• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

cow
ପ୍ରଦୁଷଣମୁକ୍ତ ପରିବେଶ ପାଇଁ ଓଡ଼ିଆ ଯୁବକଙ୍କ ନିଆରା ପଦକ୍ଷେପ, ଗାଈ ଗୋବରରୁ ତିଆରି କଲେ ଦୀପ

ଭୁବନେଶ୍ୱର: ବାୟୁ ପ୍ରଦୁଷଣ ଏବେ ଦେଶ ପାଇଁ ଚିନ୍ତାର କାରଣା ଦେଶର ପ୍ରମୁଖ ସହର ରାଜଧାନୀ ଦିଲ୍ଲୀ କିଭଳି ବିଷ ବଳୟରେ ରହିଛି ତାହା କାହାକୁ ବା ଅଜଣା। ଏହି ସ୍ଥିତି ଆହୁରି ଗମ୍ଭୀର ହୋଇଯାଏ, ଯେତେବେଳେ ଦୀପାବଳି ଆସୋ କିଛି ସମୟର ମୁହୂର୍ତ୍ତ ସିନା ଆମକୁ ଖୁସି ଦିଏ, କିନ୍ତୁ ପର ସମୟରେ ତାହା ଭୟଙ୍କର ରୂପ ଧାରଣ କରିଥାଏା ଏଭଳି ସ୍ଥିତିରେ ଦୀପାବଳିକୁ ଶାନ୍ତି ଓ ସୁରକ୍ଷିତ ତଥା ପ୍ରଦୁଷଣମୁକ୍ତ ପାଳନ କରିବା ପାଇଁ […]

  • Thursday, 01 July 2021
news-room-live-head-live-4pm
ଅପରାହ୍ଣ ୪ଟା ବେଳର ମୁଖ୍ୟ ଖବର

https://youtu.be/q-7efaT-D2g

  • Thursday, 01 July 2021
lalu
ଏନ୍‌ଡିଏ ଠାରୁ ଆର୍‌ଜେଡି ମେଣ୍ଟ ପରାସ୍ତ ହେଉଥିବା ଦେଖି ଟିଭି ବନ୍ଦ କରିଦେଲେ ଲାଲୁ

ରାଞ୍ଚି: ଏନ୍‌ଡିଏ ଠାରୁ ଆର୍‌ଜେଡି ମେଣ୍ଟ ପରାସ୍ତ ହେଉଥିବା ଦେଖି ନିରାଶ ହୋଇଗଲେ ରାଷ୍ଟ୍ରୀୟ ଜନତା ଦଳ(RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ହଠାତ୍ ଟିଭି ବନ୍ଦ କରିଦେଇ ସିଧା ଯାଇ ବଙ୍ଗଳାର ଲନ୍‌ରେ ବସି ପଡ଼ିଲେ। ଲାଲୁଙ୍କର ଏହି ଫୋଟେ ଏବେ ଭାଇରାଲ୍ ହେଉଛି।  ସୂଚନା ଅନୁସାରେ, ରାଞ୍ଚି ରିମ୍ସ ହସ୍‌ପିଟାଲର କେଲ୍ଲି ବଙ୍ଗଲୋରେ ଲାଲୁପ୍ରସାଦ ଯାଦବଙ୍କର ଚିକିତ୍ସା ଚାଲିଛି। ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହେବା ପରେ ଲାଲୁ ଟିଭି ସାମ୍ନାରେ ବସିଯାଇଥିଲେ। […]

  • Thursday, 01 July 2021
ବ୍ରେକିଂ ନ୍ୟୁଜ୍‌: ଜୁଲାଇ ୧, ୨୦୨୧

ମାଟ୍ରିକ୍ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ଜୁଲାଇ ୩୦ରୁ ଦଶମ ଶ୍ରେଣୀ ପିଲାଙ୍କ ଅଫ୍‌ଲାଇନ୍ ପରୀକ୍ଷା ଦୈନିକ ସମ୍ବାଦରେ ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ଚର୍ଚ୍ଚା; ରାଜ୍ୟରେ କୋଭିଡ଼ ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

  • Thursday, 01 July 2021
ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ବିଲ୍ଡିଂର କାନ୍ଥ; ୮ ଶ୍ରମିକ ମୃତ, ୬ ଗୁରୁତର

ଯୋଧପୁର: ରାଜସ୍ଥାନ ଯୋଧପୁରରେ କାନ୍ଥ ଭୁଶୁଡ଼ି ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଯୋଧପୁର ବସ୍‌ନୀ ଶିଳ୍ପାଞ୍ଚଳରେ ଥିବା ଏକ ନିର୍ମାଣାଧୀନ ବିଲ୍ଡିଂର କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କିଭଳି ସ୍ଥିତିରେ କାନ୍ଥ ଭୁଶୁଡ଼ିଲା ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ ଚଳାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମୃତକଙ୍କ ପରିବାରକୁ […]

  • Thursday, 01 July 2021