• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

କଦଳୀ ଭଣ୍ଡା ଚୁଙ୍ଗୁଡ଼ି ମହୁର
କଦଳୀ ଭଣ୍ଡା ଚୁଙ୍ଗୁଡ଼ି ମହୁର

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, କଦଳୀ ଭଣ୍ଡା, ପିଆଜ, ଆଦା ରସୁଣ ଓ ଲଙ୍କା ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ପାଉଇଡର, ଲୁଣ, ରିଫାଇନ୍‌ ତେଲ। କେମିତି ତିଆରି କରିବେ କଦଳୀ ଭଣ୍ଡା ଚୁଙ୍ଗୁଡ଼ି ମହୁର ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଚିଙ୍ଗୁଡ଼ିରେ ଲୁଣ ହଳଦୀ ପାକାଇ ରଖନ୍ତୁ ଓ କଦଳୀ ଭଣ୍ଡାକୁ ଲୁଣ ହଳଦୀ ପାଣିରେ କିଛି ସମୟ ରଖନ୍ତୁ। ତା’ପରେ କଢେଇ ବସାଇ ସେଥିରେ ରିଫାଇନ୍‌ ତେଲ ପଖାନ୍ତୁ। ତେଲ ଗରମ ହେବା ପରେ ଚୁଙ୍ଗୁଡ଼ି […]

sweety chicken
‘ସ୍ୱିଟି ଚିକେନ୍‌’: How to make Sweety Chicken

ଆବଶ୍ୟକୀୟ ସାମଗ୍ରୀ: ଚିକେନ୍‌ ଲେଗ୍‌ ପିସ୍‌, ପିଆଜ, ଲୁଣ, ଅଦା ରସୁଣ ପେଷ୍ଟ, ହଳଦୀ, ଲେମ୍ୱୁ, ଗୋଟା ଡାଲଚିନ, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ, ତେଲ, ଦହି, ଆଲମଣ୍ଡ, ଭଜା ପିଆଜ, କାଜୁ, ଧନିଆ ପତ୍ର, ଲଙ୍କା, ପୁଦିନା ପେଷ୍ଟ। How to make Sweety Chicken ପ୍ରସ୍ତୁତି ପ୍ରଣାଳୀ : ‘ସ୍ୱିଟି ଚିକେନ୍‌’ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପୁଦିନା ପତ୍ର, ଧନିଆ ପତ୍ର, କଞ୍ଚା ଲଙ୍କା, ଭଜା ପିଆଜ ଓ ଆଲମଣ୍ଡକୁ ବାଟି ରଖନ୍ତୁ। […]

rain
ଆସନ୍ତା ୫ ତାରିଖ ଯାଏ ବର୍ଷା ସହ ବଜ୍ରପାତ ଆଶଙ୍କା

ଆସନ୍ତା ୫ ତାରିଖ ଯାଏ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଗତ ଜୁନ ୧ରୁ ଜୁଲାଇ ୧ ମଧ୍ୟରେ ରାଜ୍ୟରେ ୧୮୪. ୬ ମିଲିମିଟର ବର୍ଷା ରେକର୍ଡ ମୌସୁମୀର ଦୁର୍ବଳ ସ୍ଥିତିରୁ ରାଜ୍ୟରେ ବର୍ଷାର ପରିମାଣ କମ୍‌…

  • Friday, 02 July 2021