• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

electric
ଲକ୍‌ଡାଉନ୍‌ରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ମିଳିବ ରିହାତି

ଭୁବନେଶ୍ୱର: ଲକଡାଉନ୍ ସମୟରେ ରାଜ୍ୟର ବିଜୁଳି ଉପଭୋକ୍ତାଙ୍କ ପାଇଁ ରିହାତି ଘୋଷଣା। ଏପ୍ରିଲ ଓ ମେ ମାସର ବିଲ ପେମେଣ୍ଟ ପାଇଁ ସବୁ ଘରୋଇ ଉପଭୋକ୍ତାଙ୍କୁ ମିଳିବ ଅତିରିକ୍ତ ୪ ପ୍ରତିଶତ ରିହାତି। ଏ ନେଇ ସେସୁ, ନେସ୍କୋ, ସାଉଥକୋ ଓ ୱେସ୍କୋକୁ ଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉପଭୋକ୍ତାମାନେ ପାଇବାକୁ ଥିବା ଅନ୍ୟ ରିହାତି ସମେତ ଦୁଇ ମାସର ବିଲ ବାବଦରେ ମଧ୍ୟ ୪ ପ୍ରତିଶତ ରିହାତି ମିଳିବ। ଖାଉଟିମାନେ ଯେକୌଣସି ମାଧ୍ୟମରେ ଏହି […]

  • Wednesday, 14 July 2021
book-tentgh
ବଦଳିଲା ଦଶମ ଶ୍ରେଣୀ ବହି

ଭୁବନେଶ୍ୱର: ବଦଳିଲା ଦଶମ ଶ୍ରେଣୀ ବହି। ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀ ବହି ବଦଳିଲା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ୮ଟି ବହି ବଦଳିଥିବା ନେଇ ବୋର୍ଡ ସମ୍ପାଦକଙ୍କ ସୂଚନା ଦେଲେ। ୨୦୨୦-୨୧ରେ ରାଜ୍ୟ ବୋର୍ଡର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନୂଆ ବହି ପଢ଼ିବେ। ମୋଟ ୧୪ଟି ବିଷୟରୁ ୮ଟି ବିଷୟ ବଦଳିଛି। ଲକଡାଉନ ପରେ ଏହି ବହି ବିକ୍ରି ହେବ ବୋଲି ସୂଚନା ଦିଆଯାଇଛି।

  • Wednesday, 14 July 2021
heat-wave
ତାତିରେ ସିଝୁଛି ଅଧା ଓଡ଼ିଶା: ଭୁବନେଶ୍ୱର, ଟିଟିଲାଗଡ଼ ସର୍ବାଧିକ ଉତ୍ତପ୍ତ

ଭୁବନେଶ୍ୱର: ସାରା ରାଜ୍ୟକୁ ଅସ୍ତବ୍ୟସ୍ତ କରୁଛି ତାତି। ରାଜଧାନୀ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୧. ୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଭୁବନେଶ୍ୱର ସହ ଟିଟିଲାଗଡ଼ରେ ମଧ୍ୟ ତାପମାତ୍ରା ୪୧. ୫ ଡିଗ୍ରୀ ରେକର୍ଡ ହୋଇଛି। ଏହି ଦୁଇ ସହର ସହ ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଚାନ୍ଦବାଲିର ସର୍ବାଧିକ ତାପମାତ୍ରା ୪୦. ୭ ଡିଗ୍ରୀ, କଟକର ୪୦. ୧, ଅନୁଗୁଳ ୪୦. ୭ ଡିଗ୍ରୀ ଏବଂ […]

  • Wednesday, 14 July 2021
heat
୪୦ ଡିଗ୍ରୀ ଉପରେ ୧୦ ସହର

ଭୁବନେଶ୍ୱର: ଅସହ୍ୟ ତାତିରେ ସାରା ରାଜ୍ୟ କଲବଲ। ଆଜି ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତେବେ ଆଜି ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼। ସେଠାରେ ତାପମାତ୍ରା ୪୧ ଡିଗ୍ରୀ ରହିଛି। ଏଥିସହ ଭୁବନେଶ୍ୱରରେ ୪୦ .୨, କଟକରେ ୪୦, ଚାନ୍ଦବାଲିରେ ୪୦.୮, ଭବାନୀପାଟଣାରେ ୪୦. ୫, ବଲାଙ୍ଗିରରେ ୪୦.୫, ବୌଦ୍ଧରେ ୪୦. ୫, ସୋନପୁରରେ ୪୦.୨, ତାଳଚେରରେ ୪୦. ୧ ଓ ମାଲକାନଗିରିରେ ୪୦ ଡିଗ୍ରୀ ରହିଛି। ୬ଟି […]

  • Wednesday, 14 July 2021
terrorist
ଓଡ଼ିଶାରେ ଲୁଚିଛନ୍ତି ବାଙ୍ଗଲାଦେଶୀ ଆତଙ୍କବାଦୀ

କୋଲକାତାରୁ ୩ ବାଂଲାଦେଶୀ ଆତଙ୍କବାଦୀଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ । କୋଲକାତା STF ଦ୍ୱାରା ୩ ଜଣ ଜମାତ-ଉଲ ମୁଜାହିଦ୍ଦିନ ସଦସ୍ୟ ଧରାପଡ଼ିଛନ୍ତି । ସେମାନଙ୍କର ଓଡ଼ିଶା ଲିଙ୍କ ଥିବା ଜଣାପଡ଼ିଛି ।

3-baby
ଏକାସଙ୍ଗେ ୩ଟି ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା

କଟକ: ଏସ୍‌ସିବି ମେଡିକାଲରେ ୩ଟି ଶିଶୁକନ୍ୟାକୁ ମହିଳା ଜନ୍ମ ଦେଇଛନ୍ତି। ଯାଜପୁର ବିଞ୍ଝାରପୁର ଅଞ୍ଚଳର ଜଣେ ମହିଳା ୧୦ ଦିନ ତଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେ ଏକାସଙ୍ଗେ ୩ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ମାଆ ଓ ଶିଶୁଙ୍କ ଅବସ୍ଥା ସୁସ୍ଥ ରହିଛି। ଏକାସଙ୍ଗେ ୩ଟି ଶିଶୁକନ୍ୟାକୁ ପାଇ ଘର ଲୋକେ ବେଶ ଖୁସି ଅଛନ୍ତି। ତେବେ ଲକ୍‌ଡାଉନ୍ ଚାଲିଥିବାରୁ ତାଙ୍କୁ ମେଡିକାଲ୍‌ରେ ହିଁ କିଛି ଦିନ ଅପେକ୍ଷା କରିବାକୁ ପଡ଼ିଥିଲା। ସ୍ୱାମୀ ପାଖରେ ନଥିବାରୁ ମହିଳାଙ୍କ […]

  • Wednesday, 14 July 2021
bookstore
ମୋବାଇଲ ଆପ୍‌ରେ ପାଠପଢ଼ା ସମ୍ଭବ ନୁହେଁ, ବହି ଦୋକାନ ଖୋଲା କର

ଭୁବନେଶ୍ୱର: ପିଲାମାନଙ୍କ ପାଠପଢ଼ାକୁ ନେଇ ଘାରିଲାଣି ଚିନ୍ତା। କରୋନାର ପ୍ରଭାବରେ ସାରା ଦେଶରେ ଏବେ ଲକ୍‌ଡାଉନ୍‌ ଥିବାବେଳେ ପିଲାମାନଙ୍କ ସ୍କୁଲ ଜୁନ୍ ୧୭ ପର୍ଯ୍ୟନ୍ତ ବନ୍ଦ ରହିଛି। ଏହି ସମୟରେ ପିଲାଙ୍କ ପାଠ ପଢ଼ା ନେଇ ବଡ ସମସ୍ୟା ଦେଖାଦେଇଛି। କେତେକ ଘରୋଇ ସ୍କୁଲ ମୋବାଇଲ ଆପ୍ ଦ୍ୱାରା ପିଲାଙ୍କୁ ପାଠ ପଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହା ସମସ୍ତଙ୍କ ପାଇଁ ଏବଂ ସବୁଠି ସମ୍ଭବପର ନୁହେଁ ବୋଲି ଘରୋଇ ସ୍କୁଲ ଆସୋସିଏସନ ସଂଘ ପକ୍ଷରୁ କୁହାଯାଇଛି। ଏପରିକି […]

  • Wednesday, 14 July 2021
pariba2
ପୋଲିସ୍ ଜୁଲମ୍‌ ପ୍ରତିବାଦରେ ପରିବା ଦୋକାନ ବନ୍ଦ

ବାରିପଦା: ବାରିପଦାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ଅଭିଯୋଗ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବା ବ୍ୟବସାୟୀ। ଘଟଣାର ପ୍ରତିବାଦରେ ଆଜି ସ୍ଥାନୀୟ ପରିବା ବ୍ୟବସାୟୀ ସଂଘ କାରବାର ବନ୍ଦ ରଖିଛି। ଫଳରେ ଲୋକେ ନାହିଁନଥିବା ହଇରାଣ ହୋଇଛନ୍ତି। ଗତକାଲି ସକାଳୁ ବାରିପଦା ସହରର ମୁଖ୍ୟ ପରିବା ବଜାରରେ ସାମାଜିକ ଦୂରତା ରକ୍ଷା କରୁନଥିବା ଦର୍ଶାଇ ପୋଲିସ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଘଉଡ଼ାଇ ଦେଇଥିଲା। ତାସହ ଦୋକାନ ସବୁକୁ ପୋଲିସ ବନ୍ଦ କରିଦେଇଥିବା ଅଭିଯୋଗ କରିଛି ବ୍ୟବସାୟୀ […]

  • Wednesday, 14 July 2021
goods
ମାଲବାହୀ ଗାଡ଼ି ଦେବେନି ଟିକସ

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ ଲକ୍‌ଡାଉନ୍‌ ଯୋଗୁ ମାଲବାହୀ ଯାନ ଟିକସ ଦେବା ଉପରେ ସାମୟିକ ସ୍ଥଗିତ ରଖିଛି ବାଣିଜ୍ୟ ଓ ପରିବହନ ବିଭାଗ। ମାଲବାହୀ ଯାନକୁ ୩ ମାସ ଟିକସ କୋହଳ କରାଯାଇଛି। ଏପ୍ରିଲ ୩୦ ଯାଏ ଲକ୍‌ଡାଉନ୍ ଅବଧି ବୃଦ୍ଧି ହେବା ପରେ ଏଣିକି ଏପ୍ରିଲରୁ ଜୁନ୍ ଯାଏଁ ମାଲବାହୀ ଗାଡ଼ି କୌଣସି ଟିକସ ଦେବେନି। ଏହି ସମୟରେ କୌଣସି ଅତିରିକ୍ତ ଶୁଳ୍କ ମଧ୍ୟ ଆଦାୟ କରାଯାଇପାରିବନି। ଏ ନେଇ ବାଣିଜ୍ୟ ଓ ପରିବହନ […]

  • Wednesday, 14 July 2021
bulb
ଲକ୍‌ଡାଉନ୍‌ ପରେ ବିଦ୍ୟୁତ୍ ବିଲ୍ ପୈଠ କଲେ ବି ମିଳିବ ରିହାତି

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ବିଲ୍ ପୈଠ ନେଇ ଆଶ୍ୱସ୍ତି ମିଳିଛି। ଲକଡାଉନ୍ ଯୋଗୁ ମାର୍ଚ୍ଚ ମାସରେ ବିଦ୍ୟୁତ ଦେୟ ପୈଠ କରିପାରିନଥିବା ଉପଭୋକ୍ତାମାନେ ଲକଡାଉନ୍ ଅବଧି ହଟିବାପରେ ନିଜର ବିଦ୍ୟୁତ୍ ବିଲ୍ ପୈଠ କରି ଆବଶ୍ୟକ ରିହାତି ପାଇପାରିବେ। ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ବିଦ୍ୟୁତ ଉପଭୋକ୍ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଛି। ଉଭୟ କ୍ଷୁଦ୍ର ଶିଳ୍ପ ସଂସ୍ଥା ଓ ଘରୋଇ ଉପଭୋକ୍ତାମାନଙ୍କୁ ଏହି […]

  • Wednesday, 14 July 2021
moon
ଆକାଶକୁ ଅନାଇ ଦେଖନ୍ତୁ ଜହ୍ନର ବିରଳ ଦୃଶ୍ୟ

ଭୁବନେଶ୍ୱର: ଆଜି ଆକାଶରେ ଦୃଶ୍ୟମାନ ହେଉଛି ସୁପର୍‌ମୁନ୍‌। ସାଧାରଣ ପୂର୍ଣ୍ଣଚନ୍ଦ୍ର ଠାରୁ ଏହା ୬ ପ୍ରତିଶତ ବଡ଼ ଏବଂ ୨୫ ପ୍ରତିଶତ ଉଜ୍ଜଳର ଚନ୍ଦ୍ର ଦେଖାଯାଉଛି। ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକଙ୍କ କହିବା କଥା, ଏହା ହେଉଛି ଏବର୍ଷର ସବୁଠୁ ଉଜ୍ଜଳତମ ପୂର୍ଣ୍ଣଚନ୍ଦ୍ର। ସଂଧ୍ୟାରୁ ଦେଖାଯାଉଥିବା ଏହି ବିରଳ ପୂର୍ଣ୍ଣଚନ୍ଦ୍ର ଭୋର ଯାଏଁ ଦେଖାଯିବ। ମେଘୁଆ ପାଗ ଥିଲେ ତାହା ଢାଙ୍କି ହୋଇ ରହିବ, ତେଣୁ ଭଲ ଭାବେ ଦେଖିହେବ ନାହିଁ। ତେବେ ଏହାକୁ ଖାଲି […]

  • Wednesday, 14 July 2021
graned
ସାଥୀଙ୍କୁ ବଞ୍ଚାଇବାକୁ ଯାଇ ଯବାନ ହେଲେ ସହିଦ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ଏସ୍ଓଜି ଟ୍ରେନିଂ ସେଣ୍ଟରରେ ଅଘଟଣ। ଟ୍ରେନିଂ ବେଳେ ଗ୍ରେନେଡ୍ ବିସ୍ଫୋରଣରେ ହାବିଲଦାରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ପ୍ରକାଶ ସାହୁ। ଆଜି କ୍ୟାମ୍ପରେ ଟ୍ରେନିଂ ହେଉଥିଲା ବେଳେ ଗ୍ରେନେଡଟି ଅନ୍ୟ ଜଣେ ଯବାନଙ୍କ ଉପରେ ଫୁଟିବା ବେଳେ ଏହାକୁ ରୋକିବା ସହ ବୀରତ୍ୱର ପରିଚୟ ଦେଇଥିଲେ ହାବିଲଦାର୍ ପ୍ରକାଶ। ଅନ୍ୟ ଜଣେ ସହଯୋଗୀ ଟ୍ରେନି କ୍ୟାଡେଟଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ହାତରେ ଗ୍ରେନେଡଟି ଫୁଟି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍‌ରେ […]

  • Wednesday, 14 July 2021
vegetable
ରାଜଧାନୀରେ ଯଥେଷ୍ଟ ପନିପରିବା ମହଜୁଦ ଅଛି କି?

ଭୁବନେଶ୍ୱର: ରାଜଧାନୀରେ ଆବଶ୍ୟକ ମୁତାବକ କଞ୍ଚା ପରିବା ମହଜୁଦ ନାହିଁ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର କଞ୍ଚା ପରିବା ବ୍ୟବସାୟୀ ସଂଘର ସଭାପତି। ରାଜ୍ୟ ସରକାର କରିଥିବା ୪୮ ଘଣ୍ଟିଆ ସଟ୍ ଡାଉନ ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିବା ସେ କହିଛନ୍ତି। ତାଙ୍କ କହିବା ଅନୁସାରେ, ବାହାର ରାଜ୍ୟରୁ ସଟ୍ ଡାଉନ ଯୋଗୁଁ ପରିବା ଆସିପାରୁନାହିଁ। ଫଳରେ ରାଜଧାନୀରେ ଆବଶ୍ୟକତାର ମାତ୍ର ୪୦ ପ୍ରତିଶତ ପରିବା ମହଜୁଦ ରହିଛି। ସେହିଭଳି ରାଜ୍ୟରେ ବି ଉତ୍ପାଦନ ହେଉଥିବା […]

  • Wednesday, 14 July 2021
dhela
ପୋଲିସ୍‌ ଉପରକୁ ଢେଲାପଥର ମାଡ଼, ଆକ୍ରମଣକାରୀଙ୍କ ଉପରେ ଲାଠିଚାର୍ଜ

କଟକ: କଟକ କେଶପୁରରରେ ପୋଲିସ ଉପରକୁ କିଛି ଲୋକେ ଢେଲା ଓ ପଥରମାଡ଼ କରିଛନ୍ତି। ଏହାର ଜବାବରେ ପୋଲିସ୍ ଲାଠିଚାର୍ଜ କରିଥିଲାବେଳେ କିଛି ଲୋକଙ୍କୁ ଅଟକ ରଖାଯାଇଛି। ଆଜି ସଟ୍‌ଡାଉନ୍‌ର ଦ୍ୱିତୀୟ ତଥା ଅନ୍ତିମ ଦିନରେ ପୋଲିସ୍ ପାଟ୍ରୋଲିଂ କରୁଥିବାବେଳେ କେଶରପୁର ଅଞ୍ଚଳରେ କିଛି ଲୋକ ନିୟମ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଥିଲା। ତେବେ ପୋଲିସ୍ ପଦକ୍ଷେପ ନେବାରୁ ଉଲ୍ଲଘଂନକାରୀମାନେ ପୋଲିସ୍ ଉପରକୁ ଢେଲା ଓ ପଥରମାଡ଼ କରିଥିଲେ। ଏହାର ଜବାବରେ ପୋଲିସ ଲାଠିଚାର୍ଜ କରିଥିଲା। ଏମାନଙ୍କ […]

  • Wednesday, 14 July 2021
quiz3
ଲକ୍‌ଡାଉନ୍‌ରେ ଅନ୍‌ଲାଇନ୍‌ ପ୍ରତିଯୋଗିତା, ଘରେ ବସି ଜିତନ୍ତୁ ୧୦୦୦ ଟଙ୍କାର ପୁରସ୍କାର

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ଆଉ ବୋର୍‌ ହେବାକୁ ପଡ଼ିବ ନାହିଁ। ଘରେ ବସି କୁଇଜ୍‌ ପ୍ରତିଯୋଗିତାରେ ଭାଗ ନେଇ ୧ ହଜାର ଟଙ୍କାର ପୁରସ୍କାର ଜିତନ୍ତୁ। ଘରେ ବସି ମନୋରଞ୍ଜନ ଓ ଟଙ୍କା ରୋଜଗାରର ଏଭଳି ସୁଯୋଗ ଆଣିଛି ପରିବହନ ବିଭାଗ। ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅନ୍‌ଲାଇନ୍‌ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ସଡକ ସୁରକ୍ଷା ସଂପର୍କିତ କୁଇଜ୍ ଓ ଲର୍ଣ୍ଣର ଲାଇସେନ୍ସ ମକ୍ ଟେଷ୍ଟ୍‌ରେ ଭାଗ ନେଇ ଘରେ ବସି ଏକ ହଜାର ଟଙ୍କାର ପୁରସ୍କାର […]

  • Wednesday, 14 July 2021
rainfall
ଏସବୁ ଜିଲ୍ଲାରେ ବର୍ଷିବ, ତାତିରୁ ଆଶ୍ୱସ୍ତି ମିଳିବ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି। ଆଜି ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି। ଇତି ମଧ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗରମରୁ ତ୍ରାହି ପାଇବା ପାଇଁ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, […]

  • Wednesday, 14 July 2021
attack
ଜମିବାଡ଼ି ଲୋଭରେ ସମ୍ପର୍କ ହେଲା ତୁଚ୍ଛ, ଭାଇର ବଂଶ ନିପାତ କଲା ଭାଇ

ସୁନ୍ଦରଗଡ: ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ। ପରସ୍ପର ମଧ୍ୟରେ ହଣାହଣି ହୋଇ ୨ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ବଡ଼ ଭାଇ ଓ ପୁଅ ଏବଂ ସାନଭାଇର ସ୍ତ୍ରୀ ଓ ପୁଅଙ୍କର ମୃତ୍ୟୁ ହୋଇଛି। ଓଡ଼ିଶାର ସୁନ୍ଦରଗଡ଼ ସୀମାକୁ ଲାଗିଥିବା ଝାଡ଼ଖଣ୍ଡ ରାଜ୍ୟର ସିମଡେଗା ଜିଲ୍ଲା କୁର୍ଡେଗ ଥାନା ମୁହାଡିହି ଗାଁରେ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଏହି ହଣାକଟା ହୋଇଛି। ଆଜି ସକାଳେ ଜମିଜମା ବିବାଦକୁ ନେଇ ଦୁଇ ଭାଇଙ୍କ ପରିବାର […]

  • Wednesday, 14 July 2021
current
ଛାତରେ ପାଣି ଦେଉଥିଲେ; ହଠାତ୍‌ ୬ଜଣଙ୍କୁ ଲାଗିଲା ବିଦ୍ୟୁତ ଝଟ୍‌କା

କୋରାପୁଟ: ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ସର୍ଗିଗୁଡାରେ। ଆଜି ସର୍ଗିଗୁଡ଼ାରେ ଜଣେ ବ୍ୟକ୍ତି ତାଙ୍କ ନୂଆ ଘର ଛାତରେ ପାଣି ପକାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିବା ବେଳେ ଜଣକ ପରେ ଜଣେ ଗୋଟିଏ ପରିବାରର ବିଦ୍ୟୁତ ଆଘାତର ସମ୍ମୁଖୀନ ହୋଇଥିଲେ ୬ ଜଣ। ତୁରନ୍ତ ସେମାନଙ୍କୁ ପ୍ରଥମେ ବୋରିଗୁମ୍ମା […]

  • Wednesday, 14 July 2021
street
ବୁଲା କୁକୁରଙ୍କୁ ମିଳିବ ଖାଦ୍ୟ, ୫୪ ଲକ୍ଷ ବ୍ୟୟ ଆକଳନ

ଭୁବନେଶ୍ୱର: ଲକଡାଉନ୍ ଯୋଗୁଁ ଖାଇବାକୁ ପାଉନାହାନ୍ତି ପଶୁଜନ୍ତୁ। ଫଳରେ ରାଜ୍ୟରେ ପଶୁ ପକ୍ଷୀଙ୍କ ଅବସ୍ଥା ସଙ୍ଗୀନ ହୋଇପଡ଼ିଛି।ଏପରି ଅନେକ ସ୍ଥାନରେ ପଶୁମାନେ ହ୍ରିଂସ ହେଲେଣି। ଏହି ତାଲିକାରେ କୁକୁର ମଧ୍ୟ ଅଛନ୍ତି। ଲକ୍ ଡାଉନ୍ ପାଇଁ ଦୋକାନ ବଜାର ବନ୍ଦ ଥିବାରୁ ବୁଲା କୁକୁର ଉପାସରେ ରହୁଛନ୍ତି। ରାଜ୍ୟର ସହାରାଞ୍ଚଳରେ ବସବାସ କରୁଥିବା ଲକ୍ଷେ ୨୦ ହଜାର କୁକୁର ଉପାସରେ ରହୁଛନ୍ତି। ଖାଇବାକୁ ନପାଇ ସେମାନେ ଡହଳ ବିକଳ ହେଉଛନ୍ତି। ତେବେ ଏହି କୁକୁରଗୁଡ଼ିକୁ ମିଳିବ ଖାଦ୍ୟ। […]

  • Wednesday, 14 July 2021
GOVT
୯ତାରିଖ ସୁଦ୍ଧା ସରକାରୀ କର୍ମଚାରୀଙ୍କୁ ମିଳିବ ଦରମା ଓ ପେନସନ୍

ଭୁବନେଶ୍ୱର: ଏପ୍ରିଲ ୯ତାରିଖ ସୁଦ୍ଧା ରାଜ୍ୟ କର୍ମଚାରୀମାନଙ୍କୁ ଦରମା ଓ ପେନସନ ନିଶ୍ଚିତ ପ୍ରଦାନ ନିମନ୍ତେ ପଦକ୍ଷେପ ନେବାକୁ ଆଜି ଟ୍ରେଜେରୀ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା, ସ୍ୱତନ୍ତ୍ର ଓ ସବ-ଟ୍ରେଜେରୀର ଅଫିସରମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ‘କରୋନା’ ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ନିଜର କର୍ମଚାରୀମାନଙ୍କୁ ଦରମା ଓ ପେନସନ ଦେବା ପ୍ରକ୍ରିୟାକୁ ରାଜ୍ୟ ସରକାର ତ୍ୱରାନ୍ୱିତ କରିଛନ୍ତି। ଆଜି ଓଡ଼ିଶା ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍ ଆଗତ ହୋଇସାରିଛି। ତେଣୁ […]

  • Wednesday, 14 July 2021
jagannath
ମାଚ୍ୟୁରିଟି ଶେଷ ପରେ ଫେରିଲା ଜଗା ଟଙ୍କା

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରୁ ଫେରିଲା ମହାପ୍ରଭୁ ଜଗନ୍ନାଥଙ୍କ ବାକି ୧୫୬ କୋଟି ଟଙ୍କା। ପୂର୍ବରୁ ପ୍ରଥମ ଦଫାରେ ୟେସ୍ ବ୍ୟାଙ୍କରୁ ଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ଟଙ୍କା ଫେରିଥିବା ବେଳେ ଆଜି ଦ୍ୱିତୀୟ ଦଫାରେ ମାଚ୍ୟୁରିଟି ସରିବା ପରେ ବାକି ୧୫୬ କୋଟି ଟଙ୍କା ମଧ୍ୟ ଫେରିଛି। ଏଥିସହ ଶେଷ ତ୍ରୟମାସର ସୁଧ ବାବଦରେ ୩ କୋଟି ୩୫ ଲକ୍ଷ ୩୮ ହଜାର ୮୬୩ ଟଙ୍କା ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟରେ ଜମା ହୋଇଛି। ଦ୍ୱିତୀୟ […]

  • Wednesday, 14 July 2021
sapa
କାମୁଡ଼ି ଥିବା ସାପକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ

ଯାଜପୁର: ଯାଜପୁରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କାମୁଡ଼ି ଥିବା ବିଷଧର ସାପକୁ ଧରି ଦୁଇ କିଲୋମିଟର ଚାଲି ମେଡିକାଲରେ ପହଞ୍ଚିଲେ ଯୁବକ। ଏଭଳି ଘଟଣା ଘଟିଛି ଯାଜପୁର ରୋଡ୍ ବ୍ୟାସ ସରୋବର ମନ୍ଦିର ନିକଟରେ। ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଘଟଗାଁ ଜାମୁପଶି ଅଞ୍ଚଳର ଶ୍ୟାମ ବେହେରା ନାମକ ଜଣେ ଯୁବକ ଆଜି ମନ୍ଦିରରେ ଶୋଇଥିବାବେଳେ, ଏକ ଚନ୍ଦନ ବୋଡ଼ା ସାପ ଆସି ତାଙ୍କ ହାତ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା। ତେବେ ଯୁବକ ଜଣକ […]

  • Wednesday, 14 July 2021
odisha-police
ସପ୍ତାହକୁ ଗୋଟିଏ ଦିନ ଛୁଟିରେ ରହିବେ ପୋଲିସ୍

ଭୁବନେଶ୍ୱର: ଲକଡାଉନ୍ ବେଳେ ବିଭିନ୍ନ ସହର ଓ ସଡ଼କରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ଉପରେ ଯେପରି ମାତ୍ରାଧିକ କାର୍ଯ୍ୟଗତ ଚାପ ନପଡ଼େ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ପୋଲିସ୍ କର୍ମଚାରୀଙ୍କୁ ଯେପରି ସପ୍ତାହରେ ଗୋଟିଏ ଦିନ ବିଶ୍ରାମ ମିଳେ ସେଥିପ୍ରତି ଜାରି ହୋଇଛି ଗାଇଡ୍‌ଲାଇନ୍। ଏଥିସହ ପୋଲିସ କର୍ମଚାରୀମାନେ ଦିନକୁ ୮ ଘଣ୍ଟାରୁ ଯେପରି ଅଧିକ ସମୟ ଡ୍ୟୁଟି ନକରନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଓଡ଼ିଶା ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ଆଡଭାଇଜରି ଜାରି ହୋଇଛି। ପୋଲିସ ଡିଜି ଅଭୟ […]

  • Wednesday, 14 July 2021
beggar
ମାଗଣାରେ ରନ୍ଧା ଖାଦ୍ୟ ଖାଇବେ ବାସହରା ଓ ଭିକାରୀ

ଭୁବନେଶ୍ୱର: ସହରରେ ଥିବା ଭିକାରୀ, ବେସାହାରା, ବାସହରା ଓ ଖାଇବାକୁ ପାଉନଥିବା ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇବେ ରାଜ୍ୟ ସରକାର। ଆଜି ଏନେଇ ଆଜି ରାଜ୍ୟ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସଂଗ୍ରାମଜିତ୍ ନାୟକ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ଆହାର କେନ୍ଦ୍ର ବନ୍ଦ ହୋଇଯିବା ପରେ ଏମାନଙ୍କ  ଦୁଇ ମୁଠା ଖାଇବା ବି କଷ୍ଟକର ହୋଇପଡ଼ିଥିଲା। ଚିଠିରେ ଜଣାଯାଇଛି ଯେ ‘କୋଭିଡ-୧୯’ ଯୋଗୁଁ ସମଗ୍ର ରାଜ୍ୟବ୍ୟାପୀ ଲକଡାଉନ୍ ଓ ସାମାଜିକ ଦୂରତ୍ୱ […]

  • Wednesday, 14 July 2021