• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rahul
ରାହୁଲଙ୍କୁ ଖୁସିରେ ଚୁମ୍ବନ କଲେ ! ଭିଡିଓ ଭାଇରାଲ୍

କେରଳ  : ରାହୁଲଙ୍କୁ ଖୁସିରେ ଚୁମ୍ବନ କଲେ କଂଗ୍ରେସ କର୍ମୀ। କେରଳ ବନ୍ୟା କ୍ଷତିଗସ୍ତ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ ରାହୁଲ। ଏହି ଅବସରରେ ଭିଡ଼ ଭିତରରୁ ଜଣେ କର୍ମୀ ରାହୁଲଙ୍କୁ ଜାବୁଡ଼ି ଧରି ଚୁମ୍ବନ କରିଥିଲେ। #WATCH A man kisses Congress MP Rahul Gandhi during his visit to Wayanad in Kerala. pic.twitter.com/9WQxWQrjV8 — ANI (@ANI) August 28, 2019 ଗାଡ଼ି ଭିତରେ ଥିବା ରାହୁଲ ଏଥି ପାଇଁ ସମ୍ମତି […]

  • Monday, 19 July 2021
sashi
ମୋଦିଙ୍କୁ ପ୍ରଶଂସା କରି ଅଡ଼ୁଆରେ ଶଶି ଥରୁର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଥିବା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏବେ ଅଡ଼ୁଆରେ ପଡ଼ିଛନ୍ତି। ଏନେଇ କେରଳ କଂଗ୍ରେସ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବାର ଅଛି ବୋଲି ସୂଚନା ମିଳିଛି। ଶଶି ତାଙ୍କ ଦଳର ଅନ୍ୟତମ ବରିଷ୍ଠ ନେତା ଜୟରାମ ରମେଶଙ୍କ ସମର୍ଥନରେ ଏହି କଥା କହିଥିଲେ। ଶଶି ଜୟରାମଙ୍କୁ ସମର୍ଥନ ଦେବା ସହ ଗଠନମୂଳକ ସମାଲୋଚନା କଥା କହିଥିଲେ। ଜୟରାମ କହିଥିଲେ, ମୋଦିଙ୍କ ଶାସନ ‘ସମ୍ପୂର୍ଣ୍ଣ ନକାରାତ୍ମକ’ […]

  • Monday, 19 July 2021
congress-bhawan
ପ୍ରଦେଶ କଂଗ୍ରେସର ସବୁ କମିଟି ଭାଙ୍ଗିଲା

ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ରାଜ୍ୟରେ ଦଳର ଦୁର୍ବଳ ପ୍ରଦର୍ଶନ ପରେ କଂଗ୍ରେସର ସମସ୍ତ ସାଂଗଠନିକ କମିଟିକୁ ନିରସ୍ତ୍ର କରି ଦିଆଯାଇଛି। ଆଜି ଏନେଇ ଏଆଇସିସି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟିକୁ ଆନୁଷ୍ଠାନିକ ଭାବେ ଅବଗତ କରାଯାଇଛି। ତେବେ ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ଭାବେ ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀ ପୂର୍ବଭଳି ଦାୟିତ୍ୱ ତୁଲାଇବେ। ଏ ସମ୍ପର୍କରେ ସୂଚନା ଦେଇ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝୀ କହିଛନ୍ତି […]

  • Monday, 19 July 2021
teacher suicide
ଶିକ୍ଷୟିତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମିଳିଲା ସୁଇସାଇଡ୍‌ ନୋଟ୍‌

କଲ୍ୟାଣସିଂହପୁର (ମାଉଡି ବାରିକ) : ୪ ମାସ ତଳେ ବିବାହ ହୋଇଥିଲା। ସ୍ୱାମୀ ରାଜ୍ୟ ବାହାରେ ଚାକିରି କରୁଥିବାରୁ ଶିକ୍ଷକ ବାପାଙ୍କ ପାଖରେ ଥିଲେ ଶିକ୍ଷୟିତ୍ରୀ ଝିଅ ସ୍ୱାଗତିକା ସାହୁ। ଗତକାଲି ସନ୍ଧ୍ୟାବେଳେ ସେ ଓଢ଼ଣୀ ଲଗାଇ ଝୁଲି ପଡ଼ିଥିଲେ। ଏପରି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି। ପୁଲିସ ଉକ୍ତ ଘରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି : କଲ୍ୟାଣସିଂହପୁର ହାତୀବାରି ଉଚ୍ଚ […]

  • Monday, 19 July 2021
nirmala
ବିଶ୍ୱର ପ୍ରଥମ ୧୦ ଅର୍ଥନୀତିରେ ଭାରତ ଆଗୁଆ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ଦେଶରେ ଆର୍ଥିକ ସଂକଟ ଆଶଙ୍କା ଭିତରେ ସରକାରଙ୍କ ରୋଡ୍‌ମ୍ୟାପ୍ ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତ ଏବେବି ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥନୀତି ବୋଲି ସେ କହିଛନ୍ତି।  ଅନ୍ତର୍ଜାତୀୟ ସ୍ତରରେ ଜିଡିପି ମାତ୍ର ୩ ଦଶମିକ ୨ ପ୍ରତିଶତ ଥିବା ବେଳେ ଭାରତର ଅଭିବୃଦ୍ଧି ଏହାଠାରୁ ବହୁ ଅଧିକ ରହିଛି। ବିଶ୍ୱର ୧୦ଟି ଶ୍ରେଷ୍ଠ ଆର୍ଥିକ ସମୃଦ୍ଧ ରାଷ୍ଟ୍ର ମଧ୍ୟରେ ଭାରତ ରହିଛି। ଚୀନ ଓ ଆମେରିକା ଠାରୁ ଭାରତର […]

  • Monday, 19 July 2021
triple
ଟ୍ରିପଲ ତଲାକ ବିରୋଧରେ ଅଭିଯୋଗ କରିବାରୁ ଜୀଅନ୍ତା ଜାଳିଦେଲେ

ଲକ୍ଷ୍ନୌ: ଭାରତୀୟ ମୁସଲିମ ସମ୍ପ୍ରଦାୟରେ ପ୍ରଚଳିତ ଥିବା ଇନଷ୍ଟାଣ୍ଟ ଟ୍ରିପଲ ତଲାକ ଏବେ ଅପରାଧିକ ଶ୍ରେଣୀଭୁକ୍ତ ହୋଇଛି। ତଥାପି ପ୍ରତିଦିନ ଦେଶର କୋଣ ଅନୁକୋଣରେ ମୁସଲିମ ମହିଳାମାନେ ଟ୍ରିପଲ ତଲାକର ଶିକାର ହେଉଛନ୍ତି। ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଟ୍ରିପଲ ତଲାକର ଶିକାର ହୋଇଥିବା ଜଣେ ମହିଳା ପୁଲିସ୍‌ରେ ଅଭିଯୋଗ କରିଥିଲେ। ଏକଥା ଜାଣିବା ପରେ ତାଙ୍କ ଶ୍ୱଶୁର ଘର ଲୋକେ ମହିଳାଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ […]

  • Monday, 19 July 2021
modi-trump
ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ି ଚାଲିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉଭୟ ଟେଲିଫୋନ ଯୋଗେ ୩୦ ମିନିଟ୍‌ରୁ ଅଧିକ ସମୟ କଥା ହୋଇଛନ୍ତି। ଟ୍ରମ୍ପଙ୍କ ସହ ମୋଦି କଶ୍ମୀର ଠାରୁ ଆରମ୍ଭ କରି ଦ୍ୱିପାକ୍ଷିକ ଓ ଆଞ୍ଚଳିକ ବିକାଶ ସମ୍ପର୍କରେ କଥା ହୋଇଛନ୍ତି। ଏହି ସମୟରେ ପାକିସ୍ତାନ କେମିତି ଭାରତରେ ବିଶୃଙ୍ଖଳା […]

  • Monday, 19 July 2021
jammu
୩୭୦ ଉଚ୍ଛେଦ ପରେ ହିଂସାକୁ ନିୟନ୍ତ୍ରଣ ପାଇଁ ସରକାର କେମିତି ହୋଇଥିଲେ ପ୍ରସ୍ତୁତ, ଜାଣନ୍ତୁ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପାଇଁ ୭ ଦଶନ୍ଧି ଧରି ଲାଗୁ ହୋଇଥିବା ଧାରା ୩୭୦କୁ ଉଚ୍ଛେଦ କରିବା ପୂର୍ବରୁ କେନ୍ଦ୍ର ସରକାର ହିଂସା ନିୟନ୍ତ୍ରଣ ପାଇଁ ବ୍ୟାପକ ପ୍ରସ୍ତୁତି କରିଥିଲେ। ୧୪୪ ଧାରା ଜାରି କରିବାଠାରୁ ଆରମ୍ଭ କରି ବିଭିନ୍ନ ନେତାଙ୍କୁ ଅଟକ ଏବଂ ଫୋନ୍‌ ଓ ଇଣ୍ଟରନେଟ୍‌ ବନ୍ଦ ଆଦି ପଦକ୍ଷେପ ନିଆଯାଇଥିଲା। ତେବେ ବର୍ତ୍ତମାନ ସୂଚନା ମିଳିଛି ଅଗଷ୍ଟ ୫ ତାରିଖର ଏହି ଐତିହାସିକ ନିଷ୍ପତ୍ତି ପରେ ସମ୍ଭାବ୍ୟ ହିଂସାକୁ ନିୟନ୍ତ୍ରଣ ପାଇଁ ୪ଟି ଗୋଷ୍ଠୀ […]

  • Monday, 19 July 2021
pak
ଆର୍ଥିକ ସଙ୍କଟରେ ପାକିସ୍ତାନ

ଇସଲାମାବାଦ୍‌: ଜମ୍ମୁ-କଶ୍ମୀରକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି ପରେ ପାକିସ୍ତାନ ବିଭିନ୍ନ ଦିଗରୁ ଭାରତକୁ ଅଡ଼ୁଆରେ ପକାଇବାର ପ୍ରୟାସ କରୁଥିଲେ ମଧ୍ୟ ବିଫଳତା ଏହି ଦେଶର ପିଛା ଛାଡ଼ୁନି। ଗତକାଲି ପରମ ବନ୍ଧୁ ଚାଇନା ସହାୟତାରେ ଜାତିସଂଘର ସୁରକ୍ଷା ପରିଷଦରେ ‘କଶ୍ମୀର ପ୍ରସଙ୍ଗ’ ଉଠାଇବାର ପ୍ରୟାସରେ ସଫଳ ହୋଇଥିଲେ ମଧ୍ୟ ଚାଇନା ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ର ପାକିସ୍ତାନର ସମର୍ଥନରେ ବାହାରିନଥିଲେ। ତେବେ ପାକିସ୍ତାନକୁ ଆଜି ଲାଗିଥିବା ଝଟ୍‌କା କୂଟନୀତିକ ନୁହେଁ, ବରଂ ଏକ ବଡ଼ […]

  • Monday, 19 July 2021
aiims
ଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ। ମେଡିକାଲର ଦ୍ୱିତୀୟ ମହଲାରେ ଥିବା ଏମର୍ଜେନ୍ସି ୱାର୍ଡ ନିକଟ ଥିବା ପିସି ବ୍ଲକରେ ପ୍ରଥମେ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ଏହା ଅନ୍ୟ ମହଲାକୁ ବ୍ୟାପିଥିଲା। Delhi: A fire has broken out on first and second floor at All India Institute of Medical Sciences (AIIMS). Fire brigade present at the spot pic.twitter.com/KRd3oBpO4d — ANI (@ANI) August […]

  • Monday, 19 July 2021