• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

supreme court
ମହାରାଷ୍ଟ୍ର ସରକାରଙ୍କ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି କରି ସୁପ୍ରିମ କୋର୍ଟ ମହାରାଷ୍ଟ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। କାହାର ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବା ନ୍ୟାୟକୁ ଉପହାସ କରିବା ସହ ସମାନ। ୨୦୧୮ ମସିହାର ଏକ ଆତ୍ମହତ୍ୟା ମାମଲାରେ ଗିରଫ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଧନଞ୍ଜୟ ଭାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ, […]

  • Thursday, 01 July 2021
4
ଫେସ୍‌ବୁକ ପୋଷ୍ଟକୁ ନେଇ ଦୁଇ ଦୁଇ ଥର ଜେଲ୍‌ ଗଲେ ସାମ୍ବାଦିକ

ଇମ୍ଫାଲ: ଜଣେ ସାମ୍ୱାଦିକ ଫେସ୍‌ବୁକ୍‌ରେ ବିବାଦୀୟ ପୋଷ୍ଟ କରି ପୂର୍ବରୁ ଥରେ ଜଲ୍‌ ଯାଇଥିବାବେଳେ ପୁଣି ଥରେ ଗିରଫ ହୋଇଛନ୍ତି। ସାମ୍ୱାଦିକ ଜଣକ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ବିରୋଧୀ ଲେଖା ପୋଷ୍ଟ କରି ଗିରଫ ହୋଇ ଜେଲ୍‌ରେ ଥିବା ସୂଚନା ମିଳିଛି। ମଣିପୁର୍‌ର ଏହି ସ୍ଥାନୀୟ ସାମ୍ୱାଦିକ ପୂର୍ବରୁ ଫେସ୍‌ବୁକ୍‌ରେ ବିବାଦୀୟ ପୋଷ୍ଟ କରି ୧୩୩ ଦିନ ଜେଲ୍‌ ଯାଇଥିଲେ। ଜେଲ୍‌ରୁ ମୁକୁଳିବା ପରେ ସେ ପୁଣି ଏକ ପୋଷ୍ଟ କରିଥିଲେ। ଯାହାଫଳରେ ତାଙ୍କୁ ପୋଲିସ୍‌ ଗିରଫ […]

  • Thursday, 01 July 2021
ଜେଲ୍‌ରୁ ମୁକୁଳିବା ପରେ ମହାରାଷ୍ଟ୍ର ସରକାରଙ୍କ ଉପରେ ବର୍ଷିଲେ ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବାଇ: ଜେଲ୍‌ରୁ ମୁକୁଳିବା ପରେ ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ମହାରାଷ୍ଟ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଗିରଫଦାରୀକୁ ବେଆଇନ୍ କହିବା ସହ ଉଦ୍ଧବ ସରକାରଙ୍କ ହୀନ ଉଦ୍ୟମକୁ ସେ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଏଥିସହ ଖୋଲା ଡିବେଟ୍ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସେ ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି। ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ପାଇବା ପରେ ଗତକାଲି ଜେଲ୍‌ରୁ ବାହାରିଥିଲେ ଅର୍ଣ୍ଣବ। ଜାମିନ ପରେ ସେ ମୁମ୍ବାଇର ତାଲୋଜା ଜେଲ୍‌ରୁ ବାହାରିଥିଲେ। […]

  • Thursday, 01 July 2021