• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

online bhoga
ଅନ୍‌ଲାଇନ୍‌ରେ ଶ୍ରୀମନ୍ଦିରର ମହାପ୍ରସାଦ ବିକ୍ରି ଭାଇରାଲ ପ୍ରସଙ୍ଗ; ଏମିତି କହିଲେ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଅନ୍‌ଲାଇନ୍‌ରେ ଶ୍ରୀମନ୍ଦିରର ମହାପ୍ରସାଦ ବିକ୍ରି କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସଂସ୍ଥା କି ବ୍ୟକ୍ତି ବିଶେଷଙ୍କୁ ଅନୁମତି ଦିଆଯାଇନାହିଁ। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି। ଏଥିସହ ଜନସାଧାରଣ ବିଭ୍ରାନ୍ତ ନ ହେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ମହାପ୍ରସାଦ ଅନ୍‌ଲାଇନରେ ବିକ୍ରି ହେବା ନେଇ ସୋଶାଲ୍‌ ମିଡିଆରେ ଖବର ଭାଇରାଲ ହେବାପରେ ଶ୍ରୀମନ୍ଦିର ପ୍ରଶାସନ ଏହି ସ୍ପଷ୍ଟୀକରଣ ଦେଇଛି। ତେବେ ଏହି ଘଟଣାର ତଦନ୍ତ କରି ସଂପୃକ୍ତ […]

  • Thursday, 15 July 2021
1
ଆଠଗଡ଼ରୁ ଶିକାରୀ ଗିରଫ

ଆଠଗଡ଼: ଆଠଗଡ଼ ରେଞ୍ଜରୁ ଜଣେ ହାତୀଦାନ୍ତ ବ୍ୟବସାୟୀକୁ ଗିରଫ କରାଯାଇଛି। ତାଙ୍କଠାରୁ ଗୋଟିଏ ହରିଣ ଶିଙ୍ଗ ଓ ଦେଶୀ ବନ୍ଧୁକ ଜବତ କରାଯାଇଛି। ଗିରଫ ହୋଇଥିବା ବ୍ୟବସାୟୀଙ୍କ ନାଁ ମାଟିଆ ସ୍ୱାଇଁ। ପଚରାଉଚରା କରିବା ବେଳେ ତାଙ୍କ ଗ୍ୟାଙ୍ଗ ହାତୀଦାନ୍ତ ବ୍ୟବସାୟ କରୁଥିବା ସମ୍ପର୍କରେ ସୂଚନା ମିଳିଥିଲା। ସେମାନେ ବଡମ୍ବା ଓ ନରସିଂହପୁର ଅଞ୍ଚଳରେ ହାତୀକୁ ହତ୍ୟା କରିଥାନ୍ତି। ଏହାପରେ ହାତୀଦାନ୍ତକୁ ସେମାନେ ନୟାଗଡ଼ ଅଞ୍ଚଳରେ ୫ହଜାରରୁ ଏକ ଲକ୍ଷ ଟଙ୍କା ମଧ୍ୟରେ ବିକ୍ରି କରୁଥିବା ସୂଚନା […]

  • Thursday, 15 July 2021
nilagiri
ବଢ଼ୁଛି ହାତୀଙ୍କ ଉପଦ୍ରବ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ହାତୀ ଉପଦ୍ରବ। କେଉଁଠି ଫସଲ ନଷ୍ଟ କରୁଥିବା ଅଭିଯୋଗ ଆସୁଛି ତ ଆଉ କେଉଁଠି ରାସ୍ତା ଉପରେ ହାତୀଙ୍କ ଉପଦ୍ରବ। ନୀଳଗିରିରେ ପୁଣି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ହାତିଆଶିଳା ଗାଁରେ ପଶି ୨ଟି ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଫଳରେ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି। ଗତକାଲି ଗୋପାଳପୁର ଜଙ୍ଗଲରେ ୪୩ଟି ହାତୀ ପଶିଥିବା ବେଳେ ଆଜି ସକାଳେ ଆଉ ୧୪ଟି ହାତୀ ପଶିଛନ୍ତି। ସେପଟେ ବନ […]

  • Thursday, 15 July 2021
a1
ଜୋର ଧରିଲା ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି

ଟିଟିଲାଗଡ଼: ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି ନେଇ ଦିନକୁ ଦିନ ଆନ୍ଦୋଳନ ଜୋର୍ ଧରିବାରେ ଲାଗିଛି। ଆନ୍ଦୋଳନକୁ ଜନ ସମର୍ଥନ ମିଳୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ନେତା ବି ସମର୍ଥନ ଜଣାଇଛନ୍ତି। ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଏହି ଆନ୍ଦୋଳନ ୧୫ ଦିନରେ ପହଞ୍ଚିଛି। କେତେବେଳେ ମାନବଶୃଙ୍ଖଳ ତ ଆଉ କେତେବେଳେ ଦସ୍ତଖତ ଅଭିଯାନ ସହ ପିକେଟିଂ କରି ଆନ୍ଦୋଳନ ଜାରି ରହିଛି। ଦୀର୍ଘ ଦିନ ହେଲା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ, ତହସିଲ ସହ ବିଭିନ୍ନ […]

  • Thursday, 15 July 2021
miller
ଖରିଫ୍‌ ଋତୁରେ ଧାନ ସଂଗ୍ରହ ନକରିବାକୁ ମିଲରଙ୍କ ଚେତାବନୀ

ଗଞ୍ଜାମ: ବକେୟା ଟଙ୍କାକୁ ନେଇ ଆଗାମୀ ଖରିଫ ଋତୁରେ ଧାନ ସଂଗ୍ରହ ନକରିବାକୁ ଗଞ୍ଜାମ ଜିଲ୍ଲାର ମିଲର ଚେତାବନୀ ଦେଇଛନ୍ତି। ବକେୟା ଟଙ୍କା ମିଳିନଥିବାରୁ ମିଲରମାନେ ପ୍ରଶାସନର ଟାଳଟୁଳ ନୀତିକୁ ନାପସନ୍ଦ କରିଛନ୍ତି। ଆଗକୁ ବକେୟା ଅର୍ଥ ପ୍ରଦାନ କରାନଗଲେ ଖରିଫ ଋତୁରେ ଧାନ ସଂଗ୍ରହ କରିବେ ନାହିଁ ବୋଲି ମିଲର ଚେତାବନୀ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ମିଲରଙ୍କ ସମସ୍ୟା ନେଇ ଛତ୍ରପୁର ତାମ୍ପରାରେ ଏକ ବୈଠକ ବସିଥିଲା। ଅନ୍ୟପେଟ, ଚଳିତ ଖରିଫ୍‌ ଋତୁରେ ଧାନ ସଂଗ୍ରହ […]

  • Thursday, 15 July 2021
ganjam
ଗଞ୍ଜାମରେ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନାରେ ଓକିଲଙ୍କୁ ଥାନା ଅଧିକାରୀଙ୍କ ମାଡ଼ ଘଟଣା ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ଓକିଲ ସଂଘ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି। ଗତକାଲି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଓକିଲ ସଂଘର ଏକ ୨୦ ଜଣିଆ ଟିମ୍ ବୁଗୁଡ଼ା ଯାଇଥିଲେ। ଏହି ଘଟଣାକୁ ନେଇ ବୁଗୁଡ଼ା ଓକିଲ ସଂଘ ସହ ଆଲୋଚନା କରିବା ପରେ ଥାନାରେ ଦିଆଯାଇଥିବା ଏଫ୍ଆଇଆର୍‌ର ନକଲ ଆଣିଥିଲେ। ଓକିଲଙ୍କୁ ମାଡ଼ମରା ଘଟଣାକୁ ଓକିଲ ସଂଘ ନିନ୍ଦା କରିବା ସହ […]

  • Thursday, 15 July 2021
make in odisha1
ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ମିଳିବ ସ୍ମାର୍ଟଫୋନ୍‌

ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ମହିଳା ଉଦ୍ୟୋଗୀ ସମ୍ମିଳନୀରେ ବଡ଼ ଘୋଷଣା କରାଯାଇଛି। ରାଜ୍ୟର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ସ୍ମାର୍ଟଫୋନ୍‌ ମିଳିବ। ୬ ଲକ୍ଷ SHG ଗ୍ରୁପ୍‌ରେ ଅଛନ୍ତି ୧୭ ଲକ୍ଷ ସଦସ୍ୟ। ସମସ୍ତଙ୍କୁ ସ୍ମାର୍ଟ ଫୋନ୍ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ସମ୍ମିଳନୀରେ ସ୍ୱୟଂ ସହାୟିକା ଗୋଷ୍ଠୀକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ ଭାବେ ଏହାକୁ ଘୋଷଣା କରିଛନ୍ତି। ନିର୍ବାଚନ ପୂର୍ବରୁ SHG ଗ୍ରୁପଙ୍କ ପାଇଁ ସ୍ମାର୍ଟ ଫୋନ୍ ଥୋପକୁ […]

  • Thursday, 15 July 2021
daru
ଦାରୁ ଚିହ୍ନଟରେ ଟଙ୍କା କାରବାର ହୋଇଛି : ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା

ପୁରୀ : ଶ୍ରୀଜୀଉଙ୍କ ନବକଳେବର ବେଳେ ଦାରୁ ଚିହ୍ନଟରେ ଟଙ୍କା କାରବାର ହୋଇଥିଲା। ଯିଏ ଟଙ୍କା ଦେଲା ତାଙ୍କ ଦାରୁ ଚିହ୍ନଟ ହେଲା। ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ଏହିଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଚିହ୍ନଟ ଦାରୁ ପୋଲା ଥିଲା, ଏକଥା ଶ୍ରୀବିଗ୍ରହ ନିର୍ମାଣ ବେଳେ ସେମାନେ ଜଣାଇଥିଲେ ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି। ତେବେ ଏହା ସତ୍ୱେ ଦଇତାପତିମାନେ କିଛି କରିନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ବ୍ରହ୍ମ ବିଭ୍ରାଟ ଘଟଣାରେ ନୋଟିସ୍ ପ୍ରସଙ୍ଗରେ […]

  • Thursday, 15 July 2021
ganjam
ବୁଗୁଡ଼ାରେ ଓକିଲଙ୍କୁ ପୁଲିସର ମାଡ଼ ଭିଡିଓ ଭାଇରାଲ

ଗଞ୍ଜାମ: କଟକ ଓକିଲ-ପୁଲିସ୍‌ ଗଣ୍ଡଗୋଳର ସମାଧାନ ନ ହେଉଣୁ ଘନେଇଲାଣି ଗଞ୍ଜାମ ବୁଗୁଡ଼ାରେ ଓକିଲଙ୍କୁ ପୁଲିସ୍‌ର ମାଡ଼ ଘଟଣା। ଓକିଲଙ୍କୁ ଥାନାଧିକାରୀ ମାଡ଼ ମାରିବା ଘଟଣାରେ ଭିଡିଓ ସାମ୍ନାକୁ ଆସିଛି। ଥାନାର କିଛି କର୍ମଚାରୀ ଓକିଲଙ୍କ ସହ ଯୁକ୍ତିତର୍କ କରୁଥିବାର ଦେଖା ଦେଇଛି। କେବଳ ଏତିକି ନୁହଁ ଖୋଦ୍ ଥାନାଧିକାରୀ ଓକିଲଙ୍କୁ ଧମକ ଦେଉଥିବା ଭିଡିଓରେ ରହିଛି। ଗତକାଲି ବୁଗୁଡ଼ା ଥାନା ଭିତରେ ଓକିଲ ହରପ୍ରସାଦ ଦାସଙ୍କୁ ଥାନାଧିକାରୀ ମାଡ଼ ମାରିଥିବା ଅଭିଯୋଗ ଆଣିଥିଲେ। ଏକ ବିବାଦୀୟ […]

  • Thursday, 15 July 2021
World-Diabetes-Day
ଅାଜି ବିଶ୍ୱ ମଧୁମେହ ଦିବସ

ଭ‍‍ୁବନେଶ୍ୱର : ଅାଜି ବିଶ୍ୱ ମଧୁମେହ ଦିବସ। ଏହି ଦିବସରେ ଏଥରର ଥିମ୍ ରହିଛି FAMILY & DIABETES ବା ‘ପରିବାର ଓ ମଧୁମେହ’। ଦେଶରେ ପ୍ରତିଦିନ ବଢୁଥିବା ମଧୁମେହ ରୋଗୀଙ୍କ ସଂଖ୍ୟାକୁ କମାଇବା ପାଇଁ ପ୍ରତି ପରିବାରକୁ ସଚେତନ କରାଇବା ଅାଜି ଦିନର ମୁଖ୍ୟ ଉଦ୍ଦେଶ୍ୟ। ସାରା ବିଶ୍ୱରେ ଏବେ ୪ ଶହ ମିଲିଅନ୍‌ ଡାଇବେଟିସ୍ ରୋଗୀ ଅଛନ୍ତି। ଚାଇନା ଏହି ତାଲିକାରେ ପ୍ରଥମ ସ୍ଥାନରେ ଥିବାବେଳେ ଭାରତ ଦ୍ୱିତୀୟରେ ରହିଛି। ଭାରତରେ ପ୍ରତି ମିନିଟ୍‌ରେ […]

  • Thursday, 15 July 2021
HighCourt
ପୁଲିସ୍-ଓକିଲ ବିବାଦ ମାମଲା; ଆଜି ବି ଦାଖଲ ହୋଇପାରିଲାନି ଚାର୍ଜସିଟ୍‌

କଟକ: ଆଜି ପୁଣି ଥରେ ହାଇକୋର୍ଟରେ ଦାଖଲ ହୋଇ ପାରିଲାନି ଚାର୍ଜସିଟ୍। ପୁଲିସ୍‌-ଓକିଲ ବିବାଦ ମାମଲାରେ ଆଜି ବି ଚାର୍ଜସିଟ୍ ଦାଖଲ କରିପାରିଲା ନାହିଁ କ୍ରାଇମ୍‌ବ୍ରାଞ୍ଚ। ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଆଉ କିଛି ଦିନର ମହଲତ ମାଗିଛି। ତେଣୁ ଏନେଇ ମାମଲାର ଶୁଣାଣି ଆସନ୍ତା ଗୁରୁବାରକୁ ଘୁଞ୍ଚିଛି। ମୁଖ୍ୟ ବିଚାରପତିଙ୍କ ତତ୍ତ୍ୱାବଧାନରେ ମାମଲାର ଶୁଣାଣି ହେଉଛି। ଗତକାଲି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। କିନ୍ତୁ କ୍ରାଇମ୍‌ବ୍ରାଞ୍ଚ୍ ପକ୍ଷରୁ ଗତକାଲି […]

  • Thursday, 15 July 2021
make in odisha
ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ର ଆଜି ତୃତୀୟ ଦିନ

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ର ଆଜି ତୃତୀୟ ଦିନ। ତୃତୀୟ ଦିନରେ ସ୍ୱାସ୍ଥ୍ୟସେବା, ବୟନ ଶିଳ୍ପ ଓ ଗାର୍ମେଣ୍ଟ ଇଣ୍ଡଷ୍ଟ୍ରି, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, କେମିକାଲ୍‌ ଓ ପେଟ୍ରୋ କେମିକାଲ୍‌, ଷ୍ଟାର୍ଟ ଅପ୍ ଓ କୃଷି ଉଦ୍ୟୋଗ ଭଳି କ୍ଷେତ୍ରରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହିସବୁ ସେକ୍ଟରରେ ପୁଞ୍ଜି ନିବେଶ ପାଇଁ ଓଡ଼ିଶାର ଭିତ୍ତିଭୂମି ସଂପର୍କରେ ସୂଚନା ଦିଆଯିବ। ଏହା ଛଡ଼ା ରାଜ୍ୟରେ ସ୍ୱାସ୍ଥ୍ୟସେବା, କ୍ଷୁଦ୍ର ଶିଳ୍ପ, ବୟନ ଶିଳ୍ପ […]

  • Thursday, 15 July 2021
accident 1
ଟ୍ରକ୍‌ ପଛରେ ପିଟି ହେଲା ବାଇକ୍‌

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଏଫସିଆଇ ଗୋଦାମ ପାଖରେ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଅଷାଢୁ ସେଠୀ। ଡୁଙ୍ଗୁରିପାଲି ବ୍ଲକ୍‌ ସହଲା ଗାଁରେ ତାଙ୍କ ଘର। ସୂଚନା ଅନୁସାରେ, ବଲାଙ୍ଗିର-ବରଗଡ଼ ମୁଖ୍ୟ ରାସ୍ତା କଡ଼ରେ ଟ୍ରକ୍‌ଟି ଛିଡ଼ା ହୋଇଥିବା ବେଳେ ଟ୍ରକ୍‌ ପଛରେ ବାଇକ୍‌ ପିଟି ହୋଇ ଯାଇଥିଲେ। ଅନ୍ୟପଟେ, ଡୁଙ୍ଗୁରିପାଲି ପୁଲିସ୍‌ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।  

  • Thursday, 15 July 2021
dengue
କେନ୍ଦ୍ରାପଡ଼ାରେ ଡେଙ୍ଗୁ ଆତଙ୍କ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଳକ ଅନ୍ତର୍ଗତ କାଳିକାପୁର ଗାଁରେ ଡେଙ୍ଗୁ ଆତଙ୍କ ଦେଖା ଦେଇଛି। ଗାଁର ୮ଜଣ ବ୍ୟକ୍ତି ଡେଙ୍ଗୁ ଜ୍ୱରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଗାଁର ଖଇଁଚିରା ନାଳ ଅବରୋଧ କରାଯାଇଛି। ଫଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି ଦୂଷିତ ହେଉଛି। ମଶାଙ୍କ ପାଦୁର୍ଭାବ ବଢୁଥିବାରୁ ଗାଁରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ, ଏହାକୁ ନେଇ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ […]

  • Thursday, 15 July 2021
Orissa-High-Court
ପୁଲିସ୍‌ ଓ ଆଇନଜୀବୀ ମାମଲାର ଶୁଣାଣି ଘୁଞ୍ଚିଲା

କଟକ: ପୁଲିସ୍‌ ଓ ଆଇନଜୀବୀ ବିବାଦ ମାମଲାର ଶୁଣାଣି ଘୁଞ୍ଚାଇ ଦିଆଯାଇଛି। ଆଜି ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବାର ଥିଲା। ୯ ତାରିଖ ସୁଦ୍ଧା ତଦନ୍ତ ଶେଷ କରି ଚାର୍ଜସିଟ୍‌ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି କ୍ରାଇମ୍‌ବ୍ରାଞ୍ଚ ସମ୍ପୂର୍ଣ୍ଣ ଚାର୍ଜସିଟ୍ ଦାଖଲ କରିପାରିଲାନି। ଏହା ସହିତ ନିଲମ୍ବନ ପ୍ରତ୍ୟାହାର ନେଇ ମଧ୍ୟ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ଓକିଲଙ୍କ ଆନ୍ଦୋଳନ ନେଇ ହାଇକୋର୍ଟ ବାର୍‌ ଆସୋସିଏସନର ଆଜି ଏକ ବୈଠକ […]

  • Thursday, 15 July 2021
farmer-up1
ଆନ୍ଦୋଳନ ଜାରି ରଖିବ ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର: ପ୍ରାଇସ୍, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍ ଦାବିରେ ଆନ୍ଦୋଳନ ଜାରି ରଖିବ ନବ ନିର୍ମାଣ କୃଷକ ସଂଗଠନ। ଏ ସମ୍ପର୍କରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଆସନ୍ତା ୧୨ ତାରିଖରେ ସମସ୍ତ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଧାରଣା ଓ ସତ୍ୟାଗ୍ରହ କରାଯିବ। ୧୫ ତାରିଖରେ ସମସ୍ତ ଥାନା ଆଗରେ ଚାଷୀମାନେ ଧାରଣା ଓ ସତ୍ୟାଗ୍ରହ କରିବେ। ଆଉ ୧୫ ତାରିଖ ପରେ ଆଇନ ଅମାନ୍ୟ ଆନ୍ଦୋଳନ ହେବ ବୋଲି ଅକ୍ଷୟ କୁମାର […]

  • Thursday, 15 July 2021
essar strike
ଏସାର ଷ୍ଟିଲ ପ୍ଲାଣ୍ଟ୍‌ ଆଗରେ ଶ୍ରମିକଙ୍କ ଧାରଣା

ପାରାଦୀପ: ପାରାଦୀପ ଏସାର ଷ୍ଟିଲ୍‌ ପ୍ଲାଣ୍ଟ୍‌ ଆଗରେ ଶ୍ରମିକଙ୍କ ଧାରଣା। ସର୍ବନିମ୍ନ ମଜୁରୀ ପ୍ରଦାନ,  ଇପିଏଫ୍‌, ଇଏସ୍‌ଆଇ ସୁବିଧା ଲାଗୁ କରିବା ପାଇଁ ଶ୍ରମିକମାନେ ଦୀର୍ଘ ଦିନରୁ ଦାବି କରି ଆସୁଥିବା ବେଳେ ଏହାକୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ଶ୍ରମିକମାନେ ଧାରଣା ଦେଇଛନ୍ତି। ପୂର୍ବରୁ ମେ ମାସରେ ୟୁନିୟନ ପକ୍ଷରୁ ଧାରଣା ଲାଗି ନୋଟିସ୍ ଦିଆଯିବା ପରେ ପ୍ରଶାସନ ପକ୍ଷରୁ ଫାଟକ ସମ୍ମୁଖରେ ୧୪୪ଧାରା ଜାରି କରାଯାଇଥିଲା। ଏହାପରେ ପ୍ରଶାସନର ମଧ୍ୟସ୍ଥତାରେ ଆଲୋଚନା ପାଇଁ ଦିନ […]

  • Thursday, 15 July 2021
hockey
ହକି ବିଶ୍ୱକପ୍‌ର ଚିଅର୍‌ ଅପ୍‌ ସଙ୍ଗ୍‌ ରିଲିଜ୍‌

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ଚିଅର୍‌ ଅଫ୍‌ ସଙ୍ଗ୍‌ ରିଲିଜ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚିଅର୍‌ ଅଫ୍‌ ସଙ୍ଗ୍‌କୁ ତାଙ୍କ ସୋଶାଲ୍‌ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ଓଡ଼ିଶାରେ ଆୟୋଜିତ ହକି ବିଶ୍ୱକପ୍‌କୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି। ଓଡ଼ିଶାର ନାଁକୁ ବିଶ୍ୱସ୍ତରରେ ପ୍ରସିଦ୍ଧ କରିବା ଏହି ଭିଡିଓ ତଥା ଇଭେଣ୍ଟର ମୂଳ ଲକ୍ଷ୍ୟ। ଏହି ଭିଡିଓରେ ଥିବା ଗୀତଟିକୁ ପ୍ରଖ୍ୟାତ ବଲିଉଡ୍‌ ଗାୟକ ମିକା ସିଂ […]

  • Thursday, 15 July 2021
strike
ରାସ୍ତା ମରାମତି ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଲୋକେ

କନ୍ଧମାଳ: ରାସ୍ତା ମରାମତି ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଲୋକେ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ତାଜୁଙ୍ଗିଆ ପଞ୍ଚାୟତବାସୀ ରାସ୍ତା ମରାମତି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମହାଗୁଡ଼ିଠାରେ ପଞ୍ଚାୟତବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଦାରିଙ୍ଗବାଡି ଓ ବ୍ରାହ୍ମଣୀ ଗାଁ ମଧ୍ୟରେ ଯାତାୟତ ଠପ୍ ହୋଇଯାଇଛି। ବହୁ ଦିନ ଧରି ଅଞ୍ଚଳବାସୀ ମହାଗୁଡ଼ି ପିଡବ୍ଲ୍ୟୁଡି ରୋଡଠାରୁ ତାଜୁଙ୍ଗିଆ କିଲିମେରା ଯାଏ ରାସ୍ତା ନିର୍ମାଣ କରିବାକୁ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଶୁଣୁନଥିବା ଲୋକେ ଅଭିଯୋଗ […]

  • Thursday, 15 July 2021
Representational Image
ନଦୀରେ ବୁଡ଼ିଗଲେ ଭାଇ ଭଉଣୀ

ଗଜପତି: ଭାଇ ଭଉଣୀଙ୍କ ସଲିଳ ସମାଧି। ମା’ଙ୍କ ସହ ନଦୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଏହି ଭାଇ ଭଉଣୀ। ଗଜପତି ଜିଲ୍ଲା ମୋହନାରୁ ଆଜି ସକାଳୁ ସକାଳୁ ଏମିତି ଦୁଃଖଦ ଖବର ଆସି ପହଞ୍ଚିଛି। ମୃତ ଭାଇଭଉଣୀ ହେଲେ ସୌମ୍ୟା ସୁଆଲସିଂ (୬) ଓ ବିଷ୍ଣୁ ସୁଆଲସିଂ (୩)। ସୁଚନା ଅନୁସାରେ, ନଦୀରେ ମା’ଙ୍କ ସହ ଏ ଦୁହେଁ ଗାଧୋଇବାକୁ ଯାଇଥିଲେ। ହଠାତ୍‌ ଦୁହେଁ ପାଣିରେ ବୁଡ଼ି ଯାଇଥିଲେ। ଦୁଇ ଛୁଆଙ୍କୁ ଉଦ୍ଧାର କରି ମହିଳା ଜଣଙ୍କ […]

  • Thursday, 15 July 2021
representational image
ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚମ୍ପାକାରି ନିକଟରେ ଏକ ପିକ୍ଅପ୍ ଭ୍ୟାନ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି।  ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।  ଆହତ ଶ୍ରମିକମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଶ୍ରମିକମାନେ ବିଦ୍ୟୁତ୍ ମରାମତି କରିବାକୁ ଯାଉଥିଲା। ଏହି ସମୟରେ ଦୁର୍ଘଟଣା ଘଟିଥିଲା ବୋଲି ସୂଚନା ମିଳିଛି।

  • Thursday, 15 July 2021
diwali
ଆଜି ଆଲୋକର ପର୍ବ ଦୀପାବଳି

ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି। ରଙ୍ଗୀନ ଆଲୋକ ସହ ଦୀପ ଆଲୁଅରେ ଝଲସିବ ଗାଁଠୁ ସହର। ଏହାସହ ବାଣ ଫୁଟାଇ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବେ ଲୋକେ। ଏଥିପାଇଁ ବାଣ, ଦୀପ ଓ ମିଠା ଦୋକାନରେ ଲୋକଙ୍କ ଭିଡ଼ ଲାଗିଛି। ତେବେ ଏଥର ରାତି ୮ଟାରୁ ୧୦ଟା ଭିତରେ ଦୁଇ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଯେପରି କଡ଼ାକଡ଼ି ପାଳନ ହେବ ସେଥିପାଇଁ ପୁଲିସ୍‌ ପକ୍ଷରୁ […]

  • Thursday, 15 July 2021
rally
ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭୁବନେଶ୍ୱର: କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗତକାଲି ଲୁଲୁ ମହାପାତ୍ରଙ୍କ ସମର୍ଥକଙ୍କ ପକ୍ଷରୁ ଭୁବନେଶ୍ୱରରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର, ଅମୀୟ ଦାସ, ଛାତ୍ର କଂଗ୍ରେସ ନେତା ଇତୀଶ ପ୍ରଧାନଙ୍କ ସମେତ ଲୁଲୁ ମହାପାତ୍ରଙ୍କ ବହୁ ସମର୍ଥକ ଯୋଗଦେଇଥିଲେ।

  • Thursday, 15 July 2021
kali mandir
କାଳୀପୂଜା ପାଇଁ ଚଳଚଞ୍ଚଳ ଭଦ୍ରକ

ଭଦ୍ରକ: କାଳୀପୂଜା ଲାଗି ଚଳଚଞ୍ଚଳ ଭଦ୍ରକ ଜିଲ୍ଲାର ମା’ ଭଦ୍ରକାଳୀଙ୍କ ପୀଠ। ମଧ୍ୟରାତ୍ରରୁ ରୀତିନୀତିରେ ମା’ଙ୍କ ପୂଜା ଆରମ୍ଭ ହୋଇଛି। ଆଜି ମା’ ମହାକାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ବିଶ୍ୱାସ ରହିଛି ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ଦର୍ଶନ କଲେ ପୂଣ୍ୟ ମିଳିଥାଏ। ସାତଦିନ ଧରି ହେବାକୁ ଥିବା କାଳୀପୂଜାର ଗତକାଲି ପ୍ରଥମ ଦିନରେ ମା’ଙ୍କୁ ବେଦମାତା ବେଶରେ ସୁସଜ୍ଜିତ କରାଯାଇଥିଲା। ତେବେ ଭଦ୍ରକରେ କାଳୀପୂଜା ପରମ୍ପରା ବେଶ୍ ପ୍ରସିଦ୍ଧ ଥିବା ବେଳେ ସାତଦିନ ଧରି […]

  • Thursday, 15 July 2021
DGP
ଆଗାମୀ ଦିନରେ ମାଓବାଦୀ ଦମନ କାର୍ଯ୍ୟ ହେବ ଜୋରଦାର୍‌; ଡିଜିପି ଆର.ପି ଶର୍ମା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପପଲୁର୍ ଏନ୍‌କାଉଣ୍ଟର ପରେ ଡିଜିପି ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ମାଲକାନଗିରିରେ ସମୀକ୍ଷା ପରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଆଗାମୀ ଦିନରେ ମାଓବାଦୀଙ୍କ ଦମନ କାର୍ଯ୍ୟ ଜୋରଦାର କରାଯିବ। ଆଗାମୀ ଦିନରେ ସ୍ୱାଭିମାନ ଅଞ୍ଚଳରେ ବିକାଶ କାର୍ଯ୍ୟକୁ ଜୋରଦାର କରାଯିବ। ପପଲୁର୍‌ ଏନ୍‌କାଉଣ୍ଟର ବେଷ୍ଟ ଅପରେସନ ଥିଲା ବୋଲି ଡିଜିପି କହିଛନ୍ତି। ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟରେ ହୋଇଥିବା ସମୀକ୍ଷା ବୈଠକରେ ଡିଜିପିଙ୍କ […]

  • Thursday, 15 July 2021