ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରସ୍ତାବିତ ବିରୋଧୀ ମହାମେଣ୍ଟକୁ ଆଉ ଏକ ଫାଇଦା ହୋଇଛି। କାରଣ ଆଜି ବିହାରରେ ବିରୋଧୀ ମେଣ୍ଟରେ ସାମିଲ ହୋଇଛନ୍ତି ନିକଟରେ ଏନ୍ଡିଏରୁ ଇସ୍ତଫା ଦେଇଥିବା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ବା RLSPର ମୁଖ୍ୟ ଉପେନ୍ଦ୍ର କୁଶଓ୍ୱାହା। ନୂଆଦିଲ୍ଲୀସ୍ଥିତ AICC କାର୍ଯ୍ୟାଳୟରେ କଂଗ୍ରେସ, ଆରଜେଡି ଓ ଲୋକ ତାନ୍ତ୍ରିକ ଜନତା ଦଳର ନେତାଙ୍କ ଉପସ୍ଥିତିରେ ସେ ମହାଗଠନବନ୍ଧନରେ ଯୋଗ ଦେଇଛନ୍ତି। ଏଥିସହ ଆସନ୍ତା ଫେବ୍ରୁଆରୀ ୨ ତାରିଖରେ ବିହାରରେ ଏକ […]
ନୂଆଦିଲ୍ଲୀ: ନ୍ୟାୟପାଳିକା ଉପରେ ବଢ଼ିଚାଲିଛି ମାମଲା ବୋଝ। ଦେଶରେ ବିଭିନ୍ନ କୋର୍ଟରେ ବିଚାର ନ ହୋଇ ପଡ଼ି ରହିଛି ୨ କୋଟି ୯୧ ଲକ୍ଷ ମାମଲା। ଲୋକସଭାରେ ଏକ ତାରକା ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏଭଳି ଚିନ୍ତାଜନକ ତଥ୍ୟ ରଖିଛନ୍ତି। ମନ୍ତ୍ରୀଙ୍କ ଉତ୍ତର, ଦେଶର ନ୍ୟାୟପାଳିକାର ଦେବାଳିଆ ଚିତ୍ରକୁ ଉଜାଗର କରିଛି। ଉତ୍ତର ପ୍ରଦେଶ ବିଚାରଧୀନ ମାମଲା କ୍ଷେତ୍ରରେ ସବୁଠୁ ଆଗରେ ଥିବା ବେଳେ ଓଡ଼ିଶା ଷଷ୍ଠ ସ୍ଥାନରେ […]
ଭୁବନେଶ୍ୱର: ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ କାର୍ ଭିତରୁ ମହିଳାଙ୍କ ମୃତଦେହ ଠାବ କରାଯାଇଛି। ରାଜଧାନୀରେ ଲିଙ୍ଗରାଜ ଥାନା ଅନ୍ତର୍ଗତ ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରେ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ କାର୍ ଭିତରୁ ମହିଳାଙ୍କ ମୃତଦେହକୁ କିଛି ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସ୍କୁ ଏସମ୍ପର୍କରେ ସୂଚନା ଦେଇଥିଲେ। ଖବର ପାଇ ଭୁବନେଶ୍ୱର ଡିସିପି ଅନୁପ କୁମାର […]
ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବୃଦ୍ଧି ପାଉଥିବା ବେଳେ ଏବେ ଏଲ୍ପିଜି ସିଲିଣ୍ଡର ବି ମହଙ୍ଗା ହୋଇଛି। ଏଣିକି ଗ୍ରାହକଙ୍କୁ ସବ୍ସିଡ଼ି ଏଲ୍ପିଜି ସିଲିଣ୍ଡର ପିଛା ୨ ଟଙ୍କା ୮୯ ପଇସା ଅଧିକ ଦେବାକୁ ପଡ଼ିବ। ଫଳରେ ସବ୍ସିଡି ଏଲ୍ପିଜି ଦର ସିଲିଣ୍ଡର ଫିଛା ୫୦୨ଟଙ୍କା ୪ ପଇସା ହୋଇଛି। ସେହିପରି ଦିଲ୍ଲୀରେ ଅଣ ସବ୍ସିଡ଼ି ଏଲ୍ପିଜି ସିଲିଣ୍ଡର ପିଛା ୫୯ ଟଙ୍କା ବୃଦ୍ଧି ପାଇଛି। ତେବେ ଗ୍ରାହକଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଯାଉଥିବା ସବ୍ସିଡି […]
ନୂଆଦିଲ୍ଲୀ: ବିରୋଧୀ ମହାମେଣ୍ଟରେ ସାମିଲ୍ ହୋଇପାରନ୍ତି ଏନ୍ଡିଏରୁ ଇସ୍ତଫା ଦେଇଥିବା ଉପେନ୍ଦ୍ର କୁଶଓ୍ୱାହ। ଏନେଇ ସୂଚନା ଦେଇଛନ୍ତି ବିହାର ବିରୋଧି ଦଳ ନେତା ତେଜସ୍ୱୀ ଯାଦବ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରିବାରେ ଲାଗିଛନ୍ତି RJD(ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜସ୍ୱୀ ଯାଦବ। ଆଜି ଦିଲ୍ଲୀରେ ବସୁଥିବା ବୈଠକରେ ଏନ୍ଡିଏରୁ ଇସ୍ତଫା ଦେଇଥିବା ଉପେନ୍ଦ୍ର କୁଶଓ୍ୱାହଙ୍କୁ ନିମନ୍ତ୍ରଣ କରାଯାଇଛି। ମହାଗଠବନ୍ଧନରେ ସାମିଲ ହେବା ପାଇଁ ତାଙ୍କୁ ନିମନ୍ତ୍ରଣ ଦେଇଛନ୍ତି ତେଜସ୍ୱୀ ଯାଦବ। ସମସ୍ତ ଆଞ୍ଚଳିକ […]
ନୂଆଦିଲ୍ଲୀ : ଧରାପଡ଼ିଛି ପାକିସ୍ତାନର ମିଛ । ସାରା ବିଶ୍ୱ ସମ୍ମୁଖରେ ମିଛି କହିଛନ୍ତି ପାକିସ୍ତାନ ବୈଦେଶିକ ବ୍ୟାପର ମନ୍ତ୍ରୀ ଶାହା ମେହେମୁଦ୍ କୁରେଶୀ । ୨୦୧୪ ପେଶାୱର୍ ହମଲା ପଛରେ ଥିବା ଅାତଙ୍କବାଦୀଙ୍କୁ ପ୍ରୋତ୍ସାହନ ଭାରତ ଯୋଗାଇ ଥିବା ଭଳି ସାଂଘାତିକ ମିଛି କହିଛନ୍ତି ପାକ୍ ମନ୍ତ୍ରୀ । ଯାହାକୁ ରାଇଟ୍ ଟୁ ରିପ୍ଲାଏ ଜରିଅାରେ କଡ଼ା ଜବାବ ରଖିଛି ଭାରତ । ପାକିସ୍ତାନ ମନ୍ତ୍ରୀଙ୍କ ଏପରି ବୟାନ ଅାଦୌ ଶୋଭନୀୟ ନୁହଁ । ପାକ୍ର […]