• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Bajapayee fake photo
ବାଜପେୟୀଙ୍କ ମୃତ୍ୟୁ ଖବର ପ୍ରସଙ୍ଗରେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି ଏହି ଫେକ୍‌ ଫଟୋ

ନୂଆଦିଲ୍ଲୀ/ଭୁବନେଶ୍ୱର: ଏବେ ଏକ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଯାହାର ଶିରୋନାମାରେ କୁହାଯାଇଛି ଯେ,  AIIMS ଡାକ୍ତରମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଫଟୋରେ ଏକ ଡାକ୍ତରୀ ଦଳ ମୃତଦେହ ଚାରିପଟେ ଦଣ୍ଡାୟମାନ ଅବସ୍ଥାରେ ନତମସ୍ତକ ହୋଇ ମୃତଶରୀରକୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ସତ୍ୟ। କିନ୍ତୁ ପ୍ରକୃତରେ ମୃତଦେହ ବାଜେପୟୀଙ୍କର ନୁହେଁ କି ଡାକ୍ତରମାନେ ମଧ୍ୟ ଦିଲ୍ଲୀ ଏମ୍‌ସର ନୁହଁନ୍ତି। ଏହି ଫଟୋଟି ହେଉଛି ୨୦୧୨ ମସିହାର ଆଉ ଚୀନ୍‌ ଦେଶର। […]

  • Tuesday, 20 July 2021
monsoon
୨୦ ସୁଦ୍ଧା ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା। ଆସନ୍ତା ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ୧୯ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ତେବେ୨୦ ତାରିଖ ସୁଦ୍ଧା ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଓ କାଲି ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

  • Tuesday, 20 July 2021
deadbody
କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗାଁ ନିକଟ ଡହ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୁଦାମ ପୋଲାଇ। ସୁଦାମଙ୍କ ଘର ସାନକୋଦଣ୍ଡା ଗାଁରେ ବୋଲି ଜଣାପଡ଼ିଛି। କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ଲୋକେ ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ଲାଗି ପଠାଇଛି। ମୃତ୍ୟୁର କାରଣ ଜଣାପଡ଼ି ନଥିବାବେଳେ ଅତ୍ୟଧିକ ମଦ୍ୟପାନ କରି କେନାଲରେ […]

  • Tuesday, 20 July 2021
suicide in rourkela
ପ୍ରେମିକର ଘର ସାମ୍ନାରେ ଜୀଅନ୍ତା ଜଳିଗଲା ପ୍ରେମିକା, ବାପା କହିଲେ- ମୋ ଝିଅକୁ ...

ରାଉରକେଲା: ପରସ୍ପରକୁ ଭଲ ପାଉଥିଲେ, ହେଲେ ବାହାଘର କଥା ଉଠିବା ପରେ ସବୁ ଓଲଟପାଲଟ ହୋଇଗଲା। ଭୋରୁ ଭୋରୁ ପ୍ରେମିକର ଘର ସାମ୍ନାରେ ଜୀଅନ୍ତା ଜଳିଗଲେ ପ୍ରେମିକା। ରାଉରକେଲା ବନ୍ଧମୁଣ୍ଡା ଥାନା ସେକ୍ଟର B ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ସେକ୍ଟର B ରେ ରହୁଥିବା ଅମିତ୍‌ ନାମକ ଯୁବକ ଓ ଉକ୍ତ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ତେବେ ବିବାହ ପାଇଁ ଯୁବକ ଜଣକ ମନା କରିଥିଲେ ବୋଲି […]

  • Tuesday, 20 July 2021