କରୋନାରେ ସଂକ୍ରମିତ ହେବା ଭୟରେ ତମ୍ଭୁ ଘର ଭିତରେ ପାଖାପାଖି ୧୫ ମାସ ନିଜକୁ ବନ୍ଦ କରି ରଖିଲେ ପରିବାରର ସଦସ୍ୟ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଘଟଣା ସମ୍ପର୍କକରେ ପଡ଼ିଶା ଲୋକଙ୍କୁ ମଧ୍ୟ ଜଣାନଥିଲା।
ମଧ୍ୟପ୍ରଦେଶ : ମା ନୁହେଁ ସେ ପିଶାଚୀ । ୧୦ ମାସ ଗର୍ଭଜାତନା ପାଇଁ କୁନି ପୁଅକୁ ଜନ୍ମ କରି ବି ଏତେ ନିଷ୍ଠୁର ସାଜିପାରିଲା କେମିତି ? ମା’ ନିଜର ଶିଶୁ ପୁତ୍ରକୁ ନିଆଁରେ ଜାଳି ମାରିଦେଲା । ଏପରି ମାମଲା ସାମ୍ନାକୁ ଆସିଛି, ଯାହା ଶୁଣି ବିଶ୍ୱାସ କରିବା ସମ୍ଭବ ନୁହେଁ । ୫ ମାସର କୁନି ପୁଅଟି ବାରମ୍ବାର କାନ୍ଦିବାରୁ ରାଗରେ ରାକ୍ଷସୀ ମା’ ଏପରି କରିଥିବା ଜଣାପଡ଼ିଛି । ମଧ୍ୟପ୍ରଦେଶର […]
ଖୋର୍ଦ୍ଧା : ନ୍ୟାୟ ନମିଳିବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କଲେ ବୋଲଗଡ଼ର ବ୍ରଜବନ୍ଧୁ ସାହୁ । ସ ମିଲ୍ କରିଥିବା ବ୍ରଜବନ୍ଧୁ କାଠ କିଣିବା ପାଇଁ ଅନଲାଇନରେ ୧୬ ଲକ୍ଷ ୯୫ ହଜାର ଟଙ୍କା ଡିପୋଜିଟ କରିଥିଲେ । ଟଙ୍କା ପଇଠ କରିବାର ଅନେକ ଦିନ ପରେ ମଧ୍ୟ ତାଙ୍କୁ କୌଣସି ଜିନିଷ ମିଳିନଥିଲା । ଘରୋଇ ବ୍ୟାଙ୍କରୁ ଲୋନ୍ ଆଣିଥିବାରୁ ଦିନକୁ ଦିନ ଋଣ ଭାର ବଢ଼ିଚାଲିଲା । ଠକେଇର […]