• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

11
ଲୋମଶ ଶିଶୁ କାହ୍ନାର ଷ୍ଟିଚ୍ ଖୋଲାଗଲା

ବ୍ରହ୍ମପୁର: ବ୍ରହ୍ମପୁର ମେଡିକାଲ୍‌ରେ ଅପରେସନ ହୋଇଥିବା ଲୋମଶ ଶିଶୁ କାହ୍ନାର ଆଜି ଷ୍ଟିଚ୍ ଖୋଲାଯାଇଛି। ପ୍ରଥମ ପର୍ଯ୍ୟାୟ ଅପରେସନ ପରେ କାହ୍ନାର ଷ୍ଟିଚ୍ ଖୋଲାଯାଇଛି। ଅପରେସନ ପରେ କାହ୍ନା ଭଲ ଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। କିଛି ଦିନ ତଳେ ଦୀର୍ଘ ସାଢ଼େ ୫ ଘଣ୍ଟା ଧରି ବ୍ରହ୍ମପୁର ମେଡିକାଲ୍‌ରେ ଲୋମଶ ଶିଶୁ କାହ୍ନାର ପ୍ରଥମ ପର୍ଯ୍ୟୟ ଅପରେସନ୍ କରାଯାଇଥିଲା। ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ ଗାୟଗଣ୍ଡାର ଲୋମଶ ଶିଶୁ କାହ୍ନାର ଏହି ଅସ୍ତ୍ରୋପଚାର ପରେ […]

  • Monday, 19 July 2021
ranpur
'ପରିବାର ଲୋକଙ୍କୁ ଫେରାଇ ଆଣ, ନହେଲେ ଆତ୍ମହତ୍ୟା କରିବୁ'

ନୟାଗଡ଼: ଆମ ପରିବାର ସଦସ୍ୟଙ୍କୁ  ଫେରାଇ ଆଣ, ନ ହେଲେ ସାମୁହିକ  ଆତ୍ମହତ୍ୟା କରିବୁ । ନୟାଗଡ଼ ଜିଲ୍ଲା ପ୍ରଶାସନକୁ ଏଭଳି ଚରମ ପତ୍ର ଲେଖିଛନ୍ତି  ରଣପୁର ବ୍ଲକ ଦାମୋଦରପୁର ଗାଁର ୧୮ଟି ପରିବାର। ଲକ୍‌ଡାଉନ ଯୋଗୁଁ କେରଳରେ ଦେଢ଼ ମାସ ହେବ ଫସି ରହିଛନ୍ତି ଦାମୋଦରପୁର ଗାଁର ୧୮ ଜଣ ଶ୍ରମିକ । ଏବେ ସେମାନଙ୍କ ପାଖରେ ନା କାମ ଧନ୍ଦା ଅଛି ନା ଟଙ୍କା । ଏମିତି କି ଶ୍ରମିକମାନେ ଖାଇବାକୁ ପାଉନଥିବା ଅଭିଯୋଗ […]

  • Monday, 19 July 2021
minor girl rape
ନିଶା ଔଷଧ ଦେଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ

ସୋର: ବିବାହ ପ୍ରଲୋଭନ ଦେଖାଇ ନାବାଳିକା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତ ୨୮ ତାରିଖରେ ଦିଗଭଅଁରା ଗାଁର ଜଣେ ବିବାହିତ ଯୁବକ ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଘରକୁ ଡାକି ନେଇଥିଲେ। ସେଠାରେ ଯୁବକ ଜଣକ ନିଶା ଔଷଧ ଦେଇ ଛାତ୍ରୀଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ଛାଡ଼ି ଦେଇଥିଲେ। ଏନେଇ ନାବାଳିକା ଜଣଙ୍କ ଅଭିଯୋଗ କରିବା […]

  • Monday, 19 July 2021
Capture
ଶିବ ମନ୍ଦିର କାନ୍ଥରେ ପୋଷ୍ଟର ଲଗାଇଲେ ମାଓବାଦୀ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଶିବ ମନ୍ଦିର କାନ୍ଥରେ ମାଓବାଦୀମାନେ ୪ଟି ପୋଷ୍ଟର ଲଗାଇଛନ୍ତି। ମାଓ ସଂଗଠନର ବାସଧରା ଘୁମୁସର ନାଗାବଳୀ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ନିୟମଗିରି ଜନ ଆନ୍ଦୋଳନକୁ ଧ୍ୱଂସ କରି କେନ୍ଦ୍ର ଓ ରାଜ୍ୟ ସରକାର ନିୟମଗିରି ପାହାଡ଼କୁ ବେଦାନ୍ତ ହାତରେ ଟେକି ଦେବାକୁ ଚକ୍ରାନ୍ତ କରୁଛନ୍ତି। ପୁଲିସ ଜନ ଆନ୍ଦୋଳନକୁ ଭଣ୍ଡୁର କରିବା ନିମନ୍ତେ ନିୟମଗିରି ଯୁବକଙ୍କୁ ମୋବାଇଲ୍‌ ଓ କିଛି ଟଙ୍କା ଦେଇ […]

  • Monday, 19 July 2021
vlcsnap-error191
ନାଲି ଫିତା ତଳେ ପଡ଼ିରହିଛି ଉଠା ଜଳସେଚନ ପ୍ରକଳ୍ପ କାମ

ଗଜପତି: ଲଗାଣ ବର୍ଷା ହେଲା, କୋଉଁଠି ବନ୍ୟାରେ ବିଲ ଧୋଇଗଲା ତ କେଉଁଠି ଚାଷ ପାଇଁ ଉପଯୋଗ ପାଣି ମିଳିଲା। ତେବେ ଗଜପତି ଜିଲ୍ଲାର ମୋହନା ଓ ଆର୍‌ ଉଦୟଗିରି ବ୍ଲକ୍‌ର ଚାଷୀଙ୍କ ଲାଗି ଏବେ ପାଣି ଚିନ୍ତା ଘାରିଛି। ଲଗାଣ ବର୍ଷା ପରେ ବି ଏହି ଦୁଇ ବ୍ଲକ୍‌ର ଅନେକ ଦୁର୍ଗମ ଅଞ୍ଚଳର ଚାଷୀଙ୍କ ଜମିରେ ପାଣି ନାହିଁ। ଢେପୁଆ ଜମି ଥିବାରୁ ପାଣି ସୁବିଧାରୁ ଏଠାକାର ଚାଷୀ ବଞ୍ଚିତ ହେଉଛନ୍ତି। ଉଠା ଜଳସେଚନ ପ୍ରକଳ୍ପ […]

  • Monday, 19 July 2021
vlcsnap-error640
କଅଁଳ ବୟସରେ ମଧୁମେହ ରୋଗର ଯନ୍ତ୍ରଣା

ରାୟଗଡ଼ା: ଖେଳକୁଦ ବୟସରେ ରୋଗ ଯନ୍ତ୍ରଣା ଯେମିତି ଜୀବନର ଗତି ବଦଳାଇ ଦେଇଛି। ଜ୍ୱରରେ ଛଟପଟ ହୋଇ ନିଇତି କାନ୍ଦୁଛି ଚାନ୍ଦିନୀ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ କନ୍ଧବାଲିଯୋଡ଼ି ଗାଁର ସାଢେ ୩ ବର୍ଷର ଝିଅ ଚାନ୍ଦିନୀ ଜାନୀ ମଧୁମେହ ରୋଗରେ ପୀଡ଼ିତ। କେତେବେଳେ ହାତଗୋଡ଼ ବିନ୍ଧୁଛି, ତ କେତବେଳେ ଜ୍ୱରରେ ଥରୁଛି। ପୁଣି ପେଟ ଫୁଲି ଯନ୍ତ୍ରଣାରେ ଆଉଟୁ ପାଉଟୁ ହେଉଛି। ଚାନ୍ଦିନୀର ସୁଗାର ଏତେ ବଢ଼ିଛି ଯେ, ଦିନକୁ ତିନିଥର ଇନସୁଲିନ୍ ନେବାକୁ ପଡୁଛି। […]

  • Monday, 19 July 2021
vlcsnap-error553
ପାରାଦୀପ ବନ୍ଦରରେ ତାଇଓ୍ୱାନ୍‌ର ୨୦ ଜଣିଆ ପ୍ରତିନିଧି ଦଳ

ପାରାଦୀପ : ପାରାଦୀପ ବନ୍ଦରରେ ତାଇଓ୍ୱାନ୍‌ର ୨୦ ଜଣିଆ ପ୍ରତିନିଧି ଦଳ। ପାରାଦୀପ ବନ୍ଦରର ଭିତ୍ତିଭୂମି ଓ ସ୍ଥିତି ଉପରେ ଏହି ଟିମ୍ ଆଲୋଚନା କରୁଛି। ଓଡ଼ିଶାରେ ୪୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ତାଇଓ୍ୱାନ୍ ଟିମ୍ ଯୋଜନା ରଖିଛି। ଏହି ପ୍ରିତିନିଧି ଦଳ ପ୍ରଥମେ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ। ପରେ ପାରାଦୀପ ବନ୍ଦର ବୁଲି ଦେଖିବେ। ବନ୍ଦରର ଭୌଗୋଳିକ ସ୍ଥିତି କଣ ରହିଛି ଏବଂ ବନ୍ଦର ପୋତାଶୟର ଦକ୍ଷତା ଓ କ୍ଷମତା […]

  • Monday, 19 July 2021
mask
କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଲା ସ୍ୱେଚ୍ଛାସେବୀ ସଂସ୍ଥା

ବୌଦ୍ଧ: ବୌଦ୍ଧ ଜିଲ୍ଲାକୁ ଛୁଇଁଲା କରୋନା। ଜିଲ୍ଲାରେ ୩ଜଣ ସୁରତ ଫେରନ୍ତା କରୋନାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ସେମାନଙ୍କୁ ଭୁବନେଶ୍ୱର ସମ୍‌ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରେ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ସ୍ୱେଚ୍ଛାସେବୀ ସଂସ୍ଥା ଏମଜିଏମ୍‌ ଗ୍ରୀନ ଏନର୍ଜୀ ତରଫରୁ ଜିଲ୍ଲାର ସମସ୍ତ ଟିଏମସିର କର୍ମଚାରୀଙ୍କୁ ମାସ୍କ, ସାନଟାଇଜର, ଆପ୍ରନ ଆଦି ମେଡିକାଲ କିଟ୍‌ ବଣ୍ଟନ କରାଯାଇଛି। ଏନେଇ ହରଭଙ୍ଗା ସ୍ଥିତ ଲୁକାପଡା ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଜିଲ୍ଲାପାଳଙ୍କ […]

  • Monday, 19 July 2021
vlcsnap-error521
ପେଟ୍ରୋଲ୍‌ ପମ୍ପରୁ ଫର୍ଚୁନର ଗାଡ଼ି ଜବତ, ଗାଡ଼ି ମାଲିକ ଟିଟୋର ଭାଇ

ଯାଜପୁର: ପାଣିକୋଇଲିର ଏକ ପେଟ୍ରୋଲ ପମ୍ପ ନିକଟରୁ ଫର୍ଚୁନର ଗାଡ଼ି ଜବତ। ପୁଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଏହି ଫର୍ଚୁନର ଗାଡ଼ି ଜବତ କରିଛି। ଗତ ଦୁଇ ଦିନ ଧରି ଗାଡ଼ିଟି ପେଟ୍ରୋଲ ପମ୍ପ ନିକଟରେ ଛିଡ଼ା ହୋଇଥିବାବେଳେ ଗତକାଲି ପୁଲିସ ଗାଡ଼ିକୁ ଜବତ କରିଥିଲା। ଜବତ ଗାଡ଼ିଟି ଗ୍ୟାଙ୍ଗଷ୍ଟର ଟିଟୋର ସମ୍ପର୍କୀୟ ଭାଇ ସଦାମ ଅଲ୍ଲୀ ନାଁରେ ଥିବା ଜଣାପଡିଛି। ତେବେ ଗାଡ଼ିଟି ଏଠାକୁ କେମିତି ଆସିଲା ଏବଂ କିଏ ଆଣିଲା ତାକୁ ନେଇ ଟାସ୍କ […]

  • Monday, 19 July 2021
vlcsnap-error514
ୟୁନିଟ୍-୮ ଡିଏଭିରେ ଅଭିଭାବକ ଓ ସ୍କୁଲ୍ ଅଧ୍ୟକ୍ଷଙ୍କ ମଧ୍ୟରେ ବିବାଦ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍-୮ ଡିଏଭି ସ୍କୁଲ ପରିସରରେ ଅଭିଭାବକ ଏବଂ ସ୍କୁଲ ଅଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ। ବିଭିନ୍ନ ଅଭିଯୋଗ ନେଇ ଗତକାଲି ସନ୍ଧ୍ୟାରେ ଆଲୋଚନା ଚାଲିଥିବାବେଳେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ସ୍ଥିତି ଏପରି ହେଲା ଯେ, ଘଟଣାସ୍ଥଳକୁ ପୁଲିସ୍‌କୁ ଆସିବାକୁ ପଡ଼ିଥିଲା। ଅଭିଭାବକଙ୍କ ଅଭିଯୋଗ, ଡିଏଭିରେ ପ୍ରତିବର୍ଷ ୧୦ରୁ ୧୫ ପ୍ରତିଶତ ଫି ବୃଦ୍ଧି କରାଯାଉଛି। ସ୍କୁଲର ବିଭିନ୍ନ ଖର୍ଚ୍ଚ ବାଟବଣା ହେବା ସହିତ ଅନିୟମିତତା ହେଉଛି। ଆଉ ଏସବୁ ଅଭିଯୋଗକୁ ନେଇ […]

  • Monday, 19 July 2021
vlcsnap-error066
ସମ୍ପତ୍ତି ହାସଲ ପାଇଁ ଏକାଧିକ ବିବାହ, ଅଭିଯୋଗ ଆଣିଲେ ରାଜଧାନୀ ମହିଳା

ଭୁବନେଶ୍ୱର: ଟଙ୍କା ଓ ସମ୍ପତ୍ତି ଲୋଭରେ ତାଙ୍କ ସ୍ୱାମୀ ଏକାଧିକ ବିବାହ କରିଛନ୍ତି। ଆଉ ପ୍ରତିବାଦ କଲେ  ତାଙ୍କୁ ମିଳୁଛି ହତ୍ୟା ଧମକ।  ଏଭଳି ଅଭିଯୋଗ ଆଣିଛନ୍ତି ରାଜଧାନୀର ଜଣେ ମହିଳା। ସୂଚନା ଅନୁସାରେ, ରାଜଧାନୀର ଜଣେ ମହିଳା ରାଜେନ୍ଦ୍ର ନାରାୟଣ ଦାସ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ସଂପୃକ୍ତ ମହିଳା ଜଣକ ରାଜେନ୍ଦ୍ରଙ୍କ ପତ୍ନୀ ବୋଲି ଦାବି କରିଛନ୍ତି। ଏହି ଘଟଣାକୁ ନେଇ ଉକ୍ତ ମହିଳା ଜଣକ ଥାନାରେ ମଧ୍ୟ ଏତଲା […]

  • Monday, 19 July 2021
truck accident
ଏ କି ମାନବିକତା? ସାହାଯ୍ୟ ବଦଳରେ ଲୁଟିଲେ ସ୍ନାକ୍ସ ପ୍ୟାକେଟ୍ ଓ ତେଲ

ଅନୁଗୁଳ: ଦିନକୁ ଦିନ ହଜି ଯାଉଛି ମାନବିକତା। ଦୁର୍ଘଟଣାରେ ଆହତମାନେ ଛଟପଟ ହେଉଥିବା ବେଳେ ସେମାନଙ୍କୁ ସାହାଯ୍ୟ ବଦଳରେ ବିଭିନ୍ନ ପ୍ରକାର ସ୍ନାକ୍ସ ପ୍ୟାକେଟ୍ ଓ ଟ୍ୟାଙ୍କରରୁ ତେଲ ଲୁଟିବାରେ ଲାଗି ପଡ଼ିଛନ୍ତି ଲୋକେ। ଅନୁଗୁଳ ଜିଲ୍ଲା କିଶୋର ନଗର ଥାନା ଅନ୍ତର୍ଗତ ଡାଳପକା ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଆଜି ସକାଳେ ଗୋଟିଏ ଟ୍ରକ ଡାଳପକା ନିକଟରେ ଏକ ତେଲ ଟ୍ୟାଙ୍କର ସହିତ ଧକ୍କା ହେବା ଫଳରେ ଦୁଇଜଣ ଡ୍ରାଇଭର […]

  • Monday, 19 July 2021
school students
ରବିବାର ବି ସ୍କୁଲରେ ଚାଲିଛି ପାଠପଢ଼ା

ଭୁବନେଶ୍ୱର: ସରକାରଙ୍କ ତାଗିଦ ପରେ ରେଜଲ୍ଟ ସୁଧାରିବାକୁ ସ୍କୁଲ୍‌ ମାନଙ୍କ ପ୍ରଚେଷ୍ଟା। ଛୁଟି ଦିନ ରବିବାରରେ ବି ପାଠପଢ଼ା ହେଉଛି। କେନ୍ଦ୍ରାପଡ଼ା ଓ ଗଞ୍ଜାମ ଜିଲ୍ଲାର କେତେକ ସ୍କୁଲରେ ପାଠପଢ଼ା ହେଉଥିବା ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି। ପରୀକ୍ଷାରେ ଫଳାଫଳ ଠିକ୍ ହେଉନଥିବାରୁ ଶିକ୍ଷକମାନଙ୍କୁ ଉତ୍ତରଦାୟୀ କରି ସେସବୁ ସ୍କୁଲ୍‌କୁ ବିଭାଗ ପକ୍ଷରୁ ତାଗିଦ କରାଯାଇଥିଲା। ତେଣୁ ସ୍କୁଲ୍‌ ଗୁଡ଼ିକ କିଭଳି ଭଲ ପଦର୍ଶନ କରିବେ ସନେଇ ଏହି ବ୍ୟବସ୍ଥାକୁ  ଗ୍ରହଣ କରାଯାଇଛି […]

  • Monday, 19 July 2021
sun
ବର୍ଷକୁ ୧୦୦ରୁ ଅଧିକ ଥର ଦେଖାଦିଏ ସୂର୍ଯ୍ୟ ବଳୟ, ଜାଣନ୍ତୁ କାହିଁକି?

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ସୂର୍ଯ୍ୟ ବଳୟ।  ଇନ୍ଦ୍ରଧନୁ ଭଳି ବିଭିନ୍ନ ରଙ୍ଗ ବିଶିଷ୍ଟ ଏକ ଗୋଲାକାର ବଳୟ ସୂର୍ଯ୍ୟ ଚାରିପଟେ ଥିବା ଦେଖିବାକୁ ପାଇଛନ୍ତି ରାଜ୍ୟର ବିଭିନ୍ନ ସ୍ଥାନର ଲୋକେ। ସକାଳ ପ୍ରାୟ ୧୦ଟା ବେଳେ ଏହି ବଳୟ ଦେଖିବାକୁ ମିଳିଥିଲା।  ପୃଥିବୀ ପୃଷ୍ଠରୁ ୨୦ ହଜାର ଫୁଟ୍ ଉଚ୍ଚତାରେ ପତଳା ମେଘ ରହିଲେ ଏଭଳି ସୂର୍ଯ୍ୟ ବଳୟ ଦେଖିବାକୁ ମିଳିଥାଏ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ପକ୍ଷରୁ କୁହାଯାଇଛି। ମେଘର […]

  • Monday, 19 July 2021
vlcsnap-error230
ସମସ୍ୟା ପାଲଟିଛି ଘାଟି ରାସ୍ତା, ନଈ ପାଣି ଲୋକଙ୍କ ସାହାରା

ଗଜପତି : ନାହିଁ ନାହିଁରେ ଚାଲିଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍‌ର ବେତାରସିଂ ଗାଁ। ଶିକ୍ଷା, ସ୍ୱାସ୍ଥ୍ୟ , ବିଦ୍ୟୁତ୍‌ ଭଳି ମୌଳିକ ସୁବିଧାରୁ ବଂଚିତ ଏଠାର ଲୋକେ। ପୁଣି ରାସ୍ତା ନଥିବାରୁ ବେତାରସିଂ ସମେତ ଗାଣ୍ଡେଲି, ଲାଂଜା, ପିଆଶାଳ ଭଳି ୪ ଖଣ୍ଡ ଗାଁ ଲୋକଙ୍କ ସାହା ଭରସା ପାଲଟିଛି ପାହାଡି ଘାଟି ରାସ୍ତା। ଟିକେ ଅସାବଧାନ ହେଲେ ଦୁର୍ଘଟଣା ଘଟିବା ଥୟ। ତେବେ ୨୦୧୭-୧୮ରେ ଚତୁର୍ଦ୍ଦଶ ଅର୍ଥ କମିଶନ ଯୋଜନାରେ ଘାଟି ରାସ୍ତା ଆରମ୍ଭ […]

  • Monday, 19 July 2021
vlcsnap-error135
ବିଜେପି ନେତାଙ୍କୁ ମାଡ଼

ଗଞ୍ଜାମ: ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଜେପି ନେତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ପଂଚାୟତ ସମିତି କାର୍ଯ୍ୟାଳୟରେ। ଧରାକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିଲା। କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଘୁମୁସର ସାଂଗଠନିକ ଜିଲ୍ଲା କୃଷକ ସେଲ ସଭାପତି ପ୍ରଦୀପ ପତ୍ରୀ କିଛି କର୍ମୀଙ୍କ ସହ ଯାଇଥିଲେ। ସେଠାରେ ସେ ବାହାଡାଗୁଡା ଗ୍ରାମରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଥିଲେ। […]

  • Monday, 19 July 2021
inquary
ଅାଜିଠୁ ତଦନ୍ତ ଅାରମ୍ଭ

ପୁରୀ : ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ଜଷ୍ଟିସ୍‌ ରଘୁବୀର ଦାଶ କମିଶନ ଅାଜିଠୁ ତଦନ୍ତ ଅାରମ୍ଭ କରିଛନ୍ତି।  ଅାଜି ପ୍ରଥମ ଶୁଣାଣି ପରେ ସେ କହିଛନ୍ତି, ପ୍ରଶାସନ ପକ୍ଷରୁ ସତ୍ୟପାଠ ଦାଖଲ ହୋଇନାହିଁ।  ଅାଗରୁ ଦାଖଲ ହୋଇଥିବା ୪ଟି ସତ୍ୟପାଠ ତଥ୍ୟ ଭିତ୍ତିକ ନୁହେଁ। ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି। ଅାସନ୍ତା ୭ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି। ଅାଜି ପୁରୀ ସର୍କିଟ୍‌ ହାଉସରେ ଶୁଣାଣି କରିଥିଲେ ଜଷ୍ଟିସ୍‌ ରଘୁବୀର ଦାଶ। ଶୁଣାଣି ବେଳେ ଶ୍ରୀମନ୍ଦିର […]

  • Monday, 19 July 2021
monsoon
ଝଡ଼ତୋଫାନ ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ଝଡ଼ତୋଫାନ ସହ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସକାଳ ୧୦ଟା ୧୫ ପର୍ଯ୍ୟନ୍ତ ୯ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, ବଲାଙ୍ଗିର,ସୋନପୁର, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି।

  • Monday, 19 July 2021
5
‘ଫୋନି’ ଖୋଲିଦେଲା ଜାଲ୍‌ ରାସନକାର୍ଡ ଗୁମର: ଚାଉଳ ନେଲେ ଟଙ୍କା ପାଇଁ ଆସିଲେନି

ପୁରୀ: ଧରା ପଡ଼ିଲା ପୁରୀ ଜିଲ୍ଲା ଗୋପ ବ୍ଲକ୍‌ରେ ରାସନକାର୍ଡ ଜାଲିଆତି। ପଦାକୁ ଆସିଲା ଭୂତ ରାସନକାର୍ଡର ଗୁମର। ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ନ୍ୟାୟରେ ଅଣ୍ଡରାଇଚ୍ଛାପୁର ଗାଁରେ ହୋଇଥିବା ରାସନକାର୍ଡ ମହାଦୁର୍ନୀତିର ବିଷ୍ଣୁପ୍ରିୟା ନାୟକ ହେଲେ ବଳିଷ୍ଠ ପ୍ରମାଣ। ତାଙ୍କ ନାଁରେ କାର୍ଡ ଥିବା କଥା ସେ ନିଜେ ଜାଣିନାହାନ୍ତି। ଏପରିକି ଦିନେ ହେଲେ ରାସନ ସାମଗ୍ରୀ ନେଇନାହାନ୍ତି। ହେଲେ ସରକାରୀ ତାଲିକାରେ କିନ୍ତୁ ସେ ହିତାଧିକାରୀ। ଜାଲିଆତିର ଏହି ଗହନ କଥା ପଦାକୁ […]

2
ପୋଲାଭରମ୍‌ ପ୍ରକଳ୍ପ ଆଗେଇନେବା ପାଇଁ ଆନ୍ଧ୍ରକୁ ଅନୁମତି

ଭୁବନେଶ୍ୱର: ପୋଲଭରମ୍ ପ୍ରକଳ୍ପ ନିର୍ମାଣକୁ ପୁଣି ଅନୁମତି ମିଳିଛି। ୨ ବର୍ଷ ପାଇଁ ନିର୍ମାଣ କରିବାକୁ ଅନୁମତି ଦେଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ। ଫଳରେ ପୋଲାଭରମ୍‌ ଲଢ଼େଇରେ ଆଉ ଏକ ଝଟକା ଖାଇଛି ଓଡ଼ିଶା। ଖାଲି ଏତିକି ନୁହେଁ, ପୋଲଭରମ୍‌ ପ୍ରକଳ୍ପ ହେଲେ ଆନ୍ଧ୍ରପ୍ରଦେଶ କେତେ ଲାଭ ପାଇବ? ତା’ର ହିସାବ ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ପୋଲାଭରମ୍‌ ପ୍ରକଳ୍ପ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଆନ୍ଧ୍ରରେ ୩ ଲକ୍ଷ […]

3
ଦାୟିତ୍ୱହୀନତା: ଉଦ୍ଧାର ହେଲେ ୨ ଶିଶୁପୁତ୍ର, ଜଣେ କାର୍ ଭିତରୁ, ଜଣେ ବନ୍ଦ ଘରୁ

ଭୁବନେଶ୍ୱର: କାର୍ ଭିତରୁ ୫ବର୍ଷର ଶିଶୁ ଉଦ୍ଧାର। ଅଳ୍ପକେ ବର୍ତ୍ତିଲା ଜୀବନ । ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ଦୀଘା ବିଚ୍‌ରେ। ସୂଚନା ଅନୁସାରେ ପଶ୍ଚିମବଙ୍ଗ କାମାରଗାଛି ଅଞ୍ଚଳର ସ୍ୱାମୀ ସ୍ତ୍ରୀ ନିଜ ୫ବର୍ଷର ଶିଶୁକୁ ନେଇ ଦୀଘା ବୁଲିବା ପାଇଁ ଆସିଥିଲେ। ତେବେ ବିଚ୍‌ରେ ଗାଡିକୁ ପାର୍କିଂ କରିବା ସହ ଶିଶୁଟିକୁ ଗାଡ଼ି ଭିତରେ ଲକ୍ କରି ଉଭୟେ ସମୁଦ୍ରକୁ ଗାଧୋଇବା ପାଇଁ ଚାଲିଯାଇଥିଲେ । କିଛି ସମୟ ପରେ ଶିଶୁଟି ଗାଡି ଭିତରେ […]

4
ତିନି ରାଜ୍ୟସଭା ପ୍ରାର୍ଥୀ କୋଟିପତି, ଅମରଙ୍କ ନାଁରେ ରହିଛି ଏମିତି ଅଭିଯୋଗ

ଭୁବନେଶ୍ୱର: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଜେଡି ପୂର୍ବତନ ଏଜି ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପୂର୍ବତନ ଆଇଏଏସ୍‌ ଅଫିସର ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି। ଆଉ ଏହି ତିନି ଜଣ କୋଟିପତି ବୋଲି ସେମାନେ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡ଼ିଛି। ସତ୍ୟପାଠରେ ସେମାନଙ୍କ ବ୍ୟକ୍ତିଗତ ଆୟ ସହିତ ସେମାନଙ୍କ ଜମିବାଡ଼ି, ଘରଦ୍ୱାର, ଅଳଙ୍କାର ଓ ଗାଡ଼ି ମୋଟର ଆଦି ସବୁଥିର ମୂଲ୍ୟ ଉଲ୍ଲେଖ ରହିଛି। ବିଜେପି ପ୍ରାର୍ଥୀ ଅଶ୍ୱିନୀ […]

1
ମୋଟ୍ ବ୍ୟୟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁବା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭାରେ ଉପସ୍ଥାପନ ହେବେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍।  ମନ୍ତ୍ରୀ ପରିଷଦର ମିଳିଥିବା ଅନୁମୋଦନ ଅନୁଯାୟୀ ବଜେଟ୍ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁପାରେ । ବଜେଟ୍‌ରେ ମୁଖ୍ୟତଃ ଫନି ପରବର୍ତ୍ତି ପୁନଉଦ୍ଧାର ପାଇଁ ଅଧିକ ବ୍ୟୟବରାଦ ହୋଇପାରେ । ତାହା ସହିତ ନିର୍ବାଚନରେ ନବୀନ ସରକାର ପାଇଁ ଗେମ୍‌ଚେଞ୍ଜର ହୋଇଥିବା କାଳିଆ, ମଶନ ଶକ୍ତି ପାଇଁ ମଧ୍ୟ ଅଧିକ ବ୍ୟୟବରାଦ କରାଯିବାର ସମ୍ଭାବନା ରହିଛି । ତେବେ ରାଜ୍ୟର […]

66
ରାଜଧାନୀରୁ କାର ଲୁଟ୍ ଘଟଣାର ପର୍ଦ୍ଦାଫାସ

ଭୁବନେଶ୍ୱର: ରାଜଧାନୀରୁ କାର୍‌ ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଲୁଟେରାଙ୍କ ସହ ଚୋରା କାର କିଣିବା ଅଭିଯୋଗରେ ୪ ଗିରଫ ହୋଇଛନ୍ତି । ଏମାନଙ୍କଠାରୁ  ତିନୋଟି କାର, ସୁନା ହାର, ବାଇକ, ନକଲି ଟଏ ଗନ୍ ଜବତ କରିଛି ଖଣ୍ଡଗିରି ପୋଲିସ । ତାସହ ଲୁଟ କାରରେ ନିଶା କାରବାର ହେଉଥିବା ନେଇ ସୂଚନା ମିଳିଛି । ଖଣ୍ଡଗିରି ଥାନା ଅଧୀନରେ ଗୋଟିଏ କାର ଲୁଟ ଘଟଣାର ଖୋଳତାଡ ବେଳେ ଲୁଟେରାଙ୍କଠାରୁ ଖୋର୍ଦ୍ଧା ଅଞ୍ଚଳରୁ  ଅନ୍ୟ ଦୁଇଟି […]

tiktok-nurse
୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଲା ସ୍ୱାସ୍ଥ୍ୟ ବିଭାଗ

ମାଲକାନ୍‌ଗିରି: ଡ୍ୟୁଟି ବେଳେ ଟିକ୍‌ଟକ୍ କରି ଭାଇରାଲ ହୋଇଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୪ ଜଣ ନର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ମେଡିକାଲ କତ୍ତୃପକ୍ଷ ସଂପୃକ୍ତ ୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଛନ୍ତି । ସୋସିଆଲ୍ ମିଡିଆରେ ଶସ୍ତା ଲୋକପ୍ରିୟତା ହାସଲ ପାଇଁ  ନର୍ସମାନେ ଡ୍ୟୁଟିରେ ଥିଲା ବେଳେ ଟିକ୍‌ଟକ୍ ଭିଡିଓ  କରିଥିଲେ  । ଏହି  ଚିତ୍ର ସାମ୍ନାକୁ ଆସିବା ପରେ ସଂପୃକ୍ତ ନର୍ସମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା […]