• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Capture
ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ନୂଆଦିଲ୍ଲୀ: ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ଆଜି ପୁରିଛି ୧୨ ବର୍ଷ। ୨୦୦୮ ଆଜିର ଦିନରେ ମୁମ୍ବାଇ ଦେଖିଥିଲା ଆତଙ୍କବାଦୀଙ୍କ ସେହି ବର୍ବରୋଚିତ ଘଟଣା। ପାକିସ୍ତାନର ସଶସ୍ତ୍ର ୧୦ ଲସ୍କର ଆତଙ୍କବାଦୀ ସମୁଦ୍ର ପଥରେ ମୁମ୍ବାଇରେ ପଶି ଭିଆଇଥିଲେ ଆତଙ୍କର ତାଣ୍ଡବ। ଲିଓପାଡ୍ କାଫେ, ସିଏସ୍‌ଟି ଷ୍ଟେସନ୍, ତାଜ୍ ପ୍ୟାଲେସ୍, ଓବରୟ ହୋଟେଲ୍, କାମା ହସ୍ପିଟାଲ୍, ନରିମାନ୍ ହାଉସ୍ ଉପରେ ଆକ୍ରମଣ ହୋଇଥିଲା। ଆରଡିଏକ୍ସ, ଏକେ-୪୭, ଆଇଇଡି, ଗ୍ରେନେଡ୍ ଧରି ଆତଙ୍କବାଦୀ ଆଖିବୁଜା ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। […]

  • Wednesday, 30 June 2021
kumar sanu
ପୁଅ ଜାନ୍‌ଙ୍କ ବୟାନକୁ ନେଇ ରାଗିଗଲେ କୁମାର ସାନୁ !

ମୁମ୍ବାଇ: ଯଦିଓ ‘ବିଗ୍ ବସ୍ ୧୪’ରୁ ପ୍ରଖ୍ୟାତ ବଲିଉଡ୍ ଗାୟକ କୁମାର ସାନୁଙ୍କ ପୁଅ ଜାନ୍ କୁମାର ସାନୁ ବାହାରି ଯାଇଛନ୍ତି, ହେଲେ ବ୍ୟକ୍ତିଗତ ଜୀବନରେ ସେ ଚର୍ଚ୍ଚାରେ ଅଛନ୍ତି। କିଛି ଘଟଣାକୁ ନେଇ କୁମାର ସାନୁ ଓ ଜାନ୍ କୁମାର ମୁହାଁମୁହିଁ ହୋଇଛନ୍ତି। ଏପରିକି ଜାନ୍‌ କୁମାରଙ୍କୁ ତାଙ୍କ ନାମ ବଦଳାଇବା ଉପରେ ବିଚାର କରିବା ଉଚିତ୍‌ ବୋଲି କୁମାର ସାନୁ କହିବାକୁ ପଛାଇ ନାହାନ୍ତି। ଜାନ୍‌ ଯେତେବେଳେ ଛୋଟ ଥିଲେ, ସେତେବେଳେ ତାଙ୍କ ବାପାମା’(କୁମାର […]

  • Wednesday, 30 June 2021