• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

dillp-rot
କୋଲ୍ ସ୍କାମ୍‌ରେ ଦିଲୀପ ରାୟଙ୍କୁ ବଡ଼ ଆଶ୍ୱସ୍ତି; ଜେଲ୍ ଦଣ୍ଡାଦେଶକୁ ସସ୍‌ପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ

ଭୁବନେଶ୍ୱର: ୧୯୯୯ କୋଲ୍ ବ୍ଳକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ଗତକାଲି ସ୍ୱତନ୍ତ୍ର ସିବିଆଇ କୋର୍ଟ ଶୁଣାଇଥିବା ୩ ବର୍ଷର ଜେଲ୍ ଦଣ୍ଡାଦେଶକୁ ସସ୍‌ପେଣ୍ଡ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ସ୍ୱତନ୍ତ୍ର ସିବିଆଇ କୋର୍ଟର ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ୧୯୯୯ରେ ଝାଡ଼ଖଣ୍ଡ ଗିରିଡିହରେ ଥିବା ବ୍ରହ୍ମାଡିହ କୋଲ୍ ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ଗତକାଲି […]

  • Friday, 02 July 2021
supreem-court
ଷ୍ଟାଟସ୍‌ ନୁହେଁ ଧମକ୍‌କୁ ଦେଖି ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦେବା ଉଚିତ-ସୁପ୍ରମକୋର୍ଟ

ନୂଆଦିଲ୍ଲୀ:ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ଭାଇ ଅନିଲ ଅମ୍ବାନୀଙ୍କୁ ଜେଡ୍‌ ପ୍ଲସ ସିକ୍ୟୁରିଟ ପ୍ରତ୍ୟାହାର ଆବେଦନ ମଙ୍ଗଳବାର ସୁପ୍ରିମକୋର୍ଟରେ ଖାରଜ ହୋଇ ଯାଇଛି। ଏଥିସହିତ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ଟିପ୍ପଣୀକୁ ମଧ୍ୟ ସମାଲୋଚନା କରିଛନ୍ତି। ଆବେଦନକାରୀ ହିମାଂଶୁ ଅଗ୍ରୱାଲ କହିଥିଲେ ଯେ, ଅମ୍ବାନୀ ପରିବାର ନିଜ ସୁରକ୍ଷା ଖର୍ଚ୍ଚ ବହନ କରିବାକୁ ସମର୍ଥ। ତେଣୁ ତାଙ୍କୁ ଦିଆଯାଇଥିବା ଉଚ୍ଚସ୍ତରୀୟ ସୁରକ୍ଷା ପ୍ରତ୍ୟାହାର କରି ନିଆଯାଉ। ବମ୍ବେ ହାଇକୋର୍ଟ ଏହା ଉପରେ ଟିପ୍ପଣି ଦେଇ କହିଥିଲେ, ଯେଉଁମାନଙ୍କ ଜୀବନ […]

  • Friday, 02 July 2021
modi
ଏନଡିଏ ଯାହା କହେ, ତାହା କରେ-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଏନଡିଏ ଯାହା କହେ ତାହା କରେ।  ବିହାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଦରଭଙ୍ଗାରେ ପ୍ରଚାର ବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ୪୦କୋଟିରୁ ଅଧିକ ଗରିବଙ୍କ ବ୍ୟାଙ୍କ ଖାତା ଖୋଲା ସରିଛି । ଉଜ୍ଜ୍ୱଳା ଯୋଜନାରେ ବିହାରର ପ୍ରାୟ ୯୦ ଲକ୍ଷ ମହିଳାଙ୍କୁ ଧୂଆଁରୁ ମୁକ୍ତି ମିଳିଛି । କରୋନା କାଳରେ ବି ସମସ୍ତ ଗରିବଙ୍କୁ ମାଗଣାରେ ରାସନ ଦିଆଯାଉଛି । ସେହିପରି ଗରିବଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା […]

  • Friday, 02 July 2021
Amitsaha-ptl
'ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା'

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଅମୀଷା ପଟେଲ୍‌ଙ୍କ ଏକ ଅଡିଓ ମେସେଜ୍‌ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ସେ ବିହାର ନିର୍ବାଚନ ପ୍ରଚାର ସମୟରେ କିପରି ନିଜକୁ ଅସୁରକ୍ଷିତ ମନେକରୁଥିଲେ ସେ ବିଷୟରେ କହିଛନ୍ତି। ତାଙ୍କୁ ଦୁଷ୍କର୍ମ‌ କିମ୍ୱା ହତ୍ୟା କରାଯିବାର ସେ ଆଶଙ୍କା କରିଥିଲେ ବୋଲି ଭିଡିଓରେ କହିଛନ୍ତି ଅମୀଷା। ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ସକ୍ଷାତକାର ଦେଇ ଅମୀଷା କହିଛନ୍ତି ଯେ ସେ ଜଣେ ଅତିଥି ଭଳି ବିହାରକୁ ଲୋକ ଜନଶକ୍ତି ପାର୍ଟିର ନେତା ପ୍ରକାଶ […]

  • Friday, 02 July 2021