• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ch1
ଅାଜି ଶିଶୁ ଦିବସ ; ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଦିନ

ଭବନେଶ୍ୱର: ଅାଜି ନଭେମ୍ବର ୧୪ ତାରିଖ, ଶିଶୁ ଦିବସ। ଅାମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଆଜି ଜନ୍ମଦିନ। ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ଏହି ଦିନ ସମସ୍ତ ସ୍କୁଲରେ ପିଲାଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥାଏ। ୧୯୬୪ ମସିହା ପୂର୍ବରୁ ଭାରତରେ ନଭେମ୍ବର ୨୦ରେ ଶିଶୁ ଦିବସ ପାଳନ କରାଯାଉଥିଲା। ତେବେ ପଣ୍ଡିତ ନେହରୁଙ୍କ ଦେହାନ୍ତ ପରେ ଅର୍ଥାତ ୧୯୬୪ ମସିହା ପର […]

  • Friday, 16 July 2021
m1
ମେଘାଳୟ କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଠାବ

ନୂଆଦିଲ୍ଲୀ: ଏକ ମାସରୁ ଊର୍ଦ୍ଧ୍ୱ ଦିନ ହେବ ମେଘାଳୟର ଏକ କୋଇଲା ଖଣିରେ ଫସି ରହିଥିବା ୧୫ଜଣ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କ ମୃତଦେହକୁ ଠାବ କରାଯାଇଛି। ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ୧୬୦ ଫୁଟ୍‌ ଗଭୀର ଭିତରୁ ମୃତଦେହକୁ ଠାବ କରାଯାଇଥିଲା। ତେବେ ଅନ୍ୟ ୧୪ଜଣଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଫସି ରହିଥିବା ଅନ୍ୟ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ନୌସେନା, କୋଲ୍‌ ଇଣ୍ଡିଆ, ଏନ୍‌ଡିଆର୍‌ଏଫ୍‌, ଓଡ଼ିଶା ଅଗ୍ନିଶମ […]

  • Friday, 16 July 2021
1
ଗାତରୁ ବାହାରୁଛି ଧୂଆଁ, ଗରମ ପାଣି

ଭଦ୍ରକ: ଗାତରୁ ବାହାରୁଛି ଧୂଆଁ। ଆଉ ସେହି ଧୂଆଁକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ଅନ୍ତର୍ଗତ କରଞ୍ଜମାଳ ଗାଁରେ ଏହି ଘଟଣା ଏବେ ଚହଳ ସୃଷ୍ଟି କରିଛି। କରଞ୍ଜମାଳ ଗାଁରେ ବିଦ୍ୟୁତ୍ ଖୁଣ୍ଟ ପାଇଁ କିଛି ଶ୍ରମିକ ଗାତ ଖୋଳୁଥିଲେ। ତେବେ ୫ରୁ ୬ ଫୁଟ୍ ଖୋଳିବା ପରେ ସେହି ସ୍ଥାନରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ଏପରିକି ଗରମ ପାଣି ବାହାରୁଥିବା ଲୋକେ କହିଛନ୍ତି। ଘଟଣାସ୍ଥଳରେ ବହୁ ସଂଖ୍ୟକ ଲୋକଙ୍କ […]

  • Friday, 16 July 2021
anata kumar
ଅାଜି ହେବ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ଶେଷକୃତ୍ୟ

ବେଙ୍ଗାଲୁରୁ : କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନନ୍ତ କୁମାରଙ୍କ ଶେଷକୃତ୍ୟ। ବେଙ୍ଗାଲୁରୁସ୍ଥିତ ଯମରାଜପେଟ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଉଛି। ଅାଜି ସକାଳେ ତାଙ୍କ ମର ଶରୀରକୁ ବେଙ୍ଗାଲୁରୁର ବାସବନାଗୁଡ଼ି ବାସଭବନରୁ ରାଜ୍ୟ ବିଜେପି କାର୍ଯ୍ୟାଳୟ ଜଗନ୍ନାଥ ଭବନ ନିଅାଯାଇଥିଲା। ସେଠାରୁ ନ୍ୟାସନାଲ ଲ କଲେଜ ଗ୍ରାଉଣ୍ଡକୁ ନେବା ପରେ ସାଧାରଣ ଲୋକେ ଶେଷ ଦର୍ଶନ କରିଥିଲେ। ଏହା ପରେ ଅନ୍ତିମ ଶୋଭାଯାତ୍ରା ବାହାରିଥିଲା। ତାଙ୍କ ଅନ୍ତ୍ୟଷ୍ଟିରେ ବହୁ ବିଶିଷ୍ଠ […]

  • Friday, 16 July 2021
rafel-up
ରାଫେଲ ବିବାଦ ମାମଲା ; ସୁପ୍ରିମକୋର୍ଟରେ ତଥ୍ୟ ଦାଖଲ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ କିଣିବା ସମୟରେ ୨୦୧୩ର ପ୍ରକ୍ରିୟାକୁ ଗ୍ରହଣ କରାଯାଇଥିଲା। ଏଥିପାଇଁ ପ୍ରାୟ ଏକ ବର୍ଷ ଧରି ଅାଲୋଚନା ଚାଲିଥିଲା ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି। ଏଥିସହ ରାଫେଲ ଯୁଦ୍ଧ ବିମାନ କ୍ରୟ ସମ୍ପର୍କିତ ସମସ୍ତ ତଥ୍ୟ କେନ୍ଦ୍ର ସରକାର ଦାଖଲ କରିଛନ୍ତି। ରାଫେଲ ଦୁର୍ନୀତି ଅଭିଯୋଗର କୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ କରିବା ସୁପ୍ରିମକୋର୍ଟରେ ଅାବେଦନ ହୋଇଥିଲା। ଏହି ଅାବେଦନକାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ ପୃଷ୍ଠାର […]

  • Friday, 16 July 2021
voting
ଦିନ ୧ଟା ସୁଦ୍ଧା ହୋଇଛି ୨୫ ପ୍ରତିଶତ ଭୋଟିଂ

ଛତିଶଗଡ଼ : ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳ ୭ଟାରୁ ଅାରମ୍ଭ ହୋଇଥିବା ଭୋଟ୍‌ ଗ୍ରହଣ ସୁରୁଖୁରୁରେ ଚାଲିଛି। ଦିନ ଗୋଟାଏ ଯାଏ ୨୫ ପ୍ରତିଶତ ଭୋଟିଂ ହୋଇଛି । ଦକ୍ଷିଣ ଛତିଶଗଡ଼ର ୧୮ଟି ଅାସନ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଦୁଇ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାୟ ୧ ଲକ୍ଷ ସୁରକ୍ଷାକର୍ମୀ ମୁତୟନ ହୋଇଥିବା ବେଳେ, ପ୍ରଥମ ପର୍ଯ୍ୟାୟରେ କଡ଼ା […]

  • Friday, 16 July 2021