• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

17
ପକେଟ୍‌ ମନିରୁ ଅସହାୟଙ୍କୁ ସାହାଯ୍ୟ କଲେ ଛାତ୍ର

ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ସାରା ଦେଶରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଅସହାୟରେ ଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ପିଲାମାନଙ୍କଠାରୁ ଆରମ୍ଭ ଅନେକ ବୟସ୍କ ବ୍ୟକ୍ତି ସହାୟତାର ହାତ ବଢ଼ାଉଛନ୍ତି। ଏହି ସମୟରେ ଜଣେ ୧୭ବର୍ଷର ବାଳକ ନିଜ ପକେଟ୍‌ ମନିକୁ ଖର୍ଚ୍ଚ ନକରି ଅଭାବୀ ଲୋକଙ୍କୁ ପିପିଏ କିଟ୍‌ ଓ ହ୍ୟାଣ୍ଡ ସାନିଟାଇଜର ବଣ୍ଟନ କରୁଛନ୍ତି। ବାଳକ ନାଁ ହୁସେନ୍‌ ଜାକିର। ଖବର ଅନୁଯାୟୀ, ୧୭ବର୍ଷୀୟ ହୁସେନ୍‌ କରୋନାରେ […]

  • Monday, 19 July 2021
vlcsnap-error196
ସମ୍ଭାବ୍ୟ ବନ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବର୍ଷା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଛନ୍ତି। ଆଜି ସଚିବାଳୟରେ ବିଭାଗୀୟ ଅଧିକାରୀଙ୍କ ସହ ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ସମୀକ୍ଷା ବୈଠକ ପରେ ସ୍ୱତନ୍ତ୍ର ରାଜସ୍ୱ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି, ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଓଡ୍ରାଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୩ଟି ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ହୋଇଥିବା ଜଣାପଡିଛି। […]

  • Monday, 19 July 2021
telanaaaa
ଏହି ରାଜ୍ୟରେ ୧୫ଦିନ ପାଇଁ ସ୍ନାତକ ନାମଲେଖା ସ୍ଥଗିତ

ତେଲେଙ୍ଗାନା : ଆଜିଠାରୁ ଆରମ୍ଭ ହେବାକୁ ଥିବା ସ୍ନାତକ ନାମଲେଖାକୁ ତେଲେଙ୍ଗାନା ସରକାର ୧୫ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଏନେଇ ଡିଗ୍ରୀ ଅନଲାଇନ ସର୍ଭିସେସ ତେଲେଙ୍ଗାନା (ଡିଓଏସଟି) ଏକ ନୋଟିସ୍ ଜାରି କରିଛି। ଖୁବ୍‌ଶୀଘ୍ର ନୂଆ ଅପ୍‌ଡେଟ ଦିଆଯିବ ବୋଲି ଡିଓଏସଟି କହିଛନ୍ତି। କରୋନା ମହାମାରୀ ଯୋଗୁ ଡିଓଏସଟି ତେଲେଙ୍ଗାନାର ପ୍ରଥମ ପର୍ଯ୍ୟାୟ ସ୍ନାତକ ନାମଲେଖାକୁ ୧୫ଦିନ ଆଗକୁ ଘୁଞ୍ଚେଇ ଦେଇଛି। ଏ ନେଇ ଖୁବ୍‌ଶୀଘ୍ର ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯିବ ବୋଲି ଡିଓଏସଟି ତାର ୱେବସାଇଟରେ […]

  • Monday, 19 July 2021
bottel
ଅଦରକାରୀ ପ୍ଲାଷ୍ଟିକରୁ ତିଆରି କଲେ ଆଶ୍ରୟ ସ୍ଥଳ

କେରଳ: ବ୍ୟବହାର ଅନୁପୋଯୋଗୀ ପ୍ଲାଷ୍ଟିକରୁ କିଛି ନୂଆକରି ଦେଖାଇଛନ୍ତି କେରଳ ଏର୍ଣ୍ଣାକୁଲମର ଯୁବକ। ଏଣେତେଣେ ଫିଙ୍ଗା ଯାଇଥିବା ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରି ଏର୍ଣ୍ଣାକୁଲମର କିଛି ଯୁବକ ନିର୍ମାଣ କରିଛନ୍ତି ଆଶ୍ରୟ ସ୍ଥଳ। ରାସ୍ତା ପାର୍ଶ୍ୱରେ ଏହି ଆଶ୍ରୟସ୍ଥଳ ରହିଛି। ଲୋକେ ଯେତେବେଳେ ବସ୍‌ରେ ଯାତ୍ରା କରିବାକୁ ବାହାରିବେ ଏଠାରେ ହିଁ ଅପେକ୍ଷା କରିପାରିବେ। ପ୍ଲାଷ୍ଟିକ୍ ବୋତଲରେ ତିଆରି ହୋଇଥିବା ଏହି ଆଶ୍ରୟ ସ୍ଥଳକୁ ବେଶ୍ ସୁନ୍ଦର ଭାବେ ସଜା ଯାଇଛି। କେବଳ ବୋତଲ ନୁହେଁ, ପୁରୁଣା […]

  • Monday, 19 July 2021
indian army
ପାକିସ୍ତାନୀ ସେନାକୁ ଭାରତୀୟ ସେନାର କଡ଼ା ଜବାବ

ଶ୍ରୀନଗର: ପାକିସ୍ତାନୀ ସେନାଙ୍କୁ ଭାରତୀୟ ସେନାର କଡ଼ା ଜବାବ। ଜାମ୍ମୁ ଓ କାଶ୍ମୀର କୁପୱାରରେ ପାକିସ୍ତାନ ସେନା ପକ୍ଷରୁ ଭାରତୀୟ ପୋଷ୍ଟ ଉପରକୁ ଲକ୍ଷ୍ୟ କରି ଗୁଳିମାଡ଼ କରାଯିବା ପରେ ଏହାର କଡ଼ା ଜବାବ ଦେଇଥିଲା ଭାରତୀୟ ସେନା। ଗୁଳି ବିନିମୟରେ ଟଙ୍ଗଧର ସେକ୍ଟରରେ ୨ଜଣ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ଘଟିଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଥାଉ କି, ଅଗଷ୍ଟ ୭ରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ଆର୍ମି ମେଜରଙ୍କ ସମେତ ୩ଜଣ ସେନା […]

  • Monday, 19 July 2021
rupee1
ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ରେକର୍ଡ ସ୍ତରକୁ ହ୍ରାସ ହୋଇଛି। ଗତ ୭୦ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୦ ଟଙ୍କାରେ ଆସି ପହଞ୍ଚିଛି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଏହି ହ୍ରାସ ଦେଖିବାକୁ ମିଲିଛି। ଗତକାଲି ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୬୯ ଟଙ୍କା ୯୩ ପଇସାକୁ ହ୍ରାସ ପାଇଥିଲା। ଆଜି ଏହି ମୂଲ୍ୟ ୭୦ ଟଙ୍କା ୦୮ ପଇସାକୁ ହ୍ରାସ ହୋଇଛି। ଘରୋଇ […]

  • Monday, 19 July 2021
fish
ପାରାଦୀପରେ ମାଛ ମଡ଼କ

ପାରାଦୀପ: ପାରାଦୀପରେ ମାଛ ମଡ଼କ। ପାରାଦୀପର ସାହାରା ମତ୍ସ୍ୟଦିଆ ନଦୀରେ ଏହି ମାଛ ମଡ଼କ ଦେଖିବାକୁ ମିଳିଛି। ନଦୀକୂଳରେ ହଜାର ହଜାର ମୃତ ମାଛ ଭାସୁଥିବାର ଦେଖିବାକୁ ମିଳିଛି। ନଦୀଜଳ ପ୍ରଦୂଷଣ କାରଣରୁ ଏହି ମାଛ ମଡ଼କ ହୋଇଥିବା ସନ୍ଦେହ କରାଯାଉଛି। ନିକଟରେ କାରଖାନା ଥିବାରୁ ସେଠାକାର ବର୍ଜ୍ୟବସ୍ତୁ ଆସି ନଦୀରେ ମିଶୁଛି। ତେଣୁ ଏହାର ପ୍ରଭାବରେ ନଦୀ ଜଳ ବିଷାକ୍ତ ହୋଇ ମାଛ ମରିଥିବା ସନ୍ଦେହ ସ୍ଥାନୀୟ ଲୋକେ କରୁଛନ୍ତି। ମାଛ ମଡ଼କ ପୂର୍ବରୁ ଅନେକ […]

  • Monday, 19 July 2021
duck
ଦେଖ ବତକର ସାହାସ, ଡରି ପଳାଉଛନ୍ତି ଗାଈପଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ୱାଇଲ୍ଡ ଲାଇଫ୍‌ ଭିଡିଓଗୁଡିକ ଖୁବ୍‌ ଭାଇରାଲ ହେଉଛି। ଆପଣମାନେ ସିଂହର ଶିକାର ଓ ହାତୀର ଫନି ଭିଡିଓକୁ ଦେଖିଥିବେ। କିନ୍ତୁ ଏଥର ଏକ ବତକ ଓ ଗାଈଙ୍କ ମଧ୍ୟରେ ଯୁଦ୍ଧ  ଚାଲିଥିବାର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏଭଳି ମଜାଦାର ଭିଡିଓକୁ ଦେଖି ଆପଣ ମଧ୍ୟ ହସି ହସି ଗଡ଼ିଯିବେ। ଏକାକୀ ବତକଟି ଗାଈମାନଙ୍କ ସହିତ ଗଣ୍ଡଗୋଳ କରୁଛି। ଯେତେବଳେ ଏକ ଗାଈ ବତକକୁ ଆକ୍ରମଣ କରିବାକୁ ଆସୁଛି, ସେତେବେଳେ […]

  • Monday, 19 July 2021