• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bjp odisha
ଓଡ଼ିଶାର ପ୍ରଗତିରେ ବିଜେଡି ବାଧକ: ପୃଥୀରାଜ

ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ। ବୈଠକ ପରେ ରାଜ୍ୟ ସରକାର ଉପରେ ବିଭିନ୍ନ ପ୍ରସଙ୍ଗ ନେଇ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଅର୍ଥ ବାଧକ ନଥିବାବେଳେ, ଓଡିଶା ସରକାର ନିଜେ ରାଜ୍ୟ ପ୍ରଗତିରେ ବାଧକ ସାଜୁଛନ୍ତି ବୋଲି  ସେ ଅଭିଯୋଗ କରିଛନ୍ତି। ବୈଠକରେ ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି, ଚାଷୀଙ୍କ ସମସ୍ୟା, ମଣ୍ଡିରୁ ଧାନ ନଉଠିବା, ସୀମା ବିବାଦ ଆଦି ପ୍ରସଙ୍ଗରେ […]

  • Thursday, 15 July 2021
biswanath
ଗ୍ରାମ ରୋଜଗାର ସେବକଙ୍କୁ ବିଜେଡି ନେତାଙ୍କ ସସ୍‌ପେଣ୍ଡ୍ ଧମକ

ଝାରସୁଗୁଡା: ଗ୍ରାମ ରୋଜଗାର ସେବକଙ୍କୁ ବିଜେଡି ନେତାଙ୍କ ଧମକ। ଫୋନ୍ କଲ୍‌ରେ ଦଳ ବିରୋଧୀ କାମ କରିଥିବା ଅଭିଯୋଗରେ ଧମକ ଦେଇଛନ୍ତି ବିଜେଡି ନେତା ବିଶ୍ୱନାଥ ତ୍ରିପାଠୀ। ଦଳ ପାଇଁ କାମ ନକରିବାରୁ ଖୋଲାଖୋଲି ଫୋନ୍‌ରେ ଚାକିରି ନେଇଯିବାକୁ ଧମକ ଦେଇଛନ୍ତି। ଯାହାର ଅଡିଓ ଏବେ ଭାଇରାଲ୍ ହୋଇଛି। ଝାରସୁଗୁଡ଼ା ବ୍ଲକ ହିର୍ମା ଗାଁର ଜିଆରଏସ୍ ରାଧେଶ୍ୱାମ ସାହୁଙ୍କୁ ଫୋନ୍ କରି ବିଶ୍ୱନାଥ ଧମକ ଦେଇଥିବା ଅଭିଯୋଗ ହୋଇଛି। ପାୱାର୍ ଦେଖିବୁ କି କହିବା ସହ ଦୁଇ […]

  • Thursday, 15 July 2021
sudhansu-khabar
ଆଇଆରସି ଭିଲେଜ ହତ୍ୟାକାଣ୍ଡ ଘଟଣାର ରହସ୍ୟ ଉନ୍ମୋଚନ କଲେ ସିପି

ଭୁବନେଶ୍ୱର: ଆଇଆରସି ଭିଲେଜରେ ଗାଡ଼ି ଭିତରେ ଯୁବକଙ୍କୁ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କଲେ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଆତ୍ମରକ୍ଷା ପାଇଁ ଆକ୍ରମଣ ହୋଇଛି ସିପି ବୋଲି କହିଛନ୍ତି। ମୃତ ଟୁକୁନା ନାଁରେ ପୂର୍ବରୁ ୨ଟି ମାମଲା ଅଛି, ସେ ଜାମିନରେ ଥିଲା। ଆଜି ଟୁକୁନା ଦୁଇ ଭାଇ ସାଗର, ସୁଧୀରଙ୍କୁ ଆକ୍ରମଣ କରିଥିଲା। ଦୁଇ ଭାଇ ତାକୁ କାବୁ କରି ଗାଡ଼ିରେ ଧରି ଥାନାକୁ ଆଣି ଆସୁଥିଲେ। ରାସ୍ତାରେ ଆସିବା ବେଳେ ଟୁକୁନା ଛୁରିରେ ଆକ୍ରମଣ […]

  • Thursday, 15 July 2021
pm-kissan
ଓଡ଼ିଶାର ସବୁ ଯୋଗ୍ୟ ଚାଷୀ ପାଇବେ ପିଏମ୍‌ କିଷାନ୍‌

ଭୁବନେଶ୍ୱର: ଓଡ଼ିଶାର ସବୁ ଯୋଗ୍ୟ ଚାଷୀଙ୍କୁ ପିଏମ୍ କିଷାନ ଯୋଜନାର ଲାଭ ମିଳିବ। ଏ ନେଇ ଟୁଇଟ୍ କରି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଆଧାରରେ ତୋମାର ଟ୍ୱିଟ୍ କରିଛନ୍ତି। ସମସ୍ତ ଯୋଗ୍ୟ ଚାଷୀଙ୍କୁ ପିଏମ୍ କିଷାନରେ ସାମିଲ ପାଇଁ ଧର୍ମେନ୍ଦ୍ର ଦାବି କରିଥିଲେ। ଏନେଇ କୃଷି ମନ୍ତ୍ରୀ ତୋମାରଙ୍କୁ ଚିଠି ଲେଖି ଧର୍ମେନ୍ଦ୍ର ନିବେଦନ କରିଥିଲେ। ଓଡ଼ିଶା ଚାଷୀଙ୍କ ସ୍ୱାର୍ଥ ପାଇଁ ତୋମାରଙ୍କ […]

  • Thursday, 15 July 2021
aditya
ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମାନବପ୍ରେମୀ ଆଦିତ୍ୟଙ୍କ ପରିବାର

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ରହସ୍ୟଜନକ ମୃତ୍ୟୁ ମାମଲା ସିବିଆଇ ତଦନ୍ତ ଦାବି କରି ଆଦିତ୍ୟଙ୍କ ପରିବାର ଲୋକେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାର୍ଚ୍ଚ ୪ ତାରିଖରେ ଏନେଇ ପରିବାର ଲୋକେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଗତ ଜୁଲାଇ ମାସରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ପାଖ ରେଳ ଲାଇନରୁ ମିଳିଥିଲା। ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା […]

  • Thursday, 15 July 2021
sabya-ar
ଓଡ଼ିଶାକୁ ଫେରିଲେ ସବ୍ୟାର୍ଚ୍ଚିତା

ଭୁବନେଶ୍ୱର: ରାଜସ୍ଥାନରେ ରାଜକୀୟ ଶୈଳୀରେ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଓଡ଼ିଶାରେ ପହଞ୍ଚିଲେ ଓଲିଉଡ୍‌ର ଲୋକପ୍ରିୟ ଯୋଡି ସବ୍ୟସାଚୀ ଓ ଅର୍ଚିତା।  ଭୁବନେଶ୍ୱରରେ ପହଞ୍ଚିବା ପରେ ସବ୍ୟସାଚୀ ପ୍ରତିକ୍ରିୟା ରଖି କହିଛନ୍ତି, ଗତବର୍ଷ ମାର୍ଚ୍ଚରେ ବିବାହ ହେବାର ଥିଲା। କିନ୍ତୁ କୋଭିଡ ପାଇଁ ସ୍ଥଗିତ ହୋଇଥିଲା। ଏବେବି କରୋନା କଟକଣା ଥିବାରୁ ଜନଗହଳିକୁ ଏଡାଇବାକୁ ଯାଇ ରାଜସ୍ଥାନରେ ଅଳ୍ପ ସଂଖ୍ୟକ ବନ୍ଧୁବାନ୍ଧବଙ୍କୁ ନେଇ ବିବାହ ଆୟୋଜନ ହୋଇଥିଲା ବୋଲି କହିଛନ୍ତି ସବ୍ୟସାଚୀ। ଆଗକୁ ଅର୍ଚ୍ଚିତାଙ୍କ ସହ […]

  • Thursday, 15 July 2021
similipal
ଆସିଲା ଶିମିଳିପାଳ ଅଭୟାରଣ୍ୟର ସାଟେଲାଇଟ୍ ଚିତ୍ର

ଭୁବନେଶ୍ୱର: ଯେତେ ଲିଭେଇଲେ ବି ଲିଭୁନି ଶିମିଳିପାଳ ନିଆଁ। ଗୋଟିଏ ପଟେ ଥମିଲେ ଅନ୍ୟ ପଟେ ବିଜୁଳି ବେଗରେ ବ୍ୟାପୁଛି ଜଙ୍ଗଲି ନିଆଁ। ସପ୍ତାହେରୁ ଅଧିକ ସମୟ ଧରି ହୁତୁ ହୁତୁ ଜଳୁଥିବା ଶିମିଳିପାଳ ଅଭୟାରଣ୍ୟ। ଆଉ ନାସା ପକ୍ଷରୁ ଜାରି କରାଯାଇଥିବା ଆଜିର ଏ ସାଟେଲାଇଟ୍ ଚିତ୍ର ବୟାନ କରୁଛି, କେତେ ଉଗ୍ର ଓ ଭୟଙ୍କର ରୂପ ଧାରଣ କରିଛି ଅଭୟାରଣ୍ୟ ଭିତରର ନିଆଁ। ମିଳିଥିବା ସୂଚନା ଅନୁସାରେ ଆଜି ଦୁଧିଆଣି, ତାଳବନ୍ଧ, ଗୁରୁଗୁଡ଼ିଆ, କେନ୍ଦୁମୁଣ୍ଡି, […]

dharmendr
ଗଜପତି ମହାରାଜାଙ୍କ ସହଯୋଗ ଲୋଡ଼ିିଲେ ଧର୍ମେନ୍ଦ୍ର

ପୁରୀ: ପୁରୀ ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଶାଳ ସମର୍ପଣ ନିଧି ସଂଗ୍ରହକୁ ସ୍ୱେଚ୍ଛାକୃତ ଜନ ଆନ୍ଦୋଳନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏନେଇ ଗଜପତି ମହାରାଜାଙ୍କ ସହଯୋଗ ଧର୍ମେନ୍ଦ୍ର ଲୋଡ଼ିଛନ୍ତି। ପ୍ରତ୍ୟେକ ହିନ୍ଦୁ ଓ ସାଢ଼େ ୪ କୋଟିି ଓଡ଼ିଆ ସେବାର ସୁଯୋଗ ପାଇବେ। ଶ୍ରମଦାନ ଓ ଅର୍ଥଦାନ ମାଧ୍ୟମରେ ସେବାର ସୁଯୋଗ ପାଇପାରିବେ। ପ୍ରସ୍ତାବିତ ଅଭିଯାନ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସେତୁ […]

  • Thursday, 15 July 2021
bussss
ପୁଣି ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର: ତୈଳଦର ବୃଦ୍ଧି ଯୋଗୁଁ ପୁଣି ବସ୍ ଭଡ଼ା ବଢ଼ିଛି। ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୫ ପଇସା ବଢ଼ିଛି। ଅର୍ଡିନାରୀ ବସ୍ ଭଡ଼ା ୮୦ ପଇସା ଥିଲା, ଏବେ ବୃଦ୍ଧି ପାଇ ୮୫ ପଇସା ହେଲା।  ଏକ୍ସପ୍ରେସ ବସ୍ ଭଡ଼ା ୮୪ ପଇସା ଥିଲା, ଏବେ ୮୯ ପଇସାକୁ ବୃଦ୍ଧି ହୋଇଛି। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା ୧୦ ପଇସା ଲେଖାଏଁ ବୃଦ୍ଧି ପାଇଛି। ଡିଲକ୍ସ ବସ୍ […]

  • Thursday, 15 July 2021
cycling
ଭାରତ ଭ୍ରମଣ ନିଶାରେ ଦୁଇ ଭାଇ, ବୁଲି ସାରିଲେଣି ୧୦ ରାଜ୍ୟ

ପୁରୀ: ସାଇକେଲରେ ଭାରତଭ୍ରମଣରେ ବାହାରିଛନ୍ତି ଦୁଇଭାଇ। ମଧ୍ୟପ୍ରଦେଶର ଗୁଆଲିୟରରୁ ଡିସେମ୍ବର ୩୦ତାରିଖରୁ ଦୁଇ ଭାଇ ଗୌତମ୍ ଏବଂ ପାରସ୍ ତାଙ୍କର ଭାରତଭ୍ରମଣ ଅଭିଯାନ ଆରମ୍ଭ କରିଛନ୍ତି। ଦୁଇ ମାସ ଭିତରେ ଦୀର୍ଘପଥ ଅତିକ୍ରମ କରି ଆଜି ଓଡିଶାର ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି। ଓଟିଭିକୁ ପ୍ରତିକ୍ରିୟାରେ କହିଛନ୍ତି ଯେ ୧୦ଟି ରାଜ୍ୟ ଅତିକ୍ରମ କରି ୧୧ ତମ ରାଜ୍ୟ ଓଡିଶାରେ ପହଞ୍ଚିଛନ୍ତି। pollution free India, fit indiaର ବାର୍ତ୍ତା ବହନ କରି […]

  • Thursday, 15 July 2021
BIOBAN
ଅଞ୍ଜନା ମାମଲା: TI ପରେଡ ପାଇଁ ଆବେଦନ କଲା ସିବିଆଇ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳର TI ପରେଡ ପାଇଁ ଆବେଦନ ହୋଇଛି। ସିବିଆଇ କୋଲକାତା ପକ୍ଷରୁ TI ପରେଡ୍ ପାଇଁ ସିବିଆଇର ସ୍ପେଶାଲ CJM କୋର୍ଟରେ ଆବେଦନ କରାଯାଇଛି। ବିବନକୁ ରିମାଣ୍ଡରେ ନେବା ଲାଗି ମଧ୍ୟ ସିବିଆଇର ଆବେଦନ କରିଛି।  ୫ ଦିନ ରିମାଣ୍ଡରେ ନେବାପାଇଁ ସିବିଆଇ ଆବେଦନ କରିଛି। ତେବେ ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳର TI ପରେଡ ପାଇଁ ଅନୁମତି ମିଳିଥିବା ନେଇ […]

jall-note
୭ କୋଟି ୯୦ ଲକ୍ଷର ନକଲି ନୋଟ୍ ଜବତ

କୋରାପୁଟ: ୭ କୋଟି ୯୦ ଲକ୍ଷର ନକଲି ନୋଟ୍ ଜବତ। ସୁଙ୍କି ଆଉଟପୋଷ୍ଟ ନିକଟରୁ ଏତେ ପରିମାଣର ନକଲି ନୋଟ୍ ପଟାଙ୍ଗୀ ପୋଲିସ ଜବତ କରିଛି। କାର୍‌ରେ ଛତିଶଗଡ଼ ଯାଉଥିବା ବେଳେ ଜାଲ୍ ନୋଟ୍ ସହ ୩ ଅଟକ ଅଛନ୍ତି। ଜାଲ୍ ନୋଟ୍ ଜବତ ନେଇ ସୁନାବେଡ଼ା SDPO ସୂଚନା ଦେଇଛନ୍ତି। ଆଜି କୋରାପୁଟ ଏସ୍‌ପି ଏନେଇ ସବିଶେଷ ତଥ୍ୟ ଦେବେ। ଏକ ନିଦ୍ଦିଷ୍ଟ ସ୍ଥାନରେ ରଖି ତାଙ୍କୁ ଜେରା କରାଯାଉଛି। ସେମାନେ କେଉଁଠୁ ଆସୁଥିଲେ, କୁଆଡେ […]

  • Thursday, 15 July 2021
puri
ସୁରକ୍ଷା କରିଡର ଯୋଜନାରେ ବଳି ପଡ଼ିବ ରାଧାବଲ୍ଲଭ ମଠ !

ପୁରୀ: ଶହ ଶହ ବର୍ଷ ଧରି ଶ୍ରୀମନ୍ଦିର ପରମ୍ପରା ସହ ଠାକୁରଙ୍କ ୪୪ ପ୍ରକାର ସେବାରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରାଧାବଲ୍ଲଭ ମଠ। ଯାହାର ଏବେ ଉଚ୍ଛେଦ ପାଳି ପଡ଼ିଛି। ଠିକ୍ ସିଂହଦ୍ୱାର ସାମ୍ନାରେ ୧୭୩୭ ମସିହାରୁ ଦଣ୍ଡାୟମାନ ଏହି ଐତିହ୍ୟ ସମ୍ପନ୍ନ ମଠଟି ଶ୍ରୀମନ୍ଦିରର ୭୫ ମିଟର ସୁରକ୍ଷା କରିଡ଼ର ଯୋଜନାରେ ଶେଷ ମଠ ଭାବେ ବଳି ପଡ଼ିବ। ଯାହାର ୯ ମିଟର ଚଉଡ଼ା ଓ ୬୦ ମିଟର ଲମ୍ବ ଯାଏଁ ଭଙ୍ଗା ଯିବାକୁ ସ୍ଥିର […]

  • Thursday, 15 July 2021
WhatsApp Image 2021-03-01 at 10.18.57 PM
ସାତ ଜନ୍ମର ସାଥୀ ହେଲେ ସବ୍ୟର୍ଚ୍ଚିତା

ଭୁବନେଶ୍ୱର: ବାଜିଲା ସାହାନାଇ, ପଡ଼ିଲା ହାତଗଣ୍ଠି। ସାତ ଜନ୍ମର ସାଥୀ ହେଲେ ସବ୍ୟାର୍ଚ୍ଚିତା। ରିଲ୍‌ ଦୁନିଆରେ ଏକାଠି ନଜର ଆଲୁଥିବା ଏଇ ହିଟ୍‌ ଯୋଡ଼ି ରିୟଲରେ ଏକାଠି ହୋଇଛନ୍ତି। ଯାହାର ସେମାନେ ସବ୍ୟାର୍ଚ୍ଚିତା। ଓଲିଉଡ୍‌ର ହିଟ୍‌ ଯୋଡ଼ି ଅର୍ଚ୍ଚିତା ଓ ସବ୍ୟସାଚୀ ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରିୟଲ ଲାଇଫ୍‌ରେ ଅର୍ଚ୍ଚିତାଙ୍କ ହାତ ଧରିବାକୁ ଯାଉଛନ୍ତି ସବ୍ୟସାଚୀ। ଆଜି ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନ ନିର୍ମାଣ ପ୍ୟାଲେସ୍‌ରେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ବାହାଘର […]

  • Thursday, 15 July 2021
test-drive
ଟେଷ୍ଟ ଡ୍ରାଇଭ୍ ପାଇଁ ଅନୁମତି ଦେବା ଗାଡ଼ି ମାଲିକଙ୍କୁ ମହଙ୍ଗା ପଡ଼ିଲା

ଭୁବନେଶ୍ୱର: ଅନଲାଇନ୍ ପ୍ଲାଟଫର୍ମ ଜରିଆରେ ଆପଣ ଯଦି ଦୁଇ ଚକିଆ କିମ୍ବା ୪ ଚକିଆ ଯାନ ବିକ୍ରି କରିବାକୁ ଚାହୁଁଛନ୍ତି। ତେବେ ସାବଧାନ କାହିଁକି ନା ଆପଣ ବି ଲୁଟ୍‌ର ଶିକାର ହୋଇପାରନ୍ତି। OLXରେ ଗାଡ଼ି ବିକ୍ରି ପାଇଁ ବିଜ୍ଞାପନ ଏବଂ ଟେଷ୍ଟ ଡ୍ରାଇଭ୍ ପାଇଁ ଅନୁମତି ଦେବା ଗାଡ଼ି ମାଲିକଙ୍କୁ ମହଙ୍ଗା ପଡ଼ିଛି। ଟେଷ୍ଟ ଡ୍ରାଇଭ୍ ବାହାନାରେ ଗାଡ଼ି ନେଇ ଛୁ ମାରୁଥିବା ଜଣେ ଅଭ୍ୟାସଗତ ଅପରାଧୀକୁ କମିଶନରେଟ୍ ପୋଲିସ ଧରିଛି। ଅଭିଯୁକ୍ତ ହେଉଛି ଗଞ୍ଜାମ […]

  • Thursday, 15 July 2021
firing
ସୁନ୍ଦରଗଡ଼ରେ ଫାୟାରିଂ: ସୁନା ନେଇଗଲେ, ଜୀବନ ବି ଛଡାଇନେଲେ

ରାଉଲକେଲା: ସୁନ୍ଦରଗଡ଼ ବଡ଼ଗାଁ ବସଷ୍ଟାଣ୍ଡ ନିକଟରେ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ସୁନା ବ୍ୟାଗ ଲୁଟିଛନ୍ତି। ଗୁଳି ମାଡ଼ରେ ଆହତ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଗହଣା ଦୋକାନୀଙ୍କ ପୁଅଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣଙ୍କ ମେଡିକାଲରେ ଟିକିତ୍ସା ଚାଲିଛି I ଗୁଳିମାଡ଼ ବେଳର ସିସିଟିଭି ଫୁଟେଜ ପୋଲିସକୁ ମିଳିଛି।  ଏକ ବାଇକରେ ତିନି ଜଣ ଆସି ସ୍ଥାନୀୟ ଏକ ସୁନା ଗହଣା ଦୋକାନୀଙ୍କ ପୁଅକୁ ଗୁଳିମାଡ଼ କରି ବ୍ୟାଗ ଲୁଟି ନେଇଥିଲେ। ସୁନା ଦୋକାନୀଙ୍କ ପୁଅକୁ ବଞ୍ଚାଇବାକୁ ଚେଷ୍ଟା […]

  • Thursday, 15 July 2021
heat wave
ଆଇଏମ୍‌ଡିର ସତର୍କବାଣୀ: ବାହାରକୁ ଯାଉଥିଲେ ସତର୍କ ରୁହ

ଭୁବନେଶ୍ୱର: ଚଳିତ ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଭୀଷଣ ଖରା ହେବ। ପ୍ରବଳ ଖରା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର, ଉତ୍ତର-ପଶ୍ଚିମ ଭାରତରେ ଭୀଷଣ ଖରା ଅନୁଭୂତ ହେବ। ପୂର୍ବ ଛତିଶଗଡ଼, ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଭୀଷଣ ଖରା ହେବ। କୋଙ୍କଣ, ଗୋଆ ଏବଂ ଉପକୂଳ ଆନ୍ଧ୍ରରେ ବି ପ୍ରବଳ ଖରା ହେବ। ସ୍ୱାଭାବିକ ସର୍ବୋଚ୍ଚ ଠାରୁ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। […]

  • Thursday, 15 July 2021
Sabya
ଗୋଟିଏ ଚିଠି ପଢି ଅଚେତ ହୋଇପଡ଼ିଲେ, ଆଉ ତା ପରେ ଚାଲିଗଲା ଜୀବନ !

ଭୁବନେଶ୍ୱର: ସୁନ୍ଦରଗଡର ଉଜ୍ଜଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପିଅନ ଥିଲେ ଗଙ୍ଗାଧର କଉଡି।  ଗତ ରବିବାର ଗଙ୍ଗାଧରଙ୍କ ମୃତ୍ୟୁ ହୋଇଛି। ଗତ କିଛିଦିନ ଧରି ଗଙ୍ଗାଧରଙ୍କ ଚିକିତ୍ସା ଚାଲିଥିଲା। ଧିରେ ଧିରେ ସେ ସୁସ୍ଥ ମଧ୍ୟ ହେଉଥିଲେ। ଠିକ୍ ଏତିକି ବେଳେ ଡିଇଓ ଅଫିସରୁ ଚିଠି ପହଁଚିଥିଲା। ୫୦ ବର୍ଷ ପାର କରିଥିବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଚିଠିରେ ଉଲ୍ଲେଖ ରହିଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଖବର ଶୁଣି ଗଙ୍ଗାଧର ଅଚେତ ହୋଇପଡିଥିଲେ। […]

  • Thursday, 15 July 2021
luckdown
କୋହଳ ହୋଇପାରେ କି କଟକଣା ?

କ’ଣ କହିବେ ମୁଖ୍ୟ ଶାସନ ସଚିବ ? ଅପରାହ୍ନ ୨.୩୦ରେ ପ୍ରେସମିଟ୍ କରିବେ ମୁଖ୍ୟ ଶାସନ ସଚିବ । କୋଭିଡ ପରିଚାଳନା ନେଇ ଆକ୍ସନ ପ୍ଲାନ୍ ଘୋଷଣା କରିପାରନ୍ତି ।

apra---ko
ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ଓଡ଼ିଆ ଆର୍କିଟେକ୍ଚରଙ୍କୁ ଦେଲନି କାହିଁକି: ଅପରାଜିତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୋଲା ଚିଠି ଲେଖିଛନ୍ତି। ସୌନ୍ଦର୍ଯ୍ୟକରଣ ଆଳରେ ଐତିହ୍ୟ ସ୍ଥଳୀରେ ଭଙ୍ଗାରୁଜା ପ୍ରସଙ୍ଗରେ ସାଂସଦ ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ଓ ପ୍ରମାଣ ସହ ୨୮ ପୃଷ୍ଠାର ଚିଠି ଲେଖିଛନ୍ତି। ଐତିହ୍ୟକୁ ଧ୍ୱଂସ କରି ସଂରକ୍ଷଣ ବିଶ୍ୱରେ ବିରଳ ଉଦାହରଣ ବୋଲି ସେ ଉଲ୍ଲେଖ କରିଛନ୍ତି। ସୌନ୍ଦର୍ଯ୍ୟକରଣ ନାଁରେ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ପୁରୀର ପୁରୁଣା ମଠକୁ ଭଙ୍ଗାଯାଇଛି। ଏହି କାର୍ଯ୍ୟର ପୁରୋଧା କିଏ ବୋଲି ସେ […]

  • Thursday, 15 July 2021
sabya-archita
ଆଜି ସବ୍ୟ-ଅର୍ଚ୍ଚିତାଙ୍କ ବାହାଘର

ଭୁବନେଶ୍ୱର: ଓଲିଉଡ୍‌ର ହିଟ୍‌ ଯୋଡ଼ି ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ଆଜି ବାହାଘର। ରିୟଲ ଲାଇଫ୍‌ରେ ଅର୍ଚ୍ଚିତାଙ୍କ ହାତ ଧରିବାକୁ ଯାଉଛନ୍ତି ସବ୍ୟସାଚୀ। ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ୍‌ର ଏହି ହିଟ୍ ଯୋଡ଼ି। ଏନେଇ ସେମାନେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ଓ ପ୍ରଶଂସକଙ୍କ ଶୁଭେଚ୍ଛା କାମନା କରିଛନ୍ତି। ପୂର୍ବରୁ ସେମାନଙ୍କ ନିର୍ବନ୍ଧ ସରିଛି। ଆଜି ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ବାହାଘର ହେବ ବୋଲି ସୂଚନା ମିଳିଛି। […]

  • Thursday, 15 July 2021
blast
ଚିକିତ୍ସା ବେଳେ ଅଘଟଣ, ରୋଗୀର ମୋବାଇଲ ଫାଟିଗଲା

କେନ୍ଦୁଝର: ଆମେ ଦୈନନ୍ଦିନ ବ୍ୟବହାର କରୁଥିବା ମୋବାଇଲ କେତେ ବିପଦ ହୋଇପାରେ, ଆପଣ ଜାଣିଛନ୍ତି କି? ଚିକିତ୍ସା ବେଳେ ବ୍ୟାଗ୍ ଭିତରେ ଥିବା ମୋବାଇଲ ଫାଟିଗଲା। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଏଭଳି ଏକ ଅଘଟଣ ଘଟିଛି। କିନ୍ତୁ ଚିକିତ୍ସିତ ହେଉଥିବା ରୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମେଡିକାଲର ମାତୃ ଓ ଶିଶୁ ଓ୍ୱାର୍ଡରେ ଟ୍ୟୁମର ରୋଗର ଅପରେସନ ପରେ ଚିକିତ୍ସିତ ହେଉଥିବା ମନୋରମା ସାହୁଙ୍କ ମୁଣ୍ଡ ପାଖରେ ଥିବା ବ୍ୟାଗରେ ଏକ ମୋବାଇଲ ଥିଲା। […]

  • Thursday, 15 July 2021
ossta
ରବିବାର ସ୍କୁଲ ଖୋଲିଲେ ଆମେ ଆସିବୁନି: ଓଷ୍ଟା

ଭୁବନେଶ୍ୱର: ଖରା ପାଇଁ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନବମ ଓ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ସ୍କୁଲ ଓ ଦଶମ ଏବଂ ଦ୍ୱାଦଶ ପାଇଁ ସକାଳ ୯ଟାରୁ ଦିନ ୧ଟା ସ୍କୁଲ କରାଯାଇଛି। ତେବେ ସ୍କୁଲରେ ପାଠପଢ଼ା ଲାଗି ନିର୍ଦ୍ଧାରିତ ସମୟକୁ ଓଷ୍ଟା ବିରୋଧ କରିଛି। ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଓଷ୍ଟା ପକ୍ଷରୁ ବିରୋଧ କରାଯାଇଛି। ଖାଲି ସେତିକି ନୁହଁ, ଏଣିକି ଆଉ ରବିବାର ସ୍କୁଲ ନଆସିବାକୁ […]

  • Thursday, 15 July 2021
naveen
ବିବାହ ବନ୍ଧନରେ ଆବଦ୍ଧ ହେଲେ HIV ଆକ୍ରାନ୍ତ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ରବିନ୍ଦ୍ର ଆଉ ପଦ୍ମା ଜନ୍ମରୁ HIV ଆକ୍ରାନ୍ତ। ହେଲେ ଆଜି ସେହିି ଭୟଙ୍କର ଭୂତାଣୁକୁ ପଛରେ ପକାଇ ପରସ୍ପରର ଉଭୟେ ହାତ ଧରିଛନ୍ତି। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏଚ୍‌ଆଇଭି ଆକ୍ରାନ୍ତ। ଗଞ୍ଜାମ ଜିଲ୍ଲା ଗୋପାଳପୁରର ଶ୍ରଦ୍ଧା ସଞ୍ଜୀବନି ଗୃହରେ ଅନୁଷ୍ଠିତ ହୋଇଛି। ଏହି ନିଆରା ବିବାହ ଆଉ, ଏହି ବିବାହର ସାକ୍ଷୀ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ଭିଡିଓ କନଫରେନ୍ସିଂରେ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଛନ୍ତି ଏବଂ ଭୁବନେଶ୍ୱର […]

  • Thursday, 15 July 2021
pua
ମା ବିରଜାଙ୍କ ଦର୍ଶନ ସାରି ଫେରିବା ବେଳେ ଅଘଟଣ, ଆଖି ଆଗରେ ଚାଲିଗଲା ପୁଅ

ଯାଜପୁର(ଗୁଲାମ ଗସ୍): ପୁଅର ଶୁଭ ମନାସିବା ପାଇଁ  ମା-ବାପା ବିରଜାଙ୍କ ମନ୍ଦିରକୁ ଯାଇଥିଲେ। କେତେ ଖୁସିରେ ମାଙ୍କ ଦର୍ଶନ ଘରକୁ ପେରୁଥିଲେ। ଏଇ ସମୟରେ ଘଟିଲା ବଡ଼ ଅଘଟଣ। ଆଖି ଆଗରେ ଚାଲିଗଲା ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଟାଉନ ଥାନା ଅନ୍ତର୍ଗତ ଯୋଡିକୁଅ ଛକ ନିକଟରେ । ଭଦ୍ରକ ଜିଲ୍ଲା ଆଗରପଡ଼ାର ଆଡ଼ିଆ ଗ୍ରାମର ଏକ ପରିବାର  ବାଇକ ଯୋଗେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ କରିବାକୁ ଯାଇଥିଲେ। ବାପା, […]

  • Thursday, 15 July 2021