ନୂଆଦିଲ୍ଲୀ: ଭାରତକୁ ପ୍ରତ୍ୟର୍ପଣ ନିର୍ଦ୍ଦେଶ ପରେ ନିଖୋଜ ହେଲେ ମିଡିଲ୍ ମ୍ୟାନ୍ ମିସେଲ୍। ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର୍ ଦୁର୍ନୀତିରେ ଲାଞ୍ଚ କାରବାରେ ଗିରଫ୍ ହୋଇଥିବା ମିସେଲ୍ ନିଖୋଜ ହୋଇଯାଇଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ଏନ୍ଡିଟିଭିରେ ଏହି ଖବର ପ୍ରକାଶ ପାଇଛି। ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର୍ କ୍ରୟ ଦୁର୍ନୀତିରେ ମଧ୍ୟସ୍ଥି ଥିବା ଖ୍ରୀଷ୍ଟିଆନ ମିସେଲଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଦୁବାଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଭାରତରେ ରାଜନୈତିକ କାରଣରୁ ତାଙ୍କୁ ଫସାଇବା ସହିତ ଟାର୍ଗେଟ୍ […]
ଗୋଅା : ଗୋଅାରେ ରାଜନୈତିକ ସ୍ଥିତିର ମୁକାବିଲା ଲାଗି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅାଜି ଦଳର ବରିଷ୍ଠ ନେତାଙ୍କ ସହ ଅାଲୋଚନା କରିବେ। ଗତ କିଛି ମାସ ହେଲା ଚିକିତ୍ସା ଲାଗି ଗୋଅା ମୁଖ୍ୟମନ୍ତ୍ରୀ ମନୋହର ପାରିକର ଛୁଟିରେ ଅଛନ୍ତି। ତେଣୁ ବିଜେପି ନେତୃତ୍ୱାଧୀନ ସରକାରକୁ ବରଖାସ୍ତ କରି କଂଗ୍ରେସକୁ ସରକାର ଗଠନ ଲାଗି ଅାମନ୍ତ୍ରଣ କରିବାକୁ ଦଳ ଦାବି କରିଛି। ସେପଟେ ବିଜେପିକୁ ସମର୍ଥନ କରୁଥିବା ୩ ସ୍ୱାଧୀନ ବିଧାୟକଙ୍କ ସହ […]
କୋଚି : କେରଳ ନନ୍ ଦୁଷ୍କର୍ମ ଅଭିଯୋଗରେ ଜଳନ୍ଧରର ବିଶପ୍ ଫ୍ରାନକୋ ମୁଲ୍ଲାକଲଙ୍କୁ ଅାଜି ପଚରାଉଚରା କରିବ କେରଳ ପୁଲିସ। ଘଟଣା ସମ୍ପର୍କରେ ଜେରା କରିବ କ୍ରାଇମବ୍ରାଞ୍ଚର ୫ଜଣିଅା ଟିମ୍ । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ପଟୋ ଉଠାଇବା ପାଇଁ ବାରଣ କରାଯାଇଛି। ଦୁଷ୍କର୍ମ ଘଟଣାରେ ବିଶପ୍ ଫ୍ରାନକୋ ମୁଲ୍ଲାକଲ ଅଭିଯୋଗକାରିଣୀଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ ହେବା ପରେ ହାଜର ହେବା ପାଇଁ କେରଳ ପୁଲିସ ପକ୍ଷରୁ […]
ନୂଆଦିଲ୍ଲୀ: ଆମେରିକାର ପିଟ୍ସବର୍ଗ ସ୍କ୍ୱିରେଲ୍ ହିଲ୍ରେ ଜୀଉ ଧର୍ମାବଲମ୍ବୀଙ୍କ ଆରାଧନାସ୍ଥଳୀରେ ଗୁଳିକାଣ୍ଡ ହୋଇଛି। ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳି ଚାଳନାରେ ୧୧ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି। ୬ ଜଣ ଆହତ ମଧ୍ୟ ହୋଇଛନ୍ତି। ଶନିବାର ଦିନ ଆରାଧନାସ୍ଥଳୀରେ ସବାତ ପ୍ରାର୍ଥନା ଚାଲିଥିବାବେଳେ ଦୁର୍ବୃତ୍ତ ଜଣଙ୍କ ସେଠାରେ ପହଞ୍ଚି ଆଖିବୁଜା ଗୁଳି ଚଳାଇଥିଲା। ଆମେରିକା ଇତିହାସରେ ଜୀଉମାନଙ୍କ ଉପରେ ପ୍ରଥମ ଥର ପାଇଁ ଏଭଳି ମରଣାନ୍ତକ ଆକ୍ରମଣ ହୋଇଛି। ଏହାକୁ ବର୍ଣ୍ଣ ବୈଷମ୍ୟ ଆକ୍ରମଣ ଭାବେ ବିବେଚନା କରି […]
ନୂଆଦିଲ୍ଲୀ: ଟ୍ରିପଲ ତଲାକକୁ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯିବ। ଏ ସମ୍ପର୍କିତ ଏକ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହା ମୁସଲିମ ମହିଳାମାନଙ୍କ ଅଧିକାର ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପୂର୍ବରୁ ସଂସଦର ଉଭୟ ଗୃହରେ ଟ୍ରିପଲ ତଲାକ ବିଲକୁ ପାରିତ କରିବା ପାଇଁ ସରକାର ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଟ୍ରିପଲ ତଲାକ୍ ବିଲ ସଂସଦର ଶୀତକାଳୀନ ଅଧିବେଶନରେ ଲୋକସଭାରେ ପାରିତ ହୋଇଥିଲା। କିନ୍ତୁ ରାଜ୍ୟସଭାରେ ଏହାକୁ […]
ନୂଆଦିଲ୍ଲୀ: ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ୨୦୧୯ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଅତିଥି ହେବା ଲାଗି ଭାରତ ସରକାରଙ୍କ ନିମନ୍ତ୍ରଣକୁ ଟ୍ରମ୍ପ୍ ପ୍ରତ୍ୟାଖ୍ୟାନ କରିଥିବା ନେଇ ସୂଚନା ମିଳିଛି। ଗତ ଅଗଷ୍ଟରେ ଟ୍ରମ୍ପ୍ ଭାରତର ନିମନ୍ତ୍ରଣ ଗ୍ରହଣ କରିବା ସହ ଜାନୁଆରୀରେ ଭାରତ ଆସି ଅତିଥି ହେବାକୁ ସମ୍ମତି ପ୍ରକାଶ କରିଥିବା ନେଇ ହ୍ୱାଇଟ୍ ହାଉସ୍ ମୁଖପାତ୍ର ସାରା ସ୍ୟାଣ୍ଡରସ୍ ସୂଚନା ଦେଇଥିଲେ। ହେଲେ ଶନିବାର ଦିନ ଟ୍ରମ୍ପ୍ ଏହାକୁ […]