• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

anugul
କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାପୁଜୀ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ ବାପା ଗତକାଲି ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଛାତ୍ରୀ ଜଣକ ଛେଣ୍ଡିପଦା ଅଞ୍ଚଳରେ ନିଜ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ। ସେ କଲେଜରୁ ଫେରୁଥିବା ବେଳେ ବିଭୁତିଭୂଷଣ ନାମକ ଜଣେ ଯୁବକ ଝିଅକୁ ଅପହରଣ କରିଥିବା ନେଇ ତାଙ୍କ ବାପା ଅଭିଯୋଗ କରିଛନ୍ତି। ଘରକୁ ଫେରିବାରେ ଝିଅର ବିଳମ୍ୱ ହେବାରୁ ପରିବାର […]

  • Tuesday, 20 July 2021
kuldeep nayar
ବରିଷ୍ଠ ସାମ୍ବାଦିକ କୁଲ୍‌ଦୀପ ନାୟାରଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ କୁଲ୍‌ଦୀପ ନାୟାରଙ୍କ ପରଲୋକ ହୋଇ ଯାଇଛି। ଗତକାଲି ରାତିରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଆଜି ଅପରାହ୍ନ ୧ଟାରେ ଲୋଧି ରୋଡ୍‌ ସ୍ଥିତ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଗତ ୩ ଦିନ ଧରି ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ସେ ଖାଲି ଜଣେ ସାମ୍ବାଦିକ ନଥିଲେ ପ୍ରସିଦ୍ଧ ଲେଖକ ମଧ୍ୟ […]

  • Tuesday, 20 July 2021
viral
ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌

କେନ୍ଦୁଝର: ସୋଶାଲ୍‌ ମିଡିଆରେ କେନ୍ଦୁଝର ଜିଲ୍ଲାର ଜଣେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ଥିବା ମହିଳାଙ୍କ ଅଭିଯୋଗ କ୍ରମେ ସଦର ଥାନା ପୁଲିସ ମାମଲା ରୁଜୁ କରିବା ସଙ୍ଗେ ସଙ୍ଗେ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ଏହାର ଭିଡିଓ ରେକର୍ଡିଙ୍ଗ ମଧ୍ୟ କରିଥିଲେ। ଯାହା ଏବେ ଭାଇରାଲ୍‌ ହୋଇଯାଇଛି। ଏବେ ସେହି ଭିଡିଓ ମୋବାଇଲ୍‌ରୁ ମୋବାଇଲକୁ ଘୂରି […]

  • Tuesday, 20 July 2021
vlcsnap-error518
ଈଶ୍ୱରଙ୍କ ଚମତ୍କାର; ପଡ଼ିଗଲେ ବାପା ମା, ବିନା ଡ୍ରାଇଭରରେ ଶିଶୁକୁ ଧରି ଗାଡ଼ି ଚାଲିଲା

ବେଙ୍ଗାଲୁରୁ: କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଯାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ଏକ ନିଶ୍ଚିତ ଦୁର୍ଘଟଣାରୁ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତିଯାଇଛି ଏକ ୩ବର୍ଷର ଶିଶୁ। ବାଇକ୍‌ରେ ବାପା ମାଅାଙ୍କ ସହ ଶିଶୁଟି ଅାଗରେ ବସି ଯାଉଥିବାବେଳେ ମଝି ରାସ୍ତାରେ ଅନ୍ୟ ଏକ ବାଇକ୍‌କୁ ଧକ୍କା ଦେଇଥିଲା ତାଙ୍କ ଗାଡ଼ି। ସେଇଠି ଛିଟିକି ପଡ଼ିଥିଲେ ବାପା ଓ ମାଅା। ହେଲେ ଶିଶୁଟି କିନ୍ତୁ ବାଇକ୍‌ରେ ସେମିତି ବସିଥିଲା, ଅାଉ ଗାଡ଼ିଟି […]

  • Tuesday, 20 July 2021