• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

duck
ଦେଖ ବତକର ସାହାସ, ଡରି ପଳାଉଛନ୍ତି ଗାଈପଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ୱାଇଲ୍ଡ ଲାଇଫ୍‌ ଭିଡିଓଗୁଡିକ ଖୁବ୍‌ ଭାଇରାଲ ହେଉଛି। ଆପଣମାନେ ସିଂହର ଶିକାର ଓ ହାତୀର ଫନି ଭିଡିଓକୁ ଦେଖିଥିବେ। କିନ୍ତୁ ଏଥର ଏକ ବତକ ଓ ଗାଈଙ୍କ ମଧ୍ୟରେ ଯୁଦ୍ଧ  ଚାଲିଥିବାର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏଭଳି ମଜାଦାର ଭିଡିଓକୁ ଦେଖି ଆପଣ ମଧ୍ୟ ହସି ହସି ଗଡ଼ିଯିବେ। ଏକାକୀ ବତକଟି ଗାଈମାନଙ୍କ ସହିତ ଗଣ୍ଡଗୋଳ କରୁଛି। ଯେତେବଳେ ଏକ ଗାଈ ବତକକୁ ଆକ୍ରମଣ କରିବାକୁ ଆସୁଛି, ସେତେବେଳେ […]

  • Monday, 19 July 2021
goat
ସ୍ମାର୍ଟ ଛେଳିର ସ୍ମାର୍ଟ ବୁଦ୍ଧିକୁ ଦେଖନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଖୁବ୍ ଜୋରେ ଭାଇରାଲ ହେବାରେ ଲାଗିଛି। ଏଥର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଛେଳିର ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ କହିବେ ଯେ ଏହି ଛେଳିଟି ବହୁତ ସ୍ମାର୍ଟ। ଆପଣମାନେ ନିଶ୍ଚୟ ଦେଖିଥିବେ ଯେ ଛେଳି ଗଛ ପାଖରେ ଡେଇଁ ଡେଇଁ ପତ୍ର ଖାଇବାର। କିନ୍ତୁ ଏହି ଛେଳିଟି କଠିନ ପରିଶ୍ରମ କରିବା ପରିବର୍ତ୍ତେ ଅନ୍ୟର ସାହାଯ୍ୟ ନେଉଛି। ଛେଳଟି ମଇଁଷି […]

  • Monday, 19 July 2021
polls
ଲୋକସଭା ନିର୍ବାଚନ ସହ ୧୧ରାଜ୍ୟରେ ଏକକାଳୀନ ବିଧାନସଭା ନିର୍ବାଚନ ପାଇଁ ଯୋଜନା

ନୂଆଦିଲ୍ଲୀ: ୨୦୧୯ରେ ଲୋକସଭା ନିର୍ବାଚନ ସହିତ ୧୧ଟି ରାଜ୍ୟରେ ଏକକାଳୀନ ବିଧାନସଭା ନିର୍ବାଚନ କରାଇବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି। ଚଳିତ ବର୍ଷ ଶେଷ ଆଡ଼କୁ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାର ଅଛି। ତାକୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇପାରେ। ସେହିପରି ୨୦୧୯ ଶେଷ ଆଡ଼କୁ ଥିବା କିଛି ବିଧାନସଭା ନିର୍ବାଚନକୁ ଆଗୁଆ କରାଯିବା ନେଇ ବିଚାରବିମର୍ଶ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନ ପାଇଁ ବିଜେପି ନିଜର ପ୍ରସ୍ତୁତି ଚଳାଇଥିବା ନେଇ ଚର୍ଚ୍ଚା। […]

  • Monday, 19 July 2021
evm machine
ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ ପହଞ୍ଚିଲା EVM

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ ପହଞ୍ଚିଲା EVM। ରାଜ୍ୟର ୧୩ଟି ଜିଲ୍ଲା ପାଇଁ ୩୦ ହଜାରରୁ ଉର୍ଦ୍ଧ୍ୱ EVM ଝାରସୁଗୁଡ଼ାରେ ପହଞ୍ଚିଛି। ଝାରସୁଗୁଡ଼ା, କଟକ, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଜିଲ୍ଲା କେନ୍ଦୁଝର, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, ଗଞ୍ଜାମ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ଲାଗି ମୋଟ ୭୦ଟି କଣ୍ଟେନର୍‌ରେ ଏହି  EVM ଆସିଛି। ଆସନ୍ତା ୧୭ ତାରିଖ ମଧ୍ୟରେ ଏହି ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନଗୁଡ଼ିକୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯିବ।

  • Monday, 19 July 2021
jahid
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର: ଜାମୁ ଓ କାଶ୍ମୀରିରେ ସୁରକ୍ଷାକର୍ମୀଙ୍କୁ ମିଳିଛି ପୁଣି ଏକ ସଫଳତା। ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି ୨ଆତଙ୍କୀ। ଆଜି ସକାଳୁ ଅନନ୍ତନାଗ ଠାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ୨ଆତଙ୍କୀ ନିହତ ହୋଇଥିବାବେଳେ ସେଠାରେ ଥିବା ତୃତୀୟ ଆତଙ୍କବାଦୀ ଘଟଣାସ୍ଥଳରୁ ଖସି ପଳାଇଯାଇଛି। ଖବର ଅନୁଯାୟୀ, ତୃତୀୟ ଆତଙ୍କବାଦୀ ହେଉଛନ୍ତି ଜାହିଦ ଡାସ, ଯିଏକ ଗତ ସପ୍ତାହରେ ଅନନ୍ତନାଗ ଉପରେ ଆକ୍ରମଣ କରି ସୁରକ୍ଷାବଳକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ଜଣେ ସିଆରପିଏଫ୍‌(CRPF) ଯବାନ […]

  • Monday, 19 July 2021
dr
କରୋନାରେ ମୃତ ଡାକ୍ତରଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି ଜଣାଇଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ବରିଷ୍ଠ ଡାକ୍ତର ଅସୀମ ଗୁପ୍ତାଙ୍କ ମୃତ୍ୟୁକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଅନିଲ ବୈଜଲ (LG Anil Baijal) ଦୁଃଖ ପ୍ରକାଶ କରିଛନ୍ତି। ଡାକ୍ତର ଗୁପ୍ତା ଦିଲ୍ଲୀ ସରକାରଙ୍କ ସବୁଠୁ ବଡ଼ ହସ୍ପିଟାଲ ଏଲ୍‌ଏନ୍‌ଜିପି (LNGP)ର ଆନାସ୍ଥାସିଆ ବିଭାଗର ଜଣେ ବରିଷ୍ଠ ଡାକ୍ତର ଥିଲେ। ଗତକାଲି ତାଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ଦିଲ୍ଲୀର ଉପ-ରାଜ୍ୟପାଳ ଓ ସିଏମ୍‌ ଆଜି ଡକ୍ଟର ଗୁପ୍ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ […]

  • Monday, 19 July 2021
Aravind_Kejriwal_PTI
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା। ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଅସଦାଚରଣ ଘଟଣାରେ ପୁଲିସ୍‌ ସେମାନଙ୍କ ନାଁରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ଏଥିସହ ଘଟଣାଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଉପସ୍ଥିତ ଥିବା ଅନ୍ୟ ୧୧ଜଣ ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଏହାକୁ ନେଇ ପୁଣି ଥରେ କେନ୍ଦ୍ର ସରକାର ଓ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ମୁହାଁମୁହିଁ ହେବାର ସମ୍ଭାବନା ଦେଖାଦେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ […]

  • Monday, 19 July 2021