ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ନିରବ ମୋଦି ଓ ମେହୁଲ ଚୋକ୍ସିଙ୍କୁ ବଡ଼ ଝଟକା। ଏହି ଦୁଇ ଜଣ ହଂକଂରୁ ଦୁବାଇ ଚାଲାଣ କରିଥିବା ୨୩ ଶହ କେଜିର ହୀରା, ମୋତି ଓ ଅନ୍ୟ ଅଳଙ୍କାର ଭାରତକୁ ଫେରାଇ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଏସବୁ ଅଳଙ୍କାରର ମୂଲ୍ୟ ପ୍ରାୟ ୧୩ ଶହ ୫୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ୨୦୧୮ରୁ ସେମାନେ ଏସବୁ ସାମଗ୍ରୀକୁ ହଂକଂରୁ ଦୁବାଇ ଚାଲାଣ କରିଥିଲେ। ୧୦୮ଟି ପ୍ୟାକେଟ୍ରେ ଥିବା […]
ବିଦେଶ ଯିବାକୁ ହେଲେ ସବୁଠାରୁ ବଡ ପ୍ରତିବନ୍ଧକ ପାସପୋର୍ଟ। ବିନା ପାସପୋର୍ଟରେ ବିଦେଶ ଯାଇପାରିବେ ନାହିଁ, ହେଲେ ଏହି ପାସପୋର୍ଟ ବି ସହଜରେ ହୋଇପାରେ ନାହିଁ। ହେଲେ, ଏଣିକି ପାସପୋର୍ଟ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ।
ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଗାଡି ଡକ୍ୟୁମେଣ୍ଟ ବୈଦ୍ଧତା ଅବଧି ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ପର୍ଯ୍ୟନ୍ତ ଅବଧି ବୃଦ୍ଧି ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଛନ୍ତି। ଏନେଇ ସବୁ ରାଜ୍ୟକୁ ଆଡଭାଇଜରୀ ଜାରି କରାଯାଇଛି। ଗାଡିର ଫିଟ୍ନେସ, ପରମିଟ୍, ରେଜିଷ୍ଟ୍ରେସନ ଓ ଡ୍ରାଇଭିଂ ଲାଇସେନସ୍ କିମ୍ବା ଅନ୍ୟ କୌଣସି ଡକ୍ୟୁମେଣ୍ଟର ଅବଧି ଯଦି ଚଳିତବର୍ଷ ୧ ଫେବୃଆରୀ ପରେ ଶେଷ ହେଉଥାଏ, ତେବେ ତାହା ସେପ୍ଟେମ୍ବର ୩୦ […]