• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sebayat
ଶ୍ରୀମନ୍ଦିର ସାମ୍ନାରେ ସେବାୟତଙ୍କ କ୍ରାନ୍ତି ଦିବସ ପାଳନ

ପୁରୀ : ଶ୍ରୀମନ୍ଦିର ସାମ୍ନାରେ ସେବାୟତଙ୍କ କ୍ରାନ୍ତି ଦିବସ ପାଳନ। ଏହି ଅବସରରେ ଅାଜି ସେବାୟତମାନେ ଏକାଠି ହୋଇ ବିଭିନ୍ନ ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେବାୟତଙ୍କୁ ମିଳୁଥିବା ଦାନଦକ୍ଷିଣା ବିରୋଧରେ ଯେଉଁଭଳି ଭାବେ ଷଡଯନ୍ତ୍ର କରାଯାଉଛି, ତାହା ନିନ୍ଦନୀୟ । ଏହାଦ୍ୱାରା ସେମାନଙ୍କ ପରିବାର କେମିତି ଚଳିବ ବୋଲି ପ୍ରଶ୍ନ ଉଠାଇଛନ୍ତି ସେବାୟତ। ଶ୍ରୀମନ୍ଦିରରୁ ବଂଶଗତ ପରମ୍ପରା ଉଛେଦ ଏବଂ ଅଣହିନ୍ଦୁ ପ୍ରବେଶ ପାଇଁ ମଧ୍ୟ ଉଦ୍ୟମ କରାଯାଉଥବା ଅଭିଯୋଗ କରିବା ସହ ସେବାୟତ କ୍ଷୋଭ […]

  • Monday, 19 July 2021
ankita
ସୁଶାନ୍ତଙ୍କ ଘରେ କାନ୍ଦି କାନ୍ଦି ପହଞ୍ଚିଲେ ତାଙ୍କ ପୁରୁଣା ପ୍ରେମିକା ଅଙ୍କିତା

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁକୁ ନେଇ ପୂରା ବଲିଉଡ ସ୍ଥାଣୁ ପାଲଟିଯାଇଛି। ତାଙ୍କ ମୃତ୍ୟୁ ଖବର ଆସିବା ପରଠାରୁ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ସହ ଜଡ଼ିତ ଅନେକ ପୋଷ୍ଟ ସେୟାର ହେବାରେ ଲାଗିଛି। ଏବେ ସୁଶାନ୍ତଙ୍କ  ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଅଙ୍କିତା କାନ୍ଦି କାନ୍ଦି ସୁଶାନ୍ତଙ୍କ ଘରକୁ ଯାଉଥିବାର ଦେଖାଉଛି।   View this post on Instagram   #Ankitalokhande #sushantsinghrajput ex girlfriend reached […]

vlcsnap-error622
ଉତ୍ତରପ୍ରଦେଶରେ କାଉଡ଼ିଆଙ୍କ ଉତ୍ପାତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବୁଲନ୍ଦସହରରେ କାଉଡ଼ିଆଙ୍କ ଉତ୍ପାତ। କାଉଡ଼ିଆମାନେ ଏକ ଅଣଓସାରିଆ ରାସ୍ତାରେ ଯାଉଥିବାବେଳେ ଜଣେ କାଉଡ଼ିଆଙ୍କ ସହ ଏକ ଗାଡ଼ି ସାମାନ୍ୟ ଘଷି ହୋଇ ପଳାଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କାଉଡ଼ିଆ ପାଟିତୁଣ୍ଡ କରିଥିଲେ। ତେବେ ପୁଲିସ ଆସିଲା ପରେ ବି ଏଥିରୁ କ୍ଷାନ୍ତ ହୋଇନଥିଲେ କାଉଡ଼ିଆ। ପରେ ପୁଲିସ ସହ ମଧ୍ୟ ପାଟିତୁଣ୍ଡ ଏବଂ ଧସ୍ତାଧସ୍ତି କରିଥିଲେ ଉତ୍ତ୍ୟକ୍ତ କାଉଡ଼ିଆ। ଏପରିକି ପୁଲିସକୁ ଠେଲାପେଲା କରିବା ସହ ପୁଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। […]

  • Monday, 19 July 2021
puri
ମୋବାଇଲ ଟ୍ରାକ୍‌ କରି ହୋଟେଲ୍‌ରେ ପହଞ୍ଚିଲା ପୁଲିସ୍‌, ତା’ପରେ...

ପୁରୀ: ଧରା ପଡ଼ିଲା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ। ପୁରୀ ସିବିଚ୍ ଥାନା ଅଞ୍ଚଳର ଏକ ହୋଟେଲ୍‌ରୁ ୧୦ ଜଣ ଲୁଟେରା ଗ୍ୟାଙ୍ଗଙ୍କୁ ପୁଲିସ୍‌ ଗିରଫ କରିଛି। ତେବେ ଘଟଣାସ୍ଥଳରୁ ଜଣେ ଲୁଟେରା ଫେରାର ହୋଇ ଯାଇଛି। ସେମାନଙ୍କ ନିକଟରୁ ଲୁଟ୍‌ ଯନ୍ତ୍ରପାତି ସହ ୧୫ରୁ ୨୦ଟି ମୋବାଇଲ ଫୋନ୍, ଲାପ୍‌ଟପ୍‌ ଓ ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ୍ସ ଯନ୍ତ୍ରପାତି ଜବତ କରାଯାଇଛି। ଝାଡ଼ଖଣ୍ଡ ଓ ପୁରୀ ପୁଲିସ୍‌ ମିଳିତ ଚଢ଼ଉ କରି ପୁରୀର ଏକ ହୋଟେଲରୁ ସେମାନଙ୍କୁ ଗିରଫ କରିଛି। […]

  • Monday, 19 July 2021
susanta
ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏଇ ୬ଜଣଙ୍କୁ ଜେରା କଲା ପୋଲିସ

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହୋଇସାରିଛି ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପାର୍ଥିବ ଶରୀର। ମୁମ୍ବାଇ ଭିଲେପାର୍ଲେସ୍ଥିତ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜଣେ ୩୪ ବର୍ଷୀୟ ଯୁବ କଳାକାର, ଜଣେ ଜିନ୍ଦା ଦିଲ୍‌ ଲୋକ ଯେ ଏପରି ଆତ୍ମହତ୍ୟା କରିପାରେ, ଏକଥାକୁ କେହି ବିଶ୍ୱାସ କରିପାରୁ ନାହିଁନ୍ତି। ସୁଶାନ୍ତଙ୍କ ସିଂହଙ୍କ ଆତ୍ମହତ୍ୟା ପୋଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ, ସୁଶାନ୍ତଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। କିନ୍ତୁ ପୋଲିସ ଏହି […]

  • Monday, 19 July 2021
plastic water bottle
ଓମ୍‌ଫେଡ୍‌ ଜରି, ପ୍ଲାଷ୍ଟିକ୍‌ ପାଣି ବୋତଲ ଫେରାଇଲେ ମିଳିବ ଟଙ୍କା

ଭୁବନେଶ୍ୱର: ଏଣିକି ଓମ୍ଫେଡ୍ ଜରି, ପ୍ଲାଷ୍ଟିକ୍‌ ପାଣି ବୋତଲ ଫେରାଇଲେ ଟଙ୍କା ମିଳିବ। ଏଜେଣ୍ଟଙ୍କ ମାଧ୍ୟମରେ ଜରି ଓ ବୋତଲ ସଂଗ୍ରହ କରାଯିବ।  ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଏଥିପାଇଁ ବିଭିନ୍ନ ସଂଗ୍ରହ କେନ୍ଦ୍ର ସୃଷ୍ଟି କରିବା ସହ ପାଣି ପାଉଚ୍‌ ବନ୍ଦ ପାଇଁ ଅାଲୋଚନା ହୋଇଥିବା ଜଣାପଡ଼ିଛି। ଅଗଷ୍ଟ ଶେଷ ସୁଦ୍ଧା ସର୍ବସାଧାରଣରେ ଏନେଇ ସୂଚନା ଦିଆଯିବ। ରାଜ୍ୟରେ ପ୍ଲାଷ୍ଟିକ୍ ନିଷେଧ ନେଇ ଆଜି ସଚିବାଳୟରେ ଏକ […]

  • Monday, 19 July 2021
delhi
ମେଡିକାଲରେ ଭର୍ତ୍ତି ହେଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ

delhi-minister-satyendra-jain-admitted-in-hospital-after-difficulty-in-breathing-1

  • Monday, 19 July 2021
Harivansh narayan
ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ

ନୂଆଦିଲ୍ଲୀ: ଏନ୍‌ଡିଏ ମେଣ୍ଟ ପ୍ରାର୍ଥୀ ଜେଡିୟୁର ହରିବଂଶ ନାରାୟଣ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଘୋଷଣା କରିଛନ୍ତି। ଜେଡିୟୁର ହରିବଂଶଙ୍କୁ ଜିତିବା ପାଇଁ ୧୧୯ଟି ଭୋଟ୍ ଦରକାର ଥିବାବେଳେ ଭୋଟିଂରେ ତାଙ୍କୁ ୧୨୫ଟି ଭୋଟ୍ ମିଳିଥିଲା। ସେହିପରି ହରିବଂଶଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା କଂଗ୍ରେସର ବି.କେ ହରିପ୍ରସାଦଙ୍କୁ ୧୦୫ଟି ଭୋଟ୍‌ ମିଳିଥିଲା। ଘୋଷଣା ଅନୁଯାୟୀ ହରିବଂଶଙ୍କ ସପକ୍ଷରେ ଭୋଟ ଦେଲା ବିଜୁ ଜନତା ଦଳ। ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ହରିବଂଶ ନାରାୟଣ ଜିତିବା […]

  • Monday, 19 July 2021
bjp-bjd
ଏନ୍‌ଡିଏ ପ୍ରାର୍ଥୀଙ୍କୁ କାହିଁକି ସମର୍ଥନ କଲା ବିଜେଡି? ଏହି ସବୁ କାରଣ ଦର୍ଶାଇଲା ଦଳ

ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ  ଏନ୍‌ଡିଏ ମେଣ୍ଟ ପ୍ରାର୍ଥୀ ଜେଡିୟୁର ହରିବଂଶ ନାରାୟଣଙ୍କୁ ବିଜେଡି ସମର୍ଥନ କରିବ। ଗତକାଲି ମୁମ୍ବାଇରୁ ଫେରିବା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ସ୍ପଷ୍ଟ କରିଛନ୍ତି। ରାଜ୍ୟସଭା ଉପାଧ୍ୟାକ୍ଷ ନିର୍ବାଚନରେ ବିଜେଡି କାହିଁକି ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କଲା, ତାକୁ ନେଇ ଦଳ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ସେ ନେଇ ଆଜି ଦଳ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଛି। ଏଥିରେ କୁହାଯାଇଛି, ସଂସଦୀୟ ଗଣତନ୍ତ୍ରରେ […]

  • Monday, 19 July 2021
susidee
କରୋନା ଭୟରେ ଆତ୍ମହତ୍ୟା କଲେ ଆଇଆରଏସ୍‌ ଅଧିକାରୀ

ଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଗତକାଲି ଦ୍ୱାରକା ଅଞ୍ଚଳରେ କରୋନା ସଂକ୍ରମଣକୁ ଭୟ କରି ଜଣେ ଆଇଆରଏସ୍‌ ଅଧିକାରୀ ଶିବରାଜ ସିଂହ ଏସିଡ୍‌ ପରି ପଦାର୍ଥ ପିଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଶିବରାଜ ଆୟକର ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଖବର ଅନୁଯାୟୀ,  ୫୬ ବର୍ଷୀୟ ଶିବରାଜଙ୍କର ଗତ […]

  • Monday, 19 July 2021