• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sc in karnataka politics
କର୍ଣ୍ଣାଟକା ରାଜନୀତି ସଂକଟ: ଏମିତି କହିଲେ ସୁପ୍ରିମକୋର୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକା ସଙ୍କଟ ନେଇ ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ବିଧାୟକଙ୍କ ଇସ୍ତଫା ସଂପର୍କରେ କେବଳ ବାଚସ୍ପତି ହିଁ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ନିର୍ଦ୍ଦିଷ୍ଟ ସମୟ ଭିତରେ ନିଷ୍ପତ୍ତି ନେବାକୁ ତାଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି କୋର୍ଟ ତାଙ୍କ  ରାୟରେ ସ୍ପଷ୍ଟ କରିଛନ୍ତି। ଏହା ସହିତ ଆସ୍ଥା ଭୋଟରେ ଭାଗ ନେବାକୁ ବିଧାୟକଙ୍କୁ ମଧ୍ୟ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। କର୍ଣ୍ଣାଟକର ମେଣ୍ଟ ସରକାରରୁ ୧୫ […]

  • Tuesday, 20 July 2021
Navjyot-Singh-Sidhu-Old-public-health-building-770x433
ରାହୁଲଙ୍କ ସଭାରେ କହିବାକୁ ସୁଯୋଗ ନପାଇବାରୁ ସିଦ୍ଧୁଙ୍କ ଅସନ୍ତୋଷ

ମୋଗା: ଗତକାଲି ପଞ୍ଜାବର ମୋଗାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଭାରେ ଷ୍ଟାର କ୍ୟାମ୍ପେନର ନଭଜୋତ ସିଂହ ସିଦ୍ଧୁଙ୍କୁ କହିବାକୁ ସୁଯୋଗ ଦିଆଯାଇ ନଥିଲା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଏନେଇ ସିଦ୍ଧୁ କହିଛନ୍ତି, “ଯଦି ସେ ରାହୁଲଙ୍କ ସଭାରେ କହିବାକୁ ଯୋଗ୍ୟ ନୁହଁନ୍ତି, ତା’ ହେଲେ ଜଣେ ଭଲ ବକ୍ତା କି ପ୍ରଚାରକ ପାଇଁ ଯୋଗ୍ୟ ନୁହଁନ୍ତି।” ସୂଚନାଯୋଗ୍ୟ, ଗତକାଲି ମୋଗାରେ ରାଜ୍ୟ ସରକାରଙ୍କ ସମନ୍ୱୟ ବିଭାଗ ପକ୍ଷରୁ ଆୟୋଜିତ ଏକ ସଭାରେ […]

  • Tuesday, 20 July 2021
timthumb
ଜମ୍ମୁ ଗ୍ରେନେଡ ବିସ୍ଫୋରଣ ଘଟଣା: ମୃତ୍ୟୁସଂଖ୍ୟା ଦୁଇକୁ ବୃଦ୍ଧି

ଜମ୍ମୁ: ଜାମ୍ମୁ ଗ୍ରେନେଡ୍ ବିସ୍ଫୋରଣରେ ଘଟଣାରେ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି। ଗତକାଲି ଜାମ୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣକର ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ କଶ୍ମୀର ବାସିନ୍ଦା ମହମ୍ମଦ ରିୟାଜ (୩୨)। ଗତକାଲି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ କୁଲଗାମ ଜିଲ୍ଲାର ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ସଦସ୍ୟ ୟାସିର ଜାଭେଦ ଭଟ୍ଟକୁ ପୁଲିସ ଗିରଫ କରିଥିଲା। ୟାସିର କୁଲଗାମରୁ ଆସି ଜାମ୍ମୁରେ ପହଞ୍ଚିବା […]

  • Tuesday, 20 July 2021
modi
ନିରବ ମୋଦିଙ୍କ ଘର ଭାଙ୍ଗିଲା ପ୍ରଶାସନ

ନୂଆଦିଲ୍ଲୀ; ପଞ୍ଜାବ ନେସନାଲ ବ୍ୟାଙ୍କ ଠକେଇ ମାମଲାର ଅଭିଯୁକ୍ତ ଥିବା ପଳାତକ ବ୍ୟବସାୟୀ ନିରବ ମୋଦିର ବଙ୍ଗଳାକୁ ରାଇଗଡ଼ ଜିଲ୍ଲା ପ୍ରଶାସନ ଭାଙ୍ଗି ଦେଇଛି। ମହାରାଷ୍ଟ୍ରର ଆଲିବାଗରେ ଥିବା ୧୦୦ କୋଟି ଟଙ୍କାର ବିଳାସପୂର୍ଣ୍ଣ ବଙ୍ଗଳାକୁ ସିଆରଜେଡ ଆଇନ୍‌ ଉଲ୍ଲଂଘନ ଅଭିଯୋଗରେ ଆଜି ଭାଙ୍ଗି ଦିଆଯାଇଛି। ୩୩ ହଜାର ବର୍ଗଫୁଟ୍ ଅଞ୍ଚଳରେ ନିର୍ମିତ ଏହି ବଙ୍ଗଳା ବେଆଇନ ଭାବେ ନିର୍ମିତ ହୋଇଥିଲା। ବଙ୍ଗଳାର ଉପର ଭାଗ ଭଙ୍ଗା ଯାଇଥିବାବେଳେ, ତଳ ଭାଗ ଖୁବ୍ ମଜଭୁତ ଥିବାରୁ ଭାଙ୍ଗିବା […]

  • Tuesday, 20 July 2021
ajodhya
ଅଯୋଧ୍ୟା ମାମଲା: ଆପୋଷ ସମାଧାନ ପାଇଁ ମଧ୍ୟସ୍ଥି ନିଯୁକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆପୋଷ ଆଲୋଚନାରେ ଅଯୋଧ୍ୟା ବିବାଦର ସମାଧାନ ପାଇଁ ଉଦ୍ୟମ ସପକ୍ଷରେ ମତ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ସବୁ ପକ୍ଷ ମଧ୍ୟରେ ଆଲୋଚନା କରିବାକୁ ଏକ ୩ ଜଣିଆ ମଧ୍ୟସ୍ଥି କମିଟି ନିଯୁକ୍ତ କରିଛନ୍ତି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଖଲ୍ଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ପ୍ୟାନେଲରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଠ ଓକିଲ ଶ୍ରୀରାମ ପାଞ୍ଚୁ ବି […]

  • Tuesday, 20 July 2021
sena
ସୁରକ୍ଷାବାହିନୀର ଗୁଳିରେ ଜଣେ ଆତଙ୍କବାଦୀ ନିହତ

କଶ୍ମୀର : ପୁଲଓ୍ୱାମା ଆକ୍ରମଣ ପରେ କଶ୍ମୀର ଉପତ୍ୟକାରୁ ଆତଙ୍କବାଦୀଙ୍କ ସଫେଇ କରିବା ପାଇଁ ସେନାର ଅପରେସନ ଅଲଆଉଟ ଜାରି ରହିଛି। ଆଜି ଜମ୍ମୁ ଓ କଶ୍ମୀରର କ୍ରାଲଗୁଣ୍ଡ ହଣ୍ଡଓ୍ୱାର ଅଞ୍ଚଳରେ ସୁରକ୍ଷାବାହିନୀର ଗୁଳିରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ କ୍ରାଲଗୁଣ୍ଡ ହଣ୍ଡଓ୍ୱାର ଅଞ୍ଚଳରେ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। କିନ୍ତୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ଜବାବୀ କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। […]

  • Tuesday, 20 July 2021
rahul
ରାଫେଲ ଦୁର୍ନୀତି ଅଭିଯୋଗ ନେଇ ପୁଣି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ : ରାଫେଲ ଦୁର୍ନୀତି ଅଭିଯୋଗ ନେଇ ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ରାଫେଲ ଫାଇଲ ଗାଏବର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାପାଇଁ କହୁଥିବା ବେଳେ ୩୦ହଜାର କୋଟି ଟଙ୍କାର ଘୋଟାଲାକୁ ନେଇ ସରକାର ଚୁପ୍‌ ରହିଥିବା ରାହୁଲ ଅଭିଯୋଗ କରିଛନ୍ତି। ରାହୁଲ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ରାଫେଲ ଚୁକ୍ତି ବେଳେ ସମାନ୍ତରାଳ ବୁଝାମଣା ହୋଇଥିଲେ ମଧ୍ୟ ତା ଉପରେ ତଦନ୍ତ ହେଉ ନାହିଁ। ଏହାସହ କୌଣସି ପ୍ରକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

  • Tuesday, 20 July 2021