ସୁନ୍ଦରଗଡ଼଼ : ସୁନ୍ଦରଗଡ଼଼ ଜିଲ୍ଲା ରାଜଗାଙ୍ଗପୁର ଥାନା ହାଜତ ମୃତ୍ୟୁ ଅଭିଯୋଗ ଘଟଣାରେ ନୂଅା ମୋଡ଼। ଘଟଣାରେ ସ୍ଥାନୀୟ ବିଧାୟକ ମଙ୍ଗଳା କିଷାନଙ୍କ ସମ୍ପୃକ୍ତି ଅଭିଯୋଗ ଅାଣିଲେ ମୃତକ ଜୟ କୁମାର ଲାକ୍ରାଙ୍କ ବାପା। ବିଧାୟକଙ୍କ ଲୋକ ବୋଲି କହି ଜଣେ ଅାମ ପରିବାରକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ବିଧାୟକ ମଙ୍ଗଳା କିଷାନ କହିଛନ୍ତି ଯେ, ସେ କେସ୍ ବିଷୟରେ କିଛି ଜାଣିନାହାନ୍ତି। ବିଧାୟକ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ଅାଜି […]
ନୂଆଦିଲ୍ଲୀ : ଧୁମ୍ଧାମରେ ବିବାହ ପରେ ଗତକାଲି ନୂଅାଦିଲ୍ଲୀର ତାଜ୍ ପ୍ୟାଲେସରେ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସଙ୍କ ପ୍ରଥମ ରିସେପ୍ସନ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗେଦେଇଥିଲେ। ଏହାସହ ରିସେପ୍ସନ୍ରେ ବହୁ ରାଜନେତା ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରିୟଙ୍କା ଗୋଲ୍ଡେନ୍ କଲରର ଲେହେଙ୍ଗା ପିନ୍ଧିଥିଲେ। ସେହିପରି ନିକ୍ କଳା ରଙ୍ଗର୍ ବ୍ଲେଜର ପରିଧାନ କରିଥିଲେ। କଡ଼ା ସୁରକ୍ଷା ମଧ୍ୟରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଉଭୟେ ମୋଦିଙ୍କ ସହ ଫଟୋ ଉଠାଇଥିଲେ। […]