• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

india-leader-tejashwi-yadav-united-tmc-led_60e4fc96-26f7-11e9-a405-f80f48f5557a
ବିହାରର ୪୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

ପାଟଣା: ବିହାର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଆରଜେଡ଼ି ନେତୃତ୍ୱାଧୀନ ମହାମେଣ୍ଟ। ଆରଜେଡି ନେତା ତେଜସ୍ୱୀ ଯାଦବ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ତାଲିକା ସହିତ ଆରଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ପ୍ରଥମେ ୨୦ଟି ଆସନରେ ଆରଜେଡ଼ି ଲଢ଼ିବ ବୋଲି ଘୋଷଣା ହୋଇଥିଲା ହେଲେ ଏବେ ତାହା ୧୯ରେ ଛିଣ୍ଡିଛି। ସେହିପରି ମହାମେଣ୍ଟର ସହଯୋଗୀ କଂଗ୍ରେସ ୯ଟି, ଆରଏଲଏସଏପି ୫ଟି, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀଙ୍କ ଦଳ (ହାମ) ୩ଟି, […]

  • Tuesday, 20 July 2021
kalahandi
ଖାଁ ଖାଁ ଲାଗୁଛି ଗାଁ: ଡେଙ୍ଗୁ ଭୟରେ ସ୍କୁଲ ଆସୁ ନାହାନ୍ତି ଛାତ୍ରଛାତ୍ରୀ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାରେ ଆତଙ୍କ ଖେଳାଇଛି ଡେଙ୍ଗୁ। ଗୋଟିଏ ଗାଁରୁ ଅନ୍ୟ ଏକ ଗାଁକୁ ଡେଇଁବାରେ ଲାଗିଛି ଡେଙ୍ଗୁ। କେବଳ ଲଡୁଗାଁରେ ସରକାରୀ ଭାବେ ୧୨୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବେସରକାରୀ ଭାବରେ ଏହି ସଂଖ୍ୟା ୨୦୦ ବୋଲି କୁହାଯାଉଛି। ଡେଙ୍ଗୁ ଭୟରେ ଗତ ୧୫ ଦିନ ହେବ ଛାତ୍ରଛାତ୍ରୀମାନେ ସ୍କୁଲ୍‌ ଆସୁ ନାହାନ୍ତି।  ଲଡୁଗାଁ ହାଇସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ପ୍ରାୟ ୫୦୦ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଗତ […]

  • Tuesday, 20 July 2021
tito
ରିମାଣ୍ଡରେ ଗଲା ଗ୍ୟାଙ୍ଗଷ୍ଟର ଟିଟୋ

କଟକ: ଗ୍ୟାଙ୍ଗଷ୍ଟର ଟିଟୋକୁ ରିମାଣ୍ଡରେ ନେଲା କଟକ କମିଶନରେଟ୍‌ ପୁଲିସ୍‌। ତାହିର୍‌ ଅଲ୍ଲୀ ଗୁଳିକାଣ୍ଡ ମାମଲାରେ ଟିଟୋକୁ ଗତକାଲିଠୁ ୨ ଦିନିଆ ରିମାଣ୍ଡରେ ଅଣାଯାଇଛି। କାଲି ଟିଟୋକୁ ସାଲେପୁର JMFC କୋର୍ଟରେ ହାଜର କରାଯାଇଥିଲା। ପରେ ୨ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଜଗତପୁର ପୁଲିସ୍‌କୁ ଅନୁମତି ପ୍ରଦାନ କରିଥିଲା। ଗତ ମାର୍ଚ୍ଚ ୨୮ ତାରିଖରେ ଏକ ଟେଣ୍ଡର ବିବାଦକୁ ନେଇ ଜଗତପୁର ନିକଟରେ ଥିବା ଗୋଲେଇ ଛକରେ ତାହିର୍‌ ଉପରକୁ ଗୁଳିମାଡ ହୋଇଥିଲା। ଏହି ଘଟଣାରେ […]

  • Tuesday, 20 July 2021
raksha bandhan
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଭାଇ ହାତରେ ରାକ୍ଷୀ ବାନ୍ଧି ଶୁଭ ମନାସୁଛି ଭଉଣୀ

ଭୁବନେଶ୍ୱର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ଭଉଣୀ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଚିରନ୍ତନ କରିବା ପାଇଁ ସାରା ରାଜ୍ୟରେ ପାଳିତ ହେଉଛି ରକ୍ଷା ବନ୍ଧନ। ଆଜିର ଏହି ଦିନରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ଲୋଡିଥାଏ। କେବଳ ଭାଇ ଭଉଣୀ ନୁହଁନ୍ତି, ଅନେକ ସମ୍ପର୍କକୁ ଏକ ସୂତା ଖିଅ ମାଧ୍ୟମରେ ଯୋଡିଥାଏ ରାକ୍ଷୀ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନ ଚଳଞ୍ଚଳ ହୋଇଉଠିଛି। ରକ୍ଷା ବନ୍ଧନ ପାଳନ ଦ୍ୱାରା ଭାଇ […]

  • Tuesday, 20 July 2021
1234
ପ୍ରଚାର ମଇଦାନକୁ ଓହ୍ଲାଇଲେ ଜୁଏଲ୍ ଓରାମ୍ ଏବଂ କୁସୁମ ଟେଟେ

ସୁନ୍ଦରଗଡ(ବିଜୟ ବରୁଆ): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଚାର। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରମୁଖ ଦଳ। ସୁନ୍ଦରଗଡରେ ବିଜେପିର ହେଭିୱେଟ ଲୋକସଭା ପ୍ରାର୍ଥୀ ଜୁଏଲ୍ ଓରାମ୍ ଓ ବିଧାୟକ ପ୍ରାର୍ଥିନୀ କୁସୁମ ଟେଟେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଏଥିପାଇଁ ହେମଗିରି ବ୍ଲକର ବିଲେଇମୁଣ୍ଡା ଏବଂ ଲେଫ୍ରିପଡ଼ା ବ୍ଲକର ଦର୍ଲିପାଲିଠାରେ ବିଜେପି ପକ୍ଷରୁ ରୋଡ ଶୋ କରାଯିବା ସହ ବାଇକ ରାଲି ଏବଂ ସାଧାରଣ ସଭା ଆୟୋଜନ […]

  • Tuesday, 20 July 2021
2
ଆତଙ୍କବାଦୀଙ୍କ ପୃଷ୍ଠପୋଷକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆତଙ୍କବାଦୀକୁ ପାଣ୍ଠି ଯୋଗାଣାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମିଳିତ ଜାତିସଂଘ ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି। ଭାରତ ପକ୍ଷରୁ ଏହି ପ୍ରସ୍ତାବକୁ ସ୍ୱାଗତ କରାଯାଇଛି। ଭାରତ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ସୟଦ ଆକବରୁଦ୍ଦିନ୍ ସୂଚନା ଦେଇଛନ୍ତି। ଆତଙ୍କବାଦୀ ମାନେ ଦିନକୁ ଦିନ ନୂଆ ମାଧ୍ୟମରେ ପାଣ୍ଠି ଯୋଗାଡ କରୁଛନ୍ତି। ଏପରିକି କିଛି ଦେଶ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ସହ ସେମାନଙ୍କର କାର୍ଯ୍ୟକଳାପକୁ ସମର୍ଥନ କରୁଛନ୍ତି। ତେଣୁ ମିଳିତ […]

  • Tuesday, 20 July 2021
1
ବୁଡଗାମରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ବୁଡଗାମ ଜିଲ୍ଲାରେ ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ବୁଡଗାମ ଜିଲ୍ଲାର ସୁସ୍ତୁ ଗାଁରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। କିନ୍ତୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ କରିଥିଲେ। ସୁରକ୍ଷାକର୍ମୀ ମଧ୍ୟ ତାର ଜବାବ୍‌ ଦେଇ ଗୁଳିବର୍ଷା କରିଥିଲେ। ଫଳରେ ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏବେ ବି ଜଣେ ଆତଙ୍କବାଦୀ ଘଟଣାସ୍ଥଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। […]

  • Tuesday, 20 July 2021
sexual harassment
ଭାଇରାଲ ହେଲା ଛାତ୍ରୀଙ୍କ ସହ ସଂସ୍କୃତ ଶିକ୍ଷକଙ୍କ ଭିଡିଓ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ଜଣେ ସ୍କୁଲ୍‌ ଶିକ୍ଷକଙ୍କର ତାଙ୍କ ନାବାଳିକା ଛାତ୍ରୀଙ୍କ ସହିତ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଛି। ସରକାରୀ ସ୍କୁଲର ସଂସ୍କୃତ ଶିକ୍ଷକ ବାଳମୁକୁନ୍ଦ ତାଙ୍କ ଘରେ ଏହି ଆପତ୍ତିଜନକ କର୍ମ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଟ୍ୟୁସନ୍‌ ପାଇଁ କିଛି ଛାତ୍ରଛାତ୍ରୀଙ୍କୁ ତାଙ୍କ ଘରକୁ ଡକାଇଥିଲେ। ଏହି ସମୟରେ ଜଣେ ଛାତ୍ରୀଙ୍କ ସହ ସେ ଆପତ୍ତିଜନକ ବ୍ୟବହାର କରିବାକୁ ଲାଗିଥିଲେ। ଯାହାକୁ କି ସେଠାରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରଛାତ୍ରୀମାନେ […]

  • Tuesday, 20 July 2021