• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

sabyasa
ପୁଣି ପ୍ରବାସ ଫେରନ୍ତାଙ୍କୁ ସହାୟତାର ହାତ ବଢାଇଲେ ସବ୍ୟସାଚୀ

ଭୁବନେଶ୍ୱର: ପୁଣି ଥରେ ପ୍ରବାସ ଫେରନ୍ତାଙ୍କୁ ସାହାଯ୍ୟର ହାତ ବଢାଇ ଚର୍ଚ୍ଚାକୁ ଆସିଛନ୍ତି ଓଲିଉଡ୍‌ ଅଭିନେତା ସବ୍ୟସାଚୀ। ଲକ୍‌ଡାଉନ୍‌ ବେଳେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ରାଜସ୍ଥାନରେ ଫସି ରହିଥିବା କିଛି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଜ ଖର୍ଚ୍ଚରେ ଫେରାଇ ଆଣିଛନ୍ତି। ଏଥିପାଇଁ ସେ ଦୁଇଟି ବସ୍‌ର ବ୍ୟବସ୍ଥା କରିଥିଲେ। ଏବେ ସୁନ୍ଦରଗଡ଼ ଜିଲ୍ଲାର ଝିଅ ପିଙ୍କି ମିଞ୍ଜଙ୍କୁ ବଢାଇଛନ୍ତି ସହାୟତାର ହାତ । ପିଙ୍କି ମ୍ବାଇରେ ଏକ କମ୍ପାନୀରେ କାମ କରୁଥିଲ। ଟ୍ରେନ୍ ଚାଲିବା ପରେ ଯୁବତୀ […]

  • Tuesday, 13 July 2021
jhia
ଝିଅର ଶୁଦ୍ଧିକ୍ରିୟା କରୁଥିଲେ, ଖବର ଆସିଲା ଝିଅ ବଞ୍ଚିଛି....

ରାଉରକେଲା: ପ୍ରାୟ ଏକ ବର୍ଷ ଧରି ନିଖୋଜ ହୋଇଯାଇଥିଲେ ଝିଅ। ଅନେକ ଆଶା ଆଶଙ୍କା ମଧ୍ୟ ଦେଇ ଗତି କରୁଥିଲେ ପରିବାର ଲୋକେ। ଶେଷରେ ଝିଅକୁ ନ ପାଇ ପରିବାରର ଲୋକେ ଝିଅର ମୃତ୍ୟୁ ହୋଇଥିବା ଭାବି କ୍ରିୟାକ୍ରମ କରିବାକୁ ଲାଗିଥିଲେ। ହେଲେ ଏହାପୂର୍ବରୁ ଝିଅ ଜୀବତ ଥିବା ନେଇ ଆସିଲା ଖବର। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଲାଠିକଟା ବ୍ଲକ ଚାନ୍ଦିପୋଷ ଅଞ୍ଚଳରେ। ବର୍ଷେ ତଳୁ ଚମ୍ପାଝରଣର ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ।  […]

  • Tuesday, 13 July 2021
puri
ପୁରୀରେ କାହିଁକି କୋହଳ ହେଲା ସଟଡାଉନ ?

ପୁରୀ: ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି।  ପ୍ରତି ଶନିବାର, ରବିବାର ୨ ଦିନ ପାଇଁ ୧୧ଟି ଜିଲ୍ଲା ହେବ ସଟଡାଉନ। ଏହି ୧୧ ଜିଲ୍ଲା ମଧ୍ୟରେ ପୁରୀ ଥିଲେ ହେଁ ସଟ୍‌ଡାଉନ କଟକଣା ପୁରୀରେ ସାମାନ୍ୟ କୋହଳ କରାଯାଇଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଦୁଇଦିନ ପାଇଁ ପୁରୀରେ ୧୪୪ ଧାରା ଜାରି କରାଯାଇଥିଲା। ଦୁଇଦିନ ଧରି ଘରୁ ବାହରି ପାରି ନ ଥିଲେ ପୁରୀ ବାସିନ୍ଦା । ତେଣୁ […]

  • Tuesday, 13 July 2021
brown sugar
ଜେଲ୍ ଭିତରେ ଚାଲିଛି ଧଳା ଜହରର କାରବାର

ଭୁବନେଶ୍ୱର: ଜେଲ୍ ଭିତରେ କଟକଣା ଭିତରେ ବି ଚାଲିଛି ଧଳା ଜହରର କାରବାର । ଲୁଚାଛପାରେ ବି ନୁହେଁ, ଜେଲର‌ ଚାରି କାନ୍ଥ ଭିତରେ ଖୁଲମଖୁଲା ବସୁଛି ବ୍ରାଉନସୁଗାର ହାଟ । ଏମିତି ଅଭିଯାଗ ଆସିଛି ଖୋର୍ଦ୍ଧା ଜେଲ୍‌ରୁ।  ଏହି ଜେଲ୍ ଭିତରେ ପ୍ରତିଦିନ ଏଭଳି ବେଧଡକ୍ ଭାବେ ଧଳା ଜହରର କଳା କାରବାର ଚଳାଇଛନ୍ତି ଅନ୍ତେବାସୀ । କେବଳ ବିକ୍ରି ହେଉଛି, ତା ନୁହେଁ।  କଏଦୀ ମାନେ ଏସବୁ ଖୋଲାଖୋଲି ସେବନ ମଧ୍ୟ କରୁଛନ୍ତି । […]

  • Tuesday, 13 July 2021
ମୋବାଇଲ୍_ ଟର୍ଚ୍ଚରେ ପଡ଼ିଲା ଷ୍ଟିଚ୍_
ନବନିର୍ମିତ ଡାକ୍ତରଖାନାରେ ନ ଥିଲା ଲାଇଟ୍‌, ମୋବାଇଲ୍‌ ଟର୍ଚ୍ଚରେ ହେଲା ରୋଗୀସେବା

ନୟାଗଡ଼: ଡାକ୍ତରଖାନାରେ ଥିଲା ଚକାଚକ୍‌। ବହୁ କୋଟି ଟଙ୍କା ବ୍ୟୟରେ ଅଳ୍ପଦିନ ତଳା ନିର୍ମାଣ କରାଯାଇଛି। ହେଲେ ଭିତରେ ଅନେକ ଅବ୍ୟବସ୍ଥା। ଏହି ନବନିର୍ମିତ ଡାକ୍ତରଖାନାରେ ବିଦ୍ୟୁତ୍ ସୁବିଧା ଉପଲବ୍ଧ ନାହିଁ। ଏପଟେ ଗୁରୁତର ଅବସ୍ଥାରେ ଆସିଥିବା ଜଣେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଶେଷରେ ବାଧ୍ୟ ହୋଇ ମୋବାଇଲ ଟର୍ଚ୍ଚ ଲାଇଟ୍ ଜଳାଇ ଜଣେ ଗୁରୁତର ଆହତ ବ୍ୟଙ୍କିଙ୍କର ଚିକିତ୍ସା କରାଗଲା। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ରଣପୁର ବ୍ଲକ ରାଜ […]

  • Tuesday, 13 July 2021
jagannatha
ଇସ୍ତଫା ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ଇସ୍ତଫାପତ୍ର ପ୍ରତ୍ୟାହାର କରିନେଲେ ଜଗନ୍ନାଥ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି । ଭୁବନେଶ୍ୱର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ। ତେବେ ଗତକାଲି ବିଜେପି ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା ପରେ ସେ ମନ ପରିବର୍ତ୍ତନ କରି ପୁଣି ଏକାଠି ହୋଇ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦଳରେ କିଛି ମାତ୍ରାରେ ଅବ୍ୟବସ୍ଥା ଥିବାରୁ ଅସନ୍ତୋଷ ଥିଲା।  […]

  • Tuesday, 13 July 2021
vacc
ଶେଷରେ ରାୟଗଡ଼ା ଛୁଇଁଲା କରୋନା

ଭୁବନେଶ୍ୱର:ରାୟଗଡ଼ା ଛୁଇଁଲା କରୋନା। ଓଡ଼ିଶାର ୨୯ ଜିଲ୍ଲା କରୋନା ଆକ୍ରାନ୍ତ ହୋଇଥିବାବେଳେ ଏକମାତ୍ର ଜିଲ୍ଲା ରାୟଗଡ଼ାରେ ପହଞ୍ଚି ନ ଥିଲା କରୋନା। ହେଲେ ଆଜି ରାୟଗଡ଼ାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କେସ୍ ୧୧ ରହିଛି।  ରାୟଗଡ଼ାରୁ ଚିହ୍ନଟ ପଜିଟିଭ ଜଣକ ଦିଲ୍ଲୀରୁ ଫେରିଥିଲେ। ତାଙ୍କୁ […]

  • Tuesday, 13 July 2021
loctus
ରାଜ୍ୟ ସରକାରଙ୍କୁ ଘାରିଲାଣି ପଙ୍ଗପାଳ ଚିନ୍ତା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଘାରିଲାଣି ପଙ୍ଗପାଳ ଚିନ୍ତା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ପଙ୍ଗପାଳ ସମସ୍ୟା ନେଇ ଆଜି ଆଲୋଚନା ହୋଇଛି। ଏହାର ମୁକାବିଲା ନେଇ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଙ୍ଗପାଳ ଏବେ ଛତିଶଗଡ଼ରୁ ମଧ୍ୟପ୍ରଦେଶ ଆଡ଼େ ମୁହାଁଇଥିବା କୃଷି ବିଭାଗ ସୂଚନା ଦେଇଛନ୍ତି। ସେମାନେ ଓଡ଼ିଶା ଆସିବା ସମ୍ଭାବନା ରହିଛି। ପବନର ଦିଗ ଅନୁସାରେ ଗତିବିଧି ପରିବର୍ତ୍ତନ କରୁଛନ୍ତି। ଏଥିଲାଗି ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା ସୀମାବର୍ତ୍ତି […]

  • Tuesday, 13 July 2021
Capture
ପୁଅକୁ ପିଟି ପିଟି ହତ୍ୟା କଲେ ବାପା

ଉମରକୋଟ: ଯେଉଁ ପୁଅର ହାତ ଧରି ଦିନେ ଚାଲି ଶିଖାଇ ଥିଲେ ସେଇ ପୁଅକୁ ପିଟି ପିଟି ହତ୍ୟା କରିଦେଲା ବାପା। ଏଭଳି  ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ରାଇଘର ଥାନା ସରଗୁଲି ଗାଁର ଅମଲ ବସୁ। ୧୦ ବର୍ଷ ତଳେ ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିଲେ। ଏହି ଅପରାଧରେ ତାଙ୍କୁ ଜେଲ ଦଣ୍ଡ ମିଳିଥିଲା। ପରେ ଦ୍ୱିତୀୟ ବିବାହ କରି କୁମୁଲି ଛକରେ ପରିବାର ସହ ରହୁଥିଲେ। ୨ୟ ପତ୍ନୀଙ୍କ ପୁଅ ଅସିତ୍‌ ଓ ବିଶ୍ୱଜିତ୍‌ଙ୍କ […]

  • Tuesday, 13 July 2021
river
ଆଈର ହାତ ଧରି ନଦୀ ପାର ହେଉଥିଲା ୪ ବର୍ଷର ନାତୁଣୀ, ଭାସିଗଲା

ରାଉରକେଲା: ଆଈର ହାତ ଧରି ନଦୀ ପାର ହେଉଥିଲା। କେମିତି କେଜାଣି ହାତ ଖସିଗଲା ଆଉ ଭରା ନଦୀର ସୂଅରେ ଭାସିଗଲା ୪ ବର୍ଷର କୁନି ଝିଅ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ରାଉରକେଲାରେ। ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ସମରଝୋଲା ଗାଁର ଜଣେ ବୟସ୍କା ମହିଳା ତାଙ୍କର ଦୁଇଜଣ ନାତି ନାତୁଣୀକୁ ଧରି ଆସିଥିଲେ ଲାଠିକଟା ଥାନା ଅନ୍ତର୍ଗତ ଟିମଜୋର ନିକଟକୁ । ସେଠାରେ କାମ ସାରି ପୁଣି ପିଲାମାନଙ୍କ ସହ  କାଠ […]

  • Tuesday, 13 July 2021
bron
ରାଜଧାନୀରୁ ଜବତ ହେଲା ବିପୁଳ ଧଳା ଜହର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଜବତ ହୋଇଛି ବିପୁଳ ପରିମାଣର ଧଳା ଜହର। କ୍ରାଇମବ୍ରାଞ୍ଚ ଏସଟିଏଫ ଖଣ୍ଡଗିରି ଛକରୁ ଏହାକୁ ଜବତ କରିଛି। ଜବତ ବ୍ରାଉନସୁଗରର ଦାମ ୧ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ୨ ଜଣ ବ୍ୟକ୍ତି ବାଇକ୍‌ରେ ବ୍ରାଉନସୁଗର ନେଇ ଯାଉଥିଲା।   ଖବର ପାଇ STF ସେମାନଙ୍କୁ ଖଣ୍ଡଗିରି ଛକରୁ ଧରିଥିଲା।  ଦୁଇ ବେପାରୀଙ୍କୁ ଗିରଫ କରିବା ସହ ଉକ୍ତ ବାଇକକୁ ଜବତ କରିଛି STF । ଏହି ଘଟଣା ପରେ ରାଜଧାନୀରେ […]

  • Tuesday, 13 July 2021
hospital
ଭାଇଭଉଣୀଙ୍କ ସମେତ ପରିବାରର ୫ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି। ଘରର ବଡ଼ ପୁଅଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ପରିବାର। ପୁଅର ଶବଘରେ ପଡ଼ିଥିବାବେଳେ  ପରିବାରର ଅନ୍ୟ ୫ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।  ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଗତକାଲି ରାତିରେ ପରିବାରର ୫ ଜଣ ସଦସ୍ୟ ଫିନାଇଲ ପିଇ ଦେଇଛନ୍ତି।  ମାଆ, ୩ ଭଉଣୀ ଓ ଜଣେ ଭାଇ […]

umerkote
ପରିବାର ଲୋକେ ଗ୍ରହଣ କଲେନି, ଗଛମୂଳେ ରାତି ବିତାଇଲେ ପ୍ରେମୀଯୁଗଳ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଏକାଠି କାମ କରୁ କରୁ ମନ ଦେଇଦେଲେ।  ଆଉ ତା’ପରେ ଦୁହଁ ଦୁହିଁଙ୍କ ସୁଖଦୁଃଖର ସାଥୀ ପାଲଟିଗଲେ। ହେଲେ ଜାଣି ନ ଥିଲେ ଏଇ ପ୍ରେମ ଦିନେ ସେମାନଙ୍କ ପାଇଁ ଏମିତି ଦୁର୍ଦ୍ଦିନ ଆଣିଦେବ ବୋଲି।  ଏବେ ସେମାନେ ପରିବାର ଲୋକଙ୍କ ପାଇଁ ପର ହୋଇଯାଇଛନ୍ତି। ଏପରିକି ସେମାନଙ୍କ ଜାତି ବି ଗ୍ରହଣ କରିନି। ଏବେ ମୁଣ୍ଡ ଉପରେ ଖୋଲା ଆକାଶ। ଭବିଷ୍ୟତ ଅନ୍ଧକାର। କୁଆଡେ ଯିବେ ? କ’ଣ କରିବେ ? ଲକ୍‌ଡାଉନ […]

  • Tuesday, 13 July 2021
attempt
ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ଗଛରେ ବାନ୍ଧି ପିଟିଲେ ଯୁବତୀ

ନୀଳଗିରି: ବାଲେଶ୍ୱର ଜିଲ୍ଲା ତେଲିପାଳ ଟିଏମସି ସେଣ୍ଟରରେ କ୍ୱାରେଣ୍ଟିନରେ ରହିଥିବା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାର ଦୋଷୀ ଦିନକ ପରେ ଜାମିନ୍ ପାଇ ବାହାରେ ବୁଲୁଛନ୍ତି। ଏହି ଘଟଣା ପରେ ଭୟଭୀତ ହୋଇ ପୀଡ଼ିତା ଯୁବତୀଜଣକ ସୋଶାଲ ମିଡିଆ ଜରିଆରେ ନ୍ୟାୟ ଭିକ୍ଷା କରିଛନ୍ତି। ଏହାର ଭିଡିଓ ଭାଇରାଲ ହୋଇଛି। ବରହମପୁର ଥାନା ଅଧୀନ ତେଲିପାଳ ଟିଏମସି ସେଣ୍ଟରରେ ପ୍ରବାସୀ ଯୁବତୀଙ୍କୁ ଜଣେ ବାହାର ଲୋକ ପଶି  ଗତ ୨୬ ତାରିଖ ଅସଦାଚରଣ କରିବା ସହ ଦୁଷ୍କର୍ମ […]

  • Tuesday, 13 July 2021
3233232
ଜୁନ୍ ୩୦ ଯାଏ ବନ୍ଦ ରହିବ ମନ୍ଦିର, ସପିଙ୍ଗ ମଲ୍‌

ଭୁବନେଶ୍ୱର: ମେ ୩୧ ତାରିଖରେ ଲକ୍‌ଡାଉନ୪.୦ ଶେଷ ହେବା ପରେ ଆଜି ଓଡ଼ିଶାରେ ଜାରି ହୋଇଛି ନୂଆ ଲକ୍‌ଡାଉନ  ଗାଇଡଲାଇନ। ଏହି ଗାଇଡଲାଇନ ଅନୁସାରେ  ୩୦ ଜୁନ୍ ଯାଏ ଧର୍ମୀୟ ସ୍ଥାନକୁ ସର୍ବସାଧାରଣଙ୍କ ପ୍ରବେଶ ମନା କରାଯାଇଛି। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ  ସୂଚନା ଦେଇଛନ୍ତି। ସେହିପରି ସପିଙ୍ଗ କଂପ୍ଲେକ୍ସ ମଧ୍ୟ ୩୦ ଜୁନ୍ ଯାଏ ଖୋଲିପାରିବ ନାହିଁ। ତେବେ ହୋଟେଲ ଖୋଲି ପାରବ। କିନ୍ତୁ ସବୁ କର୍ମଚାରୀଙ୍କୁ […]

new corona
୧୯ ଜିଲ୍ଲାରୁ ୧୫୬ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର:ରାଜ୍ୟରେ ପୁଣି ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ହଜାର ୧୦୪କୁ ବୃଦ୍ଧି ପାଇଛି।  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ଦିଆଯାଇଛି ସୂଚନା। ଆଜି ୧୯ ଜିଲ୍ଲାରୁ ୧୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବାବେଳେ କଟକରୁ୨୦, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି କନ୍ଧମାଳ […]

  • Tuesday, 13 July 2021
quarentie
‘ପୁଅ ପରି ପାଳିଥିଲା, କେମିତି ଛାଡ଼ି ଯିବୁ’

ଭୁବନେଶ୍ୱର: ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ ସାଂଘାତିକ ଅବ୍ୟବସ୍ଥା ଆଉ ବିଭ୍ରାଟ। କେଉଁଟି ଖାଇବାକୁ ନାହିଁ ତ କେଉଁଠି ଶୋଇବାକୁ ଜାଗା ନାହିଁ। କେଉଁଠି ପାଣି ନାହିଁ ତ କେଉଁଠି ଲାଇଟ୍‌ ନାହିଁ। ପୁଣି କେଉଁଠି ସଙ୍ଗରୋଧ କେନ୍ଦ୍ରରେ ପ୍ରଶାସନିକ ନିର୍ଯାତନା। ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଗୋବିନ୍ଦପୁର ସଙ୍ଗରୋଧ କେନ୍ଦ୍ର ଥିଲା ନିଆରା । ଏଠି ସମସ୍ୟା ଥାଇପାରେ ହେଲେ ମିଳୁଥିବା ସ୍ନେହ, ସହନଭୂତି ଏସବୁ  ଦୁଃଖକୁ ଦୂରେଇ ଦେଉଥିଲା। ସେଥିପାଇଁ ତ ଏହି କେନ୍ଦ୍ରରେ […]

  • Tuesday, 13 July 2021
102020
ଆଉ କିଛି ସମୟର ବ୍ୟବଧାନ; ସବୁଠି ଶୁଭିବ ‘ବନ୍ଦେ ଉତ୍କଳ ଜନନୀ’।

ଭୁବନେଶ୍ୱର:ଆଉ କିଛି ସମୟ ପରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ରାଜ୍ୟବାସୀ ଗାଇବେ ‘ବନ୍ଦେ ଉତ୍କଳ ଜନନୀ’।  ସାଢେ ୫ଟା ବାଜିବାକୁ ଆଉ ମାତ୍ର କେତେ ମିନିଟ ବାକି। କରୋନା ମୁକାବିଲା କରିବାରେ ରାଜ୍ୟବାସୀ ସଫଳ ହୋଇଛନ୍ତି। ତେଣୁ କରୋନା ଯୋଦ୍ଧାଙ୍କ ସମ୍ମାନ ଉଦ୍ଦେଶ୍ୟରେ ଆଜି ସାଢେ ୫ଟାବେଳେ  ବନ୍ଦେ ଉତ୍କଳ ଜନନୀର ସମୂହ ଗାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଏମିତିକି କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ ମହତ କାର୍ଯ୍ୟକୁ […]

  • Tuesday, 13 July 2021
gajapati
ବିନା ଭକ୍ତରେ ହେବ ସ୍ନାନଯାତ୍ରା !

ପୁରୀ: ଆସୁଛି ସ୍ନାନଯାତ୍ରା। ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ଚାହିଁ ବସିଛନ୍ତି। ହେଲେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ନିଷ୍ପତ୍ତି ଭକ୍ତଙ୍କୁ ହତାଶ କରିଛି। ସ୍ନାନଯାତ୍ରାରେ ଭକ୍ତ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ନାହିଁ । ଭକ୍ତମାନଙ୍କୁ ସିଧାସଳଖ ଦର୍ଶନର ସୁବିଧା ମିଳିବ ନାହିଁ।  ଘରେ ରହି ମହାପ୍ରଭୁଙ୍କ ଦର୍ଶନ କରିବେ।  ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା କାର୍ଯ୍ୟକ୍ରମର ସିଧାପ୍ରସାରଣ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏପରି ସୂଚନା […]

  • Tuesday, 13 July 2021
train
ପୁରୀକୁ ବନ୍ଦ ହେଲା ଟ୍ରେନ

ପୁରୀ:ଆସୁଛି ପୁରୀରଥ ଯାତ୍ରା। ତା’ ପୂର୍ବରୁ ସ୍ନାନଯାତ୍ରା। ଏହି ସମୟରେ ସାଧାରଣତଃ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟେ। ହେଲେ ଏଥର ପରିସ୍ଥିତି ଭିନ୍ନ। କରୋନାକୁ ସଂକ୍ରମଣକୁ ନେଇ ସାରା ଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିଛି। ୫ମ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରାଯିବାର ସମ୍ଭାବନା ମଧ୍ୟ ରହିଛି। କିଛି ଦିନ ଟ୍ରେନ, ବସ୍ ଚଳାଚଳ ବନ୍ଦ ରହିବା ପରେ ଏବେ ସ୍ୱାଭାବିକ ରହିଛି। ତେଣୁ ପୁରୀରେ ପର୍ଯ୍ୟଟକଙ୍କ ଭିଡ ଜମିବାର ସମ୍ଭାବନା ରହିଛି। ଏପରି ପରିପ୍ରେକ୍ଷୀରେ […]

  • Tuesday, 13 July 2021
testing
ରାଜ୍ୟରେ ୧୮୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଆଜି ପୁଣି ୯୬ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୮ ଜିଲ୍ଲାରେ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୭୭ ଜଣ ସୁସ୍ଥ ହୋଇଥିବାବେଳେ ୮୩୩ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଓ ଗଜପତିରେ ସର୍ବାଧିକ ୧୦ ଜଣ […]

  • Tuesday, 13 July 2021
laxmi-bazar
ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ: ଲକ୍ଷ୍ମୀବଜାରରୁ ଆରମ୍ଭ ହେଲା ଉଚ୍ଛେଦ କାମ

ପୁରୀ: ଲକଡାଉନ୍ ପାଇଁ ଦୀର୍ଘ ଅଢ଼େଇ ମାସ ବନ୍ଦ ରହିବା ପରେ ଆଜିଠୁ ପୁଣି ପୁରୀରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟକ୍ରମ।  ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ଉଚ୍ଛେଦ କାମ ଚାଲିଛି। ପ୍ରଥମେ ଉତ୍ତରପାର୍ଶ୍ୱ ପାଖରୁ ଉଚ୍ଛେଦ କାମ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସତ୍ୟନାରାୟଣ ମନ୍ଦିର ପର୍ଯ୍ୟନ୍ତ ଉଚ୍ଛେଦ କରାଯିବ।  ଏହି ମନ୍ଦିର ମଧ୍ୟରେ ଥିବା ମଠ ଓ ଦୋକାନ ଗୁଡିକର ଉଚ୍ଛେଦ କରାଯିବ। ପୂର୍ବରୁ ଉତ୍ତରପାର୍ଶ୍ୱ ମଠର କିଛି ଅଂଶ ଉଚ୍ଛେଦ କରାଯାଇଥିଲା। ତେବେ […]

  • Tuesday, 13 July 2021
01-sital
ସରିଲା ଦେବ ବିବାହ, ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ଦେବ ଦମ୍ପତି

ସମ୍ବଲପୁର: ସମ୍ବଲପୁର ସହରରେ ରୀତିନୀତି ଅନୁଯାୟୀ  ସଂପନ୍ନ ହୋଇଛି ଦେବ ବିବାହ । ମାଆ ପାର୍ବତୀଙ୍କ ପାଣି ଗ୍ରହଣ କରିଛନ୍ତି ଦେବ ଦେବ ମହାଦେବ। ଆସନ୍ତାକାଲି ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ। ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ସହର ଉତ୍ସବମଖର ହୋଇଥିଲେ ହେଁ ଯାତ୍ରା ଆଡମ୍ବର ନାହିଁ। ସାଦାସିଧା ତଥା  ନିରାଡମ୍ବର ଭାବେ ବାହାଘର ସରିଛି ଦେବ ବିବାହ।  ଏଥର କନ୍ୟା ଘରେ ବାହାଘର ହୋଇନି । ବରଂ ମନ୍ଦିର ପରିସରରେ ବ୍ରାହ୍ମ ମୁହୂର୍ତ୍ତରେ ହାତଗଣ୍ଠି ପଡ଼ିଥିଲା। ଆସନ୍ତାକାଲି […]

  • Tuesday, 13 July 2021
coronavirus
ପୁଣି ୬୭ କରୋନା ରୋଗୀ ଚିହ୍ନଟ, ୧୬୬୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର:ରାଜ୍ୟରେ ପୁଣି ୬୭ କରୋନା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୫ ଜଣ  କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ୨ ଜଣ ଲୋକାଲ କେସ୍। ଏଥସହିତ ମୋଟ ଆକ୍ଟିଭ କେସ ୮୪୧ ହୋଇଥିବାବେଳେ ୮୧୨ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୭ ଜଣଙ୍କର ଇତି ମଧ୍ୟରେ ମୃତ୍ୟୁ […]

  • Tuesday, 13 July 2021
bus
କାଲିଠୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍

ଭୁବନେଶ୍ୱର:ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍। ବସ ମାଲିକ ସଂଘ ସାଧାରଣ ପରିଷଦ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିବା  ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଦେଇଛନ୍ତି।  ପ୍ରଥମ ଦଫାରେ ପ୍ରଥମ ଦଫାରେ କାଲିଠାରୁ କିଛି କିଛି ବସ୍ ଚଳାଚଳ କରିବ। ପୂରା ମାତ୍ରାରେ ବସ୍ ଚଳାଚଳ ପାଇଁ ୧୦ ଦିନ ସମୟ ଲାଗିବ ବୋଲି ଶ୍ରୀ ସାହୁ କହିଛନ୍ତି। ସୂଚନାଥାଉ କି, ୨୫ ତାରିଖରୁ ରାଜ୍ୟ ଭିତରେ ଘରୋଇ ବସ୍ ଓ ଟ୍ୟାକ୍ସି ଚଳାଚଳ […]