• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

maobadi
'ମହିଳା ମାଓବାଦୀଙ୍କୁ ଦିଆଯାଉଛି ନିର୍ଯାତନା'

ମାଲକାନଗିରି: ଭୁଶୁଡୁଛି ଲାଲ ଦୁର୍ଗ। ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ। ଆନ୍ଧ୍ର ଓଡ଼ିଶା ବର୍ଡର କମିଟିର ପାର୍ଟି ସଦସ୍ୟ ନଛି ଖରା ଆଜି ଆତ୍ମସମର୍ପଣ କରିଛି।  ସ୍ୱାଭିମାନ ଅଞ୍ଚଳ ମୁକୁଟିପାଲିର ମହିଳା ମାଓବାଦୀ ୨ ବର୍ଷ ହେଲା ବିଭିନ୍ନ ମାଓ ହିଂସାରେ ସାମିଲ ଥିବା ପୋଲିସ୍ ସୂଚନା ଦେଇଛି। ମହିଳା ମାଓବାଦୀଙ୍କୁ ନିର୍ଯାତନା ଦିଆଯାଉଥିବାରୁ ସେ ମାଓ ସଙ୍ଗଠନ ଛାଡିଥିବା କହିଛନ୍ତି। ଏମିତି ଲୋକଙ୍କୁ ହତ୍ୟା ଧମକ ଦେଇ ଜୋର ଜବରଦସ୍ତ ମାଓ […]

  • Thursday, 15 July 2021
didi
'ଦେଶର ଗୋଟିଏ ନୁହେଁ, ୪ଟି ରାଜଧାନୀ ପ୍ରତିଷ୍ଠା ହେଉ'

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ପାଣିପାଗରେ ସତେ ଯେମିତି ଉଷ୍ମତା ଭରିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତା ଗସ୍ତରେ ଯାଇ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ନ୍ୟାସନାଲ ଲାଇବ୍ରେରୀ, ନେତାଜୀ ଭବନ, ଭିକ୍ଟୋରିଆ ମେମୋରିଆଲ୍‌ରେ ମୋଦି, ନେତାଜୀଙ୍କ ସ୍ମାରକୀ ବୁଲି ଦେଖିଥିଲେ। ତେବେ ଭିକ୍ଟୋରିଆ ମେମୋରିଆଲ୍ ପରିସରରେ ଆୟୋଜିତ ଉତ୍ସବର ଭାଷଣରେ ପ୍ରଧାନମନ୍ତ୍ରୀ,ନେତାଜୀଙ୍କ ବୀରତ୍ୱ ଓ ସାହାସକୁ ମନେ ପକାଇ ଆଜିର ଦିନରେ ଆତ୍ମଗୌରବର […]

  • Thursday, 15 July 2021
air-marshal
ଡ୍ରାଗନ୍‌କୁ ସାମ୍‌ନା କରିବାକୁ ଭାରତ ବି ନେବ ଆକ୍ରମଣାତ୍ମକ ପଦକ୍ଷେପ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଭାରତୀୟ ବାୟୁସେନା ମୁଖ୍ୟ ରଖିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୟାନ। ବାୟୁସେନା ମୁଖ୍ୟ RKS ଭଦୋରିଆ କହିଛନ୍ତି ଯେ, LACରେ ଯଦି ଚୀନ୍ ସେନା ଆକ୍ରମଣାତ୍ମକ ହେବ, ତେବେ ଭାରତ ପଛଘୁଞ୍ଚା ଦେବ ନାହିଁ। ଚୀନ୍ ସେନାକୁ ସାମ୍ନା କରିବାକୁ ଭାରତ ବି ଆକ୍ରମଣାତ୍ମକ ପଦକ୍ଷେପ ନେବ ବୋଲି ସ୍ପଷ୍ଟ କରିଛନ୍ତି ବାୟୁସେନା ମୁଖ୍ୟ। ରାଜସ୍ଥାନର ଯୋଧପୁରରେ ଆୟୋଜିତ ଭାରତ-ଫ୍ରାନ୍ସ ସମରାଭ୍ୟାସ ଡେଜର୍ଟ ନାଇଟ୍-୨୧ରେ ଯୋଗ ଦେଇ ଏୟାର ଚିଫ୍ ମାର୍ଶଲ କହିଛନ୍ତି […]

  • Thursday, 15 July 2021
police
ଝିଅର ବୟସକୁ ନେଇ ଦିନରେ ଲଣ୍ଠନ ଦେଖାଇଥିଲା ପୋଲିସ୍ !

ଭୁବନେଶ୍ୱର: ନାବାଳିକାକୁ ସାବାଳିକା ଦର୍ଶାଇ ଜଣେ ୮ ବର୍ଷର ଝିଅ ବିରୋଧରେ ୧୦୭ ଦଫା ଲଗାଇଲା ପୋଲିସ। ଏକ ଜମିବାଡି ବିବାଦ ମାମଲାରେ ନାବାଳିକାଙ୍କୁ ୧୯ ବର୍ଷିୟା ଦର୍ଶାଇ କମିଶନରେଟ୍ ପୋଲିସର ବନମାଳୀପୁର ଫାଣ୍ଡି ୧୦୭ ଦଫାରେ ମାମଲା ରୁଜୁ କରିଛି। ଏଭଳି ଭୁଲ୍ କରି ତଦନ୍ତକୁ ବିଭ୍ରାନ୍ତି କରିଥିବା ଜଣାପଡ଼ିବା ପରେ ଡିସିପିଙ୍କ କୋର୍ଟ ଏହାକୁ ଗୁରୁତ୍ୱର ସହ ନେଇ ବନମାଳିପୁର ଫାଣ୍ଡି ଅଧିକାରୀଙ୍କୁ ତାଗିଦ କରିଛନ୍ତି। ଏକ ଜମିବାଡି ବିବାଦରେ କୋର୍ଟ ପକ୍ଷରୁ ଯାଇଥିବା […]

  • Thursday, 15 July 2021
vaccancy
ଆର୍ମିରେ ଯୋଗ ଦେବାକୁ ଓଡ଼ିଆ ଝିଅଙ୍କୁ ଚଣ୍ଡିପ୍ରସାଦଙ୍କ ଆହ୍ୱାନ

ଭୁବନେଶ୍ୱର: ସେନାରେ ଯୋଗ ଦେବାକୁ ଓଡ଼ିଆ ଯୁବକ ଯୁବତୀଙ୍କୁ ଆହ୍ୱାନ ଦେଇଛନ୍ତି ଭାରତୀୟ ସେନାର ସଦର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟେନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି। ସେ ଭାରତୀୟ ସେନାର ଉପମୁଖ୍ୟ ଭାବେ ଆସନ୍ତା ୩୧ ତାରିଖରେ ଦାୟିତ୍ୱ ନେବେ। ସେନାର ଉପମୁଖ୍ୟ ହେବା ପରେ ଦାୟିତ୍ୱ ତ ବଢ଼ିବ, ତେବେ ଓଡ଼ିଶାବାସୀଙ୍କ ପାଇଁ ଯାହା କରିହେବ। ସେଥିଲାଗି ଉଦ୍ୟମ କରିବେ ବୋଲି କହିଛନ୍ତି ଚଣ୍ଡିପ୍ରସାଦ। ପୂର୍ବ ଅପେକ୍ଷା ସେନାରେ ଏବେ ଅଧିକ ସୁବିଧା ସୁଯୋଗ ରହିଛି। ତେଣୁ […]

  • Thursday, 15 July 2021
nit
ବସ୍ତିରୁ ବଡ଼ ମେଡିକାଲ-ସଫଳତା ପଛର କାହାଣୀ କହନ୍ତି ଏଇ କଥା କୁହା ସାଥୀ

କଟକ: ଜଣେ ଅଭାବୀ ବାପାର ଏ ଦୁଇ ଆଖି ଦେଖିଥିବା ଅସୁମାରୀ ସ୍ୱପ୍ନ ସତେ ଯେମିତି ଆଜି ସତ ହେବାକୁ ବାଧ୍ୟ ହୋଇଛି। ଏ ସୁନାପୁଅର ଅଦମ୍ୟ ଇଚ୍ଛାଶକ୍ତିର ଆଗରେ ସଂକ୍ଷିପ୍ତ ହୋଇଯାଇଛି  ବସ୍ତିରୁ ବଡ଼ ମେଡିକାଲ ରାସ୍ତା। କଟକ ବାଲିକୁଦାର ଡାକ୍ତରୀ ଛାତ୍ର ଦୀପକ ସାମଲଙ୍କ ଅନଟନର ଯାତ୍ରା ଏତେ ଅବର୍ଣ୍ଣନୀୟ ଯେ, କୌଣସି ସିନେମାର କାହାଣୀଠୁ ବି କମ୍ ନୁହେଁ। ପାଦରେ ଛିଣ୍ଡା ଚପଲ ହେଉ କି ଦଦରା ସାଇକେଲ, ସତେ ଯେମିତି ତାଙ୍କ […]

  • Thursday, 15 July 2021
maa-samaleswari
ବଦଳିବ ମା' ସମଲେଶ୍ୱରୀ ମନ୍ଦିରର ରୂପରେଖ

ସମ୍ବଲପୁର: ସମ୍ୱଲପୁରର ଅଧିଷ୍ଠାତ୍ରୀ ମା ସମଲେଶ୍ୱରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ସେ ଅଞ୍ଚଳର ବିକାଶ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଓଡିଶାର ପ୍ରସିଦ୍ଧ ଶକ୍ତି ପୀଠମାନଙ୍କ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ପୀଠ ଅନ୍ୟତମ ଅଟେ। ପଶ୍ଚିମ ଓଡିଶାର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ […]

  • Thursday, 15 July 2021
gadi
‌ଆଗକୁ ଆସିପାରେ ନୂଆ ନିୟମ, ଅମାନିଆ ଗାଡ଼ି ଚାଳକଙ୍କ ଉପରେ ରହିବ ନଜର

ଭୁବନେଶ୍ୱର: ରାସ୍ତାରେ ଭିଡ଼ ପାଇଁ ନୁହେଁ, ବରଂ ବେପରୁଆ ଗାଡ଼ି ଚାଳନାରୁ ଘଟୁଛି ସଡ଼କ ଦୁର୍ଘଟଣା। ଏଥିପାଇଁ ଆମକୁ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଚିନ୍ତା କରି ଟ୍ରାଫିକ୍ ନିୟମ ପାଳିବାକୁ ହେବ। କାରଣ ନିୟମ ପାଳନ ନକରିବା ଅସ୍ୱାଭାବିକ ଘଟଣା। ଆଜିଠୁ ଆରମ୍ଭ ହୋଇଥିବା ସଡ଼କ ସୁରକ୍ଷା ମାସ ଅବସରରେ ଓଟିଭିର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଟୁଇନସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସାଧାରଣତଃ ଲୋକଙ୍କ ଭିତରେ ବାଇକ୍ କିମ୍ବା କାର୍ ଡ୍ରାଇଭ୍ […]

  • Thursday, 15 July 2021
savings
ଲୋଭନୀୟ ଅଫର୍‌ର ମାୟାଜାଲରେ ପଡ଼ି ଚାଲିଗଲା ସର୍ବସ୍ୱ

ଭୁବନେଶ୍ୱର: ତାଙ୍କ ସହ ଯାହା ଘଟିଯାଇଛି, ଆଗକୁ ଆଉ କାହା ସହ ନହେଉ। ଆଉ କାହା ଆକାଉଣ୍ଟରୁ କଷ୍ଟ ଉପାର୍ଜିତ ଟଙ୍କାକୁ କିଏ ଏମିତି ନେଇନଯାଉ। ଅସହାୟ ଅବସ୍ଥାରେ ଏଭଳି ନିବେଦନ କରୁଥିବା ଏ ହେଉଛନ୍ତି ଭବାନୀପାଟଣାର ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧି। କାରଣ ତାଙ୍କ ଭଳି ଶିକ୍ଷିତ ବ୍ୟକ୍ତିଙ୍କୁ ସାଇବର୍ ଠକ ଚୁନା ଲଗାଇ ଲୁଟି ନେଇଛନ୍ତି କଷ୍ଟଲବ୍ଧ ଅର୍ଥ। ପତ୍ନୀ ଏବଂ ନିଜ ବ୍ୟାଙ୍କ ଆକାଉଣ୍ଟରୁ ଗଙ୍ଗାଧର ହରାଇଛନ୍ତି ୨ ଲକ୍ଷ ୬୫ ହଜାର […]

  • Thursday, 15 July 2021
dense fog
୨୧ ଯାଏଁ ଘନ କୁହୁଡ଼ି, ସତର୍କ କରାଇଲା SRC

ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟରେ ଘନ କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ରହିଛି। ଏ ନେଇ ସତର୍କ କରାଇଛି SRC। ୧୯ ତାରିଖ ରାତି ଓ ୨୦ ତାରିଖ ସକାଳେ ୧୦ ଜିଲ୍ଲାରେ ଘନ କୁହୁଡ଼ି ନେଇ ଆଲର୍ଟ କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲା। ସେହିପରି ୨୦ ତାରିଖ ରାତି ଓ ୨୧ ତାରିଖ ସକାଳେ ୬ […]

  • Thursday, 15 July 2021
farmer
ଚିନ୍ତାରେ ଚାଷୀ

ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ କଲାଣି । ଉପକୂଳ ଓଡ଼ିଶାରେ ବର୍ଷା କମ୍ ହୋଇଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡିଛି । ରାଜ୍ୟରେ ବହୁ ଜିଲ୍ଲାରେ ନିଆଣ୍ଟିଆ ବର୍ଷା ହୋଇଛି ।

Odiya-pua
ଓଡ଼ିଆ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନା ଉପମୁଖ୍ୟ। ପ୍ରଥମ ଓଡ଼ିଆ ଭାବେ ସେନା ଉପମୁଖ୍ୟ ହେବେ ଚଣ୍ଡିପ୍ରସାଦ। ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ଏହି ବଡ଼ ଦାୟିତ୍ୱ ମିଳିଛି। ସେନା ଉପମୁଖ୍ୟ ଭାବେ ଏସ୍‌କେ ସାଇନିଙ୍କ ସ୍ଥାନ ନେବେ। ଜାନୁଆରୀ ୩ରେ ଏସକେ ସାଇନି ଅବସର ଗ୍ରହଣ କରିବେ। ଏବେ ସଦର୍ଣ୍ଣ କମାଣ୍ଡ୍‌ର କମାଣ୍ଡର ଅଛନ୍ତି LG ଚଣ୍ଡିପ୍ରସାଦ ମହାନ୍ତି। LG ଚଣ୍ଡିପ୍ରସାଦ ମହାନ୍ତିଙ୍କ ଘର ଜଗତସିଂହପୁର ଜିଲ୍ଲା ଜୟବଡ଼। ଡେରାଡୁନ ସ୍ଥିତ […]

  • Thursday, 15 July 2021
Aparajita-sarangi
ସକାରାତ୍ମକ ସମାଜ ଗଠନ ପାଇଁ ଅପରାଜିତାଙ୍କ 'ସମର୍ଥ'

ଭୁବନେଶ୍ୱର: ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ମାଧ୍ୟମରେ ସକରାତ୍ମକ ସମାଜ ଗଠନ ପାଇଁ ଆରମ୍ଭ ହୋଇଛି। ସମର୍ଥ ଟ୍ରଷ୍ଟ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ୱାରା ଏହି ସାମାଜିକ ଅନୁଷ୍ଠାନର ପରିକଳ୍ପନା କରାଯାଇଛି। ରାଜ୍ୟର ବୁଦ୍ଧିଜୀବୀ, ବୃତ୍ତିଧାରୀ ଏବଂ ବରିଷ୍ଠ ନାଗରିକଙ୍କ ସାହାଯ୍ୟ ଓ ସହଯୋଗରେ ଏହି ଟ୍ରଷ୍ଟ କାମ କରିବ। ଭୁବନେଶ୍ୱରର ଇଞ୍ଜିନିୟର ଭବନ ପରିସରରେ ଆଜି ସମର୍ଥ ଟ୍ରଷ୍ଟର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ଆଗକୁ ଟ୍ରଷ୍ଟ ଜରିଆରେ ରାଜଧାନୀର ବିଭିନ୍ନ ସ୍ଥାନରେ ଶିକ୍ଷା ଓ […]

  • Thursday, 15 July 2021
otv-khabar-murder
ଯାହାକୁ ଜନ୍ମ ଦେଇଥିଲେ, ତାର ଜୀବନ ନେଇଗଲେ

ବାଲେଶ୍ୱର: ନଗ୍ରମ ଗାଁ ପୋଲତଳୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ମହିଳାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କଲା ସଦର ଥାନା ପୋଲିସ। ମହିଳାଙ୍କୁ ତାଙ୍କ ମା ହିଁ ସୁପାରୀ ଦେଇ ମାରିଥିବା କହିଲା ପୋଲିସ। ମହିଳାଙ୍କ ମା ଏବଂ ଜଣେ ସୁପାରୀ କିଲରକୁ ପୋଲିସ ଗିରଫ କରିଛି। ମୃତା ମହିଳା ଶିବାନୀ ନାୟକ (୩୬) ପାନ ଦୋକାନ କରିଥିଲେ। ତେବେ ନିଶାପାନ ଓ ଅନ୍ୟକିଛି କାରଣକୁ ନେଇ ଶିବାନୀଙ୍କ ସହ ତାଙ୍କ ମାଙ୍କ ମନୋମାଳିନ୍ୟ ଥିଲା। ବାରଣ ସତ୍ତ୍ୱେ […]

  • Thursday, 15 July 2021
subhra-4
ଶୁଭ୍ରାଙ୍କୁ ଭୁବନେଶ୍ୱର ଆଣିଲା ସିବିଆଇ

ଭୁବନେଶ୍ୱର: ଭୁବନେଶ୍ୱରରେ ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁ। ଶୁଭ୍ରାଙ୍କୁ କୋଲକାତାରୁ ଭୁବନେଶ୍ୱରକୁ ନେଇ ପହଞ୍ଚିଛି ସିବିଆଇ। ରୋଜଭ୍ୟାଲି ଚିଟଫଣ୍ଡ ମାମଲାକୁ ନେଇ ଶୁଭ୍ରାଙ୍କୁ ପଚରାଉଚରା କରାଯିବ। ଓଡ଼ିଶାରେ ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାକୁ ନେଇ ଖୋଳତାଡ଼ କରାଯିବ। ରାଜ୍ୟରେ କିପରି ଠକେଇ ହେଲା, ଏହାପଛରେ କିଏ କିଏ ? ସେ ଦିଗକୁ ନେଇ ତଦନ୍ତ କରାଯିବ। ଶୁଭ୍ରା କୁଣ୍ଡୁ ହେଉଛନ୍ତି ରୋଜଭ୍ୟାଲି ଗ୍ରୁପ୍ ଚେୟାରମ୍ୟାନ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ। ତେଣୁ ତାଙ୍କ ନିକଟରୁ […]

  • Thursday, 15 July 2021
lord jaganntaha
ଜଗା ଦର୍ଶନ ପାଇଁ କଟକଣା ହେଲା କୋହଳ

ପୁରୀ: ଆଗାମୀ ୨୧ତାରିଖରେ କୋଭିଡ ରିପୋର୍ଟ ବିହୀନ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କ ଅଧକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିଷ୍ପତ୍ତି ଅନୁସାରେ SOPକୁ କୋହଳ କରାଯାଇ ଦର୍ଶନ ବ୍ୟବସ୍ଥା ନେଇ କରାଯାଇଥିବା ବ୍ୟବସ୍ଥା ମୁତାବକ ସକାଳ ୭ଟାରୁ ସର୍ବସାଧାରଣ ଦର୍ଶନ ଜାରି ରହିବ। ତେବେ ସକାଳ ୬ରୁ ୭ଟା ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ପୁରୀବାସୀ ନିଜ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରିବେ। […]

  • Thursday, 15 July 2021
otv-kharbr-corona
ଭ୍ୟାକ୍ସିନ୍ ନେବା ପରେ ଜଣେ ବ୍ୟକ୍ତିଙ୍କର ଦେଖାଦେଲା ସାଇଡ୍ ଇଫେକ୍ଟ

ଭୁବନେଶ୍ୱର: କରୋନା ହାରିବ, ଜୀବନ ଜିତିବ। ଏ ଦିଗରେ ସବୁଠାରୁ ବଡ଼ ପଦକ୍ଷେପ ସ୍ୱରୁପ ସାରା ଦେଶରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନ। ଓଡ଼ିଶା ସମେତ ସାରା ଦେଶରେ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ। ଏଥିସହିତ ମହାମାରୀ କରୋନା ବିରୋଧରେ ଆରମ୍ଭ ହୋଇଛି ନିର୍ଣ୍ଣାୟକ ଲଢ଼େଇ। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ମାଗଣାରେ ଟିକା ଯୋଗାଇ ଦେବେ କେନ୍ଦ୍ର ସରକାର। ଆଜି ସଂଧ୍ୟା ୭ଟା ସୁଦ୍ଧା ରାଜ୍ୟରେ ୮୪ ପ୍ରତିଶତ […]

  • Thursday, 15 July 2021
otv-khabr-tana-otra
ସର୍ଭେ ରେଜଲ୍ଟକୁ ନେଇ ରାଜନୈତିକ ବୟାନବାଜି

ଭୁବନେଶ୍ୱର: ଓଡିଶାରେ ସବୁଠାରୁ ଅଧିକ ପ୍ରିୟ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଏଏନ୍ଏସ୍ ସି-ଭୋଟର ସର୍ଭେରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ସବୁଠାରୁ ଅଧିକ ପସନ୍ଦ କରିଛନ୍ତି ଓଡିଶାବାସୀ। ପୁରା ଦେଶରେ ରାଜ୍ୟ ଓ୍ୱାରୀ ହୋଇଥିବା ସର୍ଭେରେ ୮୪.୩୫ ପ୍ରତିଶତ ଓଡ଼ିଶାବାସୀ ମୋଦିଙ୍କ ପ୍ରଦର୍ଶନରେ ଅଧିକ ସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ କାମରେ ୮୩.୧୨ ପ୍ରତିଶତ ଓଡ଼ିଶାବାସୀ ସନ୍ତୁଷ୍ଟ ଅଛନ୍ତି। ଯାହାକି ସାରା ଦେଶରେ ସର୍ବାଧିକ କରୋନା ମୁକାବିଲାରେ ସହାୟତା, ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ, […]

  • Thursday, 15 July 2021
bolangir-pathar---banam-dakayat
ପୋଲିସ୍-ଡକାୟତ ଲଢେଇ: ଦେଖନ୍ତୁ ଜିତିଲା କିଏ ?

ବଲାଙ୍ଗିର: ପ୍ରଥମେ ପୋଲିସ ଓ ଡକାୟତଙ୍କ ମଧ୍ୟରେ ମୁହାଁମୁହିଁ। ଆଉ ଶେଷରେ କିଛି ଘଣ୍ଟା ପରେ ୩ ଜଣଙ୍କୁ କାବୁ କରିଛି ପୋଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା କୁଟାସିଂହା ଗାଁ ନିକଟସ୍ଥ ଥିବା ଜଂଗଲ ରାସ୍ତାରେ। ଫିଲ୍ମ ଷ୍ଟାଇଲରେ ଡକାୟତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ କାବୁ କରିଛି ପୋଲିସ। ଏକ ୫ ଜଣିଆ ଡକାୟତ ଦଳ ଆଜି ଲୋଇସିଂହା ନିକଟରେ ଜଣେ ଯୁବକଙ୍କଠାରୁ ଟଙ୍କା ଓ ଲ୍ୟାପଟପ ଲୁଟ କରି […]

  • Thursday, 15 July 2021
himanshu
କିଡ୍‌ନୀ ଦଲାଲ୍ ହିଂମାଶୁର ସମ୍ପତ୍ତି ହୋଇପାରେ ସିଜ୍

ଭୁବନେଶ୍ୱର: ଖୋଲିବ କିଡନୀ ଦଲାଲ୍ ହିଂମାଶୁ ଭୂଷଣ ନନ୍ଦର ନେଟୱର୍କ। ହିଂମାଶୁଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ୍। ଆଜି ଝାରପଡ଼ା ଜେଲ୍‌ରୁ ଆଣି ନୟାପଲ୍ଲୀ ଥାନାରେ ଆଣି ପଚରାଉଚରା ଆରମ୍ଭ କରିଛି ପୋଲିସ୍। କିଡ୍‌ନୀ ଦେବା ନାଁରେ ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଚୁନା ଲଗାଇଛି ହିଂମାଶୁ। ତେଣୁ ଏହି ଠକେଇ ପଛରେ କିଏ କିଏ ସାମିଲ ତାକୁ ନେଇ ତଦନ୍ତ ହେବ। ହସ୍ପିଟାଲ, ଡାକ୍ତର ଓ କିଡ୍‌ନୀ ଡୋନର୍‌ଙ୍କ ଲିଙ୍କ୍ ସମ୍ପର୍କରେ ରିମାଣ୍ଡ […]

  • Thursday, 15 July 2021
lady-wanted
ଲେଡି ୱାଣ୍ଟେଡ୍ ଗିରଫ, ଏବେ ସିବିଆଇର ପଞ୍ଝାରେ

ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ରୋଜଭ୍ୟାଲି ଗ୍ରୁପ୍ ଚେୟାରମ୍ୟାନ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିଛି। ତାଙ୍କୁ ତଦନ୍ତକାରୀ ସଂସ୍ଥା କୋଲକାତାରୁ ଗିରଫ କରିଥିବା ସୂଚନା ମିଳିଛି। ଶୁଭ୍ରା ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଇଁ ଓ୍ୱାଣ୍ଟେଡ୍ ଥିଲେ। ରୋଜଭ୍ୟାଲି ହଜାର ହଜାର ଜମାକାରୀଙ୍କଠାରୁ ଠକେଇ କରିଥିବା ଅଭିଯୋଗ ରହିଛି। ଅଧିକ ସୁଧ ଲୋଭ ଦେଖାଇ ଏହି ସଂସ୍ଥା ଜମାକାରୀଙ୍କଠାରୁ ସାରା ଦେଶରୁ ୧୨ ହଜାର କୋଟିର ଠକେଇ କରିଥିବା ସିବିଆଇ ସୂତ୍ରରୁ […]

  • Thursday, 15 July 2021
Pampad
ଡକ୍ୟୁମେଣ୍ଟ ଦେବା ପୂର୍ବରୁ ଥରୁଟିଏ ପରଖନ୍ତୁ। ନଚେତ୍ ଫସିଯିବେ

ରାଉରକେଲା: ପୁଣି ୧୩ ଲକ୍ଷ ଟଙ୍କାର ଜିଏସଟି ଠକେଇ ଅଭିଯୋଗ। ଏଥର ଜାଲ କାଗଜପତ୍ରରେ ବାଲୁଘାଟ ବସ୍ତିରେ ଜଣେ ପାମ୍ପଡ଼ ବେପାରୀଙ୍କ ନାଁରେ ୧୩ ଲକ୍ଷ ଜିଏସଟି ଠକେଇ ହୋଇଥିବା ନେଇ ସୂଚନା ମିଳିଛି। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ କହି ଝୁନୁ ପ୍ରଧାନ ନାମକ ଜଣେ ମହିଳାଙ୍କଠାରୁ ଡକ୍ୟୁମେଣ୍ଟ ନିଆଯାଇ ଏଭଳି ଠକେଇ ହୋଇଛି। ତ୍ରିନେତ୍ର ଟ୍ରେଡରସ୍ ନାମକ କମ୍ପାନୀ ଖୋଲାଯାଇ ୭୪ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ପ୍ରକୃତରେ ଝୁନୁ ପ୍ରଧାନ ପାମ୍ପଡ଼, […]

  • Thursday, 15 July 2021
prajo
ନାଁ ନେବାକୁ ଏତେ ଇଚ୍ଛା ? ରାଜଭବନରେ ପହଞ୍ଚିଲା 'ପ୍ର.ଆ.ଯୋ'

ଭୁବନେଶ୍ୱର: ରାଜଭବନରେ ପହଞ୍ଚିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ। ରାଜ୍ୟରେ ଆବାସ ଯୋଜନାକୁ ନିଜ କବଜାକୁ ନେଇଯାଇଛନ୍ତି ସରକାର। କେନ୍ଦ୍ର ସରକାରଙ୍କ ଏହି ଫ୍ଲାଗ୍ ସିପ୍ ସ୍କିମ୍‌କୁ ହଡ଼ପ କରିବାକୁ ଉଦ୍ୟମ ହେଉଛି। ସେହିପରି ଦଳୀୟ ଭିତ୍ତିରେ ଶାସକ ଦଳର ନେତା-ମନ୍ତ୍ରୀ, ଘର ଦେଉଥିବା ଅଭିଯୋଗ ନେଇ ଆଜି ରାଜଭବନ ଯାଇଥିଲା ବିଜେପି ଟିମ୍। ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେବା ସହ ଆବାସ ଯୋଜନା କାର୍ଯ୍ୟକାରିତାରେ ଓଡିଶା, ସାରା ଦେଶରେ ପଛରେ ରହିଥିବା କଥା ଅବଗତ […]

  • Thursday, 15 July 2021