• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

attack
ଗୁରୁଗ୍ରାମରେ କ୍ରିକେଟ୍‌ ଖେଳରୁ ମହାଭାରତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ନିକଟ ଗୁରୁଗ୍ରାମର ଭୋନଦେଶୀ କଲୋନୀରେ କ୍ରିକେଟ୍‌ ଖେଳକୁ ନେଇ ସୃଷ୍ଟି ହୋଇଛି ବିବାଦ। ଯାହା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଛି। ଘଟଣା ଘଟିଛି ଗତ ୨୧ତାରିଖରେ। ହରିୟାଣାର ଗୁରୁଗ୍ରାମରେ ହୋଲି ଅବସରରେ କିଛି ପିଲା କ୍ରିକେଟ୍ ଖେଳୁଥିଲେ।  କୌଣସି କାରଣ ବଶତଃ କ୍ରିକେଟ୍ ଖେଳୁଥିବା ପିଲାଙ୍କୁ କ୍ରିକେଟ୍ ନଖେଳିବା ପାଇଁ କଲୋନୀର କିଛି ଲୋକ ତାଗିତ କରିଥିଲେ। ଏହା ପରେ ସଂଘବଦ୍ଧ କିଛି ଲୋକ ନିର୍ଦ୍ଧିଷ୍ଟ ଏକ ପରିବାର ଉପରେ ମରଣାନ୍ତକ […]

  • Tuesday, 20 July 2021
oath
ପ୍ରଥମ ଲୋକପାଳ ଭାବେ ଶପଥ ନେଲେ ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷ

ନୂଆଦିଲ୍ଲୀ: ଦେଶର ପ୍ରଥମ ଲୋକପାଳ ଭାବେ ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷ ଶପଥ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଜଷ୍ଟିସ୍‌ ଘୋଷଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଉପସ୍ଥିତ ଥିଲେ। ଗତ ୧୯ ତାରିଖରେ ତାଙ୍କୁ ନିଯୁକ୍ତି ମିଳିଥିଲା। ସେ ପୂର୍ବରୁ […]

  • Tuesday, 20 July 2021
ଅଭିଯୁକ୍ତ ଇଫାର୍ମନ୍ ଓ ଆସିଫ୍
ବର୍ଷକ ମଧ୍ୟରେ ଯୌନ ଅପରାଧ ମାମଲାରେ ମଧ୍ୟପ୍ରଦେଶରେ ୧୩ ଜଣଙ୍କୁ ମୃତ୍ୟୁଦଣ୍ଡ

ଭୋପାଲ୍‌: ମଧ୍ୟପ୍ରଦେଶର ମନ୍ଦସୌରରେ ହୋଇଥିବା ବହୁଚର୍ଚ୍ଚିତ ଶିଶୁ ଗଣଦୁଷ୍କର୍ମ ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ସ୍ଵତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟ ମାତ୍ର ୫୬ ଦିନ ମଧ୍ୟରେ ଏହାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି। ଗତ ଜୁନ୍‌ ୨୬ରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଏହି ୮ ବର୍ଷୀୟ ନାବାଳିକା ଜଣଙ୍କ ସ୍କୁଲ ପାଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ଇରଫାନ୍‌ ଓ ଆସିଫ୍‌ ନାମକ ଦୁଇ ଜଣ ଯୁବକ […]

  • Tuesday, 20 July 2021
gurudas kamat
କଂଗ୍ରେସ ନେତା ଗୁରୁଦାସ କାମାତଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗୁରୁଦାସ କାମାତ୍‌ଙ୍କ ପରଲୋକ। ୬୩ ବର୍ଷ ବୟସରେ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅାଜି ସକାଳୁ ତାଙ୍କ ଛାତିରେ ଯନ୍ତ୍ରଣା ହେବା ଯୋଗୁଁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରଯାଇଥିଲା। ତେବେ ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଗୁରୁଦାସଙ୍କ ଶେଷ ଦର୍ଶନ ପାଇଁ ହସ୍ପିଟାଲ୍‌ରେ ପହଞ୍ଚିଛନ୍ତି ସୋନିଅା ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ […]

  • Tuesday, 20 July 2021
bjp
ବିଜେପି କର୍ମୀଙ୍କୁ ଘରୁ ଡାକି ହତ୍ୟା

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ଜଣେ ବିଜେପି କର୍ମୀଙ୍କୁ ଅାଜି ଅାତଙ୍କବାଦୀମାନେ ହତ୍ୟା କରିଛନ୍ତି। ମୃତକଙ୍କ ନାଁ ସବିର ଅହମ୍ମଦ ଭଟ୍ଟ। ସେ ବିଜେପିର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରୁଥିଲେ।  ଭୋର ୩ଟା ବେଳେ ଅାତଙ୍କବାଦୀମାନେ ସବିରଙ୍କୁ ଘରୁ ଡାକି ନେଇଥିଲେ। ଅାଜି ସକାଳୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ସବିର ବିଜେପିର ଅାଇଟି ଓ ସୋଶାଲ ମିଡିଅା ଦାୟିତ୍ୱରେ ମଧ୍ୟ ରହିଥିଲେ। ଗତ ସପ୍ତାହରେ ଜାମ୍ମୁ କାଶ୍ମୀରରେ ପଂଚାୟତ ନିର୍ବାଚନ […]

  • Tuesday, 20 July 2021
mumbai--
କ୍ରିଷ୍ଟାଲ ଟାୱାର ଅାପାର୍ଟମେଣ୍ଟରେ ଅଗ୍ନିକାଣ୍ଡ

ମୁମ୍ବାଇ : ମୁମ୍ବାଇରେ ଏକ ଉଚ୍ଚ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟି ୪ ମୃତ, ୧୬ରୁ ଅଧିକ ଅାହତ। ଅାଜି ସକାଳେ କେନ୍ଦ୍ର ମୁମ୍ବାଇର ପରେଲରେ ଥିବା କ୍ରିଷ୍ଟାଲ ଟାୱାର ଅାପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିଲା। ବିଲଡିଂର ଦ୍ୱାଦଶ ମହଲାରେ ଏହି ନିଆଁ ଲାଗିଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ଏହା ଧୀରେ ଧୀରେ ବ୍ୟାପିବାକୁ ଲାଗିଥିଲା। ତୁରନ୍ତ ୮ଟି ଦମକଳ ବାହିନୀ, ୪ଟି ୱାଟର ଟ୍ୟାଙ୍କର ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲେ।  ତୁରନ୍ତ ବିଲଡିଂକୁ ଖାଲି କରାଯାଇଥିଲା। […]

  • Tuesday, 20 July 2021
college
କମର୍ଦ୍ଦା କଲେଜରେ ଉତ୍ତେଜନା

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା କଲେଜର ନୂତନ କୋଠା ଉଦଘାଟନ ବେଳେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଶ୍ରୀକାନ୍ତ ଜେନାଙ୍କ ଅନୁଦାନରେ ନିର୍ମିତ କୋଠାକୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଉଦଘାଟନ କରିବାକୁ ବିରୋଧ କରିଛି ଗୋଟିଏ ଗୋଷ୍ଠୀ। ଏହାକୁ ନେଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ପୁଲିସ ଉପସ୍ଥିତିରେ ମଧ୍ୟ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ଦୁଇଜଣ ଅାହତ ହୋଇଛନ୍ତି।

  • Tuesday, 20 July 2021
ISIS
ଶ୍ରୀନଗରରେ ଉଡ଼ିଲା ପାକିସ୍ତାନ ପତାକା

ଶ୍ରୀନଗର: ଇଦ୍ ଉଲ୍ ଜୁହାରେ ମଧ୍ୟ କାଶ୍ମୀର ଉପତ୍ୟକାରେ ଅଶାନ୍ତି ଦେଖାଦେଇଛି।  ଶ୍ରୀନଗରରେ ପାକିସ୍ତାନ ପତାକା ଉଡ଼ିଛି। ଇଦ୍ ଉଲ୍ ଜୁହାର ନମାଜ ପାଠ ପରେ ସୁରକ୍ଷାକର୍ମୀଙ୍କ ଉପରେ ପ୍ରବଳ ପଥର ମାଡ଼ ହୋଇଛି। ପାକିସ୍ତାନ ଏବଂ ବିଶ୍ୱର ଟପ୍ ମୋଷ୍ଟ ଆତଙ୍କୀ ସଂଗଠନ ଆଇଏସ୍ଆଇଏସ୍ ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଭିନ୍ନ ଅଞ୍ଚଳରେ ଲୁଚି ରହିଥିବା ଲୋକେ ହଠାତ୍ ସେନା ଉପରକୁ ଆକ୍ରମଣ ଆରମ୍ଭ କରିଛନ୍ତି। ଢେଲା ପଥର ସହ ପେଟ୍ରୋଲ ବମ୍ ମଧ୍ୟ […]

  • Tuesday, 20 July 2021