• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ppe-kit-yodha
ରାଜରାସ୍ତାରେ ପିପିଇ କିଟ୍ ପିନ୍ଧି ଭିକ ମାଗିଲେ କୋଭିଡ ଯୋଦ୍ଧା

ଭୁବନେଶ୍ୱର: ରାଜଧାନୀରେ କୋଭିଡ ଯୋଦ୍ଧା ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ରାଜରାସ୍ତାରେ ପିପିଇ କିଟ୍ ପିନ୍ଧି କୋଭିଡ ଯୋଦ୍ଧା ଭିକ ମାଗିଛନ୍ତି। ଭୁବନେଶ୍ୱର ଲୋୟର ପିଏମ୍‌ଜି, ମାଷ୍ଟର କ୍ୟାଣ୍ଟିନ ଓ ଜନପଥରେ ବୁଲି ବୁଲି ପାରା ମେଡିକାଲ ଷ୍ଟାଫ ଭିକ ମାଗିଛନ୍ତି। କୋଭିଡ ସମୟରେ ଏମାନେ ନିଯୁକ୍ତି ପାଇଥିଲେ। ୪୬ ଦିନ ଧରି ଆନ୍ଦୋଳନ ପରେ ବି ସେମାନଙ୍କର ଥଇଥାନ ପାଇଁ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ସେମାନେ ଏମିତି ପ୍ରତିବାଦ କରିଛନ୍ତି। ସେମାନେ କହିଛନ୍ତି, ଏତେ […]

  • Thursday, 15 July 2021
nayagarh
ଆଇନ୍‌ଜୀବୀଙ୍କ ମତ: ପୋଲିସ୍ ଆଗରେ ସ୍ୱୀକାରୋକ୍ତି କୋର୍ଟରେ ଗ୍ରହଣୀୟ ନୁହେଁ

ନୟାଗଡ଼: ନୟାଗଡ଼ ନାବାଳିକା ହତ୍ୟା ମାମଲା ରେ ବିଭିନ୍ନ ଗଣମାଧ୍ୟମରେ ଅଭିଯୁକ୍ତ ନାବାଳକର ଏକ ଭିଡିଓ ଫୁଟେଜ୍ ପ୍ରସାରିତ ହେଉଛି। ଯେଉଁଥିରେ ଜଣେ ଅଧିକାରୀ ଅଭିଯୁକ୍ତକୁ ପ୍ରଶ୍ନ କରୁଛନ୍ତି, ଏବଂ ତାର ଉତ୍ତରରେ ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ହତ୍ୟା କରିଛି ବୋଲି ସ୍ୱୀକାର କରୁଥିବା ଦେଖିବାକୁ ମିଳୁଛି। ଭାଇରାଲ ଭିଡିଓକୁ ନେଇ ନାବାଳିକାର ବାପା ମା ପ୍ରଶ୍ନ ଉଠାଇଛନ୍ତି। ନାବାଳିକା ହତ୍ୟା ମାମଲାର ଅଭିଯୁକ୍ତଙ୍କ ଭିଡିଓ ଭାଇରାଲ ଘଟଣାରେ ଭାଇରାଲକୁ ନେଇ ପ୍ରଶ୍ନ ନାବାଳିକାର ମା ସୌଦାମିନି […]

assembly
ଏଥର ବଜେଟ୍‌ ହେବ ସରଗରମ: ବିଧାନସଭା ଅପେକ୍ଷାରେ ପ୍ରସଙ୍ଗର ଲମ୍ବା ତାଲିକା

ଭୁବନେଶ୍ୱର: ବିଧାନସଭା ଅପେକ୍ଷାରେ ପ୍ରସଙ୍ଗର ଲମ୍ବା ତାଲିକା, ଯାହାକୁ ନେଇ ବଜେଟ୍ ଅଧିବେଶନ ସରଗରମ ହେବ। ସରକାରଙ୍କୁ ଘେରିବା ପାଇଁ ବିଜେପି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି। କୋଟିଆ ବିବାଦ ସହ ସୀମାବର୍ତ୍ତୀ ଗାଁରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ, ମଣ୍ଡି ଅବ୍ୟବସ୍ଥା, ଟୋକନ୍ ସମସ୍ୟା, ପରୀ ହତ୍ୟା, ମାହାଙ୍ଗା ଡବଲ ମର୍ଡର, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ଖଣି ଦୁର୍ନୀତି, DMFର ଅପବ୍ୟବହାର, ଆବାସ ଦୁର୍ନୀତି ଭଳି ଗୋଟିଏ ପରେ ଗୋଟିଏ ଅସ୍ତ୍ର ସହ ବିଜେପି […]

  • Thursday, 15 July 2021
police
ବିଧାନସଭାକୁ ସଂଯୋଗ କରୁଥିବା ରାସ୍ତା 'ନୋ ମ୍ୟାନ୍‌ ଏରିଆ'

ଭୁବନେଶ୍ୱର: ବିଧାନସଭା ଆଗରେ ଆଜିର ଆତ୍ମଦାହ ଉଦ୍ୟମ ଏବଂ ଗତ ଅଧିବେଶନ ବେଳେ ଯେଉଁଭଳି ଢଙ୍ଗରେ ଗୋଟିଏ ପରେ ଗୋଟିଏ ଆତ୍ମଦାହ ଉଦ୍ୟମ ହୋଇଥିଲା। ତାକୁ ରୋକିବା ଏବେ କମିଶନରେଟ୍ ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥର ଅଧିବେଶନ ସମୟରେ ସେଭଳି ଅପ୍ରୀତିକର ସ୍ଥିତି ରୋକିବାକୁ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ବିଧାନସଭାକୁ ସଂଯୋଗ କରୁଥିବା କିଛି ରାସ୍ତାକୁ ନୋ ମ୍ୟାନ୍ ଏରିଆ କରାଯିବ। କଟକଣା ଆସନ୍ତାକାଲିଠାରୁ ଆରମ୍ଭ କରି ବିଧାନସଭାର କାର୍ଯ୍ୟଦିବସଗୁଡ଼ିକରେ ଲାଗୁ […]

  • Thursday, 15 July 2021
tulasi-munda
ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ

କେଉଁଝର: ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ ହୋଇ ପଡିଛନ୍ତି। ଅସୁସ୍ଥ ତୁଳସୀ ମୁଣ୍ଡା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତୁଳସୀ ମୁଣ୍ଡାଙ୍କ ଅସୁସ୍ଥତା ଖବର ନେଇ ରାଜ୍ୟପାଳ ଚିନ୍ତା ପ୍ରକଟ କରିଛନ୍ତି। ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଅସୁସ୍ଥତା ବିଷୟରେ ଅବଗତ ହୋଇ ମାନ୍ୟବର ରାଜ୍ୟପାଳ ଚିନ୍ତା ପ୍ରକଟ କରିଛନ୍ତି ଏବଂ ତାଙ୍କର ଆଶୁ ଆରୋଗ୍ଯ କାମନା କରିଛନ୍ତି। — Governor Odisha (@GovernorOdisha) February 17, 2021 ରାଜ୍ୟପାଳ ଗଣେଶୀ ଲାଲ […]

  • Thursday, 15 July 2021
maa-samaleswari
ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ୨ଶହ କୋଟିର ଯୋଜନା

ଭୁବନେଶ୍ୱର: ମା’ ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ୨ଶହ କୋଟିର ଯୋଜନା ହୋଇଛି। ୨ଶହ କୋଟିର SAMALESWARI TEMPLE AREA MANAGEMENT & LOCAL ECONOMY INNITIATIVES (ସମଲେଇ ଯୋଜନା) ନେଇ CMO ପକ୍ଷରୁ ଘୋଷଣା କରାଯାଇଛି। ମନ୍ଦିରର ୪ ଦିଗରେ ୪ଟି ଐତିହ୍ୟ ଦ୍ୱାର ନିର୍ମାଣ କରାଯିବ। ଭକ୍ତମାନେ ପାଦରେ ବେଢ଼ା ପରିକ୍ରମା ପାଇଁ ୧ କିମି ରାସ୍ତା ହେବ। ଯାତ୍ରୀଙ୍କ ପାଇଁ ପାର୍କିଂ ଜାଗା, ଭେଣ୍ଡିଂ ଜୋନ୍, ଶୌଚାଳୟ ନିର୍ମାଣ ହେବ। ମନ୍ଦିର ନିକଟରେ […]

  • Thursday, 15 July 2021
suicide-attempt
ବିଧାନସଭା ଆଗରେ ପୁଣି ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ବିଧାନସଭା ସାମ୍ନାରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ହଂସପାଳ ଅଞ୍ଚଳର ବୋଲି ସୂଚନା ମିଳିଛି। ତେବେ ମଞ୍ଚେଶ୍ୱର ଥାନା କିଛି ଶୁଣୁନଥିବା ପ୍ରତିବାଦରେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସଂପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି। ପାରିବାରିକ କଳିକୁ ନେଇ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ତାଙ୍କୁ ଅନ୍ୟମାନେ ହତ୍ୟା ଉଦ୍ୟମ କରୁଥିବା ସେ ଅଭିଯୋଗ କରିଥିଲେ। ତେବେ ପୋଲିସ କିଛି ଶୁଣୁନଥିବା ପ୍ରତିବାଦରେ […]

  • Thursday, 15 July 2021
doctor-thakei-khabar
ଡାକ୍ତରଙ୍କ ଆକାଉଣ୍ଟକୁ ଖୋଳ କରିଦେଲେ ସାଇବର ଠକ

କଟକ: ଡାକ୍ତରଙ୍କୁ କଳାକନା ବୁଲାଇଲେ ସାଇବର ଠକ। ୭ ଦିନରେ ଲୁଟିନେଲେ ୭୭ ଲକ୍ଷ ଟଙ୍କା।  ସିଡିିଏ ସେକ୍ଟର-୭ର ଜଣେ ଡାକ୍ତର ଠକାମୀର ଶିକାର ହୋଇଛନ୍ତି। ତାଙ୍କ ଠାରୁ ମୋଟ ୭୭ ଲକ୍ଷ ୮୬ ହଜାର ୭୨୭ ଟଙ୍କା ଠକିଛନ୍ତି। ଏତେ ପରିମାଣର ସାଇବର  ଠକେଇ ଓଡିଶା ଇତିହାସରେ ବୋଧହୁଏ ପ୍ରଥମ।  ଗତ ୯ତାରିଖରେ ତାଙ୍କ ପାଖକୁ ଗୋଟିଏ ଅଜଣା ନମ୍ବରରୁ କଲ୍‌ ଆସିଥିଲା। ମୋବାଇଲ ସିମ୍ ଆକ୍ଟିଭ କରିବା ବାହାନାରେ ବିଶ୍ୱାସ ଜନ୍ମାଇ ଆକାଉଣ୍ଟ ନମ୍ବର, ସିଭିଭି […]

  • Thursday, 15 July 2021
pradipta naik
ମୌଳିକ ସୁବିଧା ମିଳୁନଥିବାରୁ ସୀମାନ୍ତ ଅଞ୍ଚଳବାସୀ ଆନ୍ଧ୍ର ମୁହାଁ: ବିଜେପି

ଭୁବନେଶ୍ୱର: ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ଘଟଣା କୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଛନ୍ତି। ସୀମାବର୍ତ୍ତୀ ଅଞ୍ଚଳ ବାସିନ୍ଦା କାହିଁକି ଆନ୍ଧ୍ର ମୁହାଁ ହେଉଛନ୍ତି ପ୍ରଣିଧାନ ଯୋଗ୍ୟ। ସେମାନଙ୍କର ସମସ୍ୟା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ଆବଶ୍ୟକ। ମୌଳିକ ସୁବିଧା ମିଳୁନଥିବାରୁ ସୀମାନ୍ତ ଅଞ୍ଚଳବାସୀ ଆନ୍ଧ୍ର ମୁହାଁ ହେଉଛନ୍ତି। ବିଜେପିର ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି। ସେଠୁ ଓଡ଼ିଶାର କାର୍ଯ୍ୟାଳୟ ଅଛି କିନ୍ତୁ ଅଧିକାରୀ ନାହାନ୍ତି। […]

tips
ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗଣଶିକ୍ଷା ବିଭାଗ ଟିପ୍ସ: ଦିନକୁ ୧୪ ଘଣ୍ଟା ପାଠ ପଢ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗଣଶିକ୍ଷା ବିଭାଗ ଟିପ୍ସ ଦେଇଛି। କେମିତି ପ୍ରସ୍ତୁତି କରିବେ ଓ କିପରି ପରୀକ୍ଷା ଦେବେ? ଛାତ୍ରଛାତ୍ରୀଙ୍କ ସନ୍ଦେହ ଦୂର କରିବା ପାଇଁ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ କରୋନା କାଳ ରେ ଏଭଳି ମାଟ୍ରିକ ଟିପ୍ସ ପ୍ରସ୍ତୁତ କରାଯାଇଛି। ଖୁବ୍ ଶୀଘ୍ର ଏହା ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସ୍ତୁତି ପାଇଁ ଟାଇମ୍ ଟେବୁଲ ନମୁନା ବି କରାଯାଇଛି। ଦୈନିକ ୨୪ ଘଣ୍ଟାରୁ […]

  • Thursday, 15 July 2021
GOLD
ଶ୍ରୀଜିଉଙ୍କୁ ୪ କେଜି ୮୫୮ ଗ୍ରାମ ସୁନା ଦାନ

ପୁରୀ: ଶ୍ରୀପଞ୍ଚମୀରେ ଜଣେ ଦାତାଙ୍କ ପକ୍ଷରୁ ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ କରାଯାଇଛି। ଆଜି ପବିତ୍ର ସରସ୍ୱତୀ ପୂଜା ଅବସରରେ  ମହାପ୍ରଭୁଙ୍କ ସ୍ୱର୍ଣ୍ଣଅଳଙ୍କାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଛି। ସମୁଦାୟ ୪କେଜି ୮୫୮ଗ୍ରାମ ସୁନା ଏବଂ ୩କେଜି ୮୭୬ ଗ୍ରାମ ରୂପା ଜଣେ ଦାତା ଶ୍ରୀଜିଉଙ୍କୁ ଦାନ କରିଛନ୍ତି। ସୁନାରେ ମହାପ୍ରଭୁଙ୍କ ସ୍ୱର୍ଣ୍ଣାଅଳଙ୍କାର, ଝୋବା, ଶ୍ରୀମୁଖ ପଦ୍ମ,ଦେବୀ ସୁଭଦ୍ରାଙ୍କ ତଡକୀ ତିଆରି କରାଯାଇଛି। ଏଥିରେ ଶ୍ରୀବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ, ୨ଝୋବା, ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ, […]

Rain-KO
୧୨ ଜିଲ୍ଲାକୁ ପାଣିପାଗ ବିଭାଗର ୱାର୍ଣ୍ଣିଂ: ୪ ଦିନ ବର୍ଷା, ଘଡ଼ଘଡ଼ି !

ଭୁବନେଶ୍ୱର: କାଲିଠୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏ ନେଇ ଆସନ୍ତାକାଲି ବର୍ଷା ଓ ଘଡ଼ଘଡ଼ି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏ ନେଇ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ କୁହାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ନୂଆପଡ଼ା, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଅନୁଗୁଳ, ବଲାଙ୍ଗିର, ବରଗଡ଼। ସେହିପରି ୧୯ ତାରିଖ ପାଇଁ ୧୨ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ […]

  • Thursday, 15 July 2021
child
୪ ନାବାଳକଙ୍କୁ ପୁଲିସର ସାଂଘାତିକ ନିର୍ଯାତନା !

ଚିତ୍ରକୋଣ୍ଡା: ମାଲକାନଗିରି ୪ ନାବାଳକଙ୍କୁ ୩ ଦିନ ଧରି ପୁଲିସର ସାଂଘାତିକ ନିର୍ଯାତନା ନେଇ ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସ ବିରୋଧରେ ମାଡ ମରାଯିବା ସହ ବିଦ୍ୟୁତ ସକ୍ ଦେଇଥିବା ଅଭିଯୋଗ ଆସିଛି। ଗତ ୧୨ ତାରିଖରେ ହୋଇଥିବା ଏକ ଚୋରି ମାମଲାରେ ୪ ନାବାଳକଙ୍କୁ ପୋଲିସ୍ ଥାନାକୁ ନେଇଥିଲା। ତାସହ ତିନି ଦିନ ଧରି ମାଡ ମାରିବା ସହ ବିଦ୍ୟୁତ୍‌ ସକ୍ ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ୪ ନାବାଳକଙ୍କୁ ୩ ଦିନ […]

  • Thursday, 15 July 2021
Sarathi-3-pm
ପ୍ରବଚନ ଦେବାକୁ ବାବା ସାରଥିଙ୍କୁ ଅନୁମତି ଦେଲେ ହାଇକୋର୍ଟ

କଟକ: ଏଣିକି ପ୍ରବଚନ ଦେଇପାରିବେ ବାବା ସାରଥି। ସାରଥିଙ୍କୁ ପ୍ରବଚନ ଦେବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। ସର୍ବାଧିକ ୨ଶହ ଲୋକଙ୍କୁ ନେଇ ସେ ପ୍ରବଚନ ଦେଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। କୋଭିଡ଼ କଟକଣା ମାନି ପ୍ରବଚନ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ପ୍ରବଚନ ପାଇଁ ଅନୁମତି ଦେବାକୁ ସାରଥିଙ୍କ ପକ୍ଷରୁ ହାଇକୋର୍ଟରେ ଅପିଲ କରାଯାଇଥିଲା। ୨୦୧୫ରେ ସାରଥିଙ୍କୁ ଗିରଫ କରାଯାଇଥିଲା। ଜଣେ ଛାତ୍ରୀଙ୍କ ସହ ସଂପର୍କକୁ ନେଇ ସାରଥୀ ଚର୍ଚ୍ଚାକୁ ଆସିଥିଲେ। ତେବେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ […]

  • Thursday, 15 July 2021
odisha-bandh
ଓଡ଼ିଶା ବନ୍ଦ: ପରୀକ୍ଷା ଦେଇପାରିଲେନି ଶତାଧିକ ଛାତ୍ର

ଭୁବନେଶ୍ୱର: ସକାଳ ୭ରୁ ଦିନ ଗୋଟାଏ କଂଗ୍ରେସର ଡାକରାରେ ରାଜଧାନୀରୁ ସାରା ରାଜ୍ୟରେ  ବନ୍ଦପାଳନ ହୋଇଛି। ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କଟକ, ପାରାଳାଖେମୁଣ୍ଡି ଓ ରାଉରକେଲା ସବୁଠି ରାସ୍ତାକୁ କଂଗ୍ରେସ କର୍ମୀ ଓହ୍ଲାଇଥିଲେ। ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା ଏବଂ ବିଗିଡ଼ିଥିବା ଆଇନଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗରେ କଂଗ୍ରେସ ବନ୍ଦ ପାଳନ କରିଛି। ରାଜଧାନୀରେ ରେଳ ଷ୍ଟେସନ୍, ବିମାନ ବନ୍ଦର, ସତସଙ୍ଗ ବିହାର, ବାଣୀବିହାର, ଆଚାର୍ଯ୍ୟ […]

  • Thursday, 15 July 2021
major
ଓଡ଼ିଶାର ପ୍ରଥମ ଜେନେରାଲ ଅଫିସରଙ୍କ ପରଲୋକ

ଭୁବନେଶ୍ୱର: ଅବସରପ୍ରାପ୍ତ ଓଡ଼ିଆ ସେନା ଅଧିକାରୀ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କ ପରଲୋକ ହୋଇଛି। ୮୭ ବର୍ଷ ବୟସରେ ହୃଦଘାତରେ ଆଜି ତାଙ୍କର ବିୟୋଗ ହୋଇଛି। ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ଜେନେରାଲ ଅଫିସର। ମେଜର ଜେନେରାଲ ବସନ୍ତ ମହାପାତ୍ର ଟ୍ୟାଙ୍କ୍ ମ୍ୟାନ ଭାବେ ପରିଚିତ ଥିଲେ। ୧୯୬୧ରେ ଗୋଆ ଅପରେସନ ସହିତ ୧୯୬୫ ଓ ୧୯୭୧ ଯୁଦ୍ଧରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ। ୧୯୩୪ ଜାନୁଆରି ୧୬ରେ ଜନ୍ମ ହୋଇଥିବା ଏହି ସେନା ଅଧିକାରୀ […]

  • Thursday, 15 July 2021
acident-in-dkl
ରଙ୍ଗ୍‌ରୁଟ୍‌ରେ ଆସି ୩ ପିଲାଙ୍କ ଉପରେ ଚଢାଇଦେଲା ଭ୍ୟାନ୍

ଢେଙ୍କାନାଳ: ଗତ ମାସରେ ରାଜ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଥିଲା। ଏନେଇ ଚାରିଆଡେ ସଚେତନତା କରାଯାଇଥିଲେ ବି ଫଳ ଶୂନ। ବରଂ ଦିନକୁ ଦିନକୁ ଘଟୁଛି ଭୟାନକ ଦୁର୍ଘଟଣା। ଢେଙ୍କାନାଳର ବାଜିଚୌକ ଫ୍ଲାଇଓଭର ନିକଟରେ ସଡ଼କ ଦୁର୍ଘଟଣାରେ ୨ ନୀରିହ ଶିଶୁଙ୍କ ଜୀବନ ଚାଲିଯାଇଛି। ଅନ୍ୟ ଜଣେ ନାବାଳିକା ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ୨ ନାବାଳିକାଙ୍କ ବୟସ ୫ ଓ ୭ ବର୍ଷ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, […]

  • Thursday, 15 July 2021
PMAY
ବାଡ଼ ଯଦି ‍‍‍କ୍ଷେତ ଖାଇବ, ସୁରକ୍ଷା ଦେବ କିଏ?

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ହେରଫେର ନେଇ ଅଭିଯୋଗ ହୋଇଛି। କେଉଁଠି ଯୋଗ୍ୟ ହିତାଧିକାରୀଙ୍କ ନାଁରେ ଚଞ୍ଚକତା କରି ଟଙ୍କା ଉଠାଇ ନିଆଯାଇଛି ତ ଆଉ କେଉଁଠି ବିନା କାର୍ଯ୍ୟାଦେଶରେ ଘର ବାତିଲ ପାଁଇ ନୋଟିସ୍ ଆସୁଛି। ଜଳେଶ୍ୱର ବ୍ଲକ ଝାଡପମ୍ପଳ ଗାଁର ଶଙ୍କର ଦଣ୍ଡପାଟ କାର୍ଯ୍ୟାଦେଶ ପରେ କାହିଁକି ଘର କରୁନାହଁ ବୋଲି ନୋଟିସ ମିଳିବା ପରେ ଶଙ୍କର ଚକିତ ହୋଇଛନ୍ତି। ସେ ଜାଣନ୍ତି ନାହିଁ, କାର୍ଯ୍ୟାଦେଶ ଗଲା କୁଆଡେ? ବୁଝୁ […]

  • Thursday, 15 July 2021
SMA-disease
ଗୋଟିଏ ଇଂଜେକ୍ସନ୍ ବେଦାନ୍ତଙ୍କୁ ଦେବ ନୂଆ ଜୀବନ

ରାଉଲକେଲା: ରାଉରକେଲା ସିଭିଲ୍ ଟାଉନସିପ୍‌ର ବିବେକ୍ ଲାଲ୍ ଓ ପତ୍ନୀ ପ୍ରୀତିଙ୍କ ଅଲିଅଳ ପୁଅ ବେଦାନ୍ତଙ୍କ ଦେହରେ ନିଷ୍ଠୁର ଦଇବ ଖଞ୍ଜି ଦେଇଛି ଦୁଃସାଧ୍ୟ ସ୍ନାୟବିକ ରୋଗ। ଯାହାର ନାମ ହେଉଛି ସ୍ପାଇନାଲ୍ ମସ୍କୁଲାର ଏଟ୍ରୋଫି-SMA। ବେଦାନ୍ତ ଏବେ ସପ୍ତମ ଶ୍ରେଣୀରେ ପଢୁଛନ୍ତି। ପାଠରେ ଭାରି ପ୍ରଖର କିନ୍ତୁ ଜନ୍ମରୁ ନିଜ ସାଙ୍ଗରେ ସେ ଆଣିଥିବା ରୋଗ ପାଇଁ ଆପଣା ଛାଏଁ ଉଠିବା, ବସିବା ତ ଅସମ୍ଭବ। ଖାଇବା ଓ ପିଇବାରେ ବି କଷ୍ଟ ହେଉଛି। ଏଇ […]

  • Thursday, 15 July 2021
haldi-pkg
ଅଭାବୀ ବିକ୍ରି ହଳଦୀ ଚାଷୀଙ୍କ ପାଇଁ ହୋଇଛି କାଳ

ଫୁଲବାଣୀ: କୋଡ଼ି କୋଦାଳ ଧରି କ୍ଷେତରେ ଚାଷୀ କାମ କରୁଛନ୍ତି। ଶୀତ କାକରକୁ ଖାତିର ନକରି କାମରେ ଲାଗିଛନ୍ତି। ଏକର ଏକର ଜମି ଖୋଳିବା ପରେ ମାଟି ତଳୁ ବାହାରୁଛି କଞ୍ଚା ହଳଦୀ। କନ୍ଧମାଳ ଫିରିଙ୍ଗିଆ ଡମ୍ବାଦେଇ ଗାଁର ହଳଦୀ ବାହାରିବା ପରେ ତାକୁ ଗୋଟାଇ, ପାଣିରେ ଭଲ ଭାବେ ଧୋଇ, ନିଆଁରେ ସିଝାଇ ତାପରେ ଟାଣ ଖରାରେ ଶୁଖାଇବା ପରେ ଏହା ଖାଇବା ଉପଯୋଗୀ ହୋଇଥାଏ।  ଏତେ ସବୁ କାମ କରିବା ପରେ ବି ଚାଷୀଙ୍କୁ […]

  • Thursday, 15 July 2021
padma-besha
ପଦ୍ମବେଶରେ ସଜେଇ ହେବେ ପଦ୍ନ ପ୍ରୀୟ ମହାପ୍ରଭୁ

ପୁରୀ:  ପଦ୍ନ ପ୍ରୀୟ ମହାପ୍ରଭୁ ପଦ୍ମବେଶରେ ସଜେଇ ହେବେ। ରତ୍ନ ସିଂହାସନ ଉପରେ ସୁନ୍ଦର, କମନୀୟ ବେଶଭୂଷାରେ ଝଟକିବେ ଚତୁର୍ଦ୍ଧାମୂରତି। ବର୍ଷକ ପରେ ଆଜି ଆସିଛି ସେ ଦିନ। ଏଥିପାଇଁ ପୁରୀ ବଡ଼ଛତା ମଠରେ ଶେଷ ହୋଇଛି ବେଶ ପ୍ରସ୍ତୁତି। ଆଜି ମଧ୍ୟରାତ୍ରରେ ତିନିଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି ହେବାକୁ ଥିବା ସୋଲରେ ତିଆରି ସୁଶୋଭିତ ପଦ୍ମ, ଶ୍ରୀମୁଖ, କରପଲ୍ଲବ, ନାଭିପଦ୍ମ, ହଂସ ନିର୍ମାଣ ସରିଛି। ପଦ୍ମବେଶରେ ଠାକୁରଙ୍କ ଚୂଳରେ ତୁଳସୀ ଓ ଗଳାରେ ଲାଗି ହେବାକୁ ଥିବା […]

  • Thursday, 15 July 2021
andhra
ଆନ୍ଧ୍ର ନିର୍ବାଚନ କଲା, ଜିଲ୍ଲା ପ୍ରଶାସନ କଣ କରୁଥିଲା ?

ଭୁବନେଶ୍ୱର: ଓଡ଼ିଶା ସୀମାନ୍ତ ଗାଁରେ ଭୋଟ୍ ସରିଲା। କୋରାପୁଟ ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଗାଁରେ  ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଆଜି ପଡ଼ିଛି। କୋରାପୁଟ ପାଟୁସେନେରିରେ ସକାଳ ୬ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ସାଢ଼େ ଗୋଟାଏ ଯାଏଁ ମତଦାନ ଚାଲିଥିଲା। ନକ୍ସଲ ପ୍ରବଣ ଇଲାକା ହୋଇଥିବାରୁ ଆନ୍ଧ୍ର ପୋଲିସ୍‌ର ସୁରକ୍ଷା ବି କଡ଼ା ଥିଲା। ଆଉ ବିଡ଼ମ୍ବନା, ଓଡ଼ିଶାର ପାଟୁସେନେରିକୁ ଏଠି ପଟୁଚେନୁରୁ ବୋଲି ବିଜୟନଗରମ୍ ପ୍ରଶାସନ ଦର୍ଶାଇଛି। ଯେଉଁଥିରେ ମାଡ଼କାର, […]

  • Thursday, 15 July 2021
jharaphula
ରହସ୍ୟ ବଢାଉଛି ଝରାଫୁଲ ମୃତ୍ୟୁ: କାହା ପାଇଁ ଯାଚିଥିଲା ୧୦୮ ନଡ଼ିଆ?

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା ରେ କରଞ୍ଜିଆ-ବୃନ୍ଦେଇପୋଷି ଗାଁରେ ଯାଜପୁର ପୋଲିସ ପହଞ୍ଚିଛି। ଯାଜପୁର SDPO ଚିନ୍ମୟ ନାୟକ ଏବଂ କୁଆଖିଆ ପୋଲିସର ଏକ ଟିମ ବୃନ୍ଦେଇପୋଷି ଗାଁରେ ପହଞ୍ଚି ଝରାଫୁଲ ମୃତ୍ୟୁର ବିଭିନ୍ନ ଦିଗକୁ ନେଇ ଗାଁ ଲୋକଙ୍କୁ ପଚରା ଉଚରା କରିଛନ୍ତି। ଘଟଣା ଦିନ ଏବଂ ଘଟଣା ପୂର୍ବରୁ ଘର ଲୋକଙ୍କ ସହିତ କଣ କଥା ହୋଇଥିଲେ ଝରାଫୁଲ ସେ ନେଇ ବାପା ମାଙ୍କୁ ଯାଜପୁର ପୋଲିସ ପ୍ରଶ୍ନ କରିଛି। ରାକେଶ […]

chaka-jam
ଚାଷୀଙ୍କ ସମସ୍ୟା ନେଇ ବିଜେପିର ୩ ଘଣ୍ଟିଆ ଚକାଜାମ୍

ସମ୍ୱଲପୁର: ମଣ୍ଡି ଓ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ନେଇ ବିଜେପି ଚକା ଜାମ। ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ୩ ଘଣ୍ଟିଆ ଚକାଜାମ୍ ବିଜେପି କରିଥିଲା।  ପଶ୍ଚିମ ଓଡ଼ିିଶାର ୫ଟି ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ବୌଦ୍ଧ ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ମିଶାଇ ୩୭ଟି ବିଧାନସଭା ନିର୍ବାଚନମଣ୍ଡଳୀର ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ରାସ୍ତାରୋକ କରିଥିଲା। ବିଭିନ୍ନ ସ୍ଥାନରେ ବିଜେପିର […]

  • Thursday, 15 July 2021