• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pm modi
‘କିଛି ସମସ୍ୟା ଆସିଲେ, ମୁଁ ସେତୁ ଭାବେ ଛିଡ଼ା ହେବି’

ନ୍ୟୁୟର୍କ: ଭାରତରେ ଆସି ପୁଞ୍ଜି ନିବେଶ କରିବାକୁ ସାରା ବିଶ୍ୱର ନିବେଶକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମନ୍ତ୍ରଣ କରିଛନ୍ତି। ନ୍ୟୁୟର୍କରେ ଅନୁଷ୍ଠିତ ବ୍ଲୁମ୍‌ବର୍ଗ ଗ୍ଲୋବାଲ୍‌ ବିଜିନେସ୍‌ ଫୋରମ୍‌ରେ ମୋଦି କହିଛନ୍ତି, ‘ଭାରତରେ ଏବେ ପୁଞ୍ଜି ବିିନିଯୋଗ କରିବାର ସୁବର୍ଣ୍ଣ ସୁଯୋଗ ଅଛି। ଆପଣଙ୍କର ଟେକ୍ନୋଲୋଜି, ଆମର ପ୍ରତିଭା, ଆପଣଙ୍କର ଉଚ୍ଚାଭିଳାଷ-ଆମର ଦକ୍ଷତା ବିଶ୍ୱକୁ ପରିବର୍ତ୍ତନ କରିବାରେ ସହାୟକ ହେବ।’ ‘ଯଦି ଆପଣ ନିଜ ସ୍ୱପ୍ନ ପୂରଣ କରିବାକୁ ଚାହାନ୍ତି, ତେବେ ଭାରତକୁ ଆସନ୍ତୁ। ଯଦି କିଛି ସମସ୍ୟା […]

  • Wednesday, 21 July 2021
hikka
ଟଳିଲା ବାତ୍ୟା ‘ହିକ୍କା’ ବିପଦ

ନୂଆଦିଲ୍ଲୀ: ଦୁର୍ବଳ ହେଲା ଭେରି ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମ(ଘୂର୍ଣ୍ଣିଝଡ଼) ‘ହିକ୍କା’। ଏହା ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେବାପରେ ଦୁର୍ବଳ ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ରାତିରେ ଓମାନ ଉପକୂଳ ଦେଇ ଗତି କଲାବେଳେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ହିକ୍କା’ ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇ ଧୀରେଧୀରେ ଦୁର୍ବଳ ହୋଇଥିଲା। ଏହାପରେ ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ପଶ୍ଚିମଦିଗ ଆଡ଼କୁ ଗତି କରିଥିଲା। ‘ହିକ୍କା’  ଓମାନ ଉପକୂଳ ଦେଇ ଅତିକ୍ରମ କରିବା ବେଳେ ଘଣ୍ଟାପ୍ରତି […]

  • Wednesday, 21 July 2021
rain
ଶକ୍ତିଶାଳୀ ହୋଇ ମାଡ଼ି ଆସୁଛି ବାତ୍ୟା ‘ହିକ୍କା’

ନୂଆଦିଲ୍ଲୀ: ଶକ୍ତିଶାଳୀ ହୋଇ ମାଡ଼ି ଆସୁଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ହିକ୍କା’। ଆଜି ଅପରାହ୍ଣ ସୁଦ୍ଧା ଓମାନ ଉପକୂଳରେ ଏହା ପହଞ୍ଚିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ। ଆଜି ଭୋର ସମୟରେ ଓମାନ ଉପକୂଳରୁ ୭୦ କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ହୋଇଥିଲା। ‘ହିକ୍କା’ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଡିପ୍ରେସନ୍‌ରେ ପରିଣତ ହେବ। ଏହାର ଆସନ୍ତା ୬ ଘଣ୍ଟା ମଧ୍ୟରେ ୱେଲ୍‌-ମାର୍କଡ୍‌ ଲୋ’ରେ […]

  • Wednesday, 21 July 2021
modi
ମୋଦି-ଟ୍ରମ୍ପ ଭେଟ, ୨୭ରେ ହୋଇପାରେ ବଡ଼ ଘୋଷଣା

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦ୍ୱିତୀୟ ଥର ଭେଟିଛନ୍ତି। ଏହି ଅବସରରେ ଟ୍ରମ୍ପ ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ଆସିଥିବାରୁ ମୋଦି ଧନ୍ୟବାଦ ଜଣାଇଥିଲେ। ଆସନ୍ତା ୨୭ ତାରିଖରେ ମଧ୍ୟ ମୋଦି , ଟ୍ରମ୍ପଙ୍କ ମଧ୍ୟରେ ପୁଣି ଏକ ସାକ୍ଷାତ ହେବ। ଏହି ଅବସରରେ ବହୁ ବଡ଼ ଘୋଷଣା ହୋଇପାରେ ବୋଲି କୁହାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପୂର୍ବରୁ ସ୍ୱୀକାର କରିଥିଲେ ଆଇଏସ୍‌ଆଇ ଅଲ୍‌ କାଏଦାକୁ ତାଲିମ ଦେଇଛି। ଏହାର […]

  • Wednesday, 21 July 2021
imran-
ସତ ଓଗାଳିଲେ ଇମ୍ରାନ୍‌

ଇସଲାମାବାଦ: ଶେଷରେ ସତ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଆଫଗାନିସ୍ତାନରେ ଲଢ଼ିବା ପାଇଁ ଅଲ୍‌କାଏଦା ଓ ଅନ୍ୟ ଆତଙ୍କବାଦୀ ସଂଗଠନକୁ ପାକିସ୍ତାନର ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସଆଇ ପକ୍ଷରୁ ଟ୍ରେନିଂ ଦିଆଯାଇଥିବା କଥାକୁ ଇମ୍ରାନ ଖାନ୍‌ ସ୍ୱୀକାର କରିଛନ୍ତି। ଜାତିସଂଘର ସାଧାରଣ ପରିଷଦ ବୈଠକରେ କହୁକହୁ ଏଭଳି କିଛି ସତ ଓଗାଳିଛନ୍ତି ଇମ୍ରାନ୍। ଆତଙ୍କୀ ସଂଗଠନଗୁଡିକୁ ପାକିସ୍ତାନ ପକ୍ଷରୁ ତାଲିମ ଦିଆଯାଉଥିବା ଅଭିଯୋଗ ଆସୁଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଉଥିଲା। ଆଉ […]

  • Wednesday, 21 July 2021
onion
୮ ଲକ୍ଷ ଟଙ୍କାର ପିଆଜ ଚୋରି କରିନେଲେ ଚୋର

ପାଟଣା: ଗୋଟିଏପଟେ ପିଆଜ ଦର ଆକାଶଛୁଆଁ ହେବାପରେ ଲୋକମାନଙ୍କ ଚିନ୍ତା ବଢ଼ି ଯାଇଥିବାବେଳେ ଅନ୍ୟପଟେ ଚୋରିର ଉଦ୍ଦେଶ୍ୟ ମଧ୍ୟ ବଦଳି ଯାଇଛି। ଆପଣ ସୁନା, ରୁପା କିମ୍ବା ଦାମୀ ସାମଗ୍ରୀ ଚୋରି ହେବାକଥା ନିଶ୍ଚୟ ଶୁଣିଥିବେ ହେଲେ କେବେ ପିଆଜ ଚୋରି ହେବାକଥା ଶୁଣିଛନ୍ତି କି? କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବିହାର ରାଜଧାନୀ ପାଟଣାରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ବ୍ୟବସାୟୀଙ୍କ ଗୋଦାମରୁ ୩୨୫ ପ୍ୟାକେଟ୍ ପିଆଜ ବସ୍ତା ଚୋରି ହୋଇଥିବା […]

  • Wednesday, 21 July 2021
bike
୫୦୦ ଟଙ୍କା ଚାଲାଣ କଟାଯିବାରୁ ବାଇକ୍‌ରେ ନିଆଁ ଲଗାଇଦେଲେ ଯୁବକ

ଭୋପାଳ: ଟ୍ରାଫିକ୍‌ ପୁଲିସ୍‌ ଚାଲାଣ କାଟିବାରୁ ରାଗିକି ଗାଡ଼ିରେ ନିଆଁ ଲଗାଇଦେଲେ ଯୁବକ। ଆଉ ଘଟଣାସ୍ଥଳରୁ ଖସି ପଳାଇଲେ। ମଧ୍ୟପ୍ରଦେଶର ଇନ୍ଦୋର ଏଭଳି ଘଟଣା ସାମ୍ନାକୁ ଆସିଛି। ଗତ ରବିବାର ରାତିରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଟ୍ରାଫିକ୍‌ ପୁଲିସ୍‌ ପ୍ରଥମେ ଯୁବକଙ୍କୁ ଅଟକାଇ ଥିଲେ। ଏହାପରେ ୫୦୦ଟଙ୍କାର ଚାଲାଣ କାଟିବା ସହ ତାଙ୍କୁ ଟଙ୍କା ମାଗିଥିଲେ। ତେବେ ଯୁବକ ଜଣକ ପ୍ରାୟ ୧ ଘଣ୍ଟା ଧରି ପୁଲିସ୍‌କୁ ବହୁତ କାକୁତି ମିନତି କରିଥିଲେ। ହେଲେ […]

  • Wednesday, 21 July 2021
us
କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ପୁଣି ଟ୍ରମ୍ପଙ୍କ ପ୍ରସ୍ତାବ, ଯଦି ...

ନ୍ୟୁୟର୍କ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗତକାଲି ମଧ୍ୟରେ ଭେଟଘାଟ ହୋଇଛି। ଟ୍ରମ୍ପଙ୍କ ସହ ଆଲୋଚନା ବେଳେ ଇମ୍ରାନ୍ କାଶ୍ନୀର ପ୍ରସଙ୍ଗ ଉଠାଇଥିଲେ। ଯାହାକୁ ନେଇ ଟ୍ରମ୍ପ ସିଧାସିଧା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସହିତ ମୋର ଭଲ ସମ୍ପର୍କ। ଏହି ପ୍ରସଙ୍ଗରେ ତୃତୀୟ ପକ୍ଷ ସହିତ କଥା ହେବା ପାଇଁ ଭାରତ ରାଜି ନାହିଁ। ଆଗାମୀ ଦିନରେ କାଶ୍ମୀର ପ୍ରସଙ୍ଗରେ ଦୁଇ ଦେଶ ଆଗକୁ ଆସିବେ ବୋଲି […]

  • Wednesday, 21 July 2021
cyclone hikka
ମାଡ଼ି ଆସୁଛି ବାତ୍ୟା ‘ହିକ୍କା’

ନୂଆଦିଲ୍ଲୀ: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ହିକ୍କା’ ଆସନ୍ତା ୨୫ ତାରିଖ ସକାଳ ସୁଦ୍ଧା ଓମାନ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବ। ଏହାଦ୍ୱାରା ଓମାନ ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୂଚନା ଅନୁସାରେ, ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଥିଲା। ଗତକାଲି ଭାରତୀୟ ସମୟ ସନ୍ଧ୍ୟା ୫.୩୦ରେ ଏହା ବାତ୍ୟା ‘ହିକ୍କା’ରେ ପରିଣତ ହୋଇଛି। ସେପ୍ଟେମ୍ବର […]

  • Wednesday, 21 July 2021
whatsapp
ସାମ୍ନାକୁ ଆସିଲା ପାକିସ୍ତାନର ଆଉ ଏକ ହୀନ ଚକ୍ରାନ୍ତ; କେବିସି ନାଁରେ ଲୋକଙ୍କୁ ଫସାଇବାକୁ ଉଦ୍ୟମ

ନୂଆଦିଲ୍ଲୀ: ପୁଣି ପାକିସ୍ତାନର ଏକ ହୀନ ଚକ୍ରାନ୍ତ ସାମ୍ନାକୁ ଆସିଛି। ଟେଲିଭିଜନ୍‌ର ସବୁଠାରୁ ଲୋକପ୍ରିୟ ରିଏଲିଟି କ୍ୱିଜ୍‌ ଶୋ’ ‘କୌନ୍‌ ବନେଗା କରୋଡ଼ପତି(କେବିସି)’ ନାଁରେ ଲୋକଙ୍କୁ ଫସାଇବାକୁ ପାକିସ୍ତାନର ଉଦ୍ୟମ କରୁଥିବା ଜଣାପଡ଼ିଛି।  ସୋସିଆଲ୍‌ ମିଡିଆରେ କେବିସି ନାଁରେ ନକଲି ଗ୍ରୁପ୍ କରି ଲୋକଙ୍କୁ ଫସାଇବାକୁ ଉଦ୍ୟମ କରାଯାଉଥିବା ନେଇ ଜଣାପଡ଼ିବା ପରେ ଏଥିପ୍ରତି ସତର୍କ ରହିବାକୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆଡ୍‌ଭାଇଜରୀ ଜାରି କରାଯାଇଛି। କେବିସି ନାଁରେ ହ୍ୱାଟସ୍‌ ଆପ୍‌ରେ ଫେକ୍‌ ମେସେଜ୍ ପଠାଇ ଲୋକଙ୍କୁ […]

  • Wednesday, 21 July 2021
metro
ମାତ୍ର ୨୫ ଟଙ୍କାରେ ଲାଭ ଉଠାନ୍ତୁ ରେଲ୍‌ୱେର ଏହି ଖାସ୍‌ ସୁବିଧା

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ଯାତ୍ରୀମାନଙ୍କ ସୁବିଧା ପାଇଁ ଅନେକ ଯୋଜନା କରିଛି। ତେବେ ରେଲ୍‌ୱେର ଏମିତି ଅନେକ ଯୋଜନା ରହିଛି ଯାହା ସମ୍ପର୍କରେ ଯାତ୍ରୀମାନେ ଜାଣି ନ ପାରି ଏହାର ଫାଇଦା ଉଠାଇ ପାରନ୍ତି ନାହିଁ। ଖାଲି ଏତିକି ନୁହେଁ ଡିଜିଟାଲ୍‌ ପେମଣ୍ଟ୍‌ ଅଥବା କୌଣସି କାର୍ଡ ମାଧ୍ୟମରେ ପେମେଣ୍ଟ୍‌ କଲେ ଏଥିରେ ଲାଭ ମଧ୍ୟ ମିଳେ ବୋଲି କିଛି ଯାତ୍ରୀ ଅବଗତ ନଥାନ୍ତି। ତେଣୁ ଯାତ୍ରୀମାନେ ରେଲ୍‌ୱେର ଏଭଳି ସୁବିଧା ପ୍ରତି ଟିକେ ଆଲର୍ଟ […]

  • Wednesday, 21 July 2021
bankl-1
ଆପଣଙ୍କ ଜରୁରୀ କାମ ସାରି ଦିଅନ୍ତୁ: ୪ ଦିନ ବନ୍ଦ ରହିପାରେ ବ୍ୟାଙ୍କ

ନୂଆଦିଲ୍ଲୀ: ଆପଣଙ୍କ ପାଇଁ ଏହା ନିଶ୍ଚୟ ଏକ ଜରୁରୀ ଖବର ହୋଇପାରେ। ଚଳିତ ମାସରେ ଯଦି ଆପଣଙ୍କର କିଛି ବ୍ୟାଙ୍କ ସମ୍ବନ୍ଧୀୟ ଜରୁରୀ କାମ ରହିଛି, ତା’ହେଲେ ଶୀଘ୍ର ଶେଷ କରି ଦିଅନ୍ତୁ। କାରଣ ସମୟ ଆଗରୁ ଯଦି ଏହା ନ କରନ୍ତି ହୁଏତ ଆପଣ ଅସୁବିଧାରେ ପଡିପାରନ୍ତି। ସେପ୍ଟେମ୍ବର ୨୬ରୁ ସେପ୍ଟେମ୍ବର ୨୯ ଯାଏ  ବ୍ୟାଙ୍କ ବନ୍ଦ ରହିପାରେ। ପବ୍ଲିକ୍‌ ସେକ୍ଟର ବ୍ୟାଙ୍କର ୪ଟି ଅଫିସର୍ସ ୟୁନିୟନ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୨୬ ଓ ୨୭ […]

  • Wednesday, 21 July 2021
dowry-tourture-2
ବୋହୂକୁ ପିଟିଲେ ଅବସରପ୍ରାପ୍ତ ବିଚାରପତି, ସାମ୍ନାକୁ ଆସିଲା ଭିଡିଓ

ହାଇଦ୍ରାବାଦ: କଥାରେ ଅଛି ବଡ଼ ଘର ବଡ଼ ଗୁମର କଥା। ଏହି ଢଗର ଅର୍ଥ ସମସ୍ତେ ଜାଣିଥିବେ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠି ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରାଯାଉଛି। ଖାଲି ଏତିକି ନୁହେଁ କେତେବେଳେ ତାଙ୍କୁ ଟାଣିଟାଣି ତ କେତେବେଳେ ଧକ୍କା ଦେଇ ମାଡ଼ ମାରିବାକୁ ପଛାଉ ନାହାନ୍ତି ଏହି ବଡ଼ ଘରର ଲୋକେ। ହେଲେ ଏବେ ଯଦି ଆପଣମାନେ ଏମାନଙ୍କର ପରିଚୟ ଜାଣିବେ ଆପଣଙ୍କର ହୋସ୍ ଉଡ଼ିଯିବ। ମହିଳାଙ୍କୁ ଏପରି ବ୍ୟବହାର କରୁଛନ୍ତି […]

  • Wednesday, 21 July 2021
pak 1
ପାକିସ୍ତାନ ନ୍ୟୁଜ୍‌ ଚ୍ୟାନେଲ୍‌ରେ ଲାଇଭ୍‌ ଡିବେଟ୍‌ ଚାଲିଥିବା ବେଳେ ଚେୟାରରୁ ଗଳି ପଡ଼ିଲେ ବିଶ୍ଲେଷକ

ଇସଲାମାବାଦ: ପାକିସ୍ତାନର ଏକ ନ୍ୟୁଜ୍‌ ଚ୍ୟାନେଲର ଲାଇଭ୍‌ ଟିଭି ଡିବେଟ୍‌ ଚାଲିଥିବା ବେଳେ ଜଣେ ବିଶ୍ଲେଷକ(ଆନାଲିଷ୍ଟ୍‌ ) ହଠାତ୍‌ ଗଳି ପଡ଼ିବାନେଇ ଏବେ ଚର୍ଚ୍ଚାରେ ଜୋରଦାର ଚାଲିଛି। ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ ୧୬ ତାରିଖରେ କାଶ୍ମୀର ପ୍ରସଙ୍ଗକୁ ନେଇ ଏହି ଆଲୋଚନା ଚାଲୁଥିଲା। ଏଥିରେ ଏହି ବ୍ୟକ୍ତି ଆଲୋଚକ ଭାବେ ଯୋଗ ଦେଇଥିଲେ। ମଜହର ବାର୍ଲାସ୍‌ ନାମକ ଏହି ଆନାଲିଷ୍ଟ୍‌ ଆଲୋଚନା ମଝିରେ ହିଁ ହଠାତ୍‌ ଚେୟାରରୁ ଗଳି […]

  • Wednesday, 21 July 2021
cops
ପୁଲିସ୍‌କର୍ମୀ ଦେଲେ ଟିପ୍ସ: କେମିତି କମ୍‌ କରିପାରିବେ ଟ୍ରାଫିକ୍‌ ଚାଲାଣ

ନୂଆଦିଲ୍ଲୀ: ନୂଆ ମୋଟରଯାନ ସଂଶୋଧିତ ଆଇନ୍‌ ଲାଗୁ ହେବାପରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହୋଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ନିକଟରୁ ପୁଲିସ୍‌ ମୋଟା ଅଙ୍କର ଜରିମାନା ଆଦାୟ କରୁଛି। ତେବ ଏସବୁ ଭିତରେ ଏବେ ଜଣେ ପୁଲିସ୍‌ କର୍ମୀଙ୍କ ଭିଡିଓ ବେଶ୍‌ ଭାଇରାଲ ହୋଇଛି। ଟ୍ରାଫିକ୍‌ ପୁଲିସ୍‌ର ମୋଟାଅଙ୍କର ଚାଲାଣ କଟାକୁ କିଭଳି କମ୍‌ କରିପାରିବେ ସେନେଇ ଏକ ଭିଡିଓରେ ସେ କିଛି ଟିପ୍ସ ଦେଉଥିବା ଦେଖିବାକୁ ମିଳିଛି। ୧୫ ମିନିଟ୍‌ର ଏହି ଭିଡିଓ […]

  • Wednesday, 21 July 2021
river
ନଦୀରେ ଦୃଶ୍ୟମାନ ହେଲା ୬୫ ଫୁଟ୍‌ର ରହସ୍ୟମୟ ରାକ୍ଷସ, ବାହାରକୁ ଆସିଲା ପରେ ଜଣାପଡ଼ିଲା...

ବେଜିଂ: ଚୀନ୍‌ର ୟାଙ୍ଗ୍‌ତ୍‌ଜୀ ନଦୀ (Yangtze River)ରେ ଏକ ରହସ୍ୟମୟ କଳା ରଙ୍ଗର ପ୍ରାଣୀ ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଏହି ଭିଡିଓକୁ ନେଇ ଅନେକ ଲୋକ ଭିନ୍ନ ଭିନ୍ନ ମତ ରଖିଛନ୍ତି। ପାଣି ଭିତରେ ଦୃଶ୍ୟମାନ ଏହି ପ୍ରାଣୀକୁ ‘ପାଣି ରାକ୍ଷସ(Three Gorges Water Monster) ବୋଲି କୁହାଯାଉଥିଲା। ଏହା ହୁବଇ ପ୍ରଦେଶର Three Gorges Damରେ ଦେଖିବାକୁ ମିଳିଥିଲା। ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବା ଯୋଗୁ ଏହାର […]

  • Wednesday, 21 July 2021
kbc
୧୫୦୦ଟଙ୍କା ପାଉଥିବା ପାଚିକା ହେଲେ କୋଟିପତି

ନୂଆଦିଲ୍ଲୀ: କୌନ୍‌ ବନେଗା କରୋଡପତି ସିଜନ୍‌ ୧୧ରେ ଦ୍ୱିତୀୟ କରୋଡପତି ହୋଇଛନ୍ତି ଜଣେ ପାଚିକା। ମହାରାଷ୍ଟ୍ରର ଅମରାବତୀରେ ରହୁଥିବା ଏହି ମହିଳାଙ୍କ ଜୀବନର ସଂଘର୍ଷମୟ ଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ କହିଲେ ଅତ୍ୟୁକ୍ତି ହେବନାହିଁ। ବବିତା ତାଡେ ଯିଏକି ଏକ ସରକାରୀ ସ୍କୁଲରେ ୪୫୦ଜଣ ଛାତ୍ରଛାତ୍ରୀଙ୍କ ପାଇଁ ରୋଷେଇ କରନ୍ତି। ଏଥିପାଇଁ ତାଙ୍କୁ ମାତ୍ର ଦେଢ଼ ହଜାର ଟଙ୍କା ମିଳେ। ହେଲେ ସେ ଏହି କାମକୁ ବହୁତ ଭଲ ପାଆନ୍ତି। ଏପରିକି ସ୍କୁଲ୍‌ର ପିଲାମାନେ ମଧ୍ୟ ତାଙ୍କୁ […]

  • Wednesday, 21 July 2021
us shooting
ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼; ଜଣେ ମୃତ, ୫ ଆହତ

ୱାଶିଂଟନ୍‌: ଆମେରିକାର ୱାଶିଂଟନ୍‌, ଡିସିର ଷ୍ଟ୍ରିଟସ୍‌ରେ ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ହ୍ୱାଇଟ୍‌ ହାଉସ୍‌ ଠାରୁ ୨ କି.ମି. ଦୂରରେ ଥିବା କଲୋମ୍ବିଆ ରୋଡ୍‌ରେ ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ଏହି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। କିଛି ଦୁର୍ବୁତ୍ତ ଅଚାନକ ଆସି ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ […]

  • Wednesday, 21 July 2021
pm modi
ପାକିସ୍ତାନ ଆକାଶ ମାର୍ଗରେ ଉଡ଼ିବନି ମୋଦିଙ୍କ ବିମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ନିଜ ଆକାଶ ମାର୍ଗକୁ ବନ୍ଦ କଲା ପାକିସ୍ତାନ। ମୋଦିଙ୍କ ବିମାନ ଆଗାମୀ ଆମେରିକା ଗସ୍ତବେଳେ ପାକିସ୍ତାନ ଆକାଶ ମାର୍ଗ ଦେଇ ଯାଇ ପାରିବ ନାହିଁ ବୋଲି ପାକ୍ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସି ସ୍ପଷ୍ଟ କରିଛନ୍ତି। ଏନେଇ ଭାରତୀୟ ଦୂତାବାସକୁ ଅବଗତ କରାଯାଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୨୧ରୁ ୨୭ ତାରିଖ ଯାଏ ଆମେରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଫଳରେ ମୋଦିଙ୍କ ବିମାନ ପାକିସ୍ତାନ […]

  • Wednesday, 21 July 2021
girl
ଜରିମାନା ଭୟରେ ଯୁବତୀ ଦେଲେ ଆତ୍ମହତ୍ୟା ଧମକ

ନୂଆଦିଲ୍ଲୀ: ନୂଆ ମୋଟରଯାନ ସଂଶୋଧିତ ଆଇନ୍‌ ଲାଗୁ ହେବା ପରେ ଏବେ ପୁଲିସ ଓ ପବ୍ଲିକ୍ ମଧ୍ୟରେ ଚାଲିଛି ଛକାପଞ୍ଝା। ଗୋଟିଏପଟେ ସାଧାରଣ ଲୋକେ ଟ୍ରାଫିକ୍  ନିୟମ ଭାଙ୍ଗିଲେ ପୁଲିସ୍‌ ସେମାନଙ୍କ ନିକଟରୁ ଜରିମାନା ଆଦାୟ କରୁଥିବାବେଳେ ଅନ୍ୟପଟେ ପୁଲିସର ଆଇନ ଉଲ୍ଲଂଘନକୁ ବି ଆଙ୍ଗୁଳି ଉଠାଇବାକୁ ପଛାଉ ନାହାନ୍ତି ପବ୍ଲିକ୍। ତେବ ଏସବୁ ଭିତରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। ଦିଲ୍ଲୀର ଜଣେ ଯୁବତୀ ଜରିମାନା ଭୟରେ ପୁଲିସ୍‌କୁ […]

  • Wednesday, 21 July 2021
horn
ବୃଦ୍ଧଙ୍କ ମୁଣ୍ଡରେ ଶିଙ୍ଗ; ଆଶ୍ଚର୍ଯ୍ୟ ହେଲେ ଡାକ୍ତର

ଭୋପାଳ: ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ ଏକ ଅଦ୍ଭୁତ ଚିତ୍ର ସାମ୍ନାକୁ ଆସିଛି। ସେଠାରେ ରହୁଥିବା ଜଣେ ବୃଦ୍ଧଙ୍କ ମୁଣ୍ଡରେ ଶିଙ୍ଗ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ବୃଦ୍ଧଙ୍କର  ମୁଣ୍ଡରେ ଥିବା ଶିଙ୍ଗର ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ବୃଦ୍ଧଙ୍କ ନାଁ ଶ୍ୟାମ ଲାଲ୍‌ ଯାଦବ। ତାଙ୍କୁ ୭୫ ବର୍ଷ ବୟସ ବୋଲି ଜଣାପଡ଼ିଛି। ଶ୍ୟାମଲାଲଙ୍କ କହିବା ଅନୁଯାୟୀ, ୫ ବର୍ଷ ତଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହାର କିଛି […]

  • Wednesday, 21 July 2021
driver change tyre
ଚଳନ୍ତା ଗାଡ଼ିରେ ଏମିତି ଟାୟାର ବଦଳାଇଲେ ଯୁବକ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ସୋଶାଲ୍‌ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ଯାହାକୁ ଲୋକମାନେ ବହୁତ ପସନ୍ଦ କରିବା ସହ ଶେଆର୍‌ ମଧ୍ୟ କରୁଛନ୍ତି। ତେବେ ସୋଶାଲ୍‌ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ମଧ୍ୟରୁ ମଜାଳିଆ ଭିଡିଓକୁ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି। ଏବେ ଏମିତି ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଏକ ଚଳନ୍ତା ଗାଡ଼ିରେ ଜଣେ ଯୁବକ କିଭଳି ଭାବରେ ଗାଡ଼ିର ଟାୟାର ବଦଳାଉଛନ୍ତି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି। […]

  • Wednesday, 21 July 2021
dog
ସନ୍ଧାନୀ କୁକୁର ‘ଡଚ୍‌’କୁ ଭାରତୀୟ ସେନାର ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଦେଶ ପ୍ରେମ କେବଳ ଯେ ମଣିଷଙ୍କ ପାଖରେ ଥାଏ ତା’କୁ ଭୁଲ୍‌ ବୋଲି ପ୍ରମାଣିତ କରିଛି ସନ୍ଧାନୀ କୁକର ‘ଡଚ୍‌’। ଏହି ‘ରିଅଲ ହିରୋ’ର ବିୟୋଗରେ ସେନାବାହିନୀର ଶ୍ରଦ୍ଧାଞ୍ଜଳି ଏବେ ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ପାଲଟିଛି। ବୁଧବାର ଡଚ୍‌ର ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାକୁ ୯ ବର୍ଷ ବୟସ ହୋଇଥିଲା। ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡରେ ନିଯୁକ୍ତ ହୋଇଥଥିବା ଡଚ୍‌ ବିଭିନ୍ନ ଆତଙ୍କବାଦୀ ବିରୋଧୀ ମିଶନ୍‌ରେ ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରିବାରେ ଉତ୍କର୍ଷତା ହାସଲ କରିଥିଲା। ଡଚ୍‌ର  […]

  • Wednesday, 21 July 2021
oil plant
ତୈଳ କମ୍ପାନୀ ଉପରେ ଡ୍ରୋନ୍‌ ଆକ୍ରମଣ

ରିୟାଧ: ସାଉଦି ଆରବର ଆରାମକୋ ତୈଳ କମ୍ପାନୀ ଉପରେ ଡ୍ରୋନ୍‌ ଆକ୍ରମଣ ହୋଇଛି।ତୈଳ କମ୍ପାନୀରେ ନିଆଁ ଲାଗିବା ପରେ ସମ୍ପୂର୍ଣ୍ଣ ଆକାଶ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିବା ଦେଖିବାକୁ ମିଳିଛି। ଏପରି କି ସେଠାରେ ଗୁଳିମାଡ଼ର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିବା ସୂଚନା ମିଳିଛି। ଆଜି ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଆଫଗାନିସ୍ତାନର ଗୃହ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି। ଆରାମକୋ ସାଉଦି ଆରବର ରାଷ୍ଟ୍ରୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ କମ୍ପାନୀ ଅଟେ। ଅନ୍ୟପକ୍ଷରେ ଏହି ଡ୍ରୋନ୍‌ […]

  • Wednesday, 21 July 2021
naggin dance
ଏମିତି ବି ଆସେ ମୃତ୍ୟୁ: ନାଗିନ୍‌ ଡ୍ୟାନ୍ସ କରୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ

ଭୋପାଳ: ମୃତ୍ୟୁ କେଉଁଠି କେମିତି ଓ କେତେବେଳେ ଆସେ ତାହା କେହିବି ଜାଣି ନଥାନ୍ତି।ମୃତ୍ୟୁ ଏକ ଏମିତି ଅତିଥି ଯିଏ ବିନା ନିମନ୍ତ୍ରଣରେ ଚାଲିଆସେ। ଅନେକ ସମୟରେ ଏହା ଆକସ୍ମିକ ଢଙ୍ଗରେ ଆସି ପହଞ୍ଚି ଯାଏ। ଏମିତି ଏକ ଆକସ୍ମିକ ମୃତ୍ୟୁର ସାମ୍ନା କରିଛନ୍ତି  ମଧ୍ୟପ୍ରଦେଶ ସିଓନୀ ଜିଲ୍ଲା ଖଟିଆ ଗାଁର ଜଣେ ଯୁବକ। ତାଙ୍କ ନାଁ ଗୁରୁଚରଣ ବୋଲି ଜଣାପଡ଼ିଛି। ଗଣେଶ ବିସର୍ଜନ ସମୟରେ ଗୁରୁଚରଣ ନାଚୁଥିଲେ। ଖୁସିରେ ବିଭୋର ହୋଇ ନାଚୁଥିବା  ସମୟରେ ହଠାତ୍‌ […]

  • Wednesday, 21 July 2021