• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

mizoram
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିଜୋରାମ ଗସ୍ତ

ନୂଆଦିଲ୍ଲୀ : ଅାସନ୍ତା ୨୮ ତାରିଖରେ ମିଜୋରାମ ବିଧାନସଭା ନିର୍ବାଚନ ଲାଗି ମତଦାନ। ମତଦାନକୁ ଅାଉ ୫ଦିନ ବାକି ରହିଥିବା ବେଳେ ରାଜ୍ୟରେ ଜାରି ରହିଛି ମାରାଥନ ପ୍ରଚାର ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅାଜି ମିଜୋରାମର ଲୁଙ୍ଗଲେଇ ଗସ୍ତ କରି ପ୍ରଚାର କରିଛନ୍ତି। ଏହି ଅବସରରେ ଅାୟୋଜିତ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ବିକାଶ ପାଇଁ ବିଜେପିକୁ ବାଛିବାକୁ ଅାହ୍ୱାନ ଦେଇଛନ୍ତି। ରାଜ୍ୟମାନଙ୍କର ବିକାଶ ହେଲେ ଦେଶ ବିକଶିତ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ […]

  • Friday, 16 July 2021
terrorist-up
ଜମ୍ମୁ ଓ କାଶ୍ମୀର ଅନନ୍ତନାଗରେ ଏନ୍‌କାଉଣ୍ଟର୍

ଜମ୍ମୁ – କାଶ୍ମୀର  : ସୁରକ୍ଷାକର୍ମୀଙ୍କୁ ଅାଉ ଏକ ବଡ଼ ସଫଳତା ମିଳିଛି। ଜମ୍ମୁ ଓ କାଶ୍ମୀର ଅନନ୍ତନାଗରେ ମୁହାଁମୁହିଁ ହୋଇଛନ୍ତି ଯବାନ ଏବଂ ଅାତଙ୍କବାଦୀ। ଅନନ୍ତନାଗର ସେକିପୁରା ଗାଁରେ ଲୁଚି ରହିଥିବା ୬ ଜଣ ଅାତଙ୍କୀଙ୍କୁ ଏନ୍‌କାଉଣ୍ଟର କରିଛନ୍ତି ଯବାନ। ସେକିପୁରା ଗାଁରେ ଅାତଙ୍କବାଦୀ ଲୁଚି ରହିଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା। ଏନେଇ ଅଞ୍ଚଳରେ କ୍ରଡନ୍ କରି ସର୍ଚ୍ଚ ଅପରେସନ୍ ଅାରମ୍ଭ କରିଥିଲେ ଯବାନ। ତେବେ ଏହି ସମୟରେ ହଠାତ୍ ଯବାନଙ୍କ ଉପରେ […]

  • Friday, 16 July 2021
delhi
ନୂଅାଦିଲ୍ଲୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

ନୂଅାଦିଲ୍ଲୀ : ନୂଅାଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ତଥା ୱେବ୍ ପୋର୍ଟାଲ ଓଡ଼ିଆ ପୁଅ ପକ୍ଷରୁ ଷୋଡ଼ଶ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି। ଶତାଧିକ ଓଡ଼ିଆ ଏହି ଉତ୍ସବରେ ଯୋଗ ଦେଇ ବୋଇତ ବନ୍ଦାଣ କରିଥିଲେ। ସେମାନେ ମନେପକାଇଥିଲେ ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ। ଓଡ଼ିଆ ପୁଅମାନେ ସାଧବ ବେଶରେ ସଜ୍ଜିତ ହୋଇଥିବା ବେଳେ ଝିଅମାନେ ସାଧବାଣୀ ବେଶ ହୋଇଥିଲେ । ସାଧବାଣୀମାନେ ବୋଇତ ବନ୍ଦାଣ କରିବା ପରେ ନୌଯାତ୍ରାରେ ବାଣିଜ୍ୟ ଅଭିଯାନ ଅାରମ୍ଭ କରିଥିଲେ […]

  • Friday, 16 July 2021