରୁ ୧୫ ଜଣ ଶ୍ରମିକ କୋଇଲା ଖଣିରେ ଫସିରହିଛନ୍ତି। ଗତକାଲିଠାରୁ ଓଡ଼ିଶା ଅଗ୍ନିଶମ ବାହିନୀ ଟିମ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛି। ଏନ୍ଡିଆରଏଫ୍ ସହ ମିଳିତ ଭାବେ ଓଡ଼ିଶା ଅଗ୍ନିଶମ ବିଭାଗ ବେସ୍ ତତ୍ପରତା ସହ ଉଦ୍ଧାର କାର୍ଯ୍ୟ କରୁଛି। ଖଣିରୁ ପାଣି କାଢ଼ିବା ଲାଗି ଉଚ୍ଚ କ୍ଷମତା ସଂପନ୍ନ ମୋଟର ପମ୍ପ, ପାଇପ୍ ଓ […]
ନୂଆଦିଲ୍ଲୀ : ଅାଜାଦ୍ ହିନ୍ଦ୍ ସରକାର ଘୋଷଣାକୁ ଅାଜି ପୂରିଛି ୭୫ ବର୍ଷ। ଏହି ଐତିହାସିକ ଦିନକୁ ମନେପକାଇବା ପାଇଁ ଲାଲ୍କିଲ୍ଲାରେ ଅାୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍କିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ୧୯୪୩ ମସିହା ଅାଜିର ଦିନରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଅାଜାଦ୍ ହିନ୍ଦ ଫୌଜ୍। ୨୧ଅକ୍ଟୋବରକୁ ସ୍ୱାଧୀନତା ଦିବସ ଭାବେ ଘୋଷଣା କରିଥିଲା ଅାଜାଦି ହିନ୍ଦ୍ ଫୌଜ। ଇଂରେଜ ବିରୋଧରେ […]