• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

news-room-live-head-live-4pm
ଅପରାହ୍ଣ ୪ଟା ବେଳର ମୁଖ୍ୟଖବର

https://youtu.be/FfPPge_hlKM

  • Thursday, 01 July 2021
2
ଗୁମ୍ଫାରେ ୧୭ ବର୍ଷ

https://youtu.be/Zkk5d3MPgxE

  • Thursday, 01 July 2021
big boss 14
ପୁଣି ଅଡ଼ୁଆରେ ବିଗ୍‌ ବସ୍ ୧୪: ଏଜାଜ୍‌-ପବିତ୍ରାଙ୍କ ଚୁମ୍ବନ ଦୃଶ୍ୟକୁ ନେଇ ବିବାଦ

ମୁମ୍ବାଇ: ପୁଣି ଅଡ଼ୁଆରେ ରିଅଲିଟି ଶୋ’ ବିଗ୍‌ ବସ୍‌। ଗତ ୨ ମାସ ଭିତରେ ଦ୍ୱିତୀୟ ଥର ପାଇଁ ବିଗ୍‌ ବସ୍‌ ୧୪ ବିବାଦ ଘେରକୁ ଟାଣି ହୋଇଛି। ଏହି ଶୋ’କୁ ବ୍ୟାନ୍‌ କରିବା ପାଇଁ କରଣୀ ସେନା ନିର୍ମାତାଙ୍କୁ ନୋଟିସ୍‌ ପଠାଇଛନ୍ତି। ନିକଟରେ, ବିଗ୍‌ ବସ୍‌ ୧୪ର ଏକ ପ୍ରମୋରେ ଦେଖିବାକୁ ମିଳିଛି ଏଜାଜ୍‌ ଖାନ୍‌ ଓ ପବିତ୍ରା ପୁନିଆ ପରସ୍ପରକୁ ଗାଲରେ ଚୁମ୍ବନ ଦେଉଛନ୍ତି। ଯାହାକୁ ନେଇ ଏବେ ଅଡ଼ୁଆରେ ବିଗ୍‌ ବସ୍‌। ଏହି […]

  • Thursday, 01 July 2021
priyanka
ନୂଆବର୍ଷରେ ପ୍ରିୟଙ୍କାଙ୍କ ନୂଆ ଫିଲ୍ମ, ଦେଖନ୍ତୁ ଟିଜର

ମୁମ୍ବାଇ: ବଲିଉଡ୍‌ ତଥା ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଉପହାର ନେଇ ଆସୁଛନ୍ତି। ନୂଆବର୍ଷରେ ରିଲିଜ୍ ହେବାକୁ ଯାଉଛି ତାଙ୍କ ଅଭିନୀତ ଫିଲ୍ମ ‘ୱି କ୍ୟାନ୍‌ ବି ହିରୋଜ୍’। ନିକଟରେ ଏହାର ଟିଜର ରିଲିଜ୍‌ ହୋଇଛି। ଇନ୍‌ଷ୍ଟାଗ୍ରାମରେ ପ୍ରିୟଙ୍କା ଏହି ଟିଜର ଶେଆର କରି ଲେଖିଛନ୍ତି, ଏହି ଫିଲ୍ମର ସୁଟିଂ କରି ମୁଁ ଅନେକ ଅନୁଭୂତି ସାଉଁଟିଛି।  ଖାସ୍‌ କରି ନିର୍ଦ୍ଦେଶକ ରବର୍ଟ ରୋଡ୍ରିଗେଜ୍ ଓ ଏହି ପିଲାମାନଙ୍କ ସହ […]

anupam kher
କାମ ଖୋଜୁଛନ୍ତି ଅନୁପମ ଖେରଙ୍କ ପୁଅ !

ମୁମ୍ବାଇ: ଅନୁପମ ଖେର ଏବଂ କିରଣ ଖେରଙ୍କ ପୁଅ ସିକନ୍ଦର ଖେରଙ୍କ ଏକ ପୋଷ୍ଟ ଏବେ ଚର୍ଚ୍ଚାରେ ରହିଛି। ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ଥିବା ସିକନ୍ଦର ଏକ ପୋଷ୍ଟରେ ଏମିତି କିଛି ଲେଖିଛନ୍ତି ଯାହାକୁ ନେଇ ଆଲୋଚନା ଜୋର ଧରିଛି। ଏହି ପୋଷ୍ଟରେ ସିକନ୍ଦର ନିଜ ପାଇଁ କାମ ମାଗିଛନ୍ତି। ସିକନ୍ଦରଙ୍କ ଏହି ପୋଷ୍ଟରେ ତାଙ୍କର ଫ୍ୟାନ୍ସମାନେ ପ୍ରତିକ୍ରିୟା ରଖିଛନ୍ତି। କେତେକ ଫ୍ୟାନ୍ସ ଏହାକୁ ଜୋକ୍‌ସ ବୋଲି କହିବା ସହ କେତେଜଣ ଫ୍ୟାନ୍ସ ପରିସ୍ଥିତିକୁ ବୁଝିବା […]

  • Thursday, 01 July 2021
zaid
ହାତକୁ ଦି ହାତ ହେବେ ଗୌହର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ବିଗ୍‌ବସ୍‌ ଫେମ୍‌ ଗୌହର ଖାନଙ୍କୁ ନେଇ ଗତ କିଛିଦିନ ହେବ ବେଶ୍‌ ଚର୍ଚ୍ଚା ହେଉଛି। ଖୁବ୍‌ ଶୀଘ୍ର ସେ ବିବାହ କରିବାକୁ ଯାଉଛନ୍ତି। କିଛି ସପ୍ତାହ ପୂର୍ବରୁ ସେ ଜେଦ୍‌ ଦାରବାରଙ୍କ ସହ ନିର୍ବନ୍ଧ କରିବାର ସୂଚନା ଦେଇଥିଲେ। ତେବେ ଯାହା ସୂଚନା ମିଳିଛି ଦୁହେଁ ଆସନ୍ତା ମାସରେ ବିବାହ କରିବାକୁ ଯାଉଛନ୍ତି। ଏହାର ତାରିଖ ମଧ୍ୟ ସାମ୍ନାକୁ ଆସିଛି। ଉଭୟ ୨୫ ଡିସେମ୍ବର ୨୦୨୦ ରେ ତାଙ୍କ ଜୀବନର ଆଉ […]

  • Thursday, 01 July 2021
bhomi
ଭଲ କାହାଣୀ ଥିବା ଫିଲ୍ମ କର କହିଲେ ପ୍ରଶଂସକ, ଭୂମିକା ଦେଲେ ଏମିତି ଉତ୍ତର

ଭୁବନେଶ୍ୱର: ଓଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଭୂମିକା ତାଙ୍କ ଆଗାମୀ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଓ ଆର୍ ଆର୍ ଇଭେଣ୍ଟସ୍ ଦ୍ଵାରା ପ୍ରଯୋଜିତ ସିନେମା “ଆଉ ଗୋଟେ ଲଭ ଷ୍ଟୋରି”ରେ ଅଭିନୟ କରୁଛନ୍ତି  ଭୂମି। ଫିଲ୍ମଟି ଆସନ୍ତା ବର୍ଷ ରିଲିଜ୍‌ ହେବାକୁ ଯାଉଥିବା ବେଳେ ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ରହିଛନ୍ତି ଓଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ଜ୍ୟୋତି। ନିକଟରେ ଭୂମିକା ତାଙ୍କର ଏହି ପ୍ରୋଜେକ୍ଟ ସମ୍ପର୍କରେ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ସୂଚନା ଦେଇଥିଲେ। ଜ୍ୟୋତିଙ୍କ […]

  • Thursday, 01 July 2021
bharti singh
କମେଡିଆନ୍‌ ଭାରତୀ ଓ ତାଙ୍କ ସ୍ୱାମୀଙ୍କୁ ଉଠାଇ ନେଲା NCB

ମୁମ୍ବାଇ(ସୁରେଶ ଦାଶ): କମେଡିଆନ୍‌ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB) ଘରୁ ଉଠାଇ ନେଇଥିବା ସୂଚନା ମିଳିଛି। ପଚରାଉଚରା ପାଇଁ ସେମାନଙ୍କୁ ଏନ୍‌ସିବି ଅଫିସ୍‌‌ ନିଆଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଭାରତୀ ତାଙ୍କ ପ୍ରାଇଭେଟ୍‌ ଗାଡ଼ିରେ ଓ ହର୍ଷ ଏନ୍‌ସିବି ଅଧିକାରୀଙ୍କ ସହ ଗାଡ଼ିରେ ଏନ୍‌ସିବି ଅଫିସ ଯାଇଛନ୍ତି। ସୂଚନାଥାଉ କି, ଆଜି ସକାଳ ୭ଟାରେ ଏନ୍‌ସିବି ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରେ ରେଡ୍‌ […]

  • Thursday, 01 July 2021
mash
‘ଛତୁ ପତ୍ର ପୋଡ଼ା’

ଆବଶ୍ୟକ ସାମଗ୍ରୀ: ରସୁଣ ବଟା, ସୋରିଷ-ଜିରା ବଟା, ଛତୁ, କଖାରୁ ପତ୍ର, ସାରୁ ପତ୍ର, ଲୁଣ, ଅଦା ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, କଟା କଞ୍ଚା ଲଙ୍କା ଓ ସୋରିଷ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛତୁକୁ କାଟି ପାଣି ଧୋଇ ଦିଅନ୍ତୁ। ତା’ପରେ ଏଥିରେ ଲୁଣ, ରସୁଣ ବଟା, ସୋରିଷ-ଜିରା ବଟା, ଅଦା ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, କଟା କଞ୍ଚା ଲଙ୍କା ଓ ସୋରିଷ ତେଲ […]

  • Thursday, 01 July 2021