କୋଲକାତା: ଦେଶରେ ଆଜି ୬ଷ୍ଠ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସାକାଣ୍ଡ ଦେଖିବାକୁ ମିଳୁଛି। ବିଶେଷକରି ପଶ୍ଚିମବଙ୍ଗରେ ବେଶି ହିଂସାକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ବାଙ୍କୁରା ଲୋକସଭା ନିର୍ବାଚନମଣ୍ଡଳୀର ୨୫୪ ନମ୍ବର ବୁଥରେ ଭୋଟ୍ ଗ୍ରହଣବେଳେ ଉତ୍ତେଜନା ପ୍ରକାଶ ପାଇଛି। ବୁଥରେ ତୃଣମୂଳ କଂଗ୍ରେସ କର୍ମୀମାନେ ରିଗିଂ କରୁଥିବା ନେଇ ବିଜେପି କର୍ମୀ ଅଭିଯୋଗ କରିଥିଲେ। ଏହାକୁ ନେଇ ଉଭୟ ଟିଏମ୍ସି ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ତେବେ […]
ନୂଆଦିଲ୍ଲୀ:ଆଜି ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ। ରାଜଧାନୀ ଦିଲ୍ଲୀର ସମସ୍ତ ଆସନରେ ହେଉଛି ଭୋଟ ଗ୍ରହଣ। ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ସବୁଠାରୁ ବୟସ୍କ ନାଗରିକ ଆଜି ତାଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। ତାଙ୍କ ନାମ ବଚ୍ଚନ ସିଂ । ୧୧୧ ବର୍ଷ ବୟସ୍କ ବଚ୍ଚନ ଆଜି ତାଙ୍କ ଭୋଟ ଦେଇ ଖୁବ୍ ଖୁସି ଅନୁଭବ କରିଥିବା ତାଙ୍କ ମୁହଁରୁ ଜଣାପଡ଼ୁଥିଲା। ପଶ୍ଚିମ ଦିଲ୍ଲୀର ତିଲକ ନଗରସ୍ଥିତ ସନ୍ତ ଗର ମତଦାନ କେନ୍ଦ୍ରକୁ ସେ ତାଙ୍କ ସମ୍ପର୍କୀୟଙ୍କ ସହ ଭୋଟ […]
ନୂଆଦିଲ୍ଳୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜି ଦିଲ୍ଲୀରେ ହେଉଛି ୬ଷ୍ଠ ପର୍ଯ୍ୟାୟ ମତଦାନ । ଦିଲ୍ଲୀସ୍ଥିତ ଔରଙ୍ଗଜେବ୍ ଲେନ୍ର ଏନପି ସିନିୟର ସେକଣ୍ଡାରୀ ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରକୁ ରାହୁଲ ଯାଇଥିଲେ। ତାଙ୍କ ସହ କଂଗ୍ରେସ ନେତା ଅଜୟ ମାକେନ ମଧ୍ୟ ଯାଇଥିଲେ। ସେଠାରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ମତଦାନ ପରେ ପ୍ରତିକ୍ରିୟା ରଖି ଦୁର୍ନୀତି ପ୍ରସଙ୍ଗ ନେଇ ନିର୍ବାଚନ […]
ନୂଆଦିଲ୍ଲୀ: ଆଜି ଥିଲା ୬ଷ୍ଠ ପର୍ଯ୍ୟାୟ ମତଦାନ। ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଭବନରେ ପ୍ରତିଷ୍ଠା ହୋଇଥିବା ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ । ରାଷ୍ଟ୍ରପତିଙ୍କ ସହ ପ୍ରଥମ ମହିଳା ଅର୍ଥାତ ରାଷ୍ଟ୍ରପତିଙ୍କ ପତ୍ନୀ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସାଧାରଣ ଭୋଟରଙ୍କ ଭଳି ଲାଇନରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ କରିଥିଲେ ଉଭୟ ରାଷ୍ଟ୍ରପତି […]
କୋଲକାତା: ଷଷ୍ଠ ପର୍ଯ୍ୟାୟ ମତଦାନ ବେଳେ ଆଜି ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଗଣ୍ଡଗୋଳରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୋପୀବଲ୍ଲବପୁରରେ ହିଂସାକାଣ୍ଡରେ ଜଣେ ବିଜେପି କର୍ମୀ ପ୍ରାଣ ହରାଇଛନ୍ତି। ତାଙ୍କ ନା ରମଣ ସିଂ । ସେହିପରି ଇଷ୍ଟ ମେଦିନାପୁରରେ ରାଜନୈତିକ ବିବାଦକୁ ନେଇ ଗୁଳିକାଣ୍ଡ ଘଟିଛି। ଏଠାରେ ୨ ବିଜେପି କର୍ମୀଙ୍କୁ ଗୁଳିମାଡ଼ ହୋଇଛି ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି […]
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ମତଦାନ ହେଉଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍ ହେଉଛି। ଗଣତନ୍ତ୍ରର ଏହି ମହାପର୍ବରେ ସାଧାରଣ ଓ ଭିଆଇପି ଭୋଟର ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟ ଆଜି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାହୁଲ, ଔରଙ୍ଗଜେବ୍ ଲେନ୍ ସ୍ଥିତ ଏନ୍ପି ସିନିୟର୍ ସେକଣ୍ଡାରୀ ସ୍କୁଲରେ ହୋଇଥିବା […]
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ମତଦାନ ହେଉଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍ ହେଉଛି। ଗଣତନ୍ତ୍ରର ଏହି ମହାପର୍ବରେ ସାଧାରଣ ଓ ଭିଆଇପି ଭୋଟର ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି। ତେବେ ଏଥିରେ ଦେଶର ପ୍ରଥମ ନାଗରିକ ସାମିଲ ହୋଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ରାଷ୍ଟ୍ରପତି ଭବନରେ ପ୍ରତିଷ୍ଠା ହୋଇଥିବା ମତଦାନ କେନ୍ଦ୍ରକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୋଟ୍ ଦେଇଛନ୍ତି। […]
ଜମ୍ମୁରେ ପୁଣି ଥରେ ଡ୍ରୋନ୍ ଗତିବିଧି ଦେଖିବାକୁ ମିଳିଛି । ଆଜି ପାହାନ୍ତା ପ୍ରାୟ ୪ଟା ୧୫ ସମୟରେ ରାୟପୁର ସତୱାରିରେ ଏହି ଡ୍ରୋନ୍ ଦେଖିବାକୁ ମିଳିଥିଲା ।
ନୂଆଦିଲ୍ଲୀ: ଟ୍ୟୁମର ରୋଗରେ ପୀଡ଼ିତ ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଏକ ଘରୋଇ ବିମାନରେ ଦିଲ୍ଲୀ ସ୍ଥିତ ଏମ୍ସକୁ ପଠାଇବାର ବ୍ୟବସ୍ଥା କରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଖୁବ ପ୍ରଶଂସା ସାଉଣ୍ଟିଛନ୍ତି। ଶିଶୁକନ୍ୟାଟି ପୂର୍ବରୁ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା କମଳା ନେହରୁ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲା। ତା’ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କ ଉତ୍ତମ ଚିକିତ୍ସା ପାଇଁ ଏମ୍ସ ପଠାଇବାକୁ କହିଥିଲେ। ହେଲେ ଗରିବ ପରିବାରର ଏହି ଶିଶୁକନ୍ୟାକୁ କେମିତି ଏମ୍ସକୁ […]
ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଦିଲ୍ଲୀ ଆସୁଥିବା ୧୫୨ ଜଣ ଯାତ୍ରୀ ଏବଂ ବିମାନର ଷ୍ଟାଫ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ବିମାନଟି ମଝି ଆକାଶରେ ଉଡ଼ୁଥିବା ବେଳେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ଫଳରେ ବିମାନଟି ରାତି ୧.୩୦ରେ ନାଗପୁର ଏୟାରପୋର୍ଟରେ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ସ୍ପାଇସ୍ ଜେଟ୍ର ଏହି ବିମାନଟି ବେଙ୍ଗାଲୁରୁରୁ ରାତି ୧୦ଟାରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବାର ଥିଲା। କିନ୍ତୁ ଏହା ୧୧.୩୦ରେ ଟେକ୍ଅଫ୍ କରିଥିଲା। ପ୍ରାୟ ଘଣ୍ଟାଏ ପରେ ହଠାତ୍ […]
ଥିମ୍ଫୁ: ଦେଶକୁ ସୁରୁଖୁରରେ ଚଳାଇବାକୁ ପ୍ରଣୟନ ହେଉଥିବା ବିଭିନ୍ନ ନିୟମ ଉପରେ ସପ୍ତାହର ୫ ଦିନ ରଖିଥାନ୍ତି ତୀକ୍ଷ୍ଣ ନଜର। ହେଲେ ଶନିବାର ତାଙ୍କୁ ଦେଖିବାକୁ ମିଳେ ଏକ ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଅବସ୍ଥାରେ। ଆଉ ରବିବାର ସବୁଥିରୁ ଛୁଟି। ପୁରା ଫ୍ୟାମିଲି ଟାଇମ୍। ଏପରି ବ୍ୟକ୍ତିତ୍ୱ ହେଉଛନ୍ତି ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ। ବୌଦ୍ଧା ଧମ୍ୱାବଲମ୍ବୀ ଦେଶ ଭୁଟାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିବା ସେରିଙ୍ଗ ସପ୍ତାହକୁ ଗୋଟିଏ ଦିନ ଶନିବାର ରୋଗୀଙ୍କ […]
ନୂଆଦିଲ୍ଲୀ: ପୂର୍ବତନ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା ଆଜି ଏକ ବିସ୍ଫୋରକ ବୟାନ ଦେଇ କହିଛନ୍ତି, ନରେନ୍ଦ୍ର ମୋଦିଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୨ରେ ବିଜେପିରୁ ବହିଷ୍କୃତ କରିବାକୁ ଚାହୁଁଥିଲେ। ୨୦୦୨ ଗୋଧ୍ରା ଦଙ୍ଗା ସମୟରେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ହେଲେ ତତ୍କାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ଏଲକେ ଆଡଭାନୀ ହିଁ ମୋଦିଙ୍କୁ ରକ୍ଷା କରିଥିଲେ। ଯଦି ମୋଦିଙ୍କୁ ବହିଷ୍କାର କରାଯାଏ, ତା’ହେଲେ ସେ କ୍ୟାବିନେଟ୍ରୁ […]
ଭୋପାଲ୍ (ମଧ୍ୟପ୍ରଦେଶ): ଭୋପାଲର ଅୱଧପୁରଠାରେ ଏକ ଭୟଙ୍କର ତଥା ହୃଦୟବିଦାରକ ଘଟଣା ଘଟିଯାଇଛି। ମା’ଙ୍କ ଆଖି ଆଗରେ ୬ଟି ବୁଲା କୁକୁର ତାଙ୍କର ୬ ବର୍ଷର ପୁଅକୁ କାମୁଡ଼ି କାମୁଡ଼ି ମାରି ଦେଇଛନ୍ତି। ମା’ ଜଣଙ୍କ ହିଂସ୍ର ହୋଇ ପଡ଼ିଥିବା କୁକୁରଙ୍କ କବଳରୁ ପୁଅକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇ ପାରି ନଥିଲା। ୬ ବର୍ଷୀୟ ସଞ୍ଜୁ ତାଙ୍କ ଘର ଠାରୁ ମାତ୍ର ୩୦୦ ମିଟର ଦୂରରେ ଥିବା ଏକ ପଡ଼ିଆରେ […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ସାମିଲ ହୋଇଛି ଆପାଚି ଗାର୍ଡିଆନ୍ ହେଲିକପ୍ଟର । ଆମେରିକାର ଆରିଜୋନା ନିର୍ମାଣ କେନ୍ଦ୍ରରେ ବାୟୁସେନାର ଅଧିକାରୀଙ୍କୁ ହେଲିକପ୍ଟର ହସ୍ତାନ୍ତର କରାଯାଇଥିବା ବାୟୁସେନା ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏହି AH-64E ହେଲିକପ୍ଟର ସମସ୍ତ ପ୍ରକାର ପାଗରେ କାର୍ଯ୍ୟକ୍ଷମ ହୋଇପାରିବ। ଏପରିକି ବର୍ଷା, ଝଡ଼ରେ ବି ଏହା ଉପଯୁକ୍ତ ଭାବେ କାର୍ଯ୍ୟ କରିପାରିବ। ଏପରିକି ଆକାଶ ମାର୍ଗରୁ ଓ ସ୍ଥଳ ଭାଗରେ ଲକ୍ଷ୍ୟଭେଦ କରିବାରେ ମଧ୍ୟ ଏହା ସହାୟକ ହେବ। ବିଶେଷକରି […]
ନୂଆଦିଲ୍ଲୀ: ୧୯୮୪ ଶିଖ୍ ବିରୋଧୀ ଦଙ୍ଗାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଶାମ ପିଟ୍ରୋଡ଼ା ଦେଇଥିବା ବୟାନକୁ ନିନ୍ଦା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିବା ଉଚିତ୍ ବୋଲି ରାହୁଲ କହିଛନ୍ତି । ୧୯୮୪ ଦଙ୍ଗା ଅତି ଭୟାନକ ଘଟଣା ଥିଲା । ତେବେ ପିଟ୍ରୋଡ଼ାଙ୍କ ଏପରି ବୟାନ ଦଳର ମତ ନୁହେଁ । ଏ ସମ୍ପର୍କରେ ସେ ପିଟ୍ରୋଡ଼ାଙ୍କ ସହ କଥା ହେବେ ବୋଲି ଏକ ନ୍ୟୁଜ୍ […]
ଆହ୍ଲାବାଦ: ଉତ୍ତର ପ୍ରଦେଶ ଆହ୍ଲାବାଦର ଏଇ ପରିବାର ଉପରେ ନେତାଠୁ ଜନତା ସମସ୍ତଙ୍କର ନଜର। ଜନତାଙ୍କ ନଜର ଏଇ ପରିବାରର ଏକତା ଉପରେ। ଆଜିକାଲିର ବସ୍ତୁବାଦୀ ଦୁନିଆରେ ପରିବାରର ୮୮ ସଦସ୍ୟ କେମିତି ଏକାଠି ରହି ପାରିଛନ୍ତି। ନେତାଙ୍କ ନଜର ଏଥିପାଇଁ ଯେ, ଏମାନଙ୍କୁ ମନେଇ ପାରିଲେ ମିଳିବ ୬୬ ଭୋଟ। ସେଥିପାଇଁ ତ ନିର୍ବାଚନ ଆସିଲେ ଏଠି ନେତାଙ୍କ ଲାଇନ୍ ଲାଗେ। ୧୫ କିଲୋ ଚାଉଳ, ୨୦ କିଲୋ ପରିବା ଉତ୍ତର ପ୍ରଦେଶ ଆହ୍ଲାବାଦ ସହଠାରୁ […]
ନୂଆଦିଲ୍ଲୀ: ରାତି ପାହିଲେ ଷଷ୍ଠ ପର୍ଯ୍ୟାୟ ମତଦାନ। କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ସମେତ ୬ଟି ରାଜ୍ୟର ମୋଟ ୫୯ଟି ଲୋକସଭା ଆସନ ପାଇଁ ୧ ଲକ୍ଷ ୧୩ ହଜାର ବୁଥରେ ମତଦାନ ହେବ। ଏହି ପର୍ଯ୍ୟାୟରେ ୯୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୧୦ କୋଟି ୧୭ ଲକ୍ଷରୁ ଅଧିକ ଭୋଟର। ବିହାରର ୮ଟି, ହରିଆନାର ୧୦ଟି, ଝାରଖଣ୍ଡର ୪ଟି, ମଧ୍ୟପ୍ରଦେଶର ୮ଟି, ଉତ୍ତର ପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି, ଦିଲ୍ଲୀର ୭ଟି ଲୋକସଭା ଆସନ […]
ଦକ୍ଷିଣ ଆଫ୍ରିକାର ତାଂଜାନିଆର ହାଇକମିଶନର ଭାବେ ନିଯୁକ୍ତ ହେଲେ ଓଡ଼ିଆ ଆଇ.ଏଫ୍.ଏସ୍. ଅଫିସର ବିନୟ ଶ୍ରୀକାନ୍ତ ପ୍ରଧାନ । ତାଙ୍କୁ ଭାରତ ସରକାର ଏହି ପଦବୀରେ ନିଯୁକ୍ତ କରିଛନ୍ତି।
ଗୁରୁଦାସପୁର:ଫ୍ୟାନ୍ ତ ଫ୍ୟାନ, ଜବରଦସ୍ତ ଫ୍ୟାନ୍। ଏମିତି ଦୃଶ୍ୟ ସିନେମାରେ ବି ନଥିବ। ଯାହା ଆଜି ଅଭିନେତା ତଥା ବିଜେପି ନେତା ସନି ଦେଓଙ୍କ ନିର୍ବାଚନ ପ୍ରଚାର ବେଳେ ଘଟିଲା। ସନି ଏକ ରୋଡ୍ ସୋ କରୁଥିବା ବେଳେ ସମସ୍ତଙ୍କ ଆଗରେ ତାଙ୍କୁ ଜଣେ ମହିଳା ଚୁମ୍ବନ ଦେଇଛନ୍ତି। ଏ ଖବରକୁ ନେଇ ସାରା ଦେଶରେ ଆଜି ଚର୍ଚ୍ଚା ଲାଗି ରହିଛି। ମିଳିଥିବା ଖବର ଅନୁଯାୟୀ, ଜଣାଶୁଣା ବଲିଉଡ୍ ଅଭିନେତା ସନି ଦେଓଲ କିଛି ଦିନ ତଳେ […]
ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରେ ଦିଲ୍ଲୀରେ ଲୋକସଭା ନିର୍ବାଚନ । ଭୋଟ୍ର ଠିକ୍ ପୂର୍ବରୁ ଦୁଇଟି ବିବାଦ ସେଠାରେ ସୃଷ୍ଟି କରିଛି ହଟଚମଟ। ଶିଖ୍ ବିରୋଧୀ ଦଙ୍ଗାକୁ ନେଇ ସାମ୍ ପିଟ୍ରୋଡ଼ାଙ୍କ ବିବାଦୀୟ ବୟାନ ଏବଂ ଆପ୍ ନେତ୍ରୀ ଅତିଶି ଓ ବିଜେପିର ଗୌତମ ଗମ୍ଭୀର ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ। ଯାହାକି ଦିଲ୍ଲୀ ରାଜନୀତି ଉପରେ ବେଶ୍ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି। ଗାନ୍ଧି ପରିବାରର ଖାସ୍ ଅନୁଗତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ […]
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆମେରିକୀୟ ପତ୍ରିକା ‘ଟାଇମ୍’ର କଭର ଷ୍ଟୋରୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି। ତେବେ ଏହାର ଶୀର୍ଷକ ବର୍ତ୍ତମାନ ବିବାଦ ଘେରକୁ ଆସିଛି। ଏଥିରେ ଗେରୁଆ ଉତ୍ତରୀୟ ପିନ୍ଧିଥିବା ମୋଦିଙ୍କର ଏକ ଚିତ୍ର ରହିଛି ଏବଂ ତାଙ୍କୁ ‘ଇଣ୍ଡିଆସ୍ ଡିଭାଇଡର ଇନ୍ ଚିଫ୍’ (ବିଭାଜନକାରୀ) ଆଖ୍ୟା ଦିଆଯାଇଛି। ଏଥରେ ଆହୁରି ମଧ୍ୟ ଲେଖାଯାଇଛି, ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର କ’ଣ ଆହୁରି ୫ ବର୍ଷ ମୋଦି ସରକାରଙ୍କ ଯନ୍ତ୍ରଣା ସହ୍ୟ କରିପାରିବ? […]
ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ ୧୦ ବିମାନବନ୍ଦର ମଧ୍ୟରେ ସ୍ଥାନ ପାଇଛି ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟ। ବିଶ୍ୱର ବିଭିନ୍ନ ଏୟାରପୋର୍ଟରେ ରହିଥିବା ସୁବିଧା ସୁଯୋଗ ଆଧାର ଏୟାର ହେଲପ୍ ନାମକ ଏକ ସର୍ଭେ ସଂସ୍ଥା ଏଭଳି ରିପୋର୍ଟ ଦେଇଛି। ସର୍ଭେ ରିପୋର୍ଟ ଅନୁଯାୟୀ, କତାରର ଦୋହା ଠାରେ ଥିବା ହମାଦ ଅନ୍ତର୍ଜାତୀୟ ଏୟାର ପୋର୍ଟ ବିଶ୍ୱର ସର୍ବଶ୍ରେଷ୍ଠ ବିମାନବନ୍ଦର। ସଂସ୍ଥା ପକ୍ଷରୁ ଏହି ବିମାନବନ୍ଦରକୁ ୧୦ରୁ ୮.୩୯ ମାର୍କ ଦିଆଯାଇଛି। ଦ୍ୱିତୀୟ ସ୍ଥାନରେ ଜାପାନର ଟୋକିଓ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଫେଲ୍ ଡିଲ୍କୁ ଆଧାର କରି ଚୌକିଦାର ଚୌର ହୈ କହିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ସେ ଏହି ବୟାନ ପାଇଁ ବାରମ୍ବାର ସୁପ୍ରିମକୋର୍ଟ ନିକଟରେ ଦୁଃଖ ପ୍ରକାଶ କରିବା ପରେ ଶେଷରେ ନିଃସର୍ତ୍ତ କ୍ଷମା ମଧ୍ୟ ମାଗିଥିଲେ। ହେଲେ ଏହା ସୁପ୍ରିମକୋର୍ଟ କିମ୍ବା ଆବେଦନକାରୀ ବିଜେପିକୁ ସନ୍ତୁଷ୍ଟ କରିପାରି ନାହିଁ। ଆଜି ରାହୁଲଙ୍କ ନାଁରେ ବିଜେପି ସାଂସଦ ମୀନାକ୍ଷୀ ଲେଖି କରିଥିବା ଅପରାଧିକ ଅଦାଲତ […]