• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

pic-1
ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ଏହି ୫ଜଣ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ତାରକାମାନେ ସର୍ବଦା ମୁକ୍ତ ଚିନ୍ତାଧାରକୁ ପ୍ରାଧାନ୍ୟ ଦେଇଥାନ୍ତି। ପ୍ରେମ ଏବଂ ବିବାହ ଭଳି ପ୍ରସଙ୍ଗରେ ସେମାନେ ବୟସ ଏବଂ ଧର୍ମର ପ୍ରତିବନ୍ଧକକୁ ପାର କରିବାରେ ବିଶ୍ୱାସ ରଖନ୍ତି। ବଲିଉଡ୍‌ରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ କରିବା ପାଇଁ ନିଜର ଧର୍ମ ପରିବର୍ତ୍ତନ କରିଛନ୍ତି। ଆସନ୍ତୁ ସେମିତି ୫ଜଣ ଅଭିନେତ୍ରୀଙ୍କ ବିଷୟରେ ଜାଣିବା। -‘ଆରାଧନା’, ‘କାଶ୍ମୀର କି କଲି’, ‘ଆନ୍‌ ଇଭ୍‌ନିଂ ଇନ୍‌ ପ୍ୟାରିସ୍’‌ ଭଳି ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିବା […]

  • Thursday, 01 July 2021
aditya
ବଲିଉଡ୍‌ରେ ପାଦ ଦେବା ପୂର୍ବରୁ କ'ଣ କରୁଥିଲେ ଆଦିତ୍ୟ?

ମୁମ୍ବାଇ: ବଲିଉଡ ଅଭିନେତା ଆଦିତ୍ୟ ରୟ କପୁରଙ୍କର ଆଜି ଜନ୍ମଦିନ। ୧୬ ନଭେମ୍ବର ୧୯୮୫ରେ ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ। ୨୦୦୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଲଣ୍ଡନ୍‌ ଡ୍ରିମ୍ସ’ ମାଧ୍ୟମରେ ସେ ତାଙ୍କର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ। ତେବେ  ୨୦୧୩ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଆଶିକି-୨’ ଆଦିତ୍ୟଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ପିଲାଦିନୁ କିନ୍ତୁ ଆଦିତ୍ୟ କ୍ରିକେଟର ହେବାକୁ ଚାହୁଁଥିଲେ। ସେ କ୍ରିକେଟ୍‌ କୋଚିଂ ମଧ୍ୟ ନେଇଛନ୍ତି। ପ୍ରସିଦ୍ଧ ଫିଲ୍ମ ନିର୍ମାତା ସିଦ୍ଧାର୍ଥ ରୟ […]

  • Thursday, 01 July 2021
amitav
ନିଆରା ଷ୍ଟାଇଲ୍‌ରେ ନାତୁଣୀ ଆରାଧ୍ୟଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିଗ୍‌ ବି

ମୁମ୍ବାଇ:ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଅଭିଷେକ-ଐଶ୍ୱର୍ଯ୍ୟାଙ୍କ କନ୍ୟା ଆରାଧ୍ୟାର ଆଜି ଜନ୍ମଦିନ। ବଚ୍ଚନ ପରିବାର ସବୁଠାରୁ ଛୋଟ ଏବଂ ଗେହ୍ଲା ସଦସ୍ୟ  ଆରାଧ୍ୟାର ଆଜି ୯ମ ଜନ୍ମଦିନ। ସେଥିପାଇଁ ଆଜି ଘରେ ଖୁସିର ମାହୋଲ। ତେବେ କରୋନା ପାଇଁ ଘରେ ସେପରି କୌଣସି ଗ୍ରାଣ୍ଡ ସେଲେବ୍ରେଶନ ହେଉନାହିଁ। ସମସ୍ତେ ନିଜ ନିଜ ଷ୍ଟାଇଲ୍‌ରେ ଆରାଧ୍ୟାକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଅମିତାଭ ମଧ୍ୟ ନିଜ ଗେହ୍ଲି ନାତୁଣୀକୁ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି ନିଆରା ଷ୍ଟାଇଲ୍‌ରେ। […]

  • Thursday, 01 July 2021
nushray
ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ସୋରିଷ କ୍ଷେତରେ ନଜର ଆସିଲେ ରାଜକୁମାର-ନୁସରତ୍‌‌

ମୁମ୍ବାଇ: ଦୀପାବଳି ଅବସରରେ ଆମାଜନ ପ୍ରାଇମରେ ରିଲିଜ୍‌ ହୋଇଛି ନୁସରତ ଭାରୁଚା ଏବଂ ରାଜକୁମାର ରାଓଙ୍କ ଚଳଚ୍ଚିତ୍ର ‘ଛଲାଙ୍ଗ’। ଏହି ଚଳଚ୍ଚିତ୍ରକୁ ଲୋକମାନେ ବେଶ୍‌ ଭଲପାଇବା ଦେଇଛନ୍ତି। ନିକଟରେ ସୋଶାଲ୍‌ ମିଡିଆରେ ନୁସ୍‌ରତ-ରାଜକୁମାରଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି। ଭିଡିଓରେ ନୁସରତ୍‌ ଏବଂ ରାଜଙ୍କୁ ‘ଦିଲ୍ଲ ୱାଲେ ଦୁଲ୍‌ହନିଆ ଲେ ଯାଏଗେଁ’ ଫିଲ୍ମର ଶାହାରୁଖ ଏବଂ କାଜୋଲଙ୍କ ଷ୍ଟାଇଲ୍‌ରେ ସୋରିଷ କ୍ଷେତରେ ନାଚୁଥିବାର ଦେଖିବାକୁ ମିଳିଛି। ଭିଡିଓକୁ ନୁସରତ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି। ଭିଡିଓ […]

  • Thursday, 01 July 2021
8pm
ରାତି ୮ଟା ବେଳର ମୁଖ୍ୟଖବର

https://www.youtube.com/watch?v=g2Qe2KIJgkU

  • Thursday, 01 July 2021
4
ମକା କିଆରିରେ ଛୁଆ ସହ ମାଆ ଭାଲୁ

https://youtu.be/V_anRQm5Tic

  • Thursday, 01 July 2021