ସମ୍ବଲପୁର: ହାତୀ ସୁରକ୍ଷାରେ ଅବହେଳା ଅଭିଯୋଗରେ ରେଞ୍ଜର ନିଲମ୍ବିତ। ସମ୍ବଲପୁର ସଦର ବନାଞ୍ଚଳର ରେଞ୍ଜର ଗୌରୀଶଙ୍କର ଦାସଙ୍କୁ ନିଲମ୍ବନ କରାଯାଇଛି। ଗତ ୨୦୧୯ରୁ ୨୦ ୨୧ ମଧ୍ୟରେ ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ମୋଟ ୬ଟି ହାତୀଙ୍କର ମୃତ୍ୟୁ ଘଟିଥିଲା। କେତେବେଳେ…
ସମ୍ବଲପୁର: ସମ୍ବଲପୁରରେ ଗାଡ଼ି ଚେକିଂ ବେଳେ ପୋଲିସ-ପବ୍ଲିକ ମୁହାଁମୁହିଁ ହୋଇଛନ୍ତି। ଲକ୍ଷ୍ମୀ ଟକିଜ ଛକ ନିକଟରେ ଗାଡ଼ି ଚେକିଂ ବେଳେ ଏଭଳି ସ୍ଥିତି ଉପୁଜିଛି। ବାଇକରେ ୩ ଜଣ ଯାଉଥିବାବେଳେ ଏମାନଙ୍କୁ ପୋଲିସ ଅଟକାଇଥିଲା। ତେବେ ପୋଲିସ ଗାଡ଼ି ରୋକିବାରୁ ସ୍ଥାନୀୟ…
ରେଢ଼ାଖୋଲରେ କୋଇଲା ଚୋରି ରାକେଟ ଠାବ ୫ ଟ୍ରେଲର ଜବତ, ଜଣେ ଅଟକ ଚୋରା କୋଇଲା ଥିବା ଷ୍ଟକୟାର୍ଡରେ ଚଢ଼ାଉ କରିଥିଲା ପୋଲିସ ରେଢ଼ାଖୋଲ: ଧରାପଡିଲା କୋଇଲା ଚୋରି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଏକ ବଡ଼ ଧରଣର କୋଇଲା ଚୋରି…
ସମ୍ବଲପୁର : ବନ୍ଦ ହୋଇଯିବ ସମ୍ବଲପୁରର ଲାଇଫ ଲାଇନ୍ । ସମ୍ବଲପୁର ରୋଡ ରେଳ ଷ୍ଟେସନ ରେଳ ଲାଇନ ଦୋହରୀକରଣ ପାଇଁ ଫାଟକ ଷ୍ଟେସନ ଭାବେ ଜଣାଶୁଣା ଷ୍ଟେସନକୁ ସ୍ଥାୟୀ ଭାବେ ଉଚ୍ଛେଦ କରିବାକୁ ପୂର୍ବତଟ ରେଳବାଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ…
ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଅନ୍ତର୍ଗତ କୁମୁଡ଼ାବାଲି ସ୍ଥିତ କସ୍ତୁରବା ବାଳିକା ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଙ୍କ ନାଁ ନନ୍ଦିନୀ କାଡ୍ରାକା। ସେ ସପ୍ତମ ଶ୍ରେଣୀର ଛାତ୍ରୀ ଥିଲେ।…
ଭୁବନେଶ୍ୱର: ଶ୍ରୀମନ୍ଦିର ଡାମେଜ୍ ସେଫେଟି ବିଶେଷଜ୍ଞ ଇଞ୍ଜିନିୟର ପଦ୍ମଲୋଚନ ମହାପାତ୍ରଙ୍କ ଦେହାନ୍ତ। ଶ୍ରୀଜଗନ୍ନାଥ ମନ୍ଦିର ବିଶେଷଜ୍ଞ କୋର କମିଟିର ବରିଷ୍ଠ ଇଞ୍ଜିନିୟର ପଦ୍ମଲୋଚନ ମହାପାତ୍ରଙ୍କ ୮୦ବର୍ଷ ବୟସରେ ଗତକାଲି(ମଙ୍ଗଳବାର) ଦେହାନ୍ତ ଘଟିଛି। ହୃଦଘାତରେ ସେ ମୃତ୍ୟୁବରଣ କରିଛନ୍ତି। ସେ ଶ୍ରୀଜଗନ୍ନାଥ ମନ୍ଦିର ପୂର୍ଣ୍ଣାଙ୍ଗ ମରାମତି କାର୍ଯର ପ୍ରତ୍ୟକ୍ଷ ତଦାରଖ ବିଗତ ୨୭ବର୍ଷ ଧରି କରିଆସୁଥିଲେ। ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ପ୍ରତିଷ୍ଠିତ ବୈଷୟିକ କୋର କମିଟିର ମୁଖ୍ୟ ସଦସ୍ୟ ଭାବରେ ୧୯୯୩ ମସିହାରୁ କାର୍ଯ୍ୟ କରିଆସୁଥିଲେ। ମେକାନିକାଲ ଇଞ୍ଜିନିୟର […]
ଯାଜପୁର: ଭୁବନେଶ୍ୱର ଆସୁଥିବା ସମୟରେ ପିହୁ ମା’କୁ ଉଠାଇ ନେଲା ପୋଲିସ୍। କଟକ ଓଏମ୍ପି ଛକରେ ବସ୍ ଅଟକାଇ ପିହୁର ମା’ଙ୍କୁ ଉଠାଇ ନେଇଯାଇଛି ପୋଲିସ। ଯାଜପୁରରୁ ଭୁବନେଶ୍ୱର ବିଧାନସଭା ଅଭିମୁଖେ ପିହୁ ମା’ ମୋନାଲିସା ନାୟକ ବାହାରିଥିଲେ ବୋଲି ଜଣାପଡ଼ିଛି।…
ଯାଜପୁର(ଗୁଲାମ ଗସ୍) : ’ଭାଇ ନୁହେଁ ପୁଅ ଥିଲା ମୋର। ଆଜି ମୋ ପୁଅ ଚାଲିଗଲା। ମୋ ଭାଇଟା, ମୋ ଛୁଆ ଭାଇଟା। ସାନ ଭାଇଟାକୁ କୋଳେଇ କାଖେଇ ମଣିଷ କରିଥିଲି, ଆଜି ଦେଶ ପାଇଁ ସହିଦ ହୋଇଗଲା।” ଦେଶମାତୃକା ପାଇଁ…
ବୈତରଣୀ ନଦୀ ଗର୍ଭରୁ ଠାବ ହେଲା ବିରାଟ ଶିବ ଲିଙ୍ଗ। ଯାଜପୁର ଦଶରଥପୁର ବ୍ଲକ ତଳିହା ପଞ୍ଚାୟତର ବୈତରଣୀ ନଦୀ ଭିତରେ ଶିବ ଲିଙ୍ଗ ସହ ଦୁଇଟି ପୁରାତନ ମନ୍ଦିରର ଚୂଡା ସାମ୍ନାକୁ ଆସିଛି। ଶିବ ଲିଙ୍ଗ ସ୍ପଷ୍ଟ ଭାବେ ଦେଖାଯିବା ପରେ ଆଜିଠୁ ଲୋକେ ପୂଜାର୍ଚ୍ଚନା ବି ଆରମ୍ଭ କରିଦେଇଛନ୍ତି।
ଭୁବନେଶ୍ୱର: ୩୧ ଅଗଷ୍ଟ ୨୦୨୦। ସେହିଦିନ ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏରିଏଲ୍ ସର୍ଭେ ପରେ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିବା ସହିତ ଘୋଷଣା କରିଥିଲେ ସହାୟତା ପ୍ୟାକେଜ୍। ମୁଖ୍ୟମନ୍ତ୍ରୀଙ୍କ ଏରିଏଲ୍ ସର୍ଭେ ଓ ପରବର୍ତ୍ତୀ ସମୀକ୍ଷା ବୈଠକର ଚିତ୍ର ଓ ଭିଡିଓ ପ୍ରଦାନ କରିଥିଲେ ରାଜ୍ୟ ସରକାର। ତେବେ ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ କରିଥିବା ପରିଦର୍ଶନ ନେଇ ପ୍ରଶ୍ନ […]
ଯାଜପୁର( ଗୁଲାମ ଗସ୍) : ଓଡ଼ିଆ ପୁଅଙ୍କ ହୁଙ୍କାର ବାଣୀରେ ଶତ୍ରୁପକ୍ଷ ଥରହର ହେବ। ମାତୃଭୂମିର ମାନ ପାଇଁ ଜନ୍ମ ନେଇଥିବା ବୀର ଦେଶ ଓ ଜାତି ପାଇଁ ଶେଷ ରକ୍ତବିନ୍ଦୁ ଥିବା ଯାଏଁ ଲଢ଼ିବେ। ବୀର ଆମର ରଚିବେ ଆଉ…
ଯାଜପୁର(ଅଭୟ ପତି) : ଆଶା ଥିଲା ବାଇପାସ୍ ରାସ୍ତା ତିଆରି ହେଲେ, ସହର ଭିତରୁ ଟ୍ରାଫିକ ସମସ୍ୟା କମିବ । ଲୋକେ ଭିଡ଼ରୁ ମୁକ୍ତି ପାଇବେ, ଭାରିଯାନ ହଟିବ, ତାସହ ଦୁର୍ଘଟଣା ବି କମିବ । କିନ୍ତୁ ଦୀର୍ଘ ବର୍ଷ ହେଲା…
ଭୁବନେଶ୍ୱର: ହିନ୍ଦୀ ଶିକ୍ଷକ ୫ କୋଟି ଟଙ୍କା ସଂପତ୍ତିର ମାଲିକ। ଏହି ଶିକ୍ଷକ ଜଣକ ହେଉଛନ୍ତି ଗଂଜାମ ରଙ୍ଗେଇଲୁଣ୍ଡା ଝାଡ଼ାଙ୍କୁଲି ଗାଁ ଯଶୋଧା ହାଇସ୍କୁଲର ଶିକ୍ଷକ ଭୁବନାନନ୍ଦ ସାହୁ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକାକାଳୀନ ୧୦ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ। ଭୁବନାନନ୍ଦଙ୍କର ମୋଟ ୪ କୋଟି ୯୩ ଲକ୍ଷରୁ ଅଧିକ ଟଙ୍କାର ସଂପତ୍ତି ଠାବ କରି ହୋଇଛି। ବ୍ରହ୍ମପୁରରେ ୩ କୋଟି ଟଙ୍କାର ମୂଲ୍ୟର ୨ଟି ଘର ଥିବା ବେଳେ ଭୁବନେଶ୍ୱରରେ ଅଛି […]
ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉତ୍ତମ ମାନର ଶିକ୍ଷା ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ସତ୍ତ୍ୱେ ପିଲାମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ହଷ୍ଟେଲ୍ରେ ରହୁଥିବା ପିଲାମାନଙ୍କୁ ଠିକ୍ ଭାବେ ଖାଇବାକୁ ଦିଆଯାଉନଥିବା ଅଭିଯୋଗ…
ଆରମ୍ଭ ହେଲା ସଡକ ସୁରକ୍ଷା ମାସ ଭୁବନେଶ୍ୱର : ଆଜିଠୁ ଜାତୀୟ ସଡକ ସୁରକ୍ଷା ମାସ । ଆସନ୍ତା ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସଡ଼କ ସୁରକ୍ଷା ମାସ । ଭୁବନେଶ୍ୱରରେ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ପରିବହନ ମନ୍ତ୍ରୀ…
ବଣ୍ଡା ଯୁବକଙ୍କ ନିଆରା ଝାଟି ପର୍ବ ପାଳିତ ପରସ୍ପରକୁ ଝାଟିରେ ପିଟି ପାଳିଲେ ପର୍ବ ଶତ୍ରୁତାକୁ ଭୁଲି ଭାଇଚାରା ଲାଗି କରନ୍ତି ଝାଟିରେ ପ୍ରହାର ବଣ୍ଡା ସଂପ୍ରଦାୟଙ୍କ ଦ୍ୱାରା ଆଦିମ କାଳରୁ ହେଉଛି ପାଳନ ଲମତାପୁଟ( ଜଗତ ଜୀବନ କାଚିମ): ଆଦିବାସୀଙ୍କ…
ମାଲକାନଗିରି(ରତ୍ନାକର ପ୍ରଧାନ): ମହାମାରୀର ପ୍ରତିକୂଳ ପରିସ୍ଥିତି ଦେଖାଇଲା ରାହା। ନିଜ କ୍ଷେତରେ ସୁନାର ଫସଲ ଫଳାଉଛନ୍ତି ଆଦିବାସୀ। ଜୁଆଡ଼େ ଦେଖିବ ସବୁଜମୟ ଦିଶୁଛି ପରିବେଶ। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ହେଉଛି ସବୁଠାରୁ ଦୁର୍ଗମ ତଥା ନକ୍ସଲ ପ୍ରବଣ ଭାବେ ପରିଚିଚ। ଏଠାରେ…
ଭୁବନେଶ୍ୱର: ରାଜ୍ୟରେ କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାର୍ବଣ ଓ ଶୀତଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କ ରହିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି, କୋଭିଡ ପରିଚାଳନାରେ ଓଡ଼ିଶା କ୍ରମାଗତ ଭଲ ପ୍ରଦର୍ଶନ କରୁଛି। କରୋନା ସଂପର୍କିତ ଓଡ଼ିଶାର ସମସ୍ତ ସୂଚକାଙ୍କ ଜାତୀୟ ହାରଠାରୁ ଭଲ ଅଧିକାଂଶ ଜିଲ୍ଲାରେ କମୁଛି। ନୂଆ ସଂକ୍ରମଣ ଅଧିକ ପ୍ରଭାବିତ ହୋଇଥିବା କଟକ, ଖୋର୍ଦ୍ଧା, ପୁରୀ ଜିଲ୍ଲାର ପରିସ୍ଥିତିରେ […]
ଭୁବନେଶ୍ୱର: ପଞ୍ଚଭୂତରେ ବିଲୀନ ହୋଇଗଲେ ସିନା, ବିଶିଷ୍ଟ ରାଜନେତା ଶରତ କରଙ୍କୁ ଦିଆଯାଇପାରିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା। ବିୟୋଗ ପରେ ବି ମିଳିଲାନି ଉଚିତ୍ ସମ୍ମାନ। ଏଭଳି ଅଭିଯୋଗ ଆଣି ସରକାରଙ୍କୁ ନିନ୍ଦା କରିଛନ୍ତି କଟକ ଜିଳ୍ଲା ମାହାଙ୍ଗାବାସୀ ଏବଂ କଂଗ୍ରେସ ନେତା। ଏପରିକି ସ୍ୱର୍ଗତ ଶରତ କରଙ୍କ ପତ୍ନୀ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି। ଏତେବଡ଼ ରାଜନେତା ତଥା ବିଶିଷ୍ଟ ସାହିତ୍ୟିକଙ୍କ ପରଲୋକ ପରେ ବି ଏଭଳି ଅବହେଳା ଦୁଃଖଦାୟକ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। […]
ବେତନଟୀ(ରଶ୍ମି ରଞ୍ଜନ ଦାସ): ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଯୋଜନାରେ ଘରେ ଘରେ ପାଇଖାନା ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି। ହେଲେ ଏହାର ବାସ୍ତବ ଚିତ୍ର କିନ୍ତୁ ଓଲଟା ଦେଖିବାକୁ ମିଳୁଛି। ଅନେକ ହିତାଧିକାରୀଙ୍କ ନାଁରେ ଟଙ୍କା ଉଠାଯାଇଛି,…
ବାରିପଦା(ମାନିକ ଲାଲ୍ ପାଣି): ଖୋଲିଲା ଅଙ୍ଗନୱାଡ଼ି କେନ୍ଦ୍ର। ପ୍ରାୟ ୧୦ ମାସ ବନ୍ଦ ରହିବା ପରେ ଆଜିଠୁ ରାଜ୍ୟରେ ଥିବା ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିଲା। ଅନେକ ଦିନର ବ୍ୟବଧାନ ପରେ ଶିଶୁଙ୍କୁ ପାଇ ଉଠୁଛି ପଡ଼ୁଛି ଅଙ୍ଗନୱାଡ଼ିର ଚାରି କାନ୍ଥ।…
ଜଳୁଛି ଶିମିଳିପାଳ ଆଜିବି ଜଳୁଛି ଶିମିଳିପାଳର ଜଙ୍ଗଲ ବିଶୋଇ ପାହାଡରେ ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ ବାଙ୍ଗିରିପୋଷି ଘାଟି ନିକଟ ପାହାଡରେ ମଧ୍ୟ ଜଙ୍ଗଲରେ ନିଆଁ ବାରିପଦା : ଆଜିବି ଜଳୁଛି ଶିମିଳିପାଳର ଜଙ୍ଗଲ । ଦୁଇ ଦିନର ବର୍ଷା,…
ରାଇରଙ୍ଗପୁର(ରାଜେଶ ଶର୍ମା): ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ବାମନଘାଟିର ଛୋଟ ଗାଁରୁ ବଲିଉଡ ପର୍ଯ୍ୟନ୍ତ ଯାତ୍ରା । ବିଜାତଳା ବ୍ଲକର ଖନ୍ତ ପଞ୍ଚାୟତ ସୁରତନଗରର ରାମ ସିର୍କା ଏବେ ବଲିଉଡରେ ରାଜ କରୁଛନ୍ତି । ମର୍ଦ କୋ ଦର୍ଦ ନେହିଁ ହୋତା,…
ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଜି କିଛି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାବାସୀଙ୍କୁ ସକାଳ ୮ଟା ୩୦ ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଏକ ସପିଂ ମଲ୍ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ମଲ୍ରେ ନିଆଁ ଲାଗିଥିବା ସୂଚନା ମିଳିଛି। ଆଜି ସକାଳୁ କିଛି ଲୋକ ଦେଖି ଏ ସମ୍ପର୍କରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ମଲ୍ରେ ଥିବା ବିଭିନ୍ନ ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡର କାରଣ […]