• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

nim
ଆରପାରିରେ ଦୂରଦର୍ଶନର ଲୋକପ୍ରିୟ ଆଙ୍କର୍ ନୀଲମ ଶର୍ମା 

ନୂଆଦିଲ୍ଲୀ: ଦୂରଦର୍ଶନର ଲୋକପ୍ରିୟ ଖବର ଉପସ୍ଥାପକ(ନ୍ୟୁଜ୍‌ ଆଙ୍କର) ନୀଲମ୍ ଶର୍ମାଙ୍କ ପରଲୋକ ହୋଇଯାଇଛି। ଦୂରଦର୍ଶନର ଅଫିସିଆଲ୍‌ ଟ୍ୱିଟର୍‌ ହ୍ୟାଣ୍ଡଲ୍‌ରେ ଏହି ସୂଚନା ଦିଆଯାଇଛି। ଖବର ଅନୁସାରେ ସେ କ୍ୟାନ୍‌ସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ଥିଲେ। ୧୯୯୫ ମସିହାରେ ଦୂରଦର୍ଶନରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ ଦିନ ଧରି ଦୂରଦର୍ଶନରେ କାମ କରୁଥିବା ନୀଲମଙ୍କୁ ୨୦୧୮ରେ ‘ନାରୀ ଶକ୍ତି’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିଥିଲେ। #DDNews की […]

  • Thursday, 22 July 2021
akbruddin
ଭାରତୀୟ ରାଷ୍ଟ୍ରଦୂତଙ୍କ କଥାରେ ଚୁପ୍ ହୋଇଗଲେ ପାକିସ୍ତାନ ସାମ୍ବାଦିକ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଗତକାଲି କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର କୂଟନୀତି ଫେଲ୍ ମାରିଛି। ଏହା ପରେ ସାମ୍ୱାଦିକ ସମ୍ମିଳନୀରେ ପାକିସ୍ତାନ ଗଣମାଧ୍ୟମର ଜଣେ ସାମ୍ୱାଦିକଙ୍କ ପ୍ରଶ୍ନ ଉତ୍ତର ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟିଦ ଆକବରୁଦ୍ଦିନ। ପ୍ରେସ୍ କନଫରେନସ ଟେବୁଲ ପାଖକୁ ସୟିଦ ଆକବରୁଦ୍ଦିନ ଆସିବା ମାତ୍ରେ ପାକିସ୍ତାନର ସାମ୍ୱାଦିକ ପଚାରିଥିଲେ ‘କେବେ ପାକିସ୍ତାନ ସହ ଭାରତ ଦ୍ୱିପାକ୍ଷିକ ଆଲୋଚନା କରିବ’ ? ସୟିଦ ଆକବରୁଦ୍ଦିନ ତତକ୍ଷଣାତ୍ ତାଙ୍କ (ପାକିସ୍ତାନ […]

  • Thursday, 22 July 2021
ndtv
ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ମୋଦିଙ୍କ ଏହା ପ୍ରଥମ ବିଦେଶ ଗସ୍ତ। ତେଣୁ ମୋଦିଙ୍କ ଏହି ଗସ୍ତ ବେଶ ଗୁରୁତ୍ୱବହନ କରୁଛି। ମୁଖ୍ୟତଃ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ପର୍ଯ୍ୟଟନ ସମେତ ସୀମା ସୁରକ୍ଷା ନେଇ ଆଲୋଚନା ହେବ। ଏହାସହ ଭାରତ  ଭୁଟାନ ମଧ୍ୟରେ ୧୦ଟି ଏମ୍ଓୟୁ ସ୍ୱାକ୍ଷର ହେବ। ସେହିପରି ୫ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ […]

  • Thursday, 22 July 2021
P-Chidambaram
ମୋଦିଙ୍କ କଥା ଚିଦାମ୍ବରମଙ୍କୁ ଭଲ ଲାଗିଲା; ପିଏମ୍‌ଙ୍କ ୩ଟି ଆହ୍ୱାନକୁ ସମର୍ଥନ କଲେ

ନୁଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ୱରମ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନୋଟି ଆହ୍ୱାନକୁ ପ୍ରଶଂସା କରିଛନ୍ତି। ମୋଦି ସରକାରକୁ ସଂସଦ ପାଖରୁ ଆରମ୍ଭ କରି ଗଣମାଧ୍ୟମରେ ସମାଲୋଚନା କରୁଥିବା ଏହି ନେତା ଆଜି ଟୁଇଟ କରି ମୋଦିଙ୍କ ଆହ୍ୱାନଙ୍କୁ ପ୍ରଶଂସା କରିବା ସହିତ ସମସ୍ତେ ଏହି ଆହ୍ୱାନକୁ ଗ୍ରହଣ କରିବା ଉଚିତ୍ ବୋଲି କହିଛନ୍ତି। All of us must welcome three announcements made by the PM […]

  • Thursday, 22 July 2021
ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ଜାତିସଂଘର ରୁଦ୍ଧଦ୍ୱାର ବୈଠକ; ଭାରତ ସପକ୍ଷରେ ଋଷ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ରୁଦ୍ଧଦ୍ୱାର ବୈଠକ ବସିଛି। ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନେଇ ଭାରତ ସରକାରଙ୍କ ଐତିହାସିକ ପଦକ୍ଷେପ ପରେ ଆଜି ଜାତିସଂଘ ସୁରକ୍ଷା ପରିଷଦରେ ଏକ ଅନୌପଚାରିକ ବୈଠକ ବସି ଏ ପ୍ରସଙ୍ଗରେ ଆଲୋଚନା କରାଯାଉଛି। ଧାରା ୩୭୦ ଉଚ୍ଛେଦକୁ ପାକିସ୍ତାନ ଦୃଢ଼ ବିରୋଧ କରି ଆସୁଥିବା ବେଳେ ଏହାର ବନ୍ଧୁ ରାଷ୍ଟ୍ର ଚୀନ ପକ୍ଷରୁ ସୁରକ୍ଷା ପରିଷଦରେ ଏ ନେଇ ଆଲୋଚନା ପାଇଁ […]

  • Thursday, 22 July 2021
Azam_Khan
ଆଜମ୍ ଖାନଙ୍କ ବେଆଇନ ରିଜର୍ଟର ପାଚେରୀ ଉପରେ ଜେସିବି ଚଢ଼ାଇଲେ ଯୋଗୀ ସରକାର

ରାମପୁର: ଆଜି ଉତ୍ତର ପ୍ରଦେଶର ରାମପୁର ଜିଲ୍ଲା ପ୍ରଶାସନ ସମାଜବାଦୀ ପାର୍ଟି ସାଂସଦ ଆଜମ୍ ଖାନଙ୍କ ବେଆଇନ ବିଳାସପୂର୍ଣ୍ଣ ରିଜର୍ଟ ‘ହମସଫର’ ପାଚେରୀ ଉପରେ ଜେସିବି ଚଢ଼ାଇ ମାଟିରେ ମିଶାଇ ଦେଇଛି। ଆଜମ ଖାନଙ୍କ ଏହି ରିଜର୍ଟ ବେଆଇନ୍ ବୋଲି ନିକଟରେ ଯୋଗୀ ସରକାର ଘୋଷଣା କରିଥିଲେ। ଏକ ହଜାର ବର୍ଗମିଟର ଜମି ଉପରେ ତିଆରି ହୋଇଥିବା ଏହି ରିଜର୍ଟକୁ ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ। ଏହି ବେଆଇନ ରିଜୋର୍ଟଟି ରାଜ୍ୟ ସରକାରଙ୍କ […]

  • Thursday, 22 July 2021
delhi
ଅକ୍ଟୋବର ୨୯ରୁ ମହିଳାଙ୍କ ପାଇଁ ବସ୍‌ ଯାତ୍ରା ମାଗଣା; ମିଳିବ ସମ୍ପୂର୍ଣ୍ଣ ସୁରକ୍ଷା

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱାଧୀନତା ଦିବସ ଅବସରରେ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ୨୯ରୁ ଦିଲ୍ଲୀର ସମସ୍ତ ସରକାରୀ ବସ୍‌ରେ ମହିଳାମାନେ ବିନା ଟିକେଟ୍‌ରେ ଯାତ୍ରା କରିପାରିବେ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି। ସେ କହିଛନ୍ତି, “ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀମାନଙ୍କ ପାଇଁ ବଡ଼ ଉପହାର ଦେବାକୁ ଚାହୁଁଛି। ଆସନ୍ତା ଅକ୍ଟୋବର ୨୯ରୁ ମହିଳାମାନେ ମାଗଣାରେ ସମସ୍ତ ଡିଟିସି ଓ କ୍ଲଷ୍ଟର ବସ୍‌ରେ ମାଗଣାରେ ଯାତ୍ରା କରିପାରିବେ। ସେମାନଙ୍କ ସୁରକ୍ଷା […]

  • Thursday, 22 July 2021
ew-2
ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିଲେ ପାକିସ୍ତାନୀ ଭଉଣୀ; କହିଲେ ମୋଦିଙ୍କୁ ନୋବେଲ୍ ମିଳୁ

ଅହମଦାବାଦ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ହିନ୍ଦୁ ଧର୍ମରେ ଥିବା ଏହି ଭାଇ-ଉଭଣୀର ସମ୍ପର୍କ ପର୍ବରୁ ଆଜି ପୂରା ଦେଶ ପାଳନ କରୁଛି। ଏହିକ୍ରମରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ତାଙ୍କ ପାକିସ୍ତାନୀ ବଂଶୋଦ୍ଭବ ଉଭଣୀ କମାର ମୋହସିନ ଶେଖ ରାକ୍ଷୀ ବାନ୍ଧିଛନ୍ତି। ଏହି ସମୟରେ ସେ ମୋଦିଙ୍କୁ ଏକ ବଡ଼ ପେଣ୍ଟିଂ ଉପହାର ଆକାରରେ ଦେଇଥିବା ଜଣାପଡ଼ିଛି। ତେବେ ଚଳିତ ରାକ୍ଷୀ ପୂର୍ଣ୍ଣିମାରେ ମୋଦିଙ୍କ ପାକିସ୍ତାନୀ ଭଉଣୀ କମାର ଏବ […]

  • Thursday, 22 July 2021
ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଯୋଗୀ ପ୍ରଥମ; ନବୀନଙ୍କ ସ୍ଥାନ କେଉଁଠି ?

ନୂଆଦିଲ୍ଲୀ: ଦେଶରେ ସର୍ବାଧିକ ଲୋକପ୍ରିୟ ଓ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀମାନଙ୍କ ତାଲିକା ପ୍ରକାଶ ପାଇଛି। ଇଣ୍ଡିଆ ଟୁଡେ ଗ୍ରୁପ୍‌ ପକ୍ଷରୁ କରାଯାଇଥିବା ମୁଡ୍‌ ଅଫ୍‌ ନେଶନ ସର୍ଭେରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ନବୀନଙ୍କ ସହ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ […]

  • Thursday, 22 July 2021
modi
୭୩ତମ ସ୍ୱାଧୀନତା ଦିବସ ପାଳୁଛି ସାରାଦେଶ

ନୂଆଦିଲ୍ଲୀ: ଆଜି ୭୩ତମ ସ୍ୱାଧୀନତା ଦିବସ ପାଳୁଛି ସାରାଦେଶ। କାଶ୍ମୀର ଠାରୁ କନ୍ୟାକୁମାରୀ ସବୁଠି ସଗର୍ବେ ଉଡ଼ୁଛି ତ୍ରିରଙ୍ଗା। ଦିଲ୍ଲୀ ଲାଲ୍‌କିଲ୍ଲାରେ ଆଜି ପତାକା ଉତ୍ତୋଳନ ସହ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ସମସ୍ତ ପ୍ରମୁଖ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି କୌଣସି ଅପ୍ରୀତିକରଣ ଘଟଣା ଏଡ଼ାଇବା ପାଇଁ ଶ୍ରୀନଗର ସମେତ ବିଭିନ୍ନ ସମ୍ବେଦନଶୀଳ […]

  • Thursday, 22 July 2021
Chandrayaan-2-
ପୃଥିବୀ କକ୍ଷରୁ ବାହାରି ଚନ୍ଦ୍ର ମୁହାଁ ହେଲା ଇସ୍ରୋରର ଚନ୍ଦ୍ରଯାନ-୨

ଶ୍ରୀହରିକୋଟା: ପୃଥିବୀ କକ୍ଷ ପରିତ୍ୟାଗ କରି ଚନ୍ଦ୍ର ମୁହାଁ ହେଲା ଇସ୍ରୋରର ଚନ୍ଦ୍ରଯାନ-୨। ଯୋଜନା ମୁତାବକ ଆଜି ଭୋର ୨ଟା ୨୧ ମିନିଟରେ ଇସ୍ରୋ ବୈଜ୍ଞାନିକମାନେ ଟ୍ରାନ୍ସ ଲୁନାର ଇଂଜେକସନ ପ୍ରକ୍ରିୟାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପରେ ଚନ୍ଦ୍ରଯାନ-୨ ପୃଥିବୀ କକ୍ଷପଥରୁ ବାହାରି ଚନ୍ଦ୍ର ମୁହାଁ ହୋଇଛି। ଜୁଲାଇ ୨୨ରେ ଚନ୍ଦ୍ରଯାନ ୨ର ଉତ୍‌କ୍ଷେପଣ ପରେ ୫ଥର ଏହାର କକ୍ଷପଥରେ ପରିବର୍ତ୍ତନ ଅର୍ଥାତ୍ ଅର୍ବିଟ୍ ରେଂଜିଂ ମାନ୍ୟୁଭର କରାଯାଇଥିଲା। ଆଜି ସକାଳେ ଅତି ଜଟିଳ ମନେକରାଯାଉଥିବା […]

  • Thursday, 22 July 2021
avinadan
ସ୍ୱାଧୀନତା ଦିବସରେ ବୀର ଅଭିନନ୍ଦନଙ୍କୁ ବୀର ଚକ୍ର

ନୂଆଦିଲ୍ଲୀ: ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିବ ବୀର ଚକ୍ର ସମ୍ମନା। ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ ଅଭିନନ୍ଦନଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯିବ। ପାକିସ୍ତାନର F 16 ଫାଇଟର୍ ଜେଟ୍‌କୁ ଖସାଇଥିଲେ ଅଭିନନ୍ଦନ। ଏହାସହ ପାକିସ୍ତାନ ସେନା ଦ୍ୱାରା ଗିରଫ ହେବା ପରେ ସବୁ ପରିସ୍ଥିତିର ମୁକାବିଲା କରିବା ସହ ବୀରତାର ସହ ଏହାକୁ ସାମ୍ନା କରିଥିଲେ। ଅଭିନନ୍ଦନଙ୍କ ବୀର, ସୌର ଏବଂ ସାହାସିକତା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ବାଲାକୋଟ୍ ଏୟାରଷ୍ଟାଇକ୍ […]

  • Thursday, 22 July 2021