• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

cbk mohanty
ରାଜ୍ୟରେ ପ୍ଲାଟୋ ସ୍ଥିତିରେ ରହିଛି କରୋନା-DMET ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ବଢି ଚାଲିଛି। ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଲାଣି । ରାଜ୍ୟରେ ପ୍ଲାଟୋ ସ୍ଥିତିରେ ରହିଛି କରୋନା। ଆଜି ଏନେଇ ସୂଚନା ଦେଇଛନ୍ତି DMET ନିର୍ଦ୍ଦେଶକ ପ୍ରଫେସର ସିବିକେ ମହାନ୍ତି। ଗତ ୫ ଦିନ ଧରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ସ୍ତରରେ ରହୁଛି। ଲଗାତାର ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ୬, ୫୯୯ କରୋନା […]

  • Tuesday, 13 July 2021
Bara_OK
ସୀମା ପାର ହେବାକୁ ଦେଲାନି ପୋଲିସ; ବାହା ହେବା ପାଇଁ ଆସି ହଟହଟା ବର

ଜଳେଶ୍ୱର:କରୋନା ପାଇଁ ହଟହଟ୍ଟା ହେଲେ ବର। ଜଣେ ନୁହେଁ, ଦୁଇ ଦୁଇ ଜଣ ବର।  ବାହା ହେବାପାଇଁ ଛାଡ଼ିଲାନି ପୋଲିସ। ବହୁ ସମୟ ପର୍ଯ୍ୟନ୍ତ ବରଯାତ୍ରୀ, ବର ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ଅଟକି ରହିଲେ। ବହୁ ଯୁକ୍ତିତର୍କ ହେଲା। ଶେଷରେ ଜଣେ ବର ହତାଶ ହୋଇ ଫେରି ଯାଇଛନ୍ତି। ଅଟକି ଯାଇଛି ତାଙ୍କର ବାହାଘର। କରୋନା କଟକଣା ଯୋଗୁଁ ଆଜି ଜଳେଶ୍ୱରସ୍ଥିତ ଲକ୍ଷ୍ମଣନାଥ ତନଖି ଫାଟକରେ କଡାକଡି ହୋଇଛି କଟକଣା। ପଶ୍ଚିମବଙ୍ଗରୁ ଦାନ୍ତୁଲୁ ଏବଂ ବେଦଲାରୁ ଆସୁଥିଲେ ଦୁଇ […]

  • Tuesday, 13 July 2021
corona
କଣ୍ଟା ସାଜିଲା କରୋନା; ମଲା ପରେ ମା’ଙ୍କୁ ମୁଖାଗ୍ନି ଦେଲାନି ପୁଅ

ସମ୍ବଲପୁର: କରୋନା ମା’-ପୁଅଙ୍କ ମଧ୍ୟରେ ସାଜିଥିଲା କଣ୍ଟା । ସମ୍ପର୍କରେ ଠିଆ କରିଦେଲା ପାଚେରୀ। ଯେଉଁ ପୁଅକୁ କୋଳେଇକାଖେଇ ମା’ ମଣିଷ କରିଥିଲା, ଯାହାର ରୋଗ ଟିକିଏ ହେଲେ ରାତି ଉଜାଗର ରହି ଜଗି ବସୁଥିଲା ସେଇ ମା’ ଆଜି କରୋନା ପାଇଁ ଅସ୍ପୃଶ୍ୟ ହୋଇଗଲା। ରୋଗ ବ୍ୟାପିବା ଭୟରେ ମା’କୁ ପର କରିଦେଲା ପୁଅ। ଏପରିକି  ଜୀବନର ଶେଷ ଯାତ୍ରାରେ କାନ୍ଧ ଦେବାକୁ ବି ମନା କରିଦେଲା। ଏପରି ଏକ ଅମାନବୀୟ ଘଟଣା ଘଟିଛି ସମ୍ବଲପୁର […]

  • Tuesday, 13 July 2021
Capture
ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ୨୪ରୁ ଆରମ୍ଭ ହେବ ପଞ୍ଜୀକରଣ

ଭୁବନେଶ୍ୱର: ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ମେ’ ପହିଲାରୁ ଆରମ୍ଭ ହେବ । ଏଥିରେ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଏଥିପାଇଁ ଆସନ୍ତା ୨୪ ତାରିଖରୁ ପଂଜୀକରଣ ହେବ । ଟିକା ନେବାକୁ ଇଚ୍ଛୁକ ବ୍ୟକ୍ତିମାନେ କୋ ୱିନ୍ ପୋର୍ଟାଲରେ ପଂଜୀକରଣ କରିପାରିବେ। ମେ’ ପହିଲାରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ରୁ ୪୫ବର୍ଷ ବୟସର ବ୍ୟକ୍ତିମାନଙ୍କୁ ଟିକା ଦିଆଯିବ। ରାଜ୍ୟରେ ୪୨ ପ୍ରତିଶତ ଏହି ବୟସ୍କ ଲୋକମାନେ ଅଛନ୍ତି । […]

samir das
ପ୍ଲସ୍‌ ଟୁ ପରୀକ୍ଷା ବାତିଲ୍ ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ, ମନ୍ତ୍ରୀ କହିଲେ.....

ଭୁବନେଶ୍ୱର: ମାଟ୍ରିକ୍ ପରେ ଏବେ ପ୍ଲସ୍‌ ଟୁ ପରୀକ୍ଷା ବାତିଲ୍ ଦାବି ଜୋର ଧରିଲା। ପରୀକ୍ଷା ବାତିଲ୍‌ ଦାବି ନେଇ ଯୁକ୍ତ ଦୁଇ  ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଛନ୍ତି।  ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ  ଆନ୍ଦୋଳନ କରିଛନ୍ତି । ପୂର୍ବରୁ ମାଟ୍ରିକ୍ ଛାତ୍ରଛାତ୍ରୀ ଆନ୍ଦୋଳନ କରିବା ପରେ ୧୦ମ ବୋର୍ଡ ପରୀକ୍ଷା ବାତିଲ୍ କରିଥିଲେ ସରକାର । କରୋନା ସଂକ୍ରମଣ ପାଇଁ ଏବେ ପ୍ଲସ୍ ଟୁ ପରୀକ୍ଷା ସ୍ଥଗିତ ରହିଛି । ଏ ସମ୍ପର୍କରେ ସୂଚନା […]

  • Tuesday, 13 July 2021
Capture
ପିପିଲି ଉପନିର୍ବାଚନ: ଲଢ଼ିବେନି ଅଜିତ୍‌ଙ୍କ ପରିବାର

ପିପିଲି: କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ କିଏ ହେବ ପ୍ରାର୍ଥୀ ? ଏ ନେଇ ଦଳରେ ଚାଲିଥିବା ହିସାବ ନିକାଷ ସରିନି। ତେବେ ଆଜି ସଂନ୍ଧ୍ୟା ସୁଦ୍ଧା ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ  ତାର ପ୍ରାର୍ଥୀ ଘୋଷଣା କରିବ। ଏ ନେଇ  ସୂଚନା ଦେଇଛନ୍ତି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। । ପୂର୍ବରୁ ଅନୁମାନ କରାଯାଉଥିଲା, ଅଜିତଙ୍କ ପରିବାରରୁ କାହାକୁ ହେଲେ ପ୍ରାର୍ଥୀ କରିବ ଦଳ। ହେଲେ କଂଗ୍ରେସର ଏହି […]

covid-19
କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ବିଏମ୍‌ସି; ନେଲା ଏମିତି ପଦକ୍ଷେପ

ଭୁବନେଶ୍ୱର:‌ ରାଜ୍ୟରେ  କରୋନା ସ୍ଥିତି ସାଂଘାତିକ ରୂପ ନେଲାଣି। ଗତକାଲି କରୋନା ସଂକ୍ରମିତଙ୍କ ସଂଖ୍ୟା  ୪,୮୫୧ ଥିବାବେଳେ ୫ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା। ଆଜି ସଂକ୍ରମିତ ଏବଂ ମୃତ୍ୟୁ ହାର ପୁଣି ବୃଦ୍ଧି ପାଇଛି। ଆଜି ଦିନକରେ ରାଜ୍ୟରୁ ୬ହଜାର୧୬୪ ଜଣ ରୋଗୀ ବାହାରିଛନ୍ତି। ରାଜ୍ୟରେ କରୋନାରେ ଗତ ୨୪ ଘଣ୍ଟା ମଧ୍ୟରେ  ୭ ଜଣଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱର ମହାନଗର ନିଗମରେ ବଢ଼ିଲା ରାପିଡ଼ ରେସ୍ପନସ ଟିମ ବା RRT ସଂଖ୍ୟା। ବିଏମସିର ୬୭ଟି ଓ୍ୱାର୍ଡ […]

  • Tuesday, 13 July 2021
pradipta naik
ପୁଣି କରୋନା ଆକ୍ରାନ୍ତ ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ ନାୟକ ଦ୍ୱିତୀୟ ଥର ପାଇଁ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ଟୁଇଟ୍ କରି ଆଜି ସୂଚନା ଦେଇଛନ୍ତି ପ୍ରଦୀପ୍ତ । ଏହାସହ ଯେଉଁମାନେ ଗତ ୫ ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜ ନିଜର କରୋନା ଟେଷ୍ଟ କରାଇନେବା ସହ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରଦୀପ୍ତ କହିଛନ୍ତି। ପୂର୍ବରୁ […]

  • Tuesday, 13 July 2021
ICU
ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ଯଥେଷ୍ଟ ବେଡ, ଆଇସିୟୁ ଅଛି -ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଖ୍ୟା ୪ ହଜାର ଟପିଛି। ପରିସ୍ଥିତିକୁ ଦେଖି କରୋନା ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତି ଜାରି ରଖିଛନ୍ତି । ପୁଣି କୋଭିଡ ହସ୍‌ପିଟାଲ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟରେ ଏବେ କୋଭିଡ ରୋଗୀଙ୍କ ପାଇଁ ବିଭିନ୍ନ ହସ୍ପିଟାଲରେ ୯ ହଜାର ୮ଟି ବେଡ୍ ରହିଛି । ଘରୋଇ ହସ୍ପିଟାଲରେ ୪ ହଜାର ୬୪୦ ବେଡ୍ […]

  • Tuesday, 13 July 2021
election
ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ପିପିଲି: ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକସ୍ମାତ ବିୟୋଗ ପରେ ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଏବେ ଏହି ବିଧାନସଭା ଆସନରେ ଉପନିର୍ବାଚନ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ସାନି ବିଜ୍ଞପ୍ତି ଅନୁସାରେ, ମେ’ ୧୩ରେ ନିର୍ବାଚନ ହେବ। ଏପ୍ରିଲ ୨୬ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ । ଏପ୍ରିଲ ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ଏବଂ ଏପ୍ରିଲ ୨୯ ତାରଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ […]

  • Tuesday, 13 July 2021
srimandira
ରାତି ୮ଟାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମନା

ପୁରୀ: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ଲାଗି କଟକଣାକୁ କଡାକଡି କରିଛନ୍ତି ସରକାର । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ଆଜିିଠାରୁ ସଂଧ୍ୟା ୬ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ । ସେହିପରି ଏସବୁ ଜିଲ୍ଲାର ସହରାଞ୍ଚଳରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍ ବି ଲାଗୁ ହୋଇଛି । ଆଜିଠାରୁ ପ୍ରତି ଶନିବାର ଓ ରବିବାର ହେବ ସଟ ଡାଉନ ହେବ।  ନାଇଟ କର୍ଫ୍ୟୁ ପାଇଁ ଆଜି ରାତି […]

  • Tuesday, 13 July 2021
navin
ଖୋଲା ବଜାରରେ ଟିକା ଉପଲବ୍ଧ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର:ରାଜ୍ୟରେ ଅଣାୟତ୍ତ ହେଉଛି କରୋନା। ଦିନକୁ ଦିନ ହୁ ହୁ ହୋଇ ବଢିଯାଇଛି। ଏପଟେ ଟିକାକରଣ ଚାଲିଥିଲେ ମଧ୍ୟ ଟିକା ପର୍ଯ୍ୟାପ୍ତ ପରିମାଣର ମିଳୁନାହିଁ। ପରିସ୍ଥିତିକୁ ଦେଖି ଟିକା ଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୋଲା ବଜାରରେ ମିଳୁ କରୋନା ଟିକ।  ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି, ଟିକା […]

  • Tuesday, 13 July 2021
maa-pachhe-pachhe
ସହି ପାରିଲେନି ପୁଅର ମୃତ୍ୟୁ, ଅଜିତଙ୍କ ପରେ ପରେ ଆଖି ବୁଜିଲେ ମା’

ଭୁବନେଶ୍ୱର:  ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜଙ୍କ ଗତ ୧୪ ତାରିଖରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗ ପରେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖିନି, ଏବେ ପୁଣି ଏକ ବିପତ୍ତି ମାଡ଼ି ଆସିଛି। ପୁଅ ଯିବାର ୪ ଦିନ ପରେ  ସ୍ୱର୍ଗତ ଅଜିତଙ୍କ ମା’ ଆଖି ବୁଜି ଦେଇଛନ୍ତି। ଅଜିତ ମଙ୍ଗରାଜଙ୍କ ମା କ୍ଷେତ୍ରମଣିଙ୍କର ଏକ ଘରୋଇ ହସ୍‌ପିଟାଲରେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ପୁଅର ବିଚ୍ଛେଦ ସହି ପାରିଲେନି ମା’। ଯେଉଁ ପୁଅ […]

hassina-hider wife
ହାଇଦର ଫେରାର ପଛରେ ପରିବାରର ସଂପୃକ୍ତି ଅଛି କି ? ଏମିତି ଉତ୍ତର ଦେଲେ ପତ୍ନୀ ହାସିନା

ଭୁବନେଶ୍ୱର: କିଡ୍‌ନୀ ସମସ୍ୟାର ଚିକିତ୍ସା କରିବା ବାହାନରେ ଜେଲରୁ ଆସି ଏସ୍‌ସିବିରେ ରହିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ଏପ୍ରିଲ ୧୦ରେ ଏସସିବିରୁ ପୋଲିସକୁ ଚକ୍‌ମା ଦେଇ ଚମ୍ପଟ ମାରିଥିଲା ହାଇଦର। ହେଲେ ଏସ୍‌ସିବିରୁ କେମିତି ଖସି ପଳାଇଲା ହାଇଦର ? କିଏ ତାକୁ ସହଯୋଗ କରିଥିଲା ? ଏହା ପଛରେ ବଡ ହାତ ରହିଛି ବୋଲି ଅଭିଯୋଗ ଆଣିଥିଲେ ବିରୋଧୀ। ତେବେ ପରିବାର ଲୋକଙ୍କ ସହଯୋଗରେ ସେ ଫେରାର ହୋଇଥିବା କୁହାଯାଉଥିଲା। ହାଇଦରକୁ ତେଲେଙ୍ଗାନର ସାଙ୍ଗାରେଡ୍ଡି ଜିଲ୍ଲାରୁ […]

  • Tuesday, 13 July 2021
cp
ହାଇଦରକୁ ଖସିବାରେ କିଏ ସାହାଯ୍ୟ କରିଥିଲା, ଏହା ପଛରେ କାହାର ଭୂମିକା ରହିଛି, ସବୁ ସତ ଓଗାଳିବୁ-ସିପି

ଭୁବନେଶ୍ୱର: ପୋଲିସକୁ ଚକ୍‌ମା ଦେଇ ଖସି ପଳାଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ଶେଷରେ ଧରିଛି କମିଶନରେଟ ପୋଲିସ। ୫ ଦିନ ତଳେ କଟକ ବଡ଼ମେଡିକାଲରୁ ଫେରାର ମାରିଥିଲା ସେଖ୍ ହାଇଦର। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତେଲେଙ୍ଗାନା ପୋଲିସ ସହାୟତାରେ ତାକୁ ଗତକାଲି ସନ୍ଧ୍ୟାରେ ଗିରଫ କରାଯାଇଛି। ହାଇଦର ଫେରାର ହେବା ପରେ କଡା ସମାଲୋଚନାର ଶିକାର ହୋଇଥିଲା ପୋଲିସ। ଏହା ହାଇଦରର ସୁଚିନ୍ତିତ ଷଡ଼ଯନ୍ତ୍ର ଏବଂ ଏଥିରେ ବଡ ବଡ ହାତ ରହିଥିବା ବିରୋଧି ଅଭିଯୋଗ ଆଣିଥିଲେ। ସେଥିପାଇଁ […]

phulamati
ବାର୍ଦ୍ଧକ୍ୟରେ ସବୁ ଆଶ୍ରା ହରାଇ ବୁଲୁଥିଲେ ଫୁଲମତୀ, ସେଥିପାଇଁ ତଳୁ ଗୋଟାଇ ଭୋକ ମେଣ୍ଟାଉ ଥିଲେ

ମାଲକାନଗିରି: ଭାଇରାଲ ଭୋକର ଭୟାନକ୍ କାହାଣୀ ଶେଷରେ ପ୍ରଶାସନ ପାଖରେ ପହଞ୍ଚିଛି। ।  ଏକଥା ଜାଣିବ ପରେ ତତ୍ପର ହୋଇ ପଡ଼ିଛି ମାଲକାନଗିରି ପ୍ରଶାସନ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ବୃଦ୍ଧା ଫୁଲମତିକୁ ଉଦ୍ଧାର କରିଛନ୍ତି। ଫୁଲମତି ନିଜର ଦୁଃଖ କହିଛି। ଗତକାଲି ଏକ ଭିଡିଓ ଭାଇରାଲ ହୋଇଥିଲା।  ଭିଡିଓରେ ଦେଖିବାକୁ ମିଳିଥିଲା, ଜଣେ ୭୦ ବର୍ଷ ବୟସ୍କା ବୃଦ୍ଧା ତଳୁ ତରକାରୀ ଗୋଟାଇ ଖାଉଥିଲେ। ଦେହର ପଞ୍ଜରା ହାଡ଼ ଗଣି ହୋଇ ଯାଉଥିଲା।   ଯେମିତି […]

  • Tuesday, 13 July 2021
puri srimandir
ପୁରୀରେ ବଢୁଛି କରୋନା: ସେବାୟତ, ସେବାୟତ ପରିବାରର ୭ ପଜିଟିଭ ଚିହ୍ନଟ

ପୁରୀ: ପୁରୀରେ ଆଜି ଶତକ ଅତିକ୍ରମ କରିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୧୧୨ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୪୨ରେ ପହଁଚିଛି। ଶ୍ରୀମନ୍ଦିର ସେବାୟତ, ସେବାୟତ ପରିବାର, କର୍ମଚାରୀଙ୍କୁ ମିଶାଇ ୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ସେବାୟତ ୧୦ ଓ ସେବାୟତ ପରିବାରରୁ ୫ ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପୂର୍ବରୁ  ଜୋତା ଷ୍ଟାଣ୍ଡ କର୍ମଚାରୀ ୧୦ ଏବଂ ୫ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିଲେ।  ଶ୍ରୀମନ୍ଦିର […]

  • Tuesday, 13 July 2021
PRAKASH-MISHRA
କିଡ୍‌ନୀ ସମସ୍ୟା ଥାଇ ହାଇଦର୍ ବିରିୟାନୀ ଖାଉଥିଲା କେମିତି-ପ୍ରକାଶ ମିଶ୍ର

କଟକ: କଟକ ବଡ ମେଡିକାଲରୁ ହାଇଦର ଖସି ପଳାଇବା ଘଟଣାକୁ ନେଇ ମୁହଁ ଖୋଲିଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଡିଜିପି ପ୍ରକାଶ ମିଶ୍ର। ହାଇଦର ଖସିବା ପଛରେ ବଡ଼ ହାତ ରହିଛି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ପୂର୍ବତନ ଡିଜିପି। ହାଇଦର ଫେରାର ଘଟଣାକୁ  ନେଇ ସରକାରଙ୍କୁ କଡ଼ା ସମାଲୋଚନା କଲା ବିଜେପି। ପ୍ରେସମିଟରେ ପୂର୍ବତନ ଡିଜିପି, ବରିଷ୍ଠ ନେତା ପ୍ରକାଶ ମିଶ୍ର ସମାଲୋଚନା କରି କହିଛନ୍ତି, ହାଇଦର ଖସିବା ପଛରେ ବଡ଼ ଷଡ଼ଯନ୍ତ୍ର […]

vimsar
୧୦ ଦିନ ଭିତରେ ଭୀମସାରରେ ଖୋଲିବ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ-ମୁଖ୍ୟ ଶାସନ ସଚିବ

ସୁନ୍ଦରଗଡ଼: ସୁନ୍ଦରଗଡରେ ବେକାବୁ ହେଉଛି କରୋନା। ରାଜ୍ୟ କରୋନା ସଂକ୍ରମଣ ତାଲିକାର ଉପରେ ରହୁଛି ଏହି ଜିଲ୍ଲା। କଟକଣା ସତ୍ତ୍ୱେ ନିୟନ୍ତ୍ରଣ କରି ହେଉନି। ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ରେ ପୁଣି ଆରମ୍ଭ ହୋଇଛି ଟିଏମ୍‌ସି ବ୍ୟବସ୍ଥା। ବାଲିଶଙ୍କରା ବ୍ଲକ ରାଉଲଡେଗାରେ ଖୋଲିଛି ଏହି ଟିଏମ୍‌ସି ସେଣ୍ଟର।  ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ ଏହି କେନ୍ଦ୍ରରେ ରଖାଯିବ। ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି, ଯେଉଁମାନେ କି ଆରଟିପିସିଆର ଟେଷ୍ଟ ନେଗେଟିଭ୍ ରିପୋର୍ଟ କିମ୍ବା ଦୁଇଟି କୋଭିଡ୍ ଟିକା ନେଇଥିବା […]

  • Tuesday, 13 July 2021
jhrarphula
ଝରାଫୁଲ ମୃତ୍ୟୁ ରହସ୍ୟରୁ ପରଦା ହଟାଇଲେ ଯାଜପୁର ଏସ୍‌ପି, ଦେଲେ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରୁ ପରଦା ହଟିଛି। ଝରାଫୁଲଙ୍କ ମୃତ୍ୟୁ ଅପମୃତ୍ୟୁ  ନୁହେଁ, ବରଂ ଏହା ଏକ ହତ୍ୟାକାଣ୍ଡ । ଝରାଫୁଲକୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ଯାଜପୁର ଏସପି ରାହୁଲ ପିଆର । ଯାଜପୁର ଏସ୍‌ପି ରାହୁଲ ପିଆର ଏ ସମ୍ପର୍କିତ ତଥ୍ୟ ଦେଇ କହିଛନ୍ତି, ଭୁବନେଶ୍ଵର ରମାଦେବୀ କଲେଜ ଛାତ୍ରୀ ଝରଫୁଲକୁ ହତ୍ୟା କରାଯାଇଛି। ଗତକାଲି ଏହି ହତ୍ୟାକାଣ୍ଡ ଷଡଯନ୍ତ୍ରରେ ସାମିଲ ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ […]

emami-positive
ଇମାମି ପେପର ମିଲ୍‌ରୁ ବାହାରିଲେ ୧୦୧ କରୋନା ପଜିଟିଭ

ବାଲେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବେକାବୁ ହେଲାଣି। ଆଜି ଦିନକରେ ରାଜ୍ୟରେ ୧୭୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱର, କଳାହାଣ୍ଡି, ଖୋର୍ଦ୍ଧା, ସମ୍ବଲପୁର, ସୁନ୍ଦରଗଡର ରୋଗୀ ସଂଖ୍ୟା ୧୦୦ ଟପିଛି। ତେବେ ବାଲେଶ୍ୱର ଆଜି କରୋନାର ହଟସ୍ପଟ ପାଲଟିଛି।  ଆଜି ବାଲେଶ୍ୱରର ଇମାମୀ ପେପର ମିଲ୍‌ରୁ ଆଜି  ୧୦୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ ୧୫୮ ଜଣ ନୂଆ ପଜିଟିଭ। ଏମାନଙ୍କ ମଧ୍ୟରୁ କେବଳ ଇମାମୀରୁ ୧୦୧ […]

  • Tuesday, 13 July 2021
scb nursing
ବନ୍ଦ ହେଲା କଟକ ବଡ଼ ମେଡିକାଲ ନର୍ସିଂ କଲେଜ

କଟକ: ବନ୍ଦ ହେଲା କଟକ ବଡ଼ ମେଡିକାଲର ନର୍ସିଂ କଲେଜ। ACS ଙ୍କ ନିର୍ଦ୍ଦେଶ କ୍ରମେ ନର୍ସିଂ କଲେଜକୁ ବନ୍ଦ କରାଯାଇଥିବା ଅନୁଷ୍ଠାନର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସଂଧ୍ୟା ସୁଦ୍ଧା ହଷ୍ଟେଲ ଛାଡ଼ିବା ପାଇଁ ଅନ୍ତେବାସୀଙ୍କୁ କୁହାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ SCB ନର୍ସିଂ କଲେଜ ବନ୍ଦ ରହିବ ବୋଲି କୁହାଯାଇଛି । ସେପଟେ ଛାତ୍ରୀମାନେ କିନ୍ତୁ ଅଲଗା କଥା କହୁଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ପ୍ରିନ୍ସପାଲଙ୍କ ବିରୋଧରେ ଧାରଣା ଦେଇଥିବାରୁ ପ୍ରତିଶୋଧ […]

  • Tuesday, 13 July 2021
OTV-portal-NIGHT-CURFEW
ରାତି ୧୦ଟାରୁ ଶୂନଶାନ ହୋଇଗଲା ସହର...

ଭୁବନେଶ୍ୱର: ଓଡ଼ିଶାର ୧୦ଟି ଜିଲ୍ଲାରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ।  ପଶ୍ଚିମ ଓଡ଼ିଶାର ୭ ଏବଂ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ଗତକାଲି ରାତି ୧୦ଟାରୁ ଆଜି ଭୋର ୫ଟା ପର୍ଯ୍ୟନ୍ତ ଲାଗୁ ହୋଇଥିଲା ନାଇଟ୍ କର୍ଫ୍ୟୁ । ଜରୁରୀ କାମ ନ ଥାଇ ଘରୁ ବାହାରକୁ ବାହାରୁଥିବା ଅମାନିଆଙ୍କୁ ଛକ ଛକରେ ଜଗିଥିଲା ପୋଲିସ । ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା କରାଯାଇଥିଲା । ଏଥିପାଇଁ ଏହି ୧୦ ଜିଲ୍ଲାରେ ରାତି ସାରା ପୋଲିସ ଫୋର୍ସ ମୁତୟନ […]

  • Tuesday, 13 July 2021
3 arrested
ଗାଁ ଦାଣ୍ଡରେ ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ, ବନ୍ଧା ହେଲେ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା କୋର ଗାଁରେ ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ ମାରିବା ଘଟଣାରେ ନିକିରାଇ ପୋଲିସ ୩ ଜଣଙ୍କୁ ଗିରଫ୍ କରିଛି l ଗିରଫ୍ ବ୍ୟକ୍ତି ମାନେ ହେଲେ ଶରତ ଚନ୍ଦ୍ର ନାୟକ, ତାଙ୍କ ପୁଅ ମୁନା ନାୟକ ଓ ନିରଞ୍ଜନ ନାୟକ l ପୀଡିତା ମହିଳାଙ୍କ ମାମୁଁଙ୍କ ଏତଲା ଆଧାରରେ ତଦନ୍ତ କରି ପୋଲିସ ଏହି ୩  ଅଭିଯୁକ୍ତଙ୍କୁ ଗିରଫ କରିଛି l ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ ୮ ଜଣଙ୍କ ବିରୋଧରେ […]

  • Tuesday, 13 July 2021