• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

1
ହାଜତ ମୃତ୍ୟୁ ଘଟଣା,  ତଦନ୍ତ ପାଇଁ ଗଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି

ଭୁବନେଶ୍ୱର: ପୁଣି ଥାନା ହାଜତରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗା ନବରଙ୍ଗପୁର ପୋଲିସ ହେପାଜତରେ ଜଣେ ଅଭିଯୁକ୍ତର ରହସ୍ୟଜନକ ମୃତ୍ୟୁ ପରେ ଏଭଳି ଅଭିଯୋଗ ଆସିଛି । କେବଳ ଏତିକି ନୁହେଁ, ପୋଲିସ ଘଟଣାକୁ ଘଣ୍ଟ ଘୋଡାଇବା ସହ ମୃତଦେହକୁ ହସ୍ତାନ୍ତର କରୁ ନ ଥିବା ମଧ୍ୟ ସଂଗୀନ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଯାହାକୁ ନେଇ ଆଜି ଦିନ ତମାମ ଥାନା ପରିସରରେ ତୁମୁଳକାଣ୍ଡ ଦେଖିବାକୁ ମିଳିଥିବା ବେଳେ ମୃତଦେହ ହସ୍ତାନ୍ତର କରାଯାଇ ନ ଥିବାରୁ ଚାପା […]

vlcsnap-error220
ବାପାକୁ କାଠ ଫାଳିଆରେ ବାଡେଇ ମାରିଲା ପୁଅ

ମୟୁରଭଞ୍ଜ: କାଠ ଫାଳିଆରେ ବାପାକୁ ବାଡେଇ ବାଡେଇ ମାରିଲା ପୁଅ। ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ୭ ନମ୍ବର ଓ୍ୱାର୍ଡ ନାଗବଣୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପାରିବାରିକ କହଳକୁ କେନ୍ଦ୍ର କରି ବାପା କ୍ଷୀରକୁ ପୁଅ ସତ୍ୟବାନ ଏକ କାଠ ଫାଳିଆରେ ମାରିଥିଲା। ଗୁରୁତର ଅବସ୍ଥାରେ ବାପାକୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଘଟଣା ପରେ ପୁଅକୁ ଗ୍ରାମବାସୀମାନେ କାବୁ କରି ନେଇ ଏକ ଗଛରେ […]

  • Monday, 19 July 2021
indira
ଇନ୍ଦିରା ଆବାସ ଘର ଦେବା ପାଇଁ ମଗାଯାଉଛି ୨୦ ହଜାର ଟଙ୍କା

ଢେଙ୍କାନାଳ: ପଇସା ଦିଅ, ଘର ନିଅ। ପଇସା ନାହିଁ ତ ଘର ବି ନାହିଁ। ଇନ୍ଦିରା ଆବାସ ଘର ଦେବା ପାଇଁ ମଗାଯାଉଛି ୨୦ ହଜାର ଲେଖାଏଁ ଟଙ୍କା। ଏଭଳି ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ସଦର ବ୍ଲକ ଚଷାପଡ଼ା ଗାଁ’ର ଲୋକେ। ଗାଁର କିଛି ଲୋକ ପଇସା ଦେଇ ନପାରିବାରୁ ଯୋଜନାରୁ ବାଦ୍ ପଡ଼ିଥିବା ଅଭିଯୋଗ କରିଛନ୍ତି। ଅପର୍ତ୍ତୀ ସାହୁ, ଘର ଢେଙ୍କାନାଳ ଚଷାପଡ଼ା ଗାଁରେ। ୬ ପ୍ରାଣୀଙ୍କୁ ନେଇ ଅପର୍ତ୍ତୀଙ୍କ ସଂସାର। ହେଲେ ତାଙ୍କ ଘରର […]

  • Monday, 19 July 2021
fac
ଋଣ ଭାର ସହି ନ ପାରି ଛତୁ ଚାଷୀଙ୍କ ଆତ୍ମହତ୍ୟା

ସୋର: ଋଣ ଭାର ସହି ନ ପାରି ଜଣେ ଛତୁ ଚାଷୀ ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ନୂଆପୁରରୁ। ଏହି ଗାଁର ଗୟାଧର ଜେନାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଛତୁ ଚାଷ କରିବା ପାଇଁ ଗୟାଧର ସୋରରେ ଥିବା ଉତ୍ତରେଶ୍ୱର ସେବା ସମବାୟ ସମିତିରୁ ଲକ୍ଷେ ଟଙ୍କା ଓ ହାତ ଉଧାରି ଲକ୍ଷେ ଟଙ୍କା କରଜ କରିଥିଲେ । କିନ୍ତୁ ଚତୁ ଚାଷରୁ ଆଶାନୁରୂପ ରୋଜଗାର ହୋଇ ନ ଥିଲା […]

pf
ପୋଲିସ ହେପାଜତରେ ଥିବା ଅଭିଯୁକ୍ତର ମୃତ୍ୟୁ,  ଥାନାରେ ଗାଁଲୋକଙ୍କ ଲଙ୍କାକାଣ୍ଡ

ନବରଙ୍ଗପୁର: ଅଭିଯୁକ୍ତକୁ ଉଠାଇ ନେଇ ପୁଲିସ୍‌ ମାରି ଦେଇଥିବା ଅଭିଯୋଗରେ ଗାଁ ଲୋକେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନାରେ ଭଙ୍ଗାରୁଜା କରିଛନ୍ତି। ତେବେ ପରିସ୍ଥିତି ନିୟନ୍ତ୍ରଣ ଲାଗି ପୁଲିସ୍‌ ଲାଠିଚାର୍ଜ କରିବା ସହ ଗାଁରେ ଫ୍ଲାଗମାର୍ଚ୍ଚ କରିଛି। ଗତକାଲି ଖୁଟିଗୁଡ଼ା ସାପ୍ତାହିକ ହାଟରେ କୁକୁଡ଼ା ଲଢ଼େଇ ଚାଲିଥିବାବେଳେ ବଡ଼ପଞ୍ଜୁରିଆ ଗାଁର କମଳୁ ହରିଜନ ଓ ଖୁଟୁଗାଁର ଗୋବର୍ଦ୍ଧନ ବିନ୍ଧାଣୀଙ୍କୁ ପୁଲିସ ଉଠାଇ ନେଇଥିଲା। ପରେ ବିଳମ୍ବିତ ରାତିରେ ପୁଲିସ୍‌ ଆସି ଗୋବର୍ଦ୍ଧନଙ୍କ ସ୍ତ୍ରୀ ଓ ଝିଅଙ୍କୁ ନେଇ […]

r5
ଶ୍ୱଶୁର ଘରେ ଜ୍ୱାଇଁ ମୃତ

ସୋର: ଶ୍ୱଶୁର ଘରେ ଜ୍ୱାଇଁର ମୃତ୍ୟୁ। ବାଲେଶ୍ୱର ଜିଲ୍ଲା ସୋର ମୁନିସିପାଲଟି ମୁଲେଶ୍ୱର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁର ସୁଦାମ ସାହୁ ତାଙ୍କ ଶ୍ୱଶୁର ଘର ମେଣ୍ଢାଗଡ଼ଇକୁ ୧୫ ଦିନ ହେଲା ପରିବାର ସହ ଯାଇଥିଲେ । ଗତକାଲି ରାତିରେ ସେ ହଠାତ୍ ବିଷ ପିଇଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ତେବେ ବିଷ ପିଇବାର କାରଣ ଏଯାଏଁ ଜଣାପଡି ନ ଥିଲାବେଳେ ସୋର ପୋଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି […]

t6
ଟ୍ରେନ ବଗିରୁ ମିଳିଲା ମୃତେଦହ

ରାଉରକେଲା: ଟାଟା ପାସେଞ୍ଜର ଟ୍ରେନର ଏକ ବଗିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଉରକେଲା ଷ୍ଟେସନ ନିକଟରୁ ରେଲେୱେ ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ତାଙ୍କ ବୟସ ପାଖାପାଖି ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ନାକ ଏବଂ ପାଟିରୁ ରକ୍ତ ବାହାରୁଥିବା ବେଳେ ଏକ ବର୍ଥରେ ତାଙ୍କ ମୃତଦେହ ଘୋଡା ହୋଇଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । […]

2
ପାଟକୁରା ଓ ବିଜେପୁର ବାଇ ଇଲେକ୍ସନ ପରେ ବାଜିପାରେ ପୌର ନିର୍ବାଚନ ବିଗୁଲ

ଭୁବନେଶ୍ୱର: ପାଟକୁରା ଓ ବିଜେପୁର ଉପନିର୍ବାଚନ ପରେ ବାଜିପାରେ ପୌର ନିର୍ବାଚନ ବିଗୁଲ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂରକ୍ଷଣ ସୀମା  ୫୦ ପ୍ରତିଶତ ଭିତରେ ରଖି ଏଥର ନିର୍ବାଚନ କରିବେ ରାଜ୍ୟ ନିର୍ବାଚନ କମିଶନ । ତେଣୁ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ସମ୍ପର୍କିତ କସରତ ସାରି  ତୁରନ୍ତ ତଥ୍ୟ ଦେବାକୁ କମିଶନ୍ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେବେ ସଂରକ୍ଷଣ ସମ୍ପର୍କିତ ପ୍ରସ୍ତାବକୁ ବିଧାନସଭାରେ ପାରିତ କରିବାକୁ  ଥିବାରୁ ଏନେଇ ଏବେ ମୁହଁ ଖୋଲୁନି ନଗର […]

4
ବଢୁଛି ବୟସ୍କଙ୍କୁ ଉତ୍ପୀଡ଼ନ: ହତାଦର କରୁଥିବା ପୁଅବୋହୂଙ୍କ ବିରୋଧରେ ଦଣ୍ଡବିଧାନ ଲାଗି ଜିଲ୍ଲାପାଳମାନଙ୍କୁ ଚିଠି

ଭୁବନେଶ୍ୱର: ଈଶ୍ୱରଙ୍କ ଅଦ୍ୱିତୀୟ ରୂପ ପିତାମାତା ।  ଯିଏ ଜନ୍ମଦାନଠୁ ଆରମ୍ଭ କରି ନିଜ ସନ୍ତାନଙ୍କୁ ଦୁନିଆକୁ ଚିହ୍ନାଇବାର ପଣ କରିଥାନ୍ତି। ସେହି ପିତାମାତା ଆଜି ଅବହେଳିତ। କିନ୍ତୁ ଏଣିକି ସେମାନଙ୍କୁ ହତାଦର କଲେ ମିଳିବ ଦଣ୍ଡ। ସେ ପୁଅ ହେଉ କିମ୍ବା ଝିଅ ଅଥବା ବୋହୂ । ଜେଲଦଣ୍ଡ ଭୋଗିବାର ମଧ୍ୟ ସମ୍ଭାବନା ରହିଛି। ବାପା, ମା’ଙ୍କ ସୁରକ୍ଷା ପାଇଁ ପ୍ରଥମ ରାଜ୍ୟ ଭାବେ ବିହାର ସରକାର ଏଭଳି ଆଇନ ଆଣିବାକୁ ଯାଉଥିବା ଦେଖି ରାଜ୍ୟ […]

8
ଲାଞ୍ଚ ନେଉଥିବା ଘଟଣାରେ ଫେକ୍‌ ଭିଡିଓ କରି ଫସିଗଲେ  

କଣ୍ଟାବାଞ୍ଜି:  ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅଧ୍ୟକ୍ଷା ଅନୁ ଭୂଏଙ୍କ ନାଁରେ ମିଥ୍ୟା ଭିଡିଓ ଭାଇରାଲ କରିବା ଅଭିଯୋଗରେ ବିଜେଡି ନେତା ଅଜୟ ଦାସ ଓ ସୀମାନିବାହାଲର ହୁଲେଶ୍ୱର ହଂସଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ବ୍ଲକ ଅଧ୍ୟକ୍ଷାଙ୍କ ଅଭିଯୋଗ ଅନୁସାରେ କଣ୍ଟାବାଞ୍ଜି  ଥାନାରେ ମାମଲା ରୁଜୁ ହୋଇଛି । ବ୍ଲକ ଅଧ୍ୟକ୍ଷା ଲାଞ୍ଚ ଓ ପିସି ନେଉଥିବା ନେଇ ଅଜୟ ଏବଂ ହୁଲେଶ୍ୱର ଗୋଟିଏ ଫେକ୍ ଭିଡିଓ ତିଆରି କରିଥିଲେ। ସେ ଜଣେ ଆଦିବାସୀ […]

2
ହାତୀ ମୁଣ୍ଡ ନେଲା, ବନ ବିଭାଗ ଅଧିକାରୀ ମାଡ଼ ଖାଇଲେ

ଆଠଗଡ଼: ଆଠଗଡ଼ରେ ହାତୀ-ମଣିଷ ସଂଘର୍ଷ। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ବନ ବିଭାଗ କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ କରିଛନ୍ତି। ଆଠଗଡ଼ ବନଖଣ୍ଡର ତିଗିରିଆ ବନାଞ୍ଚଳ ହରିଡ଼ାପସିଠାରେ ଘଟିଛି ଏହି ଅଘଟଣ। ଶରତ ବେହେରା ନାମକ ଜଣେ ବ୍ୟକ୍ତି ଆଜି ଭୋରରୁ ଶୌଚ ହେବାକୁ ଯାଉଥିବା ବେଳେ ହାତୀଙ୍କ ହାବୁଡ଼ରେ ପଡ଼ିଥିଲେ । ହାତୀ ଶରତଙ୍କୁ ଦଳି ମାରିଦେଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳକୁ ଯାଇଥିବା ବନ […]

vp
୧୬ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଆସନ୍ତା ଅଗଷ୍ଟ ୧୬ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏମ୍‌ସର ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ସଚିବାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଉପରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ପରେ ତାଙ୍କୁ ଗାର୍ଡ ଅଫ ଅନର୍‌ ଦିଆଯିବ। ସେଠାରୁ ସେ ସିଧା ଏମ୍‌ସ ଅଭିମୁଖେ ଯିବେ।    

  • Monday, 19 July 2021
deat
ପୋଖରୀରେ ବୁଡ଼ିଗଲେ ଝାଡଖଣ୍ଡି ଯୁବକ  

ବେଲପାହାଡ଼: ବେଲପାହାଡ଼ ପୌରାଞ୍ଚଳ କଦଳୀପିଟା ଗାଁ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଝାଡ଼ଖଣ୍ଡର ମହମ୍ମଦ ରସିଦ । ସେ ବେଲପାହାଡ଼ସ୍ଥିତ ନିଜ ଭିଣୋଇଙ୍କ ଘରକୁ ଆସିଥିଲେ । ଗାଧୋଇବା ଲାଗି ପୋଖରୀକୁ ଯାଇଥିବା ବେଳେ  ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିଯାଇଥିଲେ । ଗ୍ରାମବାସୀ ଯୁବକଙ୍କ ମୃତଦେହ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ […]

Police-seize-a-desi-gun-factory-in-Kandhamal-750x420
ଦେଶୀ ବନ୍ଧୁକ କାରଖାନା ଠାବ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଦଣ୍ଡିମା ଗାଁ ପାଖ ଜଙ୍ଗଲରେ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି। ଜଙ୍ଗଲ ଭିତରେ ଦେଶୀ ବନ୍ଧୁକ କାରଖାନା ଚାଲୁଥିବା ଖବର ପାଇ ପୋଲିସ ଆଜି ସକାଳେ ଚଢ଼ାଉ କରିଥିଲା। ଚଢ଼ାଉବେଳେ ୨ଟି ବନ୍ଧୁକ ସହ ବହୁ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ ଓ ଯନ୍ତ୍ରାଂଶ ଜବତ କରିଛି ପୋଲିସ। ଏଥିରେ ସଂପୃକ୍ତ ଥିବା ଶ୍ରାନିକେତା ଗାଁର ଅଭିଯୁକ୍ତ କୁନା ପ୍ରଧାନକୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ଅନ୍ୟ ଦୁଇ ଜଣ […]

Capture
ଜେଲ୍‌ରୁ କଏଦୀ ଚମ୍ପଟ୍‌

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜେଲ୍‌ରୁ ଜଣେ କଏଦୀ ଚମ୍ପଟ୍‌ ମାରିଛନ୍ତି। ଜେଲ୍‌ ପରିସରରେ ଥିବା ବଗିଚାରେ କାମ କରୁଥିବା ବେଳେ ସେ ଖସି ପଳାଇ ଯାଇଛନ୍ତି। ତାଙ୍କ ନାଁ ଭବସାଗର ଶବର (୪୦)। ଏନେଇ ଭବାନୀପାଟଣା ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ସେ ନାରୀ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଥିଲେ। ଅନ୍ୟପକ୍ଷରେ, ଫେରାର କଏଦୀକୁ ଧରିବାକୁ ପୁଲିସ୍‌ ତନାଘନା ଚଳାଇଛି

  • Monday, 19 July 2021
1
ବାସେଳୀ ସାହି ବସ୍ତିରେ ବୋମାମାଡ଼

ପୁରୀ: ପୁରୀ ବାସେଳିସାହି ନିକଟ ବସ୍ତିରେ ବୋମାମାଡ଼ ହୋଇଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପଣାପ୍ରିୟା ଠାକୁରାଣୀ ପୀଠ ନିକଟ ବସ୍ତିରେ ହୋଇଛି ୨ଟି ବୋମାମାଡ଼ । ଏହି କାଣ୍ଡ ଭିଆଇଥିବା ଯୁବକଙ୍କ ସହ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ପୋଲିସ ସୂଚନା ଦେଇଛି। ୨ ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯିବା ସହ ବାସେଳିସାହି ପୋଲିସ ତନାଘନା ଜାରି ରହିଛି।

maoist..
ପୁଲିସ୍ ଇନ୍‌ଫର୍ମର ସନ୍ଦେହରେ ଗୁଳି କରି ହତ୍ୟା

ମାଲକାନଗିରି: ଆଜିଠାରୁ ମାଓମାନେ ସହିଦ ସପ୍ତାହ ପାଳନ କରୁଛନ୍ତି। ସହିଦ ସପ୍ତାହ ଆରମ୍ଭର ପ୍ରଥମ ଦିନରୁ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ ଜିଲ୍ଲାର କୁମ୍‌କୁମ୍‌ପୁଡ଼ି ଗାଁରେ ନକ୍ସଲମାନେ ପୁଲିସ୍‌ ଇନ୍‌ଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ନାଁ ଜୟରାମ। ଗତକାଲି ରାତିରେ ୨୦ରୁ ୨୫ ଜଣ ନକ୍ସଲ ଜୟରାମଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ଗୁଳି କରି ହତ୍ୟା  କରିଥିଲେ। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ […]

  • Monday, 19 July 2021
5
ନବୀନଙ୍କ ଟିମ୍‌ରେ ୧୦ ନୂଆ, ୬ ପୁରୁଣା ଚେହେରା: ଦଳଡିଆଁ ନେତାଙ୍କୁ ପୁରସ୍କାର

ଭୁବନେଶ୍ୱର: ଯେତିକି ନୂଆ ସେତିକି ପୂରୁଣା। ନବୀନଙ୍କ ମନ୍ତ୍ରିମଣ୍ଡଳରେ ୧୦ନୂଆ ମୁହଁ, ୬ଜଣ ମନ୍ତ୍ରୀ ରିପିଟ୍। ୩ ବିଧାୟକ ପ୍ରଥମ ଥର ଲାଗି ନିର୍ବାଚତ ହୋଇଥିଲେ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । କିନ୍ତୁ ୩୩ ପ୍ରତିଶତ ସଂରକ୍ଷଣ କାର୍ଡ ଖେଳୁଥିବା ବିଜେଡି, ମନ୍ତ୍ରୀମଣ୍ଡଳରେ କିନ୍ତୁ ସେହି ଅନୁପାତରେ ମହିଳାଙ୍କୁ ସୁଯୋଗ ଦେଇନାହିଁ । ଏହା ବାଦ୍ ୧୨ ଜିଲ୍ଲା ମନ୍ତ୍ରୀଶୂନ୍ୟ ରହିଛି। ସେହିପରି ସ୍ୱାଭିମାନ ଲଢ଼େଇ ପାଇଁ ଅଧିକ ଚର୍ଚ୍ଚାରେ ଥିବା କେନ୍ଦ୍ରପଡ଼ା ଜିଲ୍ଲାରୁ ମଧ୍ୟ […]

2019052912220600
ଶପଥ ଗ୍ରହଣ ସମାରୋହରେ ସାମିଲ ହେଲେ ବହୁ ବିଶିଷ୍ଟ ଶିଳ୍ପପତି, ଜଣାଶୁଣା କଳାକାର  

ଭୁବନେଶ୍ୱର: ଆଜିର ଶପଥ ଗ୍ରହଣ ଉତ୍ସବରେ ବହୁ ବିଶିଷ୍ଟ ଶିଳ୍ପପତି, ଜଣାଶୁଣା କଳାକାର, ଶିକ୍ଷକ ଓ ନାମକରା ଡାକ୍ତର ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ତେବେ ଅତିଥିମାନଙ୍କ ଭିତରେ ଅଧିକ ଆକର୍ଷଣ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକ। ଏ ଦୁହିଁଙ୍କ ବ୍ୟତିତ ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ୍ କୁମାର ମଙ୍ଗଳମ୍ ବିର୍ଲା, ବିଶିଷ୍ଟ ହୃଦ୍‌ଶଲ୍ୟ ବିଶେଷଜ୍ଞ ରମାକାନ୍ତ ପଣ୍ଡା, ଆପୋଲୋ ହସ୍ପିଟାଲର ଜଏଣ୍ଟ ମ୍ୟାନେଜିଂ […]

  • Monday, 19 July 2021
nv1
କ୍ରମାଗତ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ: ଆସିଥିଲେ ଭଉଣୀ ଗୀତା, ଭାଇ ପ୍ରେମ୍‌

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ନୂଆ ଇତିହାସ। ଲଗାତର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ ।ରାଜଧାନୀର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୧ ଜଣିଆ ମନ୍ତ୍ରିମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଥମ ଥର ଲାଗି ରାଜଭବନ ବାହାରେ ଅନୁଷ୍ଠିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଯାହାଙ୍କ ମଧ୍ୟରେ ଥିଲେ ନବୀନଙ୍କ ଭଉଣୀ ଗୀତା […]

ok
ରାଜ୍ୟ କ୍ୟାବିନେଟ୍‌ ପ୍ରଥମ ବୈଠକରେ ନିଷ୍ପତ୍ତି: କାଳିଆ ଯୋଜନାରେ ସାମିଲ ହେଲେ ଆଉ ୩୩ ଲକ୍ଷ ପରିବାର

ଭୁବନେଶ୍ୱର: ବଢିଲା କାଳିଆ ଯୋଜନା ହିତାଧିକାରୀଙ୍କ ସଂଖ୍ୟା ।ପୂର୍ବରୁ ସରକାର ୪୨ ଲକ୍ଷ ଚାଷୀ ପରିବାରକୁ କାଳିଆ ଯୋଜନାରେ ସାମିଲ କରିଥିବା ବେଳେ ଏବେ ୭୫ ଲକ୍ଷ ପରିବାର ଯୋଜନାର ଲାଭ ପାଇବେ। ନୂଆକରି ସାମିଲ ୩୩ ଲକ୍ଷ ପରିବାରକୁ ଆଜିଠାରୁ ଯୋଜନା ବାବଦ ୫ ହଜାର ଟଙ୍କା ମିଳିବ। ସପ୍ତାହକ ମଧ୍ୟରେ ୨୫ ଲକ୍ଷ ପରିବାର ଟଙ୍କା ପାଇଯିବେ ବୋଲି ଆଜି ବସିଥିବା ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକ ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି […]

vlcsnap-error357
ମେଡିକାଲ ପାଠ୍ୟକ୍ରମରେ ନାମଲେଖାକୁ ନେଇ ଅନିଶ୍ଚିତତା

ଭୁବନେଶ୍ୱର: ମେଡିକାଲ ପାଠ୍ୟକ୍ରମରେ ନାମଲେଖାକୁ ନେଇ ଦେଖାଦେଇଛି ଅନିଶ୍ଚିତତା। MBBS ଓ BDS କୋର୍ସରେ ଆଡମିଶନ ନେଇ ବମ୍ବେ ହାଇକୋର୍ଟଙ୍କ ରହିତାଦେଶ ଯୋଗୁଁ ଆଡମିଶନ ଅପେକ୍ଷାରେ ଦେଶର ହଜାର ହଜାର ଛାତ୍ରଛାତ୍ରୀ। ଏହି କାରଣ ପାଇଁ ନିଟ୍ ଅଧୀନରେ ଆସୁଥିବା ଓଡ଼ିଶାର ୧୦ଟି ପ୍ରତିଷ୍ଠାନରେ ଖାଲି ପଡ଼ିଛି ୨୧୩ ସିଟ୍। ରାଜ୍ୟ କୋଟା ଅଧିନରେ ଓଡ଼ିଶାର ଅଧିକାଂଶ ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନେ ଆଡମିଶନ ନେଇଛନ୍ତି। ରାଜ୍ୟ କୋଟାରେ ହାତଗଣତି ସିଟ୍ ଖାଲି ପଡିଥିବା ବେଳେ ପ୍ରତି କଲେଜରେ […]

  • Monday, 19 July 2021
vcv
ପଞ୍ଚାୟତ ନିର୍ବାଚନ ସଫଳତା ବିଧାନସଭାରେ ଦୋହରାଇ ପାରିଲାନି ବିଜେପି

ଭୁବନେଶ୍ୱର: ବିଧାନସଭା ନିର୍ବାଚନରେ ବିଜେପି ୧୨୦ ପ୍ଲସ୍ ମିଶନ ରଖିଥିଲା। କିନ୍ତୁ ଜିତିଲା ମାତ୍ର ୨୩। ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ବିଜେପିକୁ ମିଳିଥିବା ବିପୁଳ ସମର୍ଥନ ଏଥର ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଲାନାହିଁ। ଏପରିକି ଗତ ବିଧାନସଭାର ୧୦ ବିଧାୟକଙ୍କ ଭିତରୁ କେବଳ ଦେବଗଡ଼ ଆସନକୁ ଛାଡି ଦେଲେ ବାକି ୯ଟି ସ୍ଥାନରେ ଦଳର ପ୍ରାର୍ଥୀ ପରାଜୟର ମୁହଁ ଦେଖିଲେ। ଗତ ପଞ୍ଚାୟତ ଭୋଟରେ ବିଜେଡି ତୁଳନାରେ ବିଜେପି ୪୭ଟି ବିଧାନସଭା କ୍ଷେତ୍ରରେ ଅଧିକ ଭୋଟ […]

vlcsnap-error199
ଚର୍ଚ୍ଚାରେ ସ୍ମାର୍ଟସିଟିର ସ୍ମାର୍ଟ ଲୁଟେରା

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର ଓ ଇନଫୋସିଟି ପ୍ରଶାନ୍ତି ବିହାର ସବୁଠି ହେଲ୍‌ମେଟ୍‌ ଭିତରେ ମୁହଁ ଲୁଚେଇ ଘରେ କଳାକନା ବୁଲାଇଥିଲା ସଞ୍ଜୟ ନିଶ। ଚନ୍ଦ୍ରଶେଖପୁର ଥାନା ଅନ୍ତର୍ଗତ କୈଳାସ ବିହାରସ୍ଥିତ ଏକ ଆପାର୍ଟମେଣ୍ଟରେ ହେଲ୍‌ମେଟ୍ ପିନ୍ଧି ପୁରା ହିରୋମାର୍କା ଷ୍ଟାଇଲ୍‌ରେ ପସିଥିଲା ସଂଜୟ। ଆଉ କିଛି ସମୟ ପରେ ବ୍ୟାଗ୍‌ରେ ଚୋରି ସାମଗ୍ରୀ ଭର୍ତ୍ତି କରି ଛୁ ମାରିଥିଲା। ଠିକ୍‌ ସେହିପରି ମଞ୍ଚେଶ୍ୱର ସତ୍ୟବିହାରରେ ଚୋରି କରି ଫେରିବା ବାଟରେ ଘରମାଲିକଙ୍କ ହାବୁଡ଼ରେ ପଡ଼ିଥିଲା ସଂଜୟ। କିନ୍ତୁ […]

  • Monday, 19 July 2021
ni
ପଞ୍ଚମ ପାଳିରେ ମନ୍ତ୍ରୀ ହେବାକୁ ଏମାନଙ୍କ ଲବି ଜୋରଦାର

ଭୁବନେଶ୍ୱର: ପଞ୍ଚମ ଥର ରାଜ୍ୟରେ ବିଜେଡିର କ୍ଷମତା ଦଖଲ ପରେ ଏବେ ମନ୍ତ୍ରୀ ହେବା ପାଇଁ ନେତାଙ୍କ ଲବି ଜୋରଦାର ହୋଇଛି। ସେପଟେ ସମତୁଲ ମନ୍ତ୍ରୀମଣ୍ଡଳ ପାଇଁ ନବୀନ ମହିଳା, ଯୁବ ଓ ସ୍ୱଚ୍ଛ ଚେହେରାକୁ ଗୁରୁତ୍ୱ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ କିଏ ରହିବ ନବୀନଙ୍କ ଗୁଡ୍‌ବୁକ୍‌ରେ, କାହାକୁ କେଉଁ ବିଭାଗ ଦିଆଯିବ ସେନେଇ ବି ଚାଲିଛି ଚର୍ଚ୍ଚା । ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ବସୁଥିବା ବେଳେ ୨୯ରେ ପ୍ରଦର୍ଶନୀ ପଡିଆରେ […]