• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

madi-asuchi
୧୬ ଜିଲ୍ଲାକୁ ଶୀତ ସତର୍କତା : ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଜିଲ୍ଲାରେ ଥଣ୍ଡା ବଢ଼ିବ

ରାଜ୍ୟର ୧୬ଟି ଜିଲ୍ଲାକୁ ଶୀତଲହରୀ ନେଇ ସତର୍କ ସୂଚନା ଜାରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗିର ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତଅରୀଣ ଓ ଉତ୍ତର ଉପକୂଳ ଜିଲ୍ଲାରେ ଥଣ୍ଡା ବଢ଼ିବ କୋରାପୁଟ, ମାଲକାନଗିରିର କିଛି ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ଭୁବନେଶ୍ୱର : ଶୀତରେ ଥରହର ହେଉଛନ୍ତି ରାଜ୍ୟବାସୀ। କିଛି […]

  • Tuesday, 13 July 2021
OTV-KHABAR-aniki-sahajare-
ଗାଡ଼ିର କାଗଜପତ୍ର ପ୍ରସ୍ତୁତିକୁ ସହଜ କଲେ ରାଜ୍ୟ ସରକାର: ଯେକୌଣସି RTOରେ ହୋଇପାରିବ ରେନୱାଲ, ରେଜିଷ୍ଟ୍ରେସନ

ଭୁବନେଶ୍ୱର: ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି।ଗାଡ଼ିର କାଗଜପତ୍ର ପ୍ରସ୍ତୁତି ଏବେ ଆହୁରି ସହଜ ହେବ। ରେନୱାଲ, ରେଜିଷ୍ଟ୍ରେସନ ଏବେ ରାଜ୍ୟର ଯେକୌଣସି RTOରେ ହୋଇପାରିବ। ଏହାସହ ମାଲିକାନା ଓ ଠିକଣା ପରିବର୍ତ୍ତନ ବି ଆପଣ ନିକଟସ୍ଥ ଯେକୌଣସି RTOରେ କରାଇପାରିବେ। ଏଥଇପାଇଁ ଆଉ ବାରମ୍ବାର ଆରଟିଓ ଅଫିସ୍ ଦୌଡ଼ିବାକୁ ପଡ଼ିବ ନାହିଁ। ପୂର୍ବରୁ ଅନ୍ୟ ଅଞ୍ଚଳରୁ ଆସିଥିବା ଲୋକେ ଗାଡ଼ି କାଗଜପତ୍ର ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ହେଲେ ଏବେ  ପାଖ RTOରେ କାମ କରାଇପାରିବେ। ଡ୍ରାଇଭିଂ […]

  • Tuesday, 13 July 2021
coldrinks
ମଞ୍ଚେଶ୍ୱରରେ ନକଲି ମୃଦୁ ପାନୀୟ କାରଖାନା ଠାବ : ବିଭିନ୍ନ ନାମୀ କମ୍ପାନୀର ନାଁ ବଦଳାଇ ବିକ୍ରି କରୁଥିବା ଅଭିଯୋଗ

ଭୁବନେଶ୍ୱର: ରାଜ୍ୟସାରା ନକଲି କାରବାରର ଚେର। ଯେତେ ଖୋଳିତାଡ଼ କଲେ ସେତେ ବାହାରୁଛି ନକଲି ଖାଦ୍ୟ ସାମଗ୍ରୀ। ଯୁଆଡ଼େ ଦେଖିବ, ସିଆଡ଼େ ନକଲି ସାମଗ୍ରୀ। ଗଲା କିଛି ଦିନ ଧରି ରାଜ୍ୟରେ ଅପମିଶ୍ରିତ ଓ ନକଲି ସାମଗ୍ରୀ ଉପରେ ଲଗାତର ଚଢାଉ ପରେ ଟେନ୍‌ସନ୍‌ରେ ପଡ଼ିଯାଇଛନ୍ତି ଖାଉଟି।  ରାଜ୍ୟବାସୀ ଖାଦ୍ୟ ନାଁରେ ଜହର ଖାଇବାକୁ ବାଧ୍ୟ ହେଉଛନ୍ତି। କେଇଟା ଟଙ୍କା ଲୋଭରେ ଲକ୍ଷ ଲକ୍ଷ ଲୋକଙ୍କୁ ନକଲି ଖାଦ୍ୟ ସାମଗ୍ରୀ ବିକ୍ରି କରି ମରଣ ମୁହଁକୁ ଠେଲି […]

  • Tuesday, 13 July 2021
RTO-OFFICE
ଆରଟିଓ ଅଫିସ୍‌ରେ ଆଉ ଲାଗିବନି ଲମ୍ବା ଧାଡ଼ି: ସ୍ମାର୍ଟ ଧାଡିରେ ଛିଡ଼ା ହେବେ ଲୋକ

ଭୁବନେଶ୍ୱର: ଆରଟିଓରେ ଆଉ ଲାଗିବନି ଲମ୍ବା ଧାଡ଼ି। ଆଗାମୀ ସମୟେର ଡ୍ରାଇଭିଂ ଲାଇସନ୍ସ କିମ୍ବା ଅନ୍ୟ କାମ ପାଇଁ ଲୋକଙ୍କୁ ଅଧିକ ସମୟ ଛିଡ଼ା ହେବାକୁ ପଡ଼ିବନି। ଏଥିପାଇଁ ଲୋକଙ୍କୁ ସ୍ମାର୍ଟ ଧାଡ଼ିରେ ଛିଡ଼ା କରାଇବାକୁ ରାଜ୍ୟ ପରିବହନ ବିଭାଗ ପଦକ୍ଷେପ ଗ୍ରହଣ କରିଛି। ଖୁବ ଶୀଘ୍ର ଓ ସହଜ କାମ ଲାଗି ଲୋକଙ୍କୁ ସ୍ମାର୍ଟ ଧାଡିରେ ଛିଡ଼ା କରାଇବାର ନୂଆ ଯୋଜନା କରିଛି। ରାଜ୍ୟ ପରିବହନ ବିଭାଗ ଏନେଇ ନ୍ୟାସନାଲ୍ ସ୍ମଲ୍ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ସହ […]

  • Tuesday, 13 July 2021
accident
ବାଇକକୁ ଧକ୍କା ଦେଲା କାର : ଜଣେ ମୃତ,କାର ଡ୍ରାଇଭର ଗୁରୁତର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବାଇକକୁ ଧକ୍କା ଦେଲା କାର। ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ରୁଗୁଡିପାଲି ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଆ ଜଣେ ଗୁରୁତର ହୋଇଛନ୍ତି। ଜଣେ  ଫ୍ଲିପକାର୍ଟର ଡେଲିଭରୀ ବଏ ବାଇକରେ ଆସୁଥିବା ବେଳେ, କଳାହାଣ୍ଡି ଅଭିମୁଖେ ଯାଉଥିବା ଏକ କାର ତାଙ୍କୁ ଜୋରରେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଡେଲିଭରୀ ବଏ ଶ୍ରୀକାନ୍ତଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଦୁର୍ଘଟଣାରେ କାର ଡ୍ରାଇଭର ମଧ୍ୟ ଗୁରୁତର […]

  • Tuesday, 13 July 2021
pathara
ଅସହାୟଙ୍କୁ ଆହାର ଦେଉଛି ପଥର! କାମ ମିଳୁନି, ପଥର ଭାଙ୍ଗି ଗୁଜୁରାଣ ମେଣ୍ଟାଉଛନ୍ତି ଚାଳିଶରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ):ପଥର ଆମ ପାଇଁ ଭଗବାନ୍, ପଥର ଆମ ପାଇଁ ଦରଦୀ ବନ୍ଧୁ। ପାପୀ ପେଟକୁ ଦୁଇ ଓଳି ଦୁଇମୁଠା ଦାନା ଯୋଗାଏ। ଶିକ୍ଷା ଏମାନଙ୍କ ପାଇଁ ସାତ ସପନ।  ପଥର ଭାଙ୍ଗିଲେ ଘରେ ଚୂଲି ଜଳେ, ନହେଲେ ଖାଡ଼ା ଉପାସ। ଦିନ ଆରମ୍ଭ ହୁଏ ପଥରରୁ, ଆଉ ପଥରରେ ହିଁ ଦିନ ସରି ସଞ୍ଜ ନଇଁଯାଏ। ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଂଚୟତର ମାଳିଗୁଡା ଓ ସ୍ପିଲ୍ଵବାଇ ଦୁଇ ଗ୍ରାମର ଚାଳିଶରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର […]

  • Tuesday, 13 July 2021
february-guidelines
ରାଜ୍ୟ ଜାରି କଲା ଫେବ୍ରୁଆରୀ ଗାଇଡଲାଇନ୍ : ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ୫ଶହ ଲୋକଙ୍କୁ ଅନୁମତି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେଲା ଫେବ୍ରୁଆରୀ ମାସ ପାଇଁ କରୋନା ଗାଇଡଲାଇନ୍। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନୂଆ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି। ସାମାନ୍ୟ କିଛି ପରିବର୍ତ୍ତନ ଆଣି ସରକାର ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଏହି ଗାଇଡଲାଇନ୍ ଲାଗୁ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଫେବ୍ରୁଆରୀ ଗାଇଡଲାଇନରେ ପ୍ରାଥମିକ ସ୍କୁଲ ଖୋଲିପାରିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ସ୍କୁଲ ଖୋଲିବା ପୂର୍ବରୁ ଏସଓପି ଜାରି କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ […]

  • Tuesday, 13 July 2021
Maobadi
ବିଭତ୍ସ ହତ୍ୟାକାଣ୍ଡ ଘଟାଇଲେ ମାଓବାଦୀ : ୨ ଜଣଙ୍କୁ ଘରୁ ଡାକି ନେଇ ନିର୍ମମ ହତ୍ୟା

ବାଲିଗୁଡ଼ା(ଅଜିତ ଦାସ): କନ୍ଧମାଳରେ ବର୍ବରକାଣ୍ଡ ଘଟାଇଲେ ମାଓବାଦୀ। ବେଲଘର ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ ଘଟାଇଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ ଗାଁରେ ପଶି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଛି। ଭଣ୍ଡରଙ୍ଗି ପଞ୍ଚାୟତ ଅଫିସ ପାଖରେ ଗୋଟିଏ ମୃତଦେହ ପଡିଥିବା ବେଳେ ଆଉ ଗୋଟିଏ ମୃତଦେହ ଗୁଛାଗୁଡ଼ା ଗାଁ ପାଖରେ ପଡ଼ି ରହିଛି। ହତ୍ୟାକାଣ୍ଡ ଘଟାଇବା ପରେ ଘଟଣାସ୍ଥଳରେ ମାଓବାଦୀ ପୋଷ୍ଟର ଛାଡିଯାଇଛନ୍ତି। ତେବେ ଘଂଚ ଜଙ୍ଗଲ ମଧ୍ୟରେ ମୃତଦେହ ପଡିଥିବାରୁ ପୋଲିସ ସେଠାରେ ପହଞ୍ଚି ପାରିନାହିଁ। ପୁଲିସ୍‌ର […]

  • Tuesday, 13 July 2021
nakali-ghee
କଟକରେ ନକଲି ଘିଅ କାରଖାନା ଠାବ! ମାଲିକକୁ ଅଟକ ରଖି ମର୍କତନଗର ପୋଲିସର ପଚରାଉଚରା

କଟକ (ଦେବାଶିଷ ମହାନ୍ତି) : ରାଜ୍ୟର ଚାରିଆଡ଼େ ଭେଜାଲ ସାମଗ୍ରୀ ହାଉଜାଉ। ଯେତେ ଖୋଳିତାଡ଼ କଲେ ସେତେ ବାହାରୁଛି ନକଲି ଖାଦ୍ୟ ସାମଗ୍ରୀ। ଭେଜାଲ ଖାଦ୍ୟ ସାମଗ୍ରୀ କାରଖାନା ସାରା ରାଜ୍ୟରେ କାୟା ବିସ୍ତାର କରିଚାଲିଛି। ରାଜ୍ୟବାସୀ ଖାଦ୍ୟ ନାଁରେ ଜହର ଖାଇବାକୁ ବାଧ୍ୟ ହେଉଛନ୍ତି। ଯେଉଁ ଜିନିଷରେ ହାତ ମାରିବ ସବୁ ତ ନକଲି, ମଣିଷ ଖାଇବ କ’ଣ ? କେଇଟା ଟଙ୍କା ଲୋଭରେ ଲକ୍ଷ ଲକ୍ଷ ଲୋକଙ୍କୁ ନକଲି ଖାଦ୍ୟ ସାମଗ୍ରୀ ବିକ୍ରି କରି […]

  • Tuesday, 13 July 2021
child-eye
୧୧ ବର୍ଷ ହେଲାଣି ଆଖିପତା ପଡ଼ୁନି, ବଞ୍ଚି ଥାଉ ଥାଉ ନର୍କ ଯନ୍ତ୍ରଣା ଭୋଗୁଛି ସିଦ୍ଧାନ୍ତ

ବୟସ ବଢ଼ୁଛି, ଯନ୍ତ୍ରଣା ବଢ଼ୁଛି ଦଶ ବର୍ଷ ହେଲାଣି ପଡ଼ୁନି ଶିଶୁର ଆଖିପତା  ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ କୁନି କୁନି ପିଲାଙ୍କର ଆଖି ଖୁବ ସୁନ୍ଦର ହୋଇଥିଲେ ହେଁ, ଏହି କୁନି ନିଷ୍ପାପ ପିଲାଟିର ଫଟୋ ଦେଖିବାକୁ ଅସହଜ ମନେ ହେଉଥିବାରୁ ଆଖିରେ ପଟି ଦିଆଯାଇଛି। ପଢ଼ନ୍ତୁ ସିଦ୍ଧାନ୍ତର ଦୁଃଖଭରା କାହାଣୀ . . . . ଫୁଲବାଣୀ(ତ୍ରିନାଥ ସାହୁ): ଅଭାବୀ ପରିବାର ଉପରେ ଦାଉ ସାଧୁଛି ସାଂଘାତିକ ଆଖି ରୋଗ। ଅସହ୍ୟ ଯନ୍ତ୍ରଣାରେ […]

  • Tuesday, 13 July 2021
odisha
ପ୍ରେମିକା ପାଇଁ ସାଜିଥିଲେ ବାବା ବେଶ, କିନ୍ତୁ ଫସିଗଲେ

ଯାଜପୁର(ଅଭୟ ପତି): ପ୍ରେମିକାଙ୍କୁ ଦେଖା କରିବା ପାଇଁ ବାବା ବେଶ ହୋଇ ଯାଇଥିଲେ ପ୍ରେମିକ। ହେଲେ ଜାଣିନଥିଲେ ତାଙ୍କର ଏହି ପ୍ଲାନ୍‌ ଫସର ଫାଟିଯିବ ଓ ତାଙ୍କୁ ସିଧା ପୋଲିସ୍‌ ଷ୍ଟେସନ ଯିବାକୁ ପଡ଼ିବ। ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ୍ କଲୋନୀ ନିକଟରେ ଏଭଳି କିଛି ଘଟଣା ଘଟିଛି। ପ୍ରେମିକାକୁ ଭେଟିବାକୁ ଆସି ହଟହଟା ହୋଇଛନ୍ତି ପ୍ରେମିକ। ସୂଚନା ଅନୁସାରେ, ପ୍ରେମିକାକୁ ଭେଟିବା ପାଇଁ ସମ୍ପୃକ୍ତ ଯୁବକ ବାବା ବେଶ ହୋଇ ଆସିଥିଲେ। ହେଲେ ପିଲା […]

  • Tuesday, 13 July 2021
Park
ଗାଁ ମଶାଣିରେ ପାର୍କର ମଜା, ରଙ୍ଗବେରଙ୍ଗର ଫୁଲ ସାଙ୍ଗକୁ ତଟକା ପନିପରିବାର ସମ୍ଭାର

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ରଙ୍ଗବେରଙ୍ଗର ଫୁଲ ସାଙ୍ଗକୁ ଶ୍ମଶାନରେ ତଟକା ପନିପରିବାର ସମ୍ଭାର। ଔଷଧୀୟ ଗୁଳ୍ମରେ ଭରପୁର ଶ୍ମଶାନରେ ପ୍ରତିଦିନ ଲୋକଙ୍କ ଭିଡ଼ ଜମୁଛି। ସାଧାରଣତଃ ଶ୍ମଶାନ କଥା ଶୁଣିଲେ ସମସ୍ତଙ୍କ ମନରେ ଏକ ପ୍ରକାର ଶଙ୍କା ସୃଷ୍ଟି ହୁଏ । ନାନା ପ୍ରକାର ଚିନ୍ତା ମନକୁ ଆସେ,ଭୟରେ ହାତପାଦ ଥରିଯାଏ । ହେଲେ ଆଜି ଆମେ ଏମିତି ଏକ ଶ୍ମଶାନ ବିଷୟରେ ଆଲୋଚନା କରିବା ଯେଉଁଠି ଅନବରତ ଗହଳି ଲାଗିରହେ । ତେବେ ଏହି ଗହଳି […]

  • Tuesday, 13 July 2021
rd student death
ରମାଦେବୀ ଛାତ୍ରୀ ମୃତ୍ୟୁ ରହସ୍ୟ; ସାମ୍ନାକୁ ଆସିଲା ଆଉ ଏକ CCTV ଫୁଟେଜ୍

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କୁ ପ୍ରି ପ୍ଲାନ୍‌ କରି ହତ୍ୟା କରାଯାଇଛି ନା ମୃତ୍ୟୁ ପଛରେ ରହିଛି ଅନ୍ୟ କିଛି କାରଣ ?  ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଜଣାପଡ଼ି ନାହିଁ। ଏବେବି ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ଘେର ଭିତରେ। ଏସବୁ ଭିତରେ ଆଉ ଏକ CCTV ଫୁଟେଜ୍‌ ସାମ୍ନାକୁ ଆସିଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଏକ ବିରିୟାନୀ ସେଣ୍ଟରକୁ ଗତ ୨୬ ତାରିଖ ଦିନ ଅପରାହ୍ଣ ୧୨ଟା ୨୦ ମିନିଟ୍‌ରେ ଝରାଫୁଲ […]

cold-drink
ବ୍ରହ୍ମପୁରରେ ନକଲି କୋଲଡ୍ ଡ୍ରିଙ୍କସ କାରବାର,ପାଣିରେ ଏସେନ୍ସ ଓ ରଙ୍ଗ ମିଶାଯାଇ କୋଲଡ୍ ଡ୍ରିଙ୍କସ୍ ପ୍ରସ୍ତୁତ ହେଉଥିବା ଅଭିଯୋଗ

ନକଲି କୋଲଡ୍ ଡ୍ରିଙ୍କସ କାରବାର ପାଣିରେ କିଛି ଏସେନ୍ସ ଓ ରଂଗ ମିଶାଯାଇ କୋଲଡ୍ ଡ୍ରିଙ୍କସ୍ ପ୍ରସ୍ତୁତ ହେଉଥିଲା ବିନା ଲାଇସେନ୍ସରେ କାରବାର ଚାଲିଥିବା ଅଭିଯୋଗ ଲକ୍ଷାଧିକ ଟଙ୍କାର ମେସିନ ଜବତ ବ୍ରହ୍ମପୁର : କଟକ ପରେ ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁରରେ କାୟା ମେଲାଇଛି  ନକଲି କାରବାର ।   ବ୍ରହ୍ମପୁର ସଦରଥାନା ପୋଲିସ ପକ୍ଷରୁ ସୁକୁଣ୍ଡା ଗାଁରୁ ନକଲି କୋଲଡ୍ ଡ୍ରିଙ୍କସ କାରଖାନା ଠାବ କରିଛି । ଏଠାରେ ପାଣିରେ କିଛି ଏସେନ୍ସ ଓ […]

  • Tuesday, 13 July 2021
collage (13)
ମୟୂରଭଞ୍ଜରେ ବଢୁଛି ରବର ଚାଷର ଚାହିଦା, ଲାଭ ଦେଖି ଧୀରେ ଧୀରେ ଲୋକଙ୍କ ଆଗ୍ରହ ବଢ଼ୁଛି

ବଢିବାରେ ଲାଗିଛି ରବର ଚାଷ ପ୍ରତି ଲୋକଙ୍କ ଆଗ୍ରହ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ କରାଯାଉଛି ରବର ଚାଷ କେଶ୍ୱରୀ ଗାଁରେ ରବର ପ୍ରକଳ୍ପରେ ଲାଭ କରୁଛି OFDC ସଂସ୍ଥା କରଞ୍ଜିଆ (ଦୀପକ କୁମାର ମହାନ୍ତ) : ମୟୂରଭଞ୍ଜ ଜିଲ୍ଲାର ପ୍ରାକୃତିକ ପରିବେଶ ରବର ଚାଷ ପାଇଁ ବେଶ ଉପଯୋଗୀ। ଜିଲ୍ଲାର ରରୁଆଁ ବ୍ଳକ କେଶ୍ୱରୀ ଗାଁରେ ଚଳିତ ବର୍ଷ ଭଲ ଚାଷ ହୋଇଥିବାରୁ ବେଶ ସଫଳତା ପାଇଛି OFDC ସଂସ୍ଥ। ଏହାର ଲାଭ ଦେଖି ଏବେ […]

  • Tuesday, 13 July 2021
Moncky-KO
ଅମାନିଆ ଯାତ୍ରୀ ସାବଧାନ୍ ! ମାଙ୍କଡ଼କୁ ଖାଇବାକୁ ଦେଲେ ଫାଇନ୍ ଗଣିବେ

ଢ଼େଙ୍କାନାଳ(ରାଜଶ୍ରୀ ଶତପଥି) : ମଣିଷ ପରି କଥା କହିପାରୁନାହାଁନ୍ତି। କିନ୍ତୁ ମଣିଷମାନେ ଡାକିଦେଲେ ଖାଦ୍ୟ ପାଇଁ ଚାଲିଆସୁଛନ୍ତି ରାସ୍ତା ଉପରକୁ। ଆଉ ତା’ପରେ ଦୁର୍ଘଟଣାରେ ଜୀବନ ହରାଉଛନ୍ତି। କରୋନା ମହାମାରୀର ପ୍ରଭାବ ମଣିଷ ପରି ମାଙ୍ଗଡ଼ ପରି ପ୍ରାଣୀଙ୍କ ଉପରେ ମଧ୍ୟ ପଡ଼ିଛି। ସାଧାରଣ ଦିନ ତୁଳନାରେ ମହାମାରୀ ଯୋଗୁଁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଲୋକଙ୍କ ଯିବାଆସିବା କମୁଥିବା ବେଳେ ଖାଇବା ଗଣ୍ଡେ ପାଇଁ ଡହକବିକଳ ହେଉଛନ୍ତି ନୀରିହ ପଶୁପକ୍ଷୀ। ବଞ୍ଚି ରହିବା ନିମନ୍ତେ ସଂଗ୍ରାମ ଜାରି ରଖିଛନ୍ତି […]

  • Tuesday, 13 July 2021
tara-bahinipati
ବ୍ରହ୍ମପୁରରେ କଂଗ୍ରେସ ସମାବେଶ: କଣ୍ଟା ସାଜିଛି କରୋନା କଟକଣା, ଆପତ୍ତି ଉଠାଇଲେ ବିଧାୟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ କଂଗ୍ରେସର ସମାବେଶରେ କଣ୍ଟା ସାଜିଛି କରୋନା କଟକଣା। ବାଇକ୍ ରାଲି ଓ ପଦଯାତ୍ରାକୁ ବାରଣ କରାଯାଇଥିବା ବେଳେ ୧୫ ଶହ ଲୋକଙ୍କୁ ନେଇ ସଭା ଆୟୋଜନ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଏହାସହ ସଭାରେ ଯୋଗ ଦେବାକୁ ଥିବା ଲୋକଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଯାହାକୁ ନେଇ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ତାରା ବାହିନୀପତି କହିଛନ୍ତି, […]

  • Tuesday, 13 July 2021
11
ହିମାଳୟରେ ୨୩ ଓଡିଆ ଉଡାଇଲେ ତ୍ରିରଙ୍ଗା, ହାଡଭଙ୍ଗା ଜାଡ଼ରେ ୧୨,୫୦୦ ଫୁଟ ଉଚ୍ଚତାରେ ପତାକା ଉତ୍ତୋଳନ

ଭବାନୀପାଟଣା (ରାଜକୁମାର ସିଂଦେଓ) :  ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କରିଲେ ୨୩ ଜଣ ଓଡ଼ିଆ । ହିମାଳୟର ୧୨,୫୦୦ ଫୁଟ ଉଚ୍ଚତା ଦୟାରା ବୁଗୀୟାଲ ଶୀର୍ଷରେ -୫℃ ରୁ -୧୦℃ ହାଡଭାଙ୍ଗା ଶୀତରେ   ପତାକା ଉତ୍ତୋଳନ କରିଛନ୍ତି। ପ୍ରତିଭା ଅନ୍ୱେଷଣ ସଂସ୍ଥା କଳିଙ୍ଗ ଡେୟାର ଡେଭିଲ୍ସ ଦ୍ୱାରା ଚୟନ ହୋଇଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୩ ଜଣ ପ୍ରତିଭା ହିମାଳୟରେ ପହଞ୍ଚି ତ୍ରିରଙ୍ଗା ଉଡେଇଛନ୍ତି। ମହାମାରୀ ସମୟରେ ଅନବରତ ସେବା ଯୋଗାଇଥିବା ଦେବଦୂତଙ୍କ ଉଦ୍ଦେଶ୍ୟରେ ଏହି […]

  • Tuesday, 13 July 2021
131870804_1584212928449015_7681040067687079015_n
ଓଡ଼ିଶାରେ ଥାଇଲାଣ୍ଡ ବରକୋଳି , ୟୁଟ୍ୟୁବ ଦେଖି ଚାଷ ଆରମ୍ଭ କଲେ ଲୁଣିଗାଁର ଯୁବକ ଉପେନ୍ଦ୍ର ରାଉତ

ନିଆଳି (ବିନୟ ମିଶ୍ର) : ଓଡ଼ିଶା ମାଟିରେ ଥାଇଲାଣ୍ଡ ବରକୋଳି ଚାଷ । ବାଡ଼ିରେ ଫଳିଛି ପେନ୍ଥା ପେନ୍ଥା ବରକୋଳି । ଓଡ଼ିଶାର କୃଷକଙ୍କୁ ଥାଇଲାଣ୍ଡ ବରକୋଳି ଦେଉଛି ରୋଜଗାର। ବେକାରୀ ସମସ୍ୟା ଦନକୁ ଦିନ ହୁହୁ ହୋଇ ବୃଦ୍ଧି ପାଉଥିବା ବାଳେ କଟକ ଜିଲ୍ଳା ନିଆଳି ବ୍ଲକ ଲୁଣିଗାଁ ଗ୍ରାମର ଜଣେ ଯୁବକ ନିଜ ଉଦ୍ୟମରେ ପାରମ୍ପରିକ ଚାଷ ଛାଡ଼ି ବରକୋଳି ଚାଷ ଆରମ୍ଭ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ଏବେର ମହଙ୍ଗା […]

  • Tuesday, 13 July 2021
accident-1
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ବସ୍‌

ରାୟଗଡ଼ା/ବଲାଙ୍ଗିର(ମନୋଜପାତ୍ର/ଘଟେଶ୍ୱର ମିଶ୍ର): ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ବୋଥିଆପଡ଼ା ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି କଲଭର୍ଟରେ ପିଟି ହୋଇ ରାସ୍ତାକଡ଼କୁ ଓଲଟି ପଡ଼ିବା ଯୋଗୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୯ଜଣ ଗୁରୁତର ଆହତ ହୋଇଛନ୍ତି। ୯ ଗୁରୁତରଙ୍କ ମଧ୍ୟରୁ ଜଣଙ୍କୁ MKCGକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତଙ୍କୁ ରାୟଗଡ଼ା ଜିଲ୍ଲାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି। […]

  • Tuesday, 13 July 2021
jharaphula murder
ଉଠିବ କି ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ?

ଯାଜପୁର(ଗୁଲାମ ଗସ୍‌): ପ୍ରେମିକ ଖୋଲିବ କି ପ୍ରେମିକାର ମୃତ୍ୟୁ ରହସ୍ୟ ? ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କୁ ପ୍ରି ପ୍ଲାନ୍‌ କରି ହତ୍ୟା କରାଯାଇଛି ନା ମୃତ୍ୟୁ ପଛରେ ରହିଛି ଅନ୍ୟ କିଛି କାରଣ? ପୋଲିସ୍‌ କବ୍‌ଜାରେ ଥିବା ଝରାଫୁଲଙ୍କ ବୟଫ୍ରେଣ୍ଡ୍‌ ରାକେଶ ସ୍ୱାଇଁ ଯଦି ଝରାଫୁଲଙ୍କୁ ଭଲ ପାଉଥିଲେ ତା’ହେଲେ ମୃତ୍ୟୁ ପରେ ତାଙ୍କୁ କାହିଁକି ରାସ୍ତାକଡ଼ରେ ଫୋପାଡ଼ି ଦେଇଥିଲେ ? କଣ ଘଟିଥିଲା ଧର୍ମିବିହାର ଶିବ ସାଇ ଓୟୋ ଗେଷ୍ଟ ହାଉସର ଚାରିକାନ୍ଥ ଭିତରେ […]

collage (12)
ଦୁର୍ଦ୍ଦଶା ବଢାଉଛି ଜଟଣୀ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କାମ, ପାଞ୍ଚ ବର୍ଷ ପରେ ବି କାମ ଶେଷ ହେଉନି

ଖୋର୍ଦ୍ଧା ( ବଳରାମ ଲେଙ୍କା) : ଦୁର୍ଦ୍ଦଶା ବଢାଉଛି ଜଟଣୀ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କାମ।  ପାଞ୍ଚ ବର୍ଷ ପରେ ବି ଫ୍ଲାଏ ଓଭର ନିର୍ମାଣ କାମ ଶେଷ ହୋଇନିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି। ତେବେ ସବୁଠାର ବଡକଥା ହେଲା ଜିଲ୍ଲାପାଳଙ୍କ କଥାରେ ଭରଷା କରି ବ୍ୟବସାୟୀ ନିଜ ଦୋକାନ ଭାଙ୍ଗି ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ପାଇଁ ସହଯୋଗର ହାତ ବଢାଇଛନ୍ତି । ପୂର୍ବରୁ ଉଛେଦ ହୋଇଥିବା ୫୮୭ ବ୍ୟବସାୟୀ ଏଯାଏ […]

  • Tuesday, 13 July 2021
Mother
ପିଲାମାନଙ୍କ ବଦଳରେ ପାଠ ପଢ଼ୁଛନ୍ତି ମା’, ନିଜେ ପଢ଼ିବେ ଘରକୁ ଯାଇ ପିଲାଙ୍କୁ ପଢ଼ାଇବେ

ସୁବର୍ଣ୍ଣପୁର(ଦିଲ୍ଲୀପ କୁମାର ସାହୁ): ନିଆରା ଢ଼ଙ୍ଗରେ ପାଠପଢ଼ା । ଶିକ୍ଷାବର୍ଷ ଶେଷ ହେବାକୁ ବସିଥିବା ବେଳେ ପାଠପଢାରେ ବାଧା ସାଜିଛି କରୋନା ମହାମାରୀ ।  ତେବେ ପିଲାଙ୍କୁ ପାଠ ପଢ଼ାଇ‍ବା ପାଇଁ ଭିନ୍ନ ରାସ୍ତା ବାହାର କରିଛନ୍ତି ଶିକ୍ଷକ ।  ଘରେ ମୋବାଇଲ ଥାଉ ବା ନଥାଉ, ଗାଁରେ ନେଟୱର୍କ୍ ରହୁ ବା ନରହୁ, ସବୁ ପିଲା ପାଠ ପଢ଼ିବେ । ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ ବଲେନପାଲି ଗାଁରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ଶିକ୍ଷକମାନେ ଏକ […]

  • Tuesday, 13 July 2021
vigilance-raid
ପୂର୍ବତନ RIଙ୍କ ଘରେ ଭିଜିଲାନ୍ସ ରେଡ୍‌

ପୁରୀ: ପୁରୀ ଜିଲ୍ଲାର ପୂର୍ବତନ ରାଜସ୍ୱ ନିରୀକ୍ଷକ(ଆର୍‌ଆଇ) ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ଏହି ଚଢ଼ାଉ କରିଛି। ବସନ୍ତ ମହାନ୍ତିଙ୍କ ବାସଭବନ, ସରକାରୀ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି। ପୁରୀ ଫ୍ରେଣ୍ଡସ କ୍ଲବ୍‌ରେ ଥିବା ବସନ୍ତଙ୍କ ୨ଟି ଘର, ପେଣ୍ଠକଟାରେ ଗୋଟିଏ ଘର, ବାଲିଘାଟରେ ସମ୍ପର୍କୀୟଙ୍କ ଘର, ପୁରୀରେ ଦୁଇଟି ସରକାରୀ କାର୍ଯ୍ୟାଳୟ ଓ କେନ୍ଦ୍ରାପଡା ରାଜନଗର କୁରୁଣ୍ଟି ଗାଁରେ ଥିବା […]

  • Tuesday, 13 July 2021
PURI-OTS
ବଡ଼ଦାଣ୍ଡରୁ ହଟିଲା ବ୍ୟାରିକେଡ୍,ଆଉ ଶ୍ରଦ୍ଧାଳୁଙ୍କୁ  ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ

ପୁରୀ(ମଧୁସୁଦନ ମିଶ୍ର,ପ୍ରଦୀପ ମହାନ୍ତି) : ବଡ଼ଦାଣ୍ଡରୁ ହଟିଲା ବ୍ୟାରିକେଡ୍। ମହାପ୍ରଭୁଙ୍କ ଦର୍ଶନରେ ଧାଡ଼ି ବ୍ୟବସ୍ଥା କୋହଳ ହୋଇଛି। ଜଗନ୍ନାଥ ବଲ୍ଲଭରୁ ମରିଚିକୋଟ ଯାଏ ବ୍ୟାରିକେଡ ହଟାଯାଇଛି । ଏହାଦ୍ୱାରା ଶ୍ରୀମନ୍ଦିରକୁ ଯିବା ପାଇଁ ଆଉ ଶ୍ରଦ୍ଧାଳୁଙ୍କୁ  ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ କି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବାକୁ ଏହି ବ୍ୟାରିକେଡ୍ ହଟାଯାଇଛି । ବ୍ୟାରିକେଡ୍‌ ଖୋଲିବା ପରେ କେବଳ ଦର୍ଶନ ବ୍ୟବସ୍ଥା ସହଜ ହୋଇଛି […]