• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

representational image
ଡଙ୍ଗା ଭସାଇବା ବେଳେ ବୁଡ଼ିଗଲେ ୯ ବର୍ଷର ବାଳକ

କେନ୍ଦୁଝର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଣ ବେଳେ ଅଘଟଣ ଘଟିଛି। କେନ୍ଦୁଝର ଆନନ୍ଦପୁର କୁଶେଇ ନଦୀରେ ବୁଡ଼ି ଯାଇ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ନୂଆଗଡ଼ ଗାଁ କୁଶେଇ ନଦୀରେ ଡଙ୍ଗା ଭସା ବେଳେ ୯ ବର୍ଷର ବାଳକ ଶୁଭମ୍ ରାଉତ ଭାସି ଯାଇଛନ୍ତି। ଆଜି ବଢ଼ି ଭୋରରୁ ଡଙ୍ଗା ଭସାଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶୁଭମଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି […]

  • Thursday, 15 July 2021
minor girl
ଗାଧୋଇବା ଘର ଟାଙ୍କିରୁ ମିଳିଲା ନାବାଳିକାଙ୍କ ମୃତଦେହ

ପାଟଣାଗଡ଼ : ବଲାଙ୍ଗିର ବେଲପାହାଡ଼ ଭରୁଆମୁଣ୍ଡା ଗାଁରେ ନାବାଳିକାଙ୍କ ମୃତଦେହ ଉଦ୍ଧାର। ଗାଧୋଇବା ଘର ଟାଙ୍କିରୁ ନାବାଳିକାଙ୍କ ମୃତଦେହ ମିଳିଛି। ମାମଲାରେ ପୁଲିସ୍‌ ସାବତ ମାଆକୁ ଗିରଫ କରି କୋର୍ଟ ଚାଲଣା କରିଛି। ଭରୁଆମୁଣ୍ଡା ଗାଁର ପ୍ରଦୀପ ମେହେରଙ୍କ ସାତ ବର୍ଷର ଝିଅ ରଶ୍ମିତା ଗତକାଲି ଅପରାହ୍ନରୁ ନିଖୋଜ ଥିଲେ। ଏହାକୁନେଇ ପରିବାରଲୋକେ ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ତେବେ ସଂଧ୍ୟା ବେଳେ ତାଙ୍କ ମୃତଦେହ ମିଳିଥିଲା। ଏହି ଘଟଣାକୁ ନେଇ ବେଲପାହାଡ଼ ଥାନାରେ ମାମଲା ରୁଜୁ […]

  • Thursday, 15 July 2021
4
ବାରିପଦାରେ ଚାଲିଛି ମାଆ ଜଗଦ୍ଧାତ୍ରୀଙ୍କ ପୂଜା

ବାରିପଦା: ସୁଉଚ୍ଚ ତୋରଣ, ରଙ୍ଗୀନ ଆଲୋକମାଳା ସହ ବାହୁବଳୀ ସିନେମାରେ ନଜର ଆସିଛି ମାହିଷ୍ମତୀ ତୋରଣ। ବାରିପଦା ସହରରେ ଚାଲିଥିବା ମାଆ ଜଗଦ୍ଧାତ୍ରୀଙ୍କ ପୂଜା ପାଇଁ ଭବ୍ୟ ମହଲ ସଦୃଶ ମଣ୍ଡପକୁ ଏହିଭଳି ଭାବରେ ସଜା ଯାଇଛି। ଯାହାକୁ ଦେଖିବାକୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଛୁଟୁଛି। ମାଆ ଦୁର୍ଗାଙ୍କ ଅନନ୍ୟ ଅବତାର ଭାବେ ଜଗଦ୍ଧାତ୍ରୀଙ୍କ ପୂଜା କରାଯାଉଛି। କାର୍ତ୍ତିକ ପଞ୍ଚୁକରୁ ଆରମ୍ଭ ହୋଇଛି ମାଆଙ୍କ ପୂଜାର୍ଚ୍ଚନା। ମାଆ ଦୁର୍ଗାଙ୍କ ଶାନ୍ତ ରୂପ ହେଉଛନ୍ତି ଜଗଦ୍ଧାତ୍ରୀ। ଉଭୟ ଓଡ଼ିଆ […]

  • Thursday, 15 July 2021
11
ମହାନଦୀ ବସ୍ ଟ୍ରାଜେଡିର ତଦନ୍ତ ଆରମ୍ଭ

କଟକ: କଟକ ମହାନଦୀ ବସ୍ ଟ୍ରାଜେଡିର ୩ ବିଭାଗର ୧୦ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛି । ପୁଲିସ୍‌, ପରିବହନ ଓ ଜାତୀୟ ରାଜପଥ ପ୍ରାଧିକରଣର ତିନି ଅଧିକାରୀଙ୍କ ନେତୃତ୍ୱରେ ଏହି ଟିମ୍ ଦୁର୍ଘଟଣାର ମିଳିତ ତଦନ୍ତ କରୁଛନ୍ତି। ଆଜି ଏହି ଟିମ୍ ଦୁର୍ଘଟଣା ସ୍ଥଳକୁ ଆସି ସରଜମିନ ତଦନ୍ତ କରୁଛନ୍ତି। ଏହି ଟିମ୍‌ ଦୁର୍ଘଟଣାର କାରଣ ଓ ଅନ୍ୟ ଦିଗ ସମ୍ପର୍କରେ ଛାନ୍‌ଭିନ୍ କରିବ। ଟିମର ନେତୃତ୍ୱ ନେଇଛନ୍ତି ଜଣେ ଏମ୍‌ଭିଆଇ, ଜଣେ ପୁଲିସ୍‌ […]

  • Thursday, 15 July 2021
fake
ଧାନ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବରଗଡ଼: ବରଗଡ଼ ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏମିତିକି ଜାଲ୍‌ କାଗଜ ପତ୍ରରେ ଜାଲ୍ କାର୍ଡ ତିଆରି ହେଉଛି। ଏହି ଜାଲ୍‌ କାର୍ଡ ସାହାଯ୍ୟରେ ଦଲାଲ୍‌ମାନେ ସମବାୟ ସମିତି ଜରିଆରେ ଧାନ ବିକ୍ରି କରୁଥିବା ଅଭିଯୋଗ ଆସିଛି। ଚାଷୀଙ୍କ ଡକ୍ୟୁମେଣ୍ଟରେ ଦଲାଲମାନେ ନିଜ ନାଁରେ ଜାଲ୍ କାର୍ଡ ପଞ୍ଜୀକରଣ କରୁଥିବା ନେଇ ଅଭିଯୋଗ ହୋଇଛି। ଦଲାଲ୍‌ମାନେ ଚାଷୀଙ୍କ ଠାରୁ କମ୍ ଦରରେ କିଣି ଜାଲ୍‌ କାର୍ଡ ମାଧ୍ୟମରେ ସମବାୟ ସମିତିରେ ଧାନ […]

  • Thursday, 15 July 2021
accident
ସଡ଼କ ଦୁର୍ଘଟଣା ବୃଦ୍ଧିକୁ ନେଇ ବଢ଼ୁଛି ଚିନ୍ତା

କଟକ: କଟକ ବସ୍ ଟ୍ରାଜେଡି ପରେ ଏବେ ବଡ଼ ଚିନ୍ତା, କେମିତି କମିବ ସଡ଼କ ଦୁର୍ଘଟଣା ? ଦିନକୁ ଦିନ ରାସ୍ତାରେ ଗାଡ଼ି ସଂଖ୍ୟା ବଢୁଥିବା ବେଳେ ସେହି ଅନୁପାତରେ ଦୁର୍ଘଟଣା ମଧ୍ୟ ବଢ଼ି ଚାଲିଛି। ରାଜ୍ୟରେ ଦୈନିକ ପ୍ରାୟ ୧୨ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। କଟକ ବସ୍ ଟ୍ରାଜେଡିର ୨୪ ଘଣ୍ଟା ମଧ୍ୟରେ ଆଉ ୪ଟି ବଡ଼ ଦୁର୍ଘଟଣା ଘଟି ଯାଇଛି। ଯେଉଁଥିରେ ୪ଜଣଙ୍କ ମୁଣ୍ଡ ଗଡ଼ିଛି। ଜଗତ୍ସିଂହପୁର ଜିଲ୍ଲା ଚାରିପୋଲିଆ, ବାଲେଶ୍ୱର […]

  • Thursday, 15 July 2021
ele
ହାତୀକୁ ଧକ୍କା ଦେଲା ଟ୍ରେନ୍‌

କେନ୍ଦୁଝର: ଦୁର୍ଘଟଣାରେ ପୁଣି ଆଉ ଏକ ହାତୀର ମୃତ୍ୟୁ ଘଟିଛି। କେନ୍ଦୁଝର ସଦର ରେଞ୍ଜ ନରଣପୁର ବିଟ୍ ରାମଚନ୍ଦ୍ରପୁର ନିକଟରେ ଏକ ମାଲ୍‌ବାହୀ ଟ୍ରେନ୍ ଧକ୍କା ଦେବାରୁ ମାଈ ହାତୀଟିର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଟ୍ରେନ୍‌ଟି ଯଖପୁରା ପଟୁ ଯୋଡ଼ା ଅଭିମୁଖେ ଯାଉଥିବା ସମୟରେ ରାମଚନ୍ଦ୍ରପୁର ନିକଟରେ ହାତୀଟିକୁ ଧକ୍କା ଦେଇଥିଲା। ମିଳିଥିବା ସୂଚନା ଅନୁସାରେ, ଏକ ହାତୀ ପଲ ରେଳ ଧାରଣା ପାର ହେଉଥିଲେ। ହାତୀ ପଲରେ ପ୍ରାୟ […]

  • Thursday, 15 July 2021
1
ଗଞ୍ଜାମ କବିସୂର୍ଯ୍ୟନଗର ନାବାଳିକା ଦୁଷ୍କର୍ମ ମାମଲାରେ ୩ଗିରଫ

ଗଞ୍ଜାମ: ଗଞ୍ଜାମ କବିସୂର୍ଯ୍ୟନଗର ନାବାଳିକା ଦୁଷ୍କର୍ମ ମାମଲାରେ ୩ ଜଣ ଗିରଫ ହୋଇଛନ୍ତି। ଗତ ଅକ୍ଟୋବର ୩୧ ତାରିଖରେ ଏହି ଗଣଦୁଷ୍କର୍ମ ହୋଇଥିଲା। ଦୁର୍ବୃତ୍ତମାନେ ଚୋରି କରିବାକୁ ଆସି ଘରୁ ୮ ବର୍ଷର ନାବାଳିକାକୁ ଉଠାଇ ନେଇଥିଲେ। ଧାନ ବିଲକୁ ନେଇ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ। ପୁଲିସ୍‌ ଏହାର ତନାଘନା କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୧୧ଟି ମାମଲା ଥିବା ପୁଲିସ୍‌ ସୂଚନା ଦେଇଛି।

  • Thursday, 15 July 2021
d1
ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍‌

ଭୁବନେଶ୍ୱର: ବିୟର ଫ୍ୟାକ୍ଟ୍ରି ପାଇଁ ରାଜ୍ୟ ସରକାର ଜାଗା ଦେଉଛନ୍ତି। କିନ୍ତୁ ପାଇକ ବିଦ୍ରୋହର ସ୍ମାରକୀ ପାଇଁ ଜମି ଦେବାକୁ ଆଗ୍ରହ ନାହିଁ। ଏଭଳି ଅଭିଯୋଗ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ସେ କହିଛନ୍ତି, ରାଜ୍ୟ ସରକାର ବଡ଼ ଘରର ପୁଅ ଆମେ ଗୁଣ୍ଡୁଚି ମୂଷା। ଶୁଣନ୍ତୁ କ’ଣ କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ… ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜାଗା […]

  • Thursday, 15 July 2021
b1q
ବଲାଙ୍ଗିର ବାଇପାସ୍‌କୁ ନେଇ ରାଜନୀତି

ବଲାଙ୍ଗିର: ବଲାଙ୍ଗିର ବାଇପାସ୍‌କୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଶ୍ରେୟ ନେବାକୁ ତିନି ପ୍ରମୁଖ ରାଜନୀତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଦେଖା ଦେଇଛି। ୧୭ ବର୍ଷ ତଳେ ବଲାଙ୍ଗିର ବାଇପାସ୍‌ ରାସ୍ତାର ଶିଳାନ୍ୟାସ ହୋଇଥିଲା। କିନ୍ତୁ ଏଯାଏ କାମ ଆରମ୍ଭ ହେଇପାରିନି। ଏବେ କିନ୍ତୁ ଜମି ଅଧିଗ୍ରହଣ ପାଇଁ ୧୯୦ କୋଟି ଟଙ୍କା ମଞ୍ଜୁର କରିବାକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେବା ପରେ ଏହାର ଶ୍ରେୟ ନେବା ପାଇଁ ଲଢ଼େଇ […]

  • Thursday, 15 July 2021
b1
ସ୍ଥାୟୀ ନିଯୁକ୍ତି ଦାବିରେ ଡାଟାଏଣ୍ଟ୍ରି ଅପରେଟର ସଂଘର ଧାରଣା

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ରାଜ୍ୟ ତହସିଲ ଡାଟାଏଣ୍ଟ୍ରି ଅପରେଟର ସଂଘର ବିଧାନସଭା ସମ୍ମୁଖରେ ଧାରଣା। ୧୨ ବର୍ଷ ପରେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିନଥିବାରୁ ସଂଘ ପକ୍ଷରୁ ଧାରଣା ଦିଆ ଯାଇଛି। ୨୦୦୭ ମସିହାରେ ପ୍ରାୟ ୬୦୦ ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ପାଇଥିଲେ। ୬ ବର୍ଷ ଠିକା ଭାବେ କାମ କରୁଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାପାଇଁ ନିୟମ ଥିଲେ ମଧ୍ୟ ଡାଟାଏଣ୍ଟ୍ରି ଅପରେଟରଙ୍କ କ୍ଷେତ୍ରରେ ଲାଗୁ ହୋଇନଥିବା ଅଭିଯୋଗ ହୋଇଛି। ପୂର୍ବରୁ ସରକାରଙ୍କ […]

  • Thursday, 15 July 2021
bali yatra..
ତିନି ଦିନ ପରେ ବାଲିଯାତ୍ରା; ଚିନ୍ତାରେ ଦୋଳି ବ୍ୟବସାୟୀ

କଟକ: ଏଥର ବିବାଦ ଯେମିତି ବାଲିଯାତ୍ରାର ପିଛା ଛାଡ଼ୁନି। କଟକ ବାଲିଯାତ୍ରାକୁ ଆଉ ମାତ୍ର ତିନି ଦିନ ଥିବାବେଳେ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ପ୍ଲଟ୍‌ ଆବଣ୍ଟନ ବିବାଦ ସିନା ତୁଟିଗଲା, କିନ୍ତୁ କ୍ଷୁଦ୍ର ବ୍ୟବସାୟୀମାନେ ଜାଗା ପାଉନଥିବା ଅଭିଯୋଗ କରିଛନ୍ତି। ଦୋଳି ବ୍ୟବସାୟୀଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ପୁରୁଣା ଜାଗା ଦେଉନଥିବାରୁ ବର୍ଦ୍ଧିତ ଦରରେ ବାଲିଯାତ୍ରାକୁ ଆସିବେ ନାହିଁ ବୋଲି ବ୍ୟବସାୟୀ କହିଛନ୍ତି। ପ୍ରତିବର୍ଷ ବାଲିଯାତ୍ରା ଆରମ୍ଭ ହେବାର ୧୦ଦିନ ଆଗରୁ କୋଲକାତାରୁ ଟେରାକୋଟା […]

  • Thursday, 15 July 2021
bbsr1
ବିନ୍ଦୁସାଗର ପୁଷ୍କରିଣୀରେ ଲେଜର୍ ଶୋ’

ଭୁବନେଶ୍ୱର: ଭୁବନେଶ୍ୱରର ବିନ୍ଦୁସାଗର ପୁଷ୍କରିଣୀରେ ଲେଜର ଶୋ’ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ୯ କୋଟି ଟଙ୍କା ବ୍ୟୟରେ ଏହି ଲାଇଟ୍ ଏଣ୍ଡ ସାଉଣ୍ଡ ଶୋ’ ବା ମଲ୍ଟିମିଡିଆ ଲେଜର ଶୋ’ ଆରମ୍ଭ ହୋଇଛି। ଶିଶୁପାଳଗଡ଼ର ଇତିହାସ ଠୁ ଆରମ୍ଭ କରି ଖଣ୍ଡଗିରି ଓ ଉଦୟଗିରିର ପ୍ରସ୍ତର କଳା ଓ ପ୍ରଭୁ ଲିଙ୍ଗରାଜଙ୍କ ବିଭିନ୍ନ ପର୍ବପର୍ବାଣିଠୁ ଆରମ୍ଭ କରି ଐତିହ୍ୟ କ୍ଷେତ୍ରର ମାହାତ୍ମ୍ୟ ପର୍ଯ୍ୟନ୍ତ, […]

  • Thursday, 15 July 2021
fire
ନିଆଁରେ ପୋଡ଼ି ହୋଇ ମା’ ଓ ଦୁଇ ପୁଅ ଗୁରୁତର

ଅନୁଗୁଳ: ନିଆଁରେ ପୋଡ଼ି ହୋଇ ମା’ ଓ ଦୁଇ ପୁଅ ଗୁରୁତର। ଅନୁଗୁଳ ଜିଲ୍ଲା ଶାବଳଭଙ୍ଗା ଗାଁରେ ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ସେମାନଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଛି। ସମସ୍ତଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ନାମ ବଚନ ବେହେରା ହୋଇଥିବା ବେଳେ ଦୁଇ ପୁଅଙ୍କ ନାମ ଅଭିମନ୍ୟୁ ଓ ରାହୁଲ। ସୂଚନା ଅନୁସାରେ, ସେମାନେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ମହିଳାଙ୍କ ସ୍ୱାମୀ କହିଛନ୍ତି। କିନ୍ତୁ […]

  • Thursday, 15 July 2021
ctc
ତୁଟିଲା ବିବାଦ, ପ୍ରସ୍ତୁତି ଆରମ୍ଭ

କଟକ: ଆଉ ମାତ୍ର ଦିନ କେଇଟା ପରେ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା ପ୍ରଶାସନ ଓ ବ୍ୟବସାୟୀ ସଂଘ ମଧ୍ୟରେ ଚାଲିଥିବା ବିବାଦର ଶେଷରେ ସମାଧାନ ହୋଇଛି। ଆଉ ମାତ୍ର ୪ଦିନ ପରେ ବାଲିଯାତ୍ରା ଅନୁଷ୍ଠିତ ହେବ। ଗତକାଲି ଜିଲ୍ଲା ପ୍ରଶାସନ ଓ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ ତୁଟିବା ପରେ ଏବେ ଏହାର ସୁପରିଚାଳନା ପାଇଁ ତତ୍ପରତା ପ୍ରକାଶ ପାଇଛି। ଆଜି ଜିଲ୍ଲା ପ୍ରଶାସନ ତରଫରୁ ବାଲିଯାତ୍ରା ପଡ଼ିଆରେ ସଫେଇ କାର୍ଯ୍ୟକ୍ରମ […]

  • Thursday, 15 July 2021
tiger death
ବନ୍ଦ ହେବନି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ

ଅନୁଗୁଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ବନ୍ଦ ହେବନାହିଁ। ଏବେ ସାମୟିକ ଭାବେ ସ୍ଥଗିତ ରହିଥିବା ଏହି ପ୍ରକଳ୍ପକୁ ନେଇ ଆଗାମୀ ଦିନରେ ତର୍ଜମା କରିବା ପରେ ପ୍ରକଳ୍ପ ପୁଣି ଆଗେଇବ ବୋଲି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ବା NTCA ସୂଚନା ଦେଇଛନ୍ତି। ଦୁଇ ଦିନିଆ ସାତକୋଶିଆ ଗସ୍ତ ଶେଷ ହେବା ପରେ ଏନ୍‌ଟିସିଏ ଆଇଜି ଅମିତ ମଲ୍ଲିକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଗତ ଦୁଇ ଦିନ ମଧ୍ୟରେ NTCA ଏବଂ WII କର୍ତ୍ତୃପକ୍ଷ ସାତକୋଶିଆ […]

  • Thursday, 15 July 2021
1
କାଲିଠୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ

ପୁରୀ: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ। ଏଥିପାଇଁ ଶ୍ରୀମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ମାନେ ଶ୍ରୀଜିଉଙ୍କୁ ଶୃଙ୍ଖଳାର ଦର୍ଶନ କରିବା ପାଇଁ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯିବ। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି। ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା ଦିନ ପାଇଁ ଭିନ୍ନ […]

  • Thursday, 15 July 2021
bbsr
ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ ସୁଗାର ଜବତ; ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସାଲିଆ ସାହିରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ ସୁଗାର ଜବତ ହୋଇଛି। ଏହି ଘଟଣାରେ କମିଶନରେଟ୍ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ବ୍ରାଉନ୍‌ ସୁଗାର କାରବାର ହେଉଥିବା ନେଇ ପୁଲିସ୍‌କୁ ଖବର ମିଳିବା ପରେ ସାଲିଆ ସାହିରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ୧୯୫ ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରିବା ସହ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍‌ ସୁଗାରର ମୂଲ୍ୟ ସାଢ଼େ ୩ ଲକ୍ଷ ଟଙ୍କା ହେବ ବୋଲି […]

  • Thursday, 15 July 2021
samerr
ଯୁକ୍ତ ୨ ପରୀକ୍ଷା ଖାତା ଦେଖା ପ୍ରକ୍ରିୟା ନିଷ୍ପତ୍ତି ନେବେ ଜିଲ୍ଲା ପ୍ରଶାସନ

ଭୁବନେଶ୍ୱର: ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ପରେ ହିଁ ସ୍ପଷ୍ଟ ହେବ କିପରି ହେବ ଯୁକ୍ତ ୨ ଖାତା ଦେଖା ପ୍ରକ୍ରିୟା। ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଲକଡାଉନ୍ ପରେ ଏବେ ଜିଲ୍ଲାପାଳଙ୍କ ପାଖରେ ରହିବ ସବୁ କ୍ଷମତା। ଜିଲ୍ଲାପାଳଙ୍କ ନିଷ୍ପତ୍ତି ପରେ ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଗାମୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି। ଯୁକ୍ତ ୨ ଖାତା ଦେଖା ଓ ଫଳ ପ୍ରକାଶରେ ଯେପରି […]

  • Thursday, 15 July 2021
road
ରାସ୍ତା କଡ଼ରୁ ମୁମୂର୍ଷୁ ଅବସ୍ଥାରେ ମହିଳା ଉଦ୍ଧାର

ଗଞ୍ଜାମ: ରାସ୍ତା କଡ଼ରୁ ମୁମୂର୍ଷୁ ଅବସ୍ଥାରେ ମହିଳା ଉଦ୍ଧାର। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବେଲଗାଁ ରାସ୍ତା କଡ଼ରୁ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ମହିଳାଙ୍କ ଶାଶୂ ଘର ବେଲଗାଁରେ ବୋଲି ଜଣାପଡ଼ିଛି।  ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଶାଶୂ ଘର ଲୋକେ ତାଙ୍କୁ ମାଡ଼ ମାରି ରାସ୍ତାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ପୁଲିସ୍‌ ମହିଳାଙ୍କ ଶାଶୂ ଓ ଶ୍ୱଶୁରଙ୍କୁ ଅଟକ ରଖି ପଚରାଉଚରା […]

  • Thursday, 15 July 2021
e2
ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଢେଙ୍କାନାଳ: ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ।  ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ ପାଳସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ବାଉରୀ ସାହୁ। ବାଉରୀ ସକାଳେ ଜମିକୁ ଫସଲ ଦେଖିବାକୁ ଯାଇଥିଲେ। ହଠାତ୍‌ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ମହାବିରୋଡ଼ ରେଞ୍ଜର ବନ ଅଧିକାରୀ ସୁରେଶ ବେହେରା ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

  • Thursday, 15 July 2021
kampa
କାମ୍ପା ଫଣ୍ଡରେ ୫୯୨ କୋଟି ଟଙ୍କାର କେଳେଙ୍କାରୀ!

ଭୁବନେଶ୍ୱର: ଗୋଟିଏ ପଟେ କରୋନା ଆତଙ୍କ, ହେଲେ ଆରପଟେ ଲୁଟ୍ ହେଉଛି ସରକାରୀ ଅର୍ଥ। କରୋନାର ଭୟାବହତା ମୁକାବିଲା ଭିତରେ ସମସ୍ତେ ବ୍ୟସ୍ତ ଥିବାର ସୁଯୋଗ ଉଣ୍ଡି ସରକାରୀ ତହବିଲ୍‌ରୁ ହୋଇଛି ମହା ଲୁଟ୍। ଆମେ କହୁଛୁ ଜଙ୍ଗଲ ବିଭାଗର କାମ୍ପା ଫଣ୍ଡରେ ହୋଇଥିବା ଅନିୟମିତତା କଥା। ଯାହାର ଦସ୍ତାବିଜ୍ ଓଟିଭି ହାତରେ ଲାଗିଛି। କୋଟିଏ କି ଦୁଇ କୋଟି ନୁହେଁ, ରାଜ୍ୟରେ ୫୯୨ କୋଟିର କାମ୍ପା ଫଣ୍ଡରେ ଅନିୟମିତତା କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ତେବେ […]

  • Thursday, 15 July 2021
murder
ଅହଙ୍କାର ପାଇଁ ନୀରିହଙ୍କୁ ମର୍ଡର୍

ଖୋର୍ଦ୍ଧା: ହତ୍ୟାକାରୀ ଜାଣିନି କାହାକୁ ହତ୍ୟା କରିଛି। ନିହତ ପୂର୍ବରୁ ମୃତକ ବି ଜାଣୁନି, କାହିଁକି ତାକୁ ଆକ୍ରମଣ କରାଯାଉଛି, କିନ୍ତୁ ମୁଣ୍ଡ ଗଡ଼ିଛି। ଖୋର୍ଦ୍ଧା ଏନ୍ଏଚ୍ କଡ଼ ମଦ ବାର୍ କର୍ମଚାରୀ ହତ୍ୟାକାଣ୍ଡର ଏମିତି କିଛି ତଥ୍ୟ ଦେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଖୋର୍ଦ୍ଧା ଏସପି। ଆଭିଜାତ୍ୟର ଅହଙ୍କାର ଆଉ ଦାଦାଗିରି ଦେଖାଇବାକୁ ଯାଇ ଜଣେ ନିରୀହଙ୍କୁ ଜୀବନରେ ମାରି ଦିଆଯାଇଛି। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୬ ଜଣଙ୍କୁ ଗିରଫ କରି […]

  • Thursday, 15 July 2021
e1
ବାରିପଦାରେ ବିଦ୍ୟୁତ୍‌ ଆଘାତରେ ଦନ୍ତା ହାତୀ ମୃତ୍ୟୁ ପ୍ରସଙ୍ଗ: ଚାଲିଛି ଦୋଷ ଲଦାଲଦି

ବାରିପଦା: ବାରିପଦାରେ ବିଦ୍ୟୁତ୍ ଆଘାତରେ ଦନ୍ତା ହାତୀର ମୃତ୍ୟୁ ପାଇଁ ଦାୟୀ କିଏ? ଏହାକୁ ନେଇ ବନ ବିଭାଗ ବିଦ୍ୟୁତ୍ ବିଭାଗ ଉପରେ ଦୋଷ ଲଦିଛି। କମ୍‌ ଉଚ୍ଚରେ ବିଜୁଳି ତାର ଯାଇଥିବାରୁ ଅଘଟଣ ଘଟିଥିବା ଜଙ୍ଗଲ ବିଭାଗ ଅଧିକାରୀ କହିଛନ୍ତି। ବାରିପଦା ବନଖଣ୍ଡ ଦେଉଳି ରେଞ୍ଜ ରଙ୍ଗିବେଢ଼ା ଜଙ୍ଗଲରେ ଦନ୍ତା ହାତୀ ମୃତ୍ୟୁ ପାଇଁ ବନ ବିଭାଗ ବିଦ୍ୟୁତ୍‌ ବିଭାଗକୁ ଦାୟୀ କରିଛି। ବିଦ୍ୟୁତ୍‌ ତାର ୪.୬ ମିଟର୍ ଉଚ୍ଚରେ ରହିବା ନିୟମ ଥିବାବେଳେ ୩ […]

  • Thursday, 15 July 2021
video
ଜମି ପଟ୍ଟା ନ ପାଇ ନିରାଶ ହୋଇ ଫେରିଲେ ହିତାଧିକାରୀ

ବାଲେଶ୍ୱର: ଜମି ପଟ୍ଟା ନପାଇ ନିରାଶ ହୋଇ ଫେରିଲେ ହିତାଧିକାରୀ। ଜାଗା ମିଶନର ଶୁଭାରମ୍ଭ ଦିନ ବାଲେଶ୍ୱରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଜାଗା ମିଶନରେ ଜମି ପଟ୍ଟା ଯୋଗାଇବାକୁ ବାଲେଶ୍ୱର ସହରର ୪୧୫ଜଣ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା। ତେବେ କିଛି ହିତାଧିକାରୀଙ୍କୁ ଜମି ପଟ୍ଟା ମିଳିଥିବା ବେଳେ ଆଉ କିଛି ହିତାଧିକାରୀଙ୍କୁ ପଟ୍ଟା ମିଳିନଥିଲା। ଫଳରେ ସେମାନଙ୍କୁ ନିରାଶ ହୋଇ ଘରକୁ ଫେରିବାକୁ ପଡ଼ିଥିଲା ବୋଲି ଅଭିଯୋଗ ହୋଇଛି। ଏହି ଯୋଜନାରେ ବାଲେଶ୍ୱର ଜିଲ୍ଲାର […]

  • Thursday, 15 July 2021