• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

nrha
ରୋମାଣ୍ଟିକ୍‌ ମୁଡ୍‌ରେ ନେହା-ରୋହନ, ଚୁମ୍ବନ ଫଟୋ ହେଲା ଭାଇରାଲ୍‌

ମୁମ୍ବାଇ: ଲୋକପ୍ରିୟ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ ସିଂ ନିକଟରେ ବିବାହ କରିଛନ୍ତି। ବେଶ୍‌ ଧୁମ୍‌ଧାମ୍‌ରେ ଦୁହେଁ ପଞ୍ଜାବ ଗୁରୁଦ୍ୱାରାରେ ବିବାହ କରିଛନ୍ତି। ଏବେ ହନିମୁନ୍‌ ପାଇଁ ନେହା ତାଙ୍କ ସ୍ୱାମୀଙ୍କ ସହ ଦୁବାଇ ଯାଇଥିବା ବେଳେ ସେଠାକାର ଫଟୋକୁ ଇନ୍‌ଷ୍ଟାଗ୍ରାମରେ ଶେଆର କରୁଛନ୍ତି। ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି। ଏହି ଫଟୋରେ ନେହା ଏବଂ ରୋହନପ୍ରୀତ‌ କିଛି ଅନ୍ତରଙ୍ଗ ସମୟ ବିତାଉଥିବା ଏବଂ ଚୁମ୍ବନ କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋରେ […]

neha
ସୋନୁ ସୁଦ୍‌ଙ୍କୁ ବାହାଘର କାର୍ଡ ପଠେଇଲେ ନେହା, ସୋନୁ କହିଲେ-‘ଚାଲ...

ଆରା: କରୋନା ମହାମାରୀକୁ ନେଇ ଏ ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ଲକ୍ଷାଧିକ ଲୋକଙ୍କୁ ସହାୟତାର ହାତ ବଢାଇଥିବା ବଲିଉଡ ସୁପରଷ୍ଟାର ସୋନୁ ସୁଦ୍‌ (Sonu Sood) ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସୋନୁ ସୁଦ୍‌ ଟ୍ୱିଟରରେ ନେହାଙ୍କ ବିବାହ ଆମନ୍ତ୍ରଣ ସ୍ୱୀକାର କରି ଚର୍ଚ୍ଚାକୁ ଆସିଛନ୍ତି। ବିହାର ଭୋଜପୁର ଜିଲ୍ଲାର ନବାଦା ଥାନା ଅଞ୍ଚଳର କରମନ ଟୋଲାର ବାସିନ୍ଦା।  ସେ ତାଙ୍କ ତାଙ୍କର ବିବାହ ପାଇଁ ଫିଲ୍ମ ଷ୍ଟାର ସୋନୁଙ୍କୁ ଆମନ୍ତ୍ରଣ କରିଛନ୍ତି। ଏହି ବାହାଘର […]

sushmita
ଏହି ପ୍ରଶ୍ନର ଉତ୍ତର ଦେଇ ଐଶ୍‌ଙ୍କୁ ପଛରେ ପକାଇ ଦେଇଥିଲେ ସୁସ୍ମିତା

ମୁମ୍ବାଇ: ଆସନ୍ତାକାଲି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଜନ୍ମଦିନ। ୧୯ ନଭେମ୍ବରରେ ୧୯୭୫ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ସୁସ୍ମିତା।  ୧୯୯୪ରେ ସେ ଫେମିନା ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଥିଲେ। ସେହି ବର୍ଷ ସେ ମିସ୍ ୟୁନିଭର୍ସରେ ମଧ୍ୟ ଭାଗନେଇଥିଲେ। ସେତେବେଳେ ସୁସ୍ମିତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା। ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଉଭୟ ସୁସ୍ମିତା ସେନ୍ ଏବଂ ଐଶ୍ୱର୍ଯ୍ୟା ରାୟ ଅଂଶଗ୍ରହଣ କରିଥିଲେ। ଗୋଆରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ତେବେ ଏହି ପ୍ରତିଯୋଗିତାରେ ଐଶ୍ୱର୍ଯ୍ୟାଙ୍କୁ ଜଣେ […]

  • Thursday, 01 July 2021
12
କଳାକାରଙ୍କ ନିଆରା ପ୍ରତିବାଦ

https://youtu.be/xKw90ErGOXs

  • Thursday, 01 July 2021
salman khan
ବିଗ୍‌ ବସ୍‌ର ଆଗାମୀ ଏପିସୋଡ୍‌‌ରେ ନଜର ଆସିନପାରନ୍ତି ସଲମାନ୍‌

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନଙ୍କ ଡ୍ରାଇଭର ଓ ୨ଜଣ ଷ୍ଟାଫ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ସଲମାନ୍‌ ନିଜକୁ ଆଇସୋଲେଟ୍‌ କରିଥିବା ସୂଚନା ମିଳିଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ସଲମାନ୍ ବିଗ୍‌ ବସ୍-୧୪ର ହୋଷ୍ଟ କରୁଛନ୍ତି। ତେଣୁ ଆଗାମୀ ଏପିସୋଡ୍‌ରେ ସେ ନଜର ଆସିନପାରନ୍ତି ବୋଲି କୁହାଯାଉଛି। ହେଲେ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ। ସୂଚନାଥାଉ କି, ସଲମାନ୍‌ଙ୍କ ଡ୍ରାଇଭର କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ […]

  • Thursday, 01 July 2021