• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rahul
ରାଫେଲ ଦୁର୍ନୀତି ଅଭିଯୋଗ ନେଇ ପୁଣି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ : ରାଫେଲ ଦୁର୍ନୀତି ଅଭିଯୋଗ ନେଇ ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ରାଫେଲ ଫାଇଲ ଗାଏବର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାପାଇଁ କହୁଥିବା ବେଳେ ୩୦ହଜାର କୋଟି ଟଙ୍କାର ଘୋଟାଲାକୁ ନେଇ ସରକାର ଚୁପ୍‌ ରହିଥିବା ରାହୁଲ ଅଭିଯୋଗ କରିଛନ୍ତି। ରାହୁଲ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ରାଫେଲ ଚୁକ୍ତି ବେଳେ ସମାନ୍ତରାଳ ବୁଝାମଣା ହୋଇଥିଲେ ମଧ୍ୟ ତା ଉପରେ ତଦନ୍ତ ହେଉ ନାହିଁ। ଏହାସହ କୌଣସି ପ୍ରକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

  • Tuesday, 20 July 2021
mahanadi
ମହାନଦୀ ଜଳ ବିବାଦ ମାମଲା ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବସିବ ବୈଠକ

ନୂଆଦିଲ୍ଲୀ (ଶିବାନନ୍ଦ) : ମହାନଦୀ ଜଳ ବିବାଦର ଆପୋଷ ସମାଧାନ ନେଇ ଆଜି ନୂଆଦିଲ୍ଲୀରେ ବୈଠକ ବସିବ। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏହି ଆଲୋଚନା ଦ୍ୱିତୀୟ ଥର ପାଇଁ ହେବ। ଗତ ୨୫ ତାରିଖରେ ବସିଥିବା ବୈଠକରେ କୌଣସି ନିଷ୍କର୍ସ ବାହାରି ନଥିବାରୁ ପୁଣି ଥରେ ଉଭୟ ରାଜ୍ୟ ଏକାଠି ବସି ଏନେଇ ଆଲୋଚନା କରିବେ। ଅଣମୌସୁମୀ ସମୟରେ ଓଡ଼ିଶାକୁ କେତେ ପରିମାଣରେ ଜଳ ଛାଡିବାକୁ ହେବ, ସେ ସମ୍ପର୍କରେ ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ […]

  • Tuesday, 20 July 2021
train
ଚଳନ୍ତା ଟ୍ରେନ୍‌ରେ ନିଆଁ

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଜାମସେଦପୁର ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଭୋର ୨ଟା ବେଳେ ଟ୍ରେନଟି ଆନ୍ଧ୍ର ପ୍ରଦେଶର ଗୋଦାବରୀ ଜିଲ୍ଲାଦେଇ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ତେବେ ରେଳ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ବିପଦ ଟଳି ଯାଇଛି। କିନ୍ତୁ ଅଗ୍ନିକାଣ୍ଡରେ ଟ୍ରେନର ପ୍ୟାଣ୍ଟ୍ରି କାର ସଂପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଯଶବନ୍ତପୁର-ଟାଟାନଗର ସୁପରଫାଷ୍ଟ ଏକ୍ସପ୍ରେସଟି ରାଜମନ୍ଦ୍ରୀ ନିକଟରେ ଥିବା ବେଳେ ଏହାର ପ୍ୟାଣ୍ଟ୍ରି ବଗିରେ ପ୍ରଥମେ […]

  • Tuesday, 20 July 2021
dba
ସେନା ପୋଷାକ ପିନ୍ଧି ସମାଲୋଚିତ ହେବାପରେ ମତ ରଖିଲେ ଦିଲ୍ଲୀ ବିଜେପି ସଭାପତି

ନୂଆଦିଲ୍ଲୀ: ଦଳୀୟ ଶୋଭାଯାତ୍ରାରେ ସେନା ପୋଷାକ ଭଳି ପୋଷାକ ପିନ୍ଧିବାକୁ ନେଇ ସମାଲୋଚନାର ଶିକାର ପରେ ନିଜର ମତ ରଖିଛନ୍ତି ଦିଲ୍ଲୀ ବିଜେପି ସଭାପତି ମନୋଜ ତିଓ୍ୱାରୀ। ସେ କହିଛନ୍ତି, ଦେଶ ପ୍ରତି ଭକ୍ତି ଓ ସେନାକୁ ନେଇ ଗର୍ବ ଅନୁଭବ କରୁଥିବାରୁ ବେଳେବେଳେ ଏଭଳି ପୋଷାକ ପିନ୍ଧିଥାନ୍ତି। ଦେଶବାସୀ ମଧ୍ୟ ଏଭଳି ପୋଷାକ ପିନ୍ଧିବା ଉଚ୍ଚିତ୍ ବୋଲି ସେ କହିଛନ୍ତି। ଶନିବାର ଦିନ ଦିଲ୍ଲୀରେ ବିଜେପିର ଏକ ରାଲିରେ ସେନା ପୋଷାକ ପିନ୍ଧି ମନୋଜ ପରିକ୍ରମା […]

  • Tuesday, 20 July 2021
f
ଜିଏସ୍‌ପି ରାଷ୍ଟ ସମୂହ ତାଲିକାରୁ ବାଦ୍ ପଡ଼ିଲା ଭାରତ ଓ ତୁର୍କୀ

ନୂଆଦିଲ୍ଲୀ: ଆମେରିକାର ଜିଏସ୍‌ପି ରାଷ୍ଟ ସମୂହ ତାଲିକାରୁ ବାଦ୍ ପଡ଼ିଲା ଭାରତ। ଭାରତୀୟ ବଜାରରେ ଆମେରିକୀୟ ସାମଗ୍ରୀକୁ ଅବାଧ ପ୍ରବେଶ ନେଇ କଟକଣା ହେତୁ ଟ୍ରମ୍ପ ପ୍ରଶାସନ ଭାରତକୁ ଏହି ତାଲିକାରୁ ବାଦ୍ ଦେଇଛି। ଆମେରିକା ପ୍ରତିନିଧି ସଭାରେ ଏନେଇ ତଥ୍ୟ ରଖି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କହିଛନ୍ତି ଯେ, ଭାରତ ଓ ତୁର୍କୀକୁ ଜିଏସ୍‌ପି ବା ଗ୍ଲୋବାଲାଇଜ୍‌ଡ୍ ସିଷ୍ଟମ୍‌ ଅଫ୍ ପ୍ରିଫରେନ୍‌ସ ନେସନ ତାଲିକାରୁ ଏହି ଦୁଇ ଦେଶକୁ ହଟାଯାଇଛି। ଭାରତୀୟ ବଜାରରେ ଆମେରିକାର ଉତ୍ପାଦକୁ […]

  • Tuesday, 20 July 2021
nanwab
ଜଳପଥରେ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ୨୬-୧୧ ମୁମ୍ବାଇ ଆକ୍ରମଣ ଭଳି ଜଳପଥରେ ଆସି ଆକ୍ରମଣ କରିପାରନ୍ତି ପାକ୍ ପ୍ରଶିକ୍ଷିତ ଆତଙ୍କବାଦୀ। ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି ନୌସେନା ମୁଖ୍ୟ ଆଡ୍‌ମିରାଲ ସୁନୀଲ ଲାନ୍‌ୱା। ଏନେଇ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ଗୁଇନ୍ଦା ସୂଚନା ଆଧାରରେ ସେ କହିଛନ୍ତି। ସମୁଦ୍ର ପଥରେ ଆକ୍ରମଣ କରିପାରନ୍ତି ପାକିସ୍ତାନୀ ଆତଙ୍କବାଦୀ। ଏଥିପାଇଁ ସେମାନଙ୍କୁ ପ୍ରଶିକ୍ଷଣ ବି ଦିଆଯାଉଛି। ଗୁଇନ୍ଦା ସୂଚନା ଆଧାରରେ ଏହି ଆଶଙ୍କା ବ୍ୟକ୍ତ କରିଛନ୍ତି ଭାରତୀୟ ନୌସେନା ମୁଖ୍ୟ ଆଡ୍‌ମିରାଲ୍ ସୁନୀଲ ଲାନ୍‌ୱା। ଆତଙ୍କବାଦୀ […]

  • Tuesday, 20 July 2021
nSYD
ବିଶ୍ୱ ସମୁଦାୟର ଚାପ ପରେ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପାକିସ୍ତାନ

ଇସ୍‌ଲାମାବାଦ: ଚାରିଆଡ଼ୁ ଚାପ ପଡ଼ିବା ପରେ ଶେଷରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପାକିସ୍ତାନ। ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଅଭିଯୋଗରେ ୪୪ଜଣଙ୍କୁ ଅଟକ ରଖାଯାଇଥିବା ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜୈସ ଏ ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଆଝାରର ଦୁଇଜଣ ନିକଟ ସମ୍ପର୍କୀୟ ମୁଫତି ଅବଦୁର ଓ ହମାଦ ଆଝାର ସାମିଲ ଅଛନ୍ତି। ମୁଫତି ଅବଦୁର ଓ ହମାଦ ଆଝାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ […]

  • Tuesday, 20 July 2021
Untitled-1
ବାଲାକୋଟ ଏୟାର୍‌ ଷ୍ଟ୍ରାଇକୁ ନେଇ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ:  ବାଲାକୋଟ ଏୟାର୍ ଷ୍ଟ୍ରାଇକକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶକୁ ଦୀର୍ଘଦିନ ଧରି ଶାସନ କରିଥିବା ଏକ ଦଳର ବରିଷ୍ଠ ନେତା ସେନାବାହିନୀର କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏପରିକି ସେ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଦୁର୍ଘଟଣା ବୋଲି କହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ୨୬/୧୧ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ସେହି ନେତା କ୍ଲିନ୍‌ ଚିଟ ଦେଇଥିବା ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି। ମଧ୍ୟପ୍ରଦେଶରେ ଏକ ରାଲିରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ କରି ଏପରି ମନ୍ତବ୍ୟ ଦେଇଛନ୍ତି। […]

  • Tuesday, 20 July 2021
sitaram-yechury
କଂଗ୍ରେସ ସହ ମେଣ୍ଟ ନୁହେଁ ଆସନ ବୁଝାମଣା ହୋଇଛି: ସିପିଏମ୍‌

ନୂଆଦିଲ୍ଲୀ: ଆସନ୍ତା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ସହ ମେଣ୍ଟ କରିବନି ସିପିଏମ୍। ଆଜି ଏହା ସ୍ପଷ୍ଟ କରିଛନ୍ତି ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ। ଦିଲ୍ଲୀରେ ୟେଚୁରୀ କହିଛନ୍ତି, “ରାଜ୍ୟରେ କଂଗ୍ରେସ କିମ୍ବା ଅନ୍ୟ କାହା ସହ ଆମର ମେଣ୍ଟ ହେବନି। କଂଗ୍ରେସ ସହ ୨ଟି ଜାଗାରେ ପାରସ୍ପରିକ ବୁଝାମଣା ହେବ। ବଣାଇ ବିଧାନସଭା ଆସନରେ କଂଗ୍ରେସ ସିପିଏମ୍ ପ୍ରାର୍ଥୀଙ୍କୁ ସମର୍ଥନ କରିବ। ସେହିପରି ସୁନ୍ଦରଗଡ଼ ଲୋକସଭା ଆସନରେ ଆମେ କଂଗ୍ରେସକୁ ସମର୍ଥନ କରିବୁ।” ସେ ଆହୁରି କହିଛନ୍ତି, […]

  • Tuesday, 20 July 2021
kovind
ବାୟୁସେନାର ଦୁଇଟି ୟୁନିଟ୍‌କୁ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ପ୍ରଦାନ

କୋଏମ୍ବାଟୁର: ବାୟୁସେନାର ୨ଟି ୟୁନିଟ୍‌କୁ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ପ୍ରଦାନ କରାଯାଇଛି। ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର ସୁଲୁରରେ ଥିବା ବାୟୁସେନା ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ସ୍ୱତନ୍ତ୍ର  କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା ପ୍ରଦାନ କରିଛନ୍ତି। ହାକିମ୍ପେଟ ବାୟୁସେନା ଘାଟୀ ଏବଂ ସୁଲୁରରେ ଥିବା ଫାଇଭ୍-ବେସ୍ ରିପେୟର ଡିପୋକୁ ମିଳିଛି ଏହି ସମ୍ମାନ। ରାଷ୍ଟ୍ର ପତି ଅସାଧାରଣ ସେବାର ସ୍ୱୀକୃତି ସ୍ୱରୂପ କୌଣସି ବାୟୁସେନା ୟୁନିଟ୍ କିମ୍ବା ସ୍ୱାଡ୍ରନକୁ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ଦିଆଯାଇଥାଏ। ଆଜିର […]

  • Tuesday, 20 July 2021
kumbh
ଆଜି ଉଦ୍‌ଯାପିତ ହେବ ଅର୍ଦ୍ଧ କୁମ୍ଭମେଳା

ଲକ୍ଷ୍ନୌ: ଆଜି ଉଦଯାପିତ ହେବ ପ୍ରୟାଗରାଜର ପ୍ରସିଦ୍ଧ ଅର୍ଦ୍ଧ କୁମ୍ଭମେଳା। ଦୀର୍ଘ ୪୯ ଦିନ ଧରି ଧାର୍ମିକ ନଗରୀ ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଆଜି ଶେଷ ସାହି ସ୍ନାନ। ଏଥିପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ମହାଶିବରାତ୍ରୀ ଅବସରରେ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଛନ୍ତି। ବହୁ ବର୍ଷ ପରେ ସୋମବାରରେ ଶିବରାତ୍ରୀ ପଡୁଥିବାରୁ ପ୍ରାୟ ୫୦ରୁ ୬୦ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ଏବଂ ତ୍ରିବେଣୀ ସଙ୍ଗମ ସ୍ଥଳରେ ବୁଡ ପକାଇ ଦୈବୀକୃପା […]

  • Tuesday, 20 July 2021
bunker..
ପୁଞ୍ଛ, ରାଜୌରୀରେ ନିର୍ମାଣ ହେବ ଅଧିକ ୪ଶହ ବଙ୍କର

ଜମ୍ମୁ: ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଫଳରେ ଏହାର ସିଧାସଳଖ ପ୍ରଭାବ ସୀମାବର୍ତ୍ତୀ ଗାଁ ଗୁଡ଼ିକ ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି। ପାକିସ୍ତାନୀ ସେନାଙ୍କ ପ୍ରବଳ ଗୁଳିମାଡ଼ ଓ ମୋର୍ଟାର ମାଡ଼ରେ ଭାରତ-ପାକିସ୍ତାନ ସୀମାବର୍ତ୍ତୀ ପୁଞ୍ଛ ଓ ରାଜୌରୀ ଜିଲ୍ଲାର ଗାଁ ଗୁଡ଼ିକରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ ୫ ଦିନ ଧରି ସୀମାନ୍ତରେ ସ୍ଥିତି ଅଧିକ ଉଦ୍‌ବେଗଜନକ ରହିଛି। ଫଳରେ ଏହାକୁ ଦୃଷ୍ଟିରେ ରଖି ଜମ୍ମୁ ଓ କଶ୍ମୀର […]

  • Tuesday, 20 July 2021
modiabhinandan-.......
ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ସେନା ଦ୍ୱାରା ବନ୍ଦୀ ହୋଇ ତାଙ୍କ କବଜାରେ ଦୀର୍ଘ  ଅଢେଇ ଦିନ ରହିବା ପରେ ଶେଷରେ ନିଜ ଦେଶକୁ ଫେରିଛନ୍ତି ଭାରତର ବୀର ପାଇଲଟ ଅଭିନନ୍ଦନ ବର୍ତମାନ। ପ୍ରବଳ ଅନ୍ତର୍ଜାତୀୟ ଚାପର ସମ୍ମୁଖୀନ ହୋଇ ଜେନେଭା ଚୁକ୍ତି ଅନୁଯାୟୀ, ପାକିସ୍ତାନ ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିଛି। ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନରୁ ଫେରି ୱାଘା ବର୍ଡର ଅତିକ୍ରମ କରି ଭାରତ ମାଟିରେ ପାଦ ଦେବା ପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।  ଅଭିନନ୍ଦନଙ୍କ […]

  • Tuesday, 20 July 2021