• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

sah
ଶାହାରୁଖଙ୍କ ଘରେ ଗୋଟେ ରାତି ରହିବାର ମିଳୁଛି ସୁଯୋଗ

ମୁମ୍ବାଇ: ବଲିଉଡ୍‌ ବାଦସାହା କିଙ୍ଗ ଖାନ୍‌ଙ୍କର ଅଗଣିତ ପ୍ରଶଂସକ ରହିଛନ୍ତି। ଏମାନେ ଶାହାରୁଖଙ୍କର ଗୋଟେ ଝଲକ୍‌ ପାଇବା ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିରହିଛନ୍ତି। ଆଉ ଏବେ ପ୍ରଶଂସକଙ୍କୁ ଶାହାରୁଖଙ୍କ ଘରେ ଗୋଟେ ଦିନ ବିତାଇବାର ସୁଯୋଗ ଦେଉଛନ୍ତି କିଙ୍ଗ ଖାନ୍‌। ଶାହାରୁଖ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ ସେମାନଙ୍କ ଦିଲ୍ଲୀ ଘରେ ରହିବା ପାଇଁ ଏପରି ସୁଯୋଗଟିଏ ସୃଷ୍ଟି କରିଛନ୍ତି। ଏଥିପାଇଁ ଆପଣଙ୍କୁ ଗୋଟେ ପ୍ରତିଯୋଗିତାର ସାମ୍ନା କରିବାକୁ ହେବ। ଦେଖନ୍ତୁ ଏହି […]

  • Thursday, 01 July 2021
aish
ଜୟାଙ୍କ କଥା ଶୁଣି କାନ୍ଦିଲେ ଐଶ୍ୱର୍ଯ୍ୟା, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଯୋଡି ବଲିଉଡର ସବୁଠାରୁ ଲୋକପ୍ରିୟ ଦମ୍ପତି ଭାବରେ ପରିଗଣିତ ହୁଏ। ଐଶ୍ୱର୍ଯ୍ୟାଙ୍କ ସହ ଶାଶୂ ଜୟାଙ୍କର ମଧ୍ୟ ବେଶ୍‌ ଭଲ ସମ୍ପର୍କ ରହିଛି। ସେଥିପାଇଁ ଯେତେବେଳେ ସୁଯୋଗ ମିଳିଛି ଜୟା ବଚ୍ଚନ ବୋହୂ ଐଶ୍‌ଙ୍କ ପ୍ରଶଂସା କରିବାକୁ ଭୁଲନ୍ତି ନାହିଁ। ନିକଟରେ ଏ ସମ୍ପର୍କିତ ଏକ ଭିଡିଓ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ଜୟା ମୁଁ ଶାଶୂ ହେବା ପାଇଁ ଯାଉଛି। ମତେ ଗୋଟେ ସୁନ୍ଦର, ସଂସ୍କାରୀ ଏବଂ […]

  • Thursday, 01 July 2021
tina-am
ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସରେ ଅଭିନେତ୍ରୀ ଟିନା କଲେ ସ୍ୱତନ୍ତ୍ର ଟ୍ୱିଟ୍‌

ମୁମ୍ବାଇ: ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ। ପ୍ରତ୍ୟେକ ନଭେମ୍ବର ୧୯ ତାରିଖ ଦିନ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଏ। ପ୍ରଥମ ଥର ୨୦୦୭ ମସିହାରେ ଭାରତରେ ପୁରୁଷ ଦିବସ ପାଳନ କରାଯାଇଥିଲା। ପୁରୁଷଙ୍କ ଅଧିକାର ପାଇଁ ଲଢ଼ୁଥିବା ସଂସ୍ଥା ‘ସେଭ ଇଣ୍ଡିଆନ ଫ୍ୟାମିଲି’ ପ୍ରଥମଥର ପାଇଁ ଭାରତରେ ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ପାଳନ କରିଥିଲା। ତେବେ ଆଜି ପୁରୁଷ ଦିବସ ଉପଲକ୍ଷେ ସୋଶାଲ୍‌ ମିଡିଆରେ ଶୁଭେଚ୍ଛା ବାର୍ତ୍ତା ସଂଖ୍ୟା କମ୍‌ ରହିଥିବା ବେଳେ […]

  • Thursday, 01 July 2021